Posted inଜାତୀୟ

ଥରିଲା ଦିଲ୍ଲୀ ସମେତ ଉତ୍ତର ଭାରତ

ନୂଆଦିଲ୍ଲୀ,୧୨।୨: ଦିଲ୍ଲୀ ଏନ୍‌ସିଆର, ପଞ୍ଜାବ, ରାଜସ୍ଥାନ, ଜମ୍ମୁ-କଶ୍ମୀର ଓ ଉତ୍ତର ପ୍ରବେଶର ବିଭିନ୍ନ ସ୍ଥାନରେ ଶୁକ୍ରବାର ରାତିରେ ଭୂମିକମ୍ପ ଅନୁଭୂତ ହୋଇଛି। ଏହାର ତିବ୍ରତା ରିକ୍ଟର ସ୍କେଲରେ ୬.୩ ଥିଲା। ତାଜିକିସ୍ତାନ ଏହାର ଉତ୍ପତ୍ତିସ୍ଥଳ ବୋଲି ସେସ୍‌ମୋଲୋଜି ପକ୍ଷରୁ କୁହାଯାଇଛି। ରାତି ୧୦ଟା. ୩୪ରେ କିଛି ସେକେଣ୍ଡ୍‌ ପାଇଁ ଉତ୍ତର ଭାରତର ବିଭିନ୍ନ ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ତେବେ ଏଥିଯୋଗୁ ହୋଇଥିବା କ୍ଷେୟକ୍ଷତି ଆକଳନ ସମ୍ପର୍କିତ କୌଣସି ରିପୋର୍ଟ ଆସିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କୁ ଘାରିଲା କେନାଲ ପାଣି ଚିନ୍ତା: ପ୍ରଭାବିତ ଧାନ ଫସଲର ନମୁନା ଧରି ଜିଲାପାଳଙ୍କ ଅଫିସ୍‌ରେ ପହଞ୍ଚିଲେ ଚାଷୀ

ବରଗଡ଼,୬।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ମୁଖ୍ୟ କେନାଲରେ ଆସନ୍ତା ୧୧ତାରିଖ କେନାଲ ପାଣି ଯୋଗାଣ ବନ୍ଦ ରହିବ। କେନାଲ ପାଣି ବନ୍ଦ ରହିବାକୁ ଆଉମାତ୍ର ୫ଦିନ ବାକି ରହିଛି। ଅନ୍ୟପଟେ…

ମୁଖ୍ୟମନ୍ତ୍ରୀ ପଦରୁ ଷ୍ଟାଲିନ୍‌ଙ୍କ ଇସ୍ତଫା

ଚେନ୍ନାଇ,୬ା୫: ତାମିଲନାଡୁ ବିଧାନସଭା ନିର୍ବାଚନରେ ପରାଜୟ ପରେ ଦ୍ରାବିଡ଼ ମୁନ୍ନେତ୍ରା କାଝାଗମ୍‌ (ଡିଏମ୍‌କେ) ଅଧ୍ୟକ୍ଷ ଏମ୍‌.କେ. ଷ୍ଟାଲିନ୍‌ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ…

ଗଣମାଧ୍ୟମ, ମନୋରଞ୍ଜନରେ ଏଆଇ ବ୍ୟବହାର ପାଇଁ ୧୫,୦୦୦ ସ୍କଲାରଶିପ୍‌ ଘୋଷଣା

ନୂଆଦିଲ୍ଲୀ,୬ା୫: କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ରେ ଯୁବ ପେସାଦାରମାନଙ୍କୁ ତାଲିମ ଦେବା ପାଇଁ କେନ୍ଦ୍ର ସରକର ଏକ ବଡ଼ ପଦକ୍ଷେପ ଆରମ୍ଭ କରୁଛନ୍ତି। ଗଣମାଧ୍ୟମ, ମନୋରଞ୍ଜନ, ଗେମିଂ ଏବଂ…

କ୍ରୁଜ୍‌ ଜାହାଜରେ ବ୍ୟାପିଲା ହାନ୍ତା ଭାଇରସ୍‌, ୩ ମୃତ

କେପ୍‌ ଟାଉନ୍‌,୬ା୫:ଆଫ୍ରିକାର ପଶ୍ଚିମ ଉପକୂଳରେ ଏକ ବିଳାଶପୂର୍ଣ୍ଣ କ୍ରୁଜ୍‌ ଜାହାଜରେ ହାନ୍ତା ଭାଇରସ୍‌ ବ୍ୟାପିବାରୁ ୩ ଜଣଙ୍କ ମୃତ୍ୟୁ ହେବା ସହିତ ୫ରୁ ଅଧିକ ଲୋକ ଆକ୍ରାନ୍ତ…

ଭାଜପାର କାଲିତା ମାଝୀ: ଘରୋଇ ସହାୟିକାରୁ ବିଧାୟିକା

କୋଲକାତା,୬ା୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଔସଗ୍ରାମ ଆସନରୁ ଭାଜପା ପ୍ରାର୍ଥୀ କାଲିତା ମାଝୀ ବିଜୟୀ ହୋଇଛନ୍ତି। ଏହା ସବୁଠୁ ଚର୍ଚ୍ଚିତ ବ୍ୟକ୍ତିଗତ ବିଜୟ ମଧ୍ୟରୁ ଅନ୍ୟତମ। କାଲିତା…

ମେଣ୍ଟ ସରକାର ଗଢ଼ିବାକୁ ବିଜୟଙ୍କ ଉଦ୍ୟମ

ଚେନ୍ନାଇ,୬ା୫: ତାମିଲନାଡୁ ବିଧାନସଭା ନିର୍ବାଚନରେ ପ୍ରଥମ ଥର ଲଢ଼ିଥିବା ଅଭିନେତାରୁ ରାଜନେତା ବିଜୟଙ୍କ ଦଳ ତାମିଲାଗା ଭେଟ୍ରି କାଝାଗମ୍‌ (ଟିଭିକେ) ୧୦୮ ଆସନରେ ବିଜୟୀ ହୋଇ ସମସ୍ତଙ୍କୁ…

ପଶ୍ଚିମବଙ୍ଗରେ ଭାଜପାର ପ୍ରଚଣ୍ଡ ବିଜୟ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ରାଷ୍ଟ୍ରପତି ଟ୍ରମ୍ପ

ୱାଶିଂଟନ/କଲିକତା,୫।୫: ପଶ୍ଚିମବଙ୍ଗ ବିଧାନସଭା ର୍ନିବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା)ର ଐତିହାସିକ ବିଜୟ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।…

ତ୍ରିଶାଙ୍କୁ ବିବାହ କରିବେ ଥାଲାପତି ବିଜୟ? ନିର୍ୱାଚନ ଜିତିବା ପରେ ଜଣାପଡିଲା…

ମୁମ୍ୱାଇ: ଥାଲାପତି ବିଜୟ ଏବଂ ତ୍ରିଶା କୃଷ୍ଣନ ସେମାନଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ନିରନ୍ତର ଶିରୋନାମାରେ ଅଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମରୁ ଆରମ୍ଭ କରି ଗୁଜବ ପର୍ଯ୍ୟନ୍ତ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri