Home Left

ଜୀବନ ମୋ ହାତରୁ ଚାଲିଗଲା: ଏପରି କାହିଁକି କହିଲେ ସୋନୁ ସୁଦ

ପ୍ରବାସୀ ଶ୍ରମିକ ତଥା ଅସହାୟଙ୍କୁ ସାହାଯ୍ୟ କରି ସମସ୍ତଙ୍କର ପ୍ରିୟ ପାଲଟିଥିବା ବଲିଉଡ୍‌ ଅଭିନେତା ସୋନୁ ସୁଦ ନିଜ ମା’ଙ୍କର ଖୁବ୍‌ ନିକଟତର ଥିଲେ। ଏ କଥା ସେ ଅନେକ ସାକ୍ଷାତକାରରେ କହିସାରିଛନ୍ତି। ଏକ ସାକ୍ଷାତକାରରେ ସେ କହିଥିଲେ, ତାଙ୍କର ସବୁଠାରୁ…

ସୁଧୁରୁନି ପରିମଳ ବ୍ୟବସ୍ଥା

କଟକ ଅଫିସ,୧୪ା୧୦:କଟକ ସହରର ୫୯ନଂ. ଓ୍ବାର୍ଡରେ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଅଳିଆ ଆବର୍ଜନା ପଡ଼ି ରହୁଥିଲେ ମଧ୍ୟ କେହି ଉଠାଇବାକୁ ଆସୁନାହାନ୍ତି। ଆଲୋକୀକରଣ କରାଯାଇଥିଲେ ବି ଅନେକ ଲାଇଟ୍‌ ଜଳୁ ନ ଥିବା ଦେଖିବାକୁ ମିଳିଛି। ଡ୍ରେନ ସଫା…

ସ୍ତ୍ରୀଙ୍କୁ ଟ୍ରଲିରେ ନେବା ପ୍ରସଙ୍ଗ: ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ

ଭୁବନେଶ୍ୱର,୧୪ା୧୦(ବ୍ୟୁରୋ):ପୁରୀ ଜିଲା ସତ୍ୟବାଦୀ ବ୍ଲକର କବୀର ଭୋଇ ସ୍ତ୍ରୀଙ୍କୁ ପୁରୀରୁ କଟକ ବଡ଼ ମେଡିକାଲ ପର୍ଯ୍ୟନ୍ତ ନିଜେ ଟ୍ରଲିରେ ବୋହିନେବା ଘଟଣା ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅପାରଗତାକୁ ପଦାରେ ପକାଇଛି। ରାଜ୍ୟରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାର ଏହା ଏକ ନମୁନା ମାତ୍ର ବୋଲି…

ଡିଲ୍‌ ବେଳେ ଶିକାରୀଙ୍କୁ ଧରିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର,(ବ୍ୟୁରୋ)/ସୋନପୁର, (ନି.ପ୍ର.)୧୪ା୧୦:ରାଜ୍ୟରେ ବନ୍ୟପ୍ରାଣୀ ଶିକାର ବିରୋଧରେ କଠୋର ଆଇନ ବ୍ୟବସ୍ଥା ରହିଛି। ହେଲେ କଡ଼ା ଆଇନ ଓ କଟକଣା ସତ୍ତ୍ୱେ ବନ ବିଭାଗ ବନ୍ୟପ୍ରାଣୀ ଶିକାରକୁ ରୋକିପାରୁ ନାହିଁ। ବିଶେଷକରି ଅନ୍ତର୍ଜାତୀୟ ବଜାରରେ ବାଘଛାଲର ବିଶେଷ ଚାହିଦା ରହିଥିବାରୁ ବାଘଙ୍କ ଉପରେ…

ପ୍ରବଳ ବର୍ଷାରେ ୧୧ ଜଣଙ୍କ ଜୀବନ ଗଲା

ହାଇଦ୍ରାବାଦ,୧୪।୧୦: ହାଇଦ୍ରାବାଦର ଅନେକ ସ୍ଥାନରେ ଲଗାତାର ବର୍ଷା ଯୋଗୁ ଏପର୍ଯ୍ୟନ୍ତ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ଏଥିମଧ୍ୟରୁ ବାଦଲାଗୁଡାର ମହମ୍ମଦିଆ ପାହାଡରେ କାନ୍ଥ ଖସି ୯ ଜଣଙ୍କର ଜୀବନ ଯିବାସହ ୨ ଜଣ ଆହତ ହୋଇଛନ୍ତି। ରାସ୍ତା ଏବଂ କିଛି ନିମ୍ନମାନର…

କ୍ରିକେଟ ଖେଳୁଛନ୍ତି ତୈମୁର: ମା’ କରୀନା କହିଲେ ଏମିତି

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ୍‌ ପୁଣିଥରେ ମା’ ହେବାକୁ ଯାଉଛନ୍ତି। ଏ ନେଇ ଏବେ ସେ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି। ଦ୍ୱିତୀୟ ଥର ପାଇଁ ମା’ ହେବାକୁ ଯାଉଥିବାରୁ କରୀନା ସୋସିଆଲ ମିଡିଆରେ ନିଜର ଭାବନା ସବୁ ସମୟରେ ବାଣ୍ଟୁଛନ୍ତି।…

ଗ୍ରାମାଞ୍ଚଳ ସଡ଼କ ନିର୍ମାଣରେ ଚଞ୍ଚକତା

ଭୁବନେଶ୍ୱର,୧୪ା୧୦(ବ୍ୟୁରୋ):ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ଓ୍ବାଇ) ଅଧୀନ ଗ୍ରାମାଞ୍ଚଳ ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ହେଉଛି। ନିର୍ଦ୍ଧାରିତ ସମୟରେ କାମ ଶେଷ ନ ହେବା ଏବଂ ଠିକାଦାରଙ୍କୁ ଅହେତୁକ ଅନୁକମ୍ପା ଦେଖାଇବା ଯୋଗୁ ରାଜକୋଷ ଉପରେ ଆର୍ଥିକ ବୋଝ ପଡୁଛି। ଗ୍ରାମ୍ୟ…

ଲଗାଣବର୍ଷା: ପାହାଡ଼ ଧସିଲା

ପାତ୍ରପୁର/ଦିଗପହଣ୍ଡି/ଚିକିଟି/ଶେରଗଡ଼,(ଡି.ଏନ୍‌.ଏ.)/ପାରଳାଖେମୁଣ୍ଡି,୧୪ା୧୦(ସ୍ବ.ପ୍ର.):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ତୀବ୍ର ଅବପାତରେ ପରିଣତ ହୋଇ ଆନ୍ଧ୍ର ଉପକୂଳ ଦେଇ ଅତିକ୍ରମ କରିଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଗଞ୍ଜାମ ଓ ଗଜପତି ଜିଲାରେ ସୋମବାରଠାରୁ ପ୍ରବଳ ବର୍ଷା ଜାରି ରହିଛି। ଫଳରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି।…

ନିର୍ବାଚନ ହାରିବା ପରେ ପ୍ରାର୍ଥୀ ରଖିଲେ ଧନ୍ୟବାଦ ସଭା: ପରେ ଯାହା ଘଟିଲା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଜୟପୁର, ୧୪।୧୦: ରାଜସ୍ଥାନର ଯୋଧପୁରରୁ ଏମିତି ଏକ ଖବର ସାମ୍ନାକୁ ଆସିଛି, ଯାହାକୁ ଶୁଣିବା ପରେ ବିଶ୍ୱାସ ମଧ୍ୟ କରିହେବ ନାହିଁ। ପିପାଡ ତହସିଲ ନାମକ ଗାଁରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସୁନ୍ଦର ଦେବୀ ଏବଂ ମକୁ ଦେବୀ ମଧ୍ୟରେ…

୧୪ ମାସ ପରେ ମୁକ୍ତହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା

ନୂଆଦିଲ୍ଲୀ, ୧୩।୧୦: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତିଙ୍କୁ ମୁକ୍ତ କରାଯାଇଛି। ଗତବର୍ଷ ଜମ୍ମୁ କଶ୍ମୀରରେ ୩୭୦ ଧାରା ଉଚ୍ଛେଦ କରାଯିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ଏବେ ତାଙ୍କୁ ମୁକ୍ତ କରାଯାଇଛି। ଉଲ୍ଲେଖଯୋଗ୍ୟ, ମେହବୁବା ମୁଫ୍‌ତିଙ୍କ ମୁକ୍ତି ଦାବିରେ…

କାହିଁକି ବିବାହ କଲେ ନାହିଁ ମୁକେଶ ଖାନ୍ନା; ଜାଣନ୍ତୁ କାରଣ…

ନୂଆଦିଲ୍ଲୀ, ୧୩।୧୦: ବହୁଚର୍ଚ୍ଚିତ ‘ଶକ୍ତିମାନ’ ସିରିୟଲର ମୁଖ୍ୟ ଅଭିନେତା ମୁକେଶ ଖାନ୍ନା ଏବେ ଖବରର ଶିରୋନାମାରେ ରହୁଛନ୍ତି। ‘ଦି କପିଳ ଶର୍ମା ଶୋ’କୁ ନେଇ ଦେଇଥିବା ମନ୍ତବ୍ୟ ଲାଗି ମୁକେଶ ଚର୍ଚ୍ଚାରେ ରହିଥିଲେ। ଯେତେବେଳେ ବି ମୁକେଶ ଖାନ୍ନାଙ୍କୁ ନେଇ ଆଲୋଚନା…

କରୋନା ଆକ୍ରାନ୍ତ ହେଲେ ଫୁଟ୍‌ବଲ ଷ୍ଟାର୍‌ ରୋନାଲ୍ଡୋ

ନୂଆଦିଲ୍ଲୀ, ୧୩।୧୦: ପର୍ତ୍ତୁଗାଲର ଷ୍ଟାର୍‌ ଫୁଟ୍‌ବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ କରୋନା ଆକ୍ରାନ୍ତ ହୋଇଛନ୍ତି। ପାଞ୍ଚଥରର ‘ବାଲନ୍‌ ଡି ଅର୍‌’ ପୁରସ୍କାର ବିଜେତା ରୋନାଲ୍ଡୋ କରୋନା ପଜିଟିଭ ହୋଇଥିବା ନେଇ ମଙ୍ଗଳବାର ପର୍ତ୍ତୁଗାଲ ଫୁଟ୍‌ବଲ ମହାସଂଘ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଫଳରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri