Home Left

ଜନ୍ମ ହେବାପରେ ଡାକ୍ତରଙ୍କ ମୁହଁରୁ ମାସ୍କ କାଢ଼ିଲା ନବଜାତ

ନୂଆଦିଲ୍ଲୀ, ୧୫।୧୦: କରୋନା ମହାମାରୀ ହେତୁ ସମସ୍ତ ଲୋକଙ୍କୁ ସତର୍କତା ଅବଲମ୍ବନ କରିବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି। ମାସ୍କ ପରିଧାନ କରିବା ସହିତ ସାମାଜିକ ଦୂରତା ବଜାୟ ରଖିବାକୁ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି। କରୋନା ମହାମାରୀରୁ ବର୍ତ୍ତିବା ପାଇଁ ଏହି…

ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ଯଶୋମତୀଙ୍କୁ ୩ ମାସ ଜେଲ ଦଣ୍ଡ

ମୁମ୍ବାଇ, ୧୫।୧୦: ମହାରାଷ୍ଟ୍ର ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଯଶୋମତୀ ଠାକୁରଙ୍କୁ ଅମରାବତୀ କୋର୍ଟ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। କର୍ତ୍ତବ୍ୟରତ ପୋଲିସ କର୍ମଚାରୀଙ୍କ ଉପରକୁ ଆକ୍ରମଣ କରିବା ମାମଲାରେ ଯଶୋମତୀଙ୍କୁ ୩ ମାସ ଜେଲ୍‌ ଓ ୧୫ ହଜାର…

ପଞ୍ଜାବ ସାମ୍ନାରେ ୧୭୨ ରନ୍‌ ଟାର୍ଗେଟ୍‌ ରଖିଲା ବାଙ୍ଗାଲୋର

ଶାରଜା, ୧୫।୧୦: ଆଇପିଏଲ୍‌ର ୧୩ତମ ସଂସ୍କରଣରେ ଗୁରୁବାର ଖେଳାଯାଇଥିବା ଏକ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)ର ମୁକାବିଲା କିଙ୍ଗ୍ସ ଇଲେଭେନ ପଞ୍ଜାବ ସହ ହୋଇଛି। ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ୍‌…

ଚଳନ୍ତା କାର୍‌ ବନେଟ୍‌ରେ ଟ୍ରାଫିକ୍‌ ପୋଲିସ କର୍ମଚାରୀଙ୍କୁ ଟାଣିନେଲେ ୪୦୦ ମିଟର

ନୂଆଦିଲ୍ଲୀ, ୧୫।୧୦: ଦକ୍ଷିଣ-ପଶ୍ଚିମ ଦିଲ୍ଲୀର କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ ଚକିତ କଲା ଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି। ଡ୍ୟୁଟିରେ ଠିଆ ହୋଇଥିବା ଜଣେ ଟ୍ରାଫିକ ପୋଲିସ କର୍ମଚାରୀଙ୍କୁ ଗୋଟିଏ କାର୍‌ ବନେଟ୍‌ ଉପରେ ୪୦୦ ମିଟର ପର୍ଯ୍ୟନ୍ତ ନେଇଯାଇଥିଲା। ଏହି ଘଟଣାରେ…

ରାଜ୍ୟରେ ସୁସ୍ଥ ହେଲେ ଆଉ ୨୭୭୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୫।୧୦(ବ୍ୟୁରୋ)-ରାଜ୍ୟରେ ଗୁରୁବାର ଆଉ ୨୭୭୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୪୫୭ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୨୦୨, ପୁରୀରୁ ୧୮୫, ଅନୁଗୋଳରୁ ୧୮୨, କେନ୍ଦ୍ରାପଡାରୁ ୧୫୦, ନୂଆପଡାରୁ ୧୪୨, ସୁନ୍ଦରଗଡରୁ ୧୦୬, ବାଲେଶ୍ୱରରୁ ୯୪, ଯାଜପୁରରୁ…

ଅକ୍ଟୋବର ୧୬ରୁ ଖୋଲିବ ସାବରିମାଲା ମନ୍ଦିର: ପ୍ରତିଦିନ ୨୫୦ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ପାଇଁ ମିଳିବ ଅନୁମତି

ନୂଆଦିଲ୍ଲୀ,୧୫।୧୦-କେରଳର ସାବରିମାଲା ମନ୍ଦିର ଆସନ୍ତା ଅକ୍ଟୋବର ୧୬ରୁ ପାଞ୍ଚ ଦିନ ଭକ୍ତଙ୍କ ପାଇଁ ଖୋଲିବାକୁ ଯାଉଛି। ଏଥିପାଇଁ ଟ୍ରାଭାନକୋର ଦେବସୋମ ବୋର୍ଡ (ଟିବିଡି) ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି। ଗାଇଡଲାଇନ ଅନୁଯାୟୀ, କେବଳ ୨୫୦ ଲୋକଙ୍କୁ ପ୍ରତିଦିନ ମନ୍ଦିର ଭିତରକୁ ପ୍ରବେଶ…

