ସାମାନ୍ୟ କଥାରେ ରାଗୁଛନ୍ତି କି? ଏହି ସହଜ ଉପାୟରେ ନିଜକୁ କରନ୍ତୁ ଶାନ୍ତ, ନଚେତ୍‌…

କ୍ରୋଧକୁ ଆୟତ୍ତ କରିବା ସାଧନା ଠାରୁ କିଛି କମ୍‌ ନୁହେଁ। କିଛି ଲୋକଙ୍କ ନାକ ଅଗରେ ରାଗ ଥାଏ। ଏହି ରାଗ  ବହୁତ କ୍ଷତିରେ ମଧ୍ୟ ପକାଇଥାଏ। ଏହି ରାଗ ପାଇଁ ଘରର ପରିବେଶ ମଧ୍ୟ ବଦଳିଯାଇଥାଏ। ଏହା ପରିବାରର ସମସ୍ତ ସଦସ୍ୟଙ୍କ ଉପରେ ଖରାପ ପ୍ରଭାବ ପକାଇଥାଏ। ମାତ୍ର ରାଗ ଶାନ୍ତ ହେବା ପରେ ଲୋକେ ଅନୁତାପ କରିଥାନ୍ତି। ତେବେ ଜୀବନରେ ଏମିତି କିଛି ବ୍ୟବହାରକୁ ଆପଣାଇ ରାଗକୁ ଶାନ୍ତ କରାଯାଇ ପାରିବ। ରାଗିବା ଦ୍ୱାରା ଶରୀରର ୪୯ରୁ ଅଧିକ ମାଂଶପେଶୀ ଉପରେ ପ୍ରଭାବ ପଡ଼ିଥାଏ। ରକ୍ତରାପ ବୃଦ୍ଧି ପାଇଥାଏ। ଅଧିକାଂଶ ସମୟରେ ଜୋର୍‌ରେ ରାଗିଯିବା ଦ୍ୱାରା ମୁଣ୍ଡ ବିନ୍ଧା ହୋଇଥାଏ। ତେଣୁ ଏହି ରାଗକୁ ନିୟନ୍ତ୍ରଣ କରିବା ଆବଶ୍ୟକ।
– ରାଗ ସମୟରେ ନିଜର ପ୍ରିୟ ଭଗବାନଙ୍କୁ ମନେ ପକାଇଲେ ରାଗ ଶାନ୍ତ ହୋଇଥାଏ।
– ଏହି ସମୟରେ ଆଖିକୁ ବନ୍ଦ କରିଦେଲେ କ୍ରୋଧ ନିୟନ୍ତ୍ରଣ ହୋଇପାରିବ।
– ରାଗ ସମୟରେ ଦୁଇ ହାତକୁ ମୁଠା କରି କିଛି ସମୟ ପରେ ଖୋଲିଦେବେ। ଏହିପରି ୧୦ ଥର କଲେ ରାଗ ଶାନ୍ତ ହୋଇଯିବ।
-ରାଗ ଲାଗିବା ସମୟରେ ଉକ୍ତ ସ୍ଥାନ ଛାଡି ଚାଲିଯିବା ଭଲ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୫ ରାଶିର ବ୍ୟକ୍ତିଙ୍କ ଜାତକରେ ଲେଖା ଅଛି ପ୍ରେମ ବିବାହ

ହିନ୍ଦୁ ଧର୍ମରେ ବିବାହ ସମୟରେ ବର ଏବଂ କନ୍ୟାଙ୍କ ଜାତକ ମିଶାଇବା ପରମ୍ପରା ରହିଛି। ତେବେ ଅନେକ ଲୋକ ଜାତକ ସହିତ ଜଡିତ ପରମ୍ପରାକୁ ଅନୁସରଣ...

ଏସବୁ ଅଭ୍ୟାସ ଥିଲେ ହୋଇଯାଆନ୍ତୁ ସାବଧାନ, ନଚେତ୍‌ ହୋଇପାରେ ହୃଦଘାତ

ବର୍ତ୍ତମାନ ସମୟରେ ହୃଦଘାତରେ ଆକ୍ରାନ୍ତ ହେବା ସ୍ବାଭାବିକ ହୋଇଗଲାଣି। ଯାହା ପାଶ୍ଚାତ୍ୟ ଦେଶ ତୁଳନାରେ ଭାରତରେ ହୃଦରୋଗ ଦୁଇ-ତିନି ଗୁଣ ଅଧିକ ରହିଛି। ଦେଶରେ ଅଧିକରୁ...

ଯିଏ ଯେତେ ଅନ୍ତରଙ୍ଗ ହେଲେ ବି କୁହନ୍ତୁ ନାହିଁ ଜୀବନର ଏହି ୪ କଥା; ସୁଖରେ ରହିବେ…

ଚାଣକ୍ୟ ନୀତିରେ ଜୀବନର ମୂଲ୍ୟବୋଧ ସମ୍ବନ୍ଧରେ ଅନେକ କଥା ଉଲ୍ଲେଖ କରାଯାଇଛି। ଆଚାର୍ଯ୍ୟ ଚାଣକ୍ୟ ଏକ ଶ୍ଳୋକରେ ଚାରିଟି ବିଷୟରେ କହିଛନ୍ତି, ଯାହାକୁ ଜଣେ ବ୍ୟକ୍ତି...

ପିଲାଙ୍କ ସ୍ମରଣଶକ୍ତି କିପରି ବଢ଼ାଇବେ

କେତେଜଣ ଅଭିଭାବକଙ୍କ ଚିନ୍ତା ଥାଏ ଯେ ସେମାନଙ୍କ  ପିଲା ପଢ଼ୁଥିବା ପାଠ ଏବଂ ଲେଖିଥିବା ପାଠକୁ ସହଜରେ ମନେ ରଖିପାରେନି। ସେମାନେ ଏହାର ପଛରେ ଥିବା...

ମହିଳାଙ୍କ ଏହି ୫ ଅଭ୍ୟାସ ଯୋଗୁ ଭାଙ୍ଗିଯାଏ ଘର,ଜାଣନ୍ତୁ ଏଭଳି କାହିଁକି କହିଛନ୍ତି ଚାଣକ୍ୟ…

ଚାଣକ୍ୟଙ୍କୁ ଶ୍ରେଷ୍ଠ ବିଦ୍ୱାନ ଭାବେ ଗଣାଯାଏ। ସେ ବିପରିତ ପରିସ୍ଥିତିରେ ମଧ୍ୟ ନିଜର ଲକ୍ଷ୍ୟକୁ ହାସଲ କରିଥିଲେ। ରାଜନୀତିଠାରୁ ଆରମ୍ଭ କରି କୁଟନୀତି ପର୍ଯ୍ୟନ୍ତ ସବୁଥିରେ...

ଫ୍ରିଜ୍‌ରେ ରଖିବେନି

ବଜାରରୁ ଆଣିଥିବା ଅନେକ ସାମଗ୍ରୀକୁ କିଛି ଦିନ ତାଜା ରଖିବା ପାଇଁ ଫ୍ରିଜରେ ରଖାଯାଇଥାଏ। କିନ୍ତୁ ଏମିତି କିଛି ଖାଦ୍ୟପଦାର୍ଥ ରହିଛି, ଯାହାକୁ ଫ୍ରିଜରେ ରଖିଲେ...

ବିଜ୍ଞାନ ଓ ସାମ୍ବାଦିକତା

ସାରା ବିଶ୍ୱରେ ପ୍ରତିଦିନ ଓ ପ୍ରତି ମୁହୂର୍ତ୍ତରେ ଘଟି ଚାଲିଛି ଅସଂଖ୍ୟ ଘଟଣା। କିନ୍ତୁ ସବୁ ଘଟଣା ଖବର ଭାବରେ ଗୁରୁତ୍ୱ ପାଇନଥାଏ। ଯେଉଁ ଘଟଣାଟି...

ଜୀବନରେ ବାରମ୍ବାର ବିଫଳ ହେଉଛନ୍ତି କି? ଚାଣକ୍ୟ କହିଥିବା ଏହି ୧୦ଟି କଥାର ପାଳନ କରନ୍ତୁ, କେବେ ହାରିବେ ନାହିଁ…

ଜୀବନର କଠିନ ପରିସ୍ଥିତିରୁ ମୁକୁଳିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଅନେକ ଉପାୟ କହିଛନ୍ତି। ଏହାକୁ ଆପଣାଇ ପ୍ରତ୍ୟେକ ମନୁଷ୍ୟ ସବୁ ପରିସ୍ଥିତିରେ ନ...

Advertisement
Archives

Model This Week