ପମ୍ପ୍କିନ୍ ପ୍ୟାନ୍କେକ୍
ଆବଶ୍ୟକ ସାମଗ୍ରୀ: ୨ କପ୍ କଖାରୁ ପେଷ୍ଟ, ୫୦୦ ମିଲି. ଆଲମଣ୍ଡ କ୍ଷୀର, ୨ ଟେବଲ୍ସ୍ପୁନ୍ ଭାନିଲା ଏକ୍ସଟ୍ରାକ୍ଟ, ୫୦୦ ଗ୍ରାମ୍ ଚଣା ପାଉଡ଼ର(ଚିକ୍ପି ଫ୍ଲୋର୍), ୧ ଟିସ୍ପୁନ୍ ଲେଖାଏଁ ଡାଲଚିନି, ଜାଇଫଳ, ଲବଙ୍ଗ ପାଉଡ଼ର, ୧ ଟିସ୍ପୁନ୍ ବେକିଂ ପାଉଡ଼ର,…
ସୋସିଆଲ୍ ମିଡିଆ କ୍ରେଜ୍
ବର୍ତ୍ତମାନ ଅଧିକାଂଶ ମହିଳା ବିଭିନ୍ନ ସୋସିଆଲ ମିଡ଼ିଆରେ ଆକ୍ଟିଭ୍ ରହୁଥିବା ଦେଖିବାକୁ ମିଳୁଛି। ହେଲେ କେତେକଙ୍କଠାରେ ଏହାକୁ ବ୍ୟବହାର କରିବା କ୍ରେଜ୍ ଏତେ ଅଧିକ ଯେ, କିଚେନ୍ରୁ ବେଡ଼ରୁମ୍ ହେଉ କି ବାଥ୍ରୁମ୍ରୁ ଠାକୁର ଘର ପର୍ଯ୍ୟନ୍ତ ସେମାନଙ୍କ ହାତରୁ ଅଲଗା…
ତ୍ୱଚାର ଘରୋଇ ଉପଚାର
ରୁକ୍ଷ ତ୍ୱଚା ସୌନ୍ଦର୍ଯ୍ୟ ହାନି କରିଥାଏ। ତେଣୁ ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି ସହିତ ଏହାର ସୁରକ୍ଷା ଲାଗି ଖୁବ୍ ଆବଶ୍ୟକ ତେଲ। ତେବେ କେଉଁ ସବୁ ତେଲ ଏଥିପାଇଁ ବ୍ୟବହାର କରିପାରିବେ ଜାଣି ରଖନ୍ତୁ… ଆର୍ଗନ ତେଲ: ଏହି ତେଲରେ ପ୍ରଚୁର…
ବିହାର ବିଧାନସଭା ନିର୍ବାଚନ: ୫୦ ଆସନରେ ପ୍ରାର୍ଥୀ ଦେବ ଶିବସେନା
ମୁମ୍ବାଇ, ୧୩।୧୦: ଆଗକୁ ବିହାର ବିଧାନସଭା ନିର୍ବାଚନ। ଏଠାରେ ୪୦ରୁ ୫୦ ଆସନରେ ଶିବସେନା ପ୍ରାର୍ଥୀ ଦେବ ବୋଲି ଯୋଜନା କରିଛନ୍ତି। ଏନେଇ ଶିବସେନା ପକ୍ଷରୁ ସଞ୍ଜୟ ରାଉତ ସୂଚନା ଦେଇଛନ୍ତି। ଆସନ୍ତା ସପ୍ତାହରେ ଶିବସେନା ପ୍ରତିନିଧି ଏନେଇ ବିହାର ଯିବେ…
ଶିକ୍ଷାନୁଷ୍ଠାନର ୫କି.ମି. ମଧ୍ୟରେ ହେବ ଡିଇଏଲ୍ଇଡି ପରୀକ୍ଷା କେନ୍ଦ୍ର
ଭୁବନେଶ୍ୱର, ୧୩।୧୦(ବ୍ୟୁରୋ): କରୋନା ପାଇଁ ଚଳିତ ବର୍ଷ ଡିଇଏଲ୍ଇଡି (ଡିପ୍ଲୋମା ଇନ୍ ଏଲିମେଣ୍ଟାରି ଏଜୁକେଶନ) ପରୀକ୍ଷାର୍ଥୀମାନେ ବାସସ୍ଥାନରୁ ଦୂରରେ ରହି ପରୀକ୍ଷା ଦେବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି। ସେମାନେ ପାଠ ପଢ଼ୁଥିବା ଡିଆଇଇଟି/ଇଟିଇଆଇ/ଡିଆର୍ସି ଆଦି ଶିକ୍ଷା ପ୍ରତିଷ୍ଠାନ ସେମାନଙ୍କ ଘରଠାରୁ ବହୁ…
ଜବାବ ଦାଖଲ ପାଇଁ ଅନୁଭବଙ୍କୁ ନୋଟିସ
କଟକ ଅଫିସ,୧୩।୧୦: ଏମ୍ପି ତଥା ଅଭିନେତା ଅନୁଭବ ମହାନ୍ତି ଏବଂ ତାଙ୍କ ସ୍ତ୍ରୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ପାରିବାରିକ ବିବାଦକୁ ନେଇ କଟକ ସଦର ଏସ୍ଡିଜେଏମ୍ କୋର୍ଟରେ ଏକ ମାମଲା ଚାଲିଛି। ଭରଣପୋଷଣ ଦାବିରେ ବର୍ଷାଙ୍କ ପକ୍ଷରୁ ଉକ୍ତ ମାମଲା…
ପିଓକେରେ ପାକିସ୍ତାନକୁ ବିରୋଧ: ରାସ୍ତାକୁ ଓହ୍ଲାଇଲେ ଲୋକେ
ମୁଜାଫରାବାଦ, ୧୩।୧୦: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କ ସରକାରକୁ ନିଜ ଦେଶରେ ମଧ୍ୟ ଲୋକେ ବିରୋଧ କରୁଛନ୍ତି। ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ରେ ଲୋକେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଗିଲଗିଟ୍ ବଲ୍ଟିସ୍ତାନକୁ ପ୍ରଦେଶର ମାନ୍ୟତା ଦେବାକୁ ନେଇ ପାକିସ୍ତାନ ସରକାରଙ୍କ ଯୋଜନାକୁ ଲୋକେ…
ସାଢେ ୪ ଫୁଟ ଉଚ୍ଚ ସିଂହ ମୂର୍ତ୍ତି ଗଢୁଛନ୍ତି ଅଶୋକ
ପୁରୀ ଅଫିସ, ୧୩।୧୦: ଶାରଦୀୟ ଦୁର୍ଗାପୂଜାରେ କାକଟପୁରର ଅଧିଷ୍ଠାତ୍ରୀ ଠାକୁରାଣୀ ମା’ ମଙ୍ଗଳାଙ୍କ ସିଂହବାହିନୀ ବେଶ ପାଇଁ ପୁରୀରେ ଚାଲିଛି ସିଂହ ମୂର୍ତ୍ତି ନିର୍ମାଣ। ପଥୁରିଆ ସାହିର ଜାତୀୟ ପୁରସ୍କାରପ୍ରାପ୍ତ ଶିଳ୍ପୀ ଅଶୋକ କୁମାର ମହାପାତ୍ର ଏହି ମୂର୍ତ୍ତି ନିର୍ମାଣ କରୁଛନ୍ତି।…
ଭାଷା ଆଇନ ସମ୍ପର୍କରେ ଅବଗତ ନୁହନ୍ତି ଲୋକେ
ଭୁବନେଶ୍ୱର,୧୩।୧୦(ବ୍ୟୁରୋ): ସରକାରୀ କାର୍ଯ୍ୟରେ ଏପର୍ଯ୍ୟନ୍ତ ଓଡ଼ିଆ ଭାଷାର ସମ୍ପୂର୍ଣ୍ଣ ବ୍ୟବହାର କରାଯାଉନାହିଁ। ଓଡ଼ିଆ ଭାଷାକୁ ଅଣଦେଖା କରାଯାଉଥିବା ନେଇ ବୁଦ୍ଧିଜୀବୀମାନେ ବାରମ୍ବାର ମତବ୍ୟକ୍ତ କରିଥିବାବେଳେ ସରକାର କେବଳ ଆଇନ ଆଣିଦେଇ ଚୁପ୍ ବସିଛନ୍ତି। ବଡ଼କଥା ହେଲା, ଓଡ଼ିଶା ସରକାରୀ ଭାଷା ଅଧିନିୟମ…
ମା’ ହେବେ ସାଗରିକା
ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା, କରୀନା କପୁରଙ୍କ ସମେତ ଆଉ ଜଣେ ଚର୍ଚ୍ଚିତ ଅଭିନେତ୍ରୀ ମା’ ହେବାକୁ ଯାଉଛନ୍ତି। ସେ ହେଲେ ‘ଚକ୍ ଦେ ଇଣ୍ଡିଆ’ ଅଭିନେତ୍ରୀ ସାଗରିକା ଘାଟଗେ। ତେଣୁ ସାଗରିକା ଏବଂ ତାଙ୍କ ସ୍ବାମୀ ତଥା ଭାରତୀୟ କ୍ରିକେଟ…
କରୋନା ଭ୍ୟାକ୍ସିନ ପରୀକ୍ଷଣ କରିବ ନାହିଁ ଜନସନ୍ ଆଣ୍ଡ ଜନସନ୍
ୱାଶିଂଟନ,୧ ।୧୦: କରୋନା ମହାମାରୀ ଏବେ ସାରା ବିଶ୍ୱର ମୁଣ୍ଡ ବିଗାଡି ଦେଇଥିବା ବେଳେ ଏହାର ଭ୍ୟାକ୍ସିନ ପ୍ର୍ସ୍ତୁତରେ ଲାଗି ପଡିଛି ସାରା ବିଶ୍ୱ । ହେଲେ ଏହାକୁ ନେଇ ଏବେ ଏକ ଖରାପ ଖବର ଆସିଛି । କରୋନା ଭ୍ୟାକ୍ସିନ…
ମିଠାଦୋକାନୀଙ୍କୁ ହତ୍ୟା ପଛରେ ସୁପାରି
ଭୁବନେଶ୍ୱର,୧୩।୧୦(ବ୍ୟୁରୋ): ଭୁବନେଶ୍ୱର ସାମନ୍ତରାପୁର ଛକରେ ମିଠା ଦୋକାନୀ ପ୍ରଭାକର ବେହେରାଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ। ହତ୍ୟା ପଛରେ ସୁପାରି କିଲରଙ୍କ ସମ୍ପୃକ୍ତି ଥିବା ସ୍ପଷ୍ଟ ହୋଇଛି। ମୁଖ୍ୟ ଅଭିଯୁକ୍ତ ତଥା ଦୁଇ ସୁପାରି କିଲରଙ୍କୁ ସ୍ପେଶାଲ ସ୍କ୍ବାଡ୍…
Archives