ମୁମ୍ବାଇରେ ରଣବୀର ସିଂଙ୍କ କାର ଦୁର୍ଘଟଣାଗ୍ରସ୍ତ

ମୁମ୍ବାଇ,୧୫।୧୦-ବଲିଉଡ ଅଭିନେତା ରଣବୀର ସିଂଙ୍କ ଗାଡି ଗୁରୁବାର ମୁମ୍ବାଇରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ରଣବୀର ଡବିଂ ଷ୍ଟୁଡିଓରୁ କାମ ସାରି ନିଜ କାରରେ ଫେରୁଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଜଣେ ବାଇକ ଆରୋହୀ ରଣବୀରଙ୍କ କାରକୁ ପଛ ପଟୁ ଧକ୍କା ଦେଇଥିଲେ। ଦୁର୍ଘଟଣା…

ଭାରତର ପ୍ରଥମ ଓସ୍କାର ବିଜେତାଙ୍କ ପରଲୋକ

ମୁମ୍ବାଇ, ୧୫।୧୦: କଷ୍ଟ୍ୟୁମ ଡିଜାଇନର୍‌ ତଥା ଭାରତର ପ୍ରଥମ ଓସ୍କାର ବିଜୟିନୀ ଭାନୁ ଅଥେୟାଙ୍କ ଗୁରୁବାର ପରଲୋକ ଘଟିଛି। ୯୧ ବର୍ଷୀୟ ଭାନୁ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ମୁମ୍ବାଇର କୋଲାବାସ୍ଥିତ ବାସଭବନରେ ସେ ଗୁରୁବାର ଶେଷ ନିଶ୍ୱାସ ତ୍ୟାଗ…

ଟସ୍‌ ଜିତିଲେ କୋହଲି; ସିଜନରେ ପ୍ରଥମଥର ସୁଯୋଗ ପାଇଲେ ଗେଲ୍‌

ଶାରଜା, ୧୫।୧୦: ଚଳିତ ଆଇପିଏଲ୍‌ରେ ଗୁରୁବାର ସନ୍ଧ୍ୟାରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)ର ମୁକାବିଲା କିଙ୍ଗ୍ସ ଇଲେଭେନ ପଞ୍ଜାବ ସହ ହୋଇଛି। ସ୍ଥାନୀୟ ଶାରଜା କ୍ରିକେଟ୍‌ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ବାଙ୍ଗାଲୋର ଟସ୍‌ ଜିତି ପ୍ରଥମେ…

ଟି୨୦ କ୍ରିକେଟ୍‌ରେ ୧୦୦ ଷ୍ଟମ୍ପିଂ କଲେ ଏହି ଉଇକେଟ୍‌କିପର

କରାଚି, ୧୫।୧୦: ପାକିସ୍ତାନର ଉଇକେଟ୍‌କିପର ବ୍ୟାଟ୍ସମ୍ୟାନ କମ୍‌ରାନ ଆକମଲ ଇତିହାସ ରଚିଛନ୍ତି। ଟି୨୦ କ୍ରିକେଟ୍‌ରେ ୧୦୦ ଷ୍ଟମ୍ପିଂ କରିବାରେ ଆକମଲ୍‌ ବିଶ୍ୱର ପ୍ରଥମ ଉଇକେଟ୍‌କିପର ହେବାର ସୌଭାଗ୍ୟ ଲାଭ କରିଛନ୍ତି। ତାଙ୍କ ପୂର୍ବରୁ କ୍ରିକେଟ୍‌ର ଏହି ଛୋଟିଆ ଫର୍ମାରେ କୌଣସି ଉଇକେଟ୍‌କିପର…

ନର୍ଟେଜ ନୁହେଁ ସନ୍‌ ଟେଟ୍‌ ପକାଇଛନ୍ତି ଆଇପିଏଲ୍‌ର ସବୁଠାରୁ ଦ୍ରୁତ ବଲ୍‌

ଦୁବାଇ, ୧୫।୧୦: ରାଜସ୍ଥାନ ରୟାଲ୍ସର ଦ୍ରୁତ ବୋଲର ଏନ୍‌ରିକ ନର୍ଟେଜ ଏବେ ଖବରର ଶିରୋନାମାରେ ରହିଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ବୁଧବାର ଅନୁଷ୍ଠିତ ମୁକାବିଲାରେ ନର୍ଟେଜ ନିଜର ଦ୍ୱିତୀୟ ଓଭରରେ ୩ଟି ବଲ୍‌ ୧୫୦ରୁ ଊର୍ଦ୍ଧ୍ୱ ସ୍ପିଡ୍‌ରେ ବୋଲିଂ କରି ସମସ୍ତଙ୍କୁ…

ମା’ ଗର୍ଭରୁ ବାହାରିବା ପରେ ଡାକ୍ତରଙ୍କ ମୁହଁରୁ ମାସ୍କ ଖୋଲିଦେଲା ନବଜାତ

କରୋନା ଭାଇରସ ସମଗ୍ର ବିଶ୍ୱରେ ବ୍ୟାପିସାରିଛି। ଏଥିରୁ ରକ୍ଷା ପାଇବା ପାଇଁ ସତର୍କତା ଏକମାତ୍ର ବିକଳ୍ପ। କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର କୌଣସି ଟିକା ଆସିନାହିଁ। ତେଣୁ ସାମାଜିକ ଦୂରତ୍ୱ ରକ୍ଷା କରିବା ସହ ମାସ୍କ ପିନ୍ଧିବାକୁ ସରକାର ନିର୍ଦ୍ଦେଶ ଜାରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri