ଶ୍ରୀମନ୍ଦିରରେ ପଡ଼ିଲା ରକ୍ତଛିଟା

ପୁରୀ ଅଫିସ,୧୫।୨: ଜଣେ ଯାତ୍ରୀ ସହାୟକ ଏବଂ ସୁଆର ସେବାୟତଙ୍କ ମଧ୍ୟରେ ମାଡପିଟ୍‌ ଯୋଗୁ ଶ୍ରୀମନ୍ଦିର ଉତ୍ତରଦ୍ୱାରରେ ରକ୍ତଛିଟା ପଡ଼ିଛି। ଆହତ ଯାତ୍ରୀ ସହାୟକ ଦାମୋଦର ଗୋଚ୍ଛିକାରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ସୁଆର ସେବାୟତ ରାମକୃଷ୍ଣ ଖୁଣ୍ଟିଆ କୁଡୁଆ ନେଇ ଉତ୍ତରଦ୍ୱାର ଦେଇ ମନ୍ଦିରକୁ ଯାଉଥିବା ବେଳେ ଦାମୋଦରଙ୍କ ସହ ତାଙ୍କ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ରାମକୃଷ୍ଣ ଦାମୋଦରଙ୍କ ମୁଣ୍ଡରେ କୁଡୁଆ ପିଟି ଦେଇଥିଲେ। ଫଳରେ ଦାମୋଦରଙ୍କ ମୁଣ୍ଡ ଫାଟି ରକ୍ତ ପଡ଼ିଥିଲା ଉତ୍ତରଦ୍ୱାରରେ। ଏ ଘଟଣାକୁ ନେଇ ସିଂହଦ୍ୱାର ପୋଲିସ ତଦନ୍ତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟାଜଳରେ ସାଇକେଲ ସହ ଭାସିଗଲେ ଯୁବକ

କେନ୍ଦ୍ରାପଡ଼ା ଅଫିସ, ୨୬।୮: ବ୍ରାହ୍ମଣୀରେ ଆସିଥିବା ବନ୍ୟାରେ ଭାସିଯାଇ ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଥାନା...

ଆଜି ଆଉ ୪୩ ଜୀବନ ନେଲା କରୋନା, ୩୬୦୦ ଟପିଲା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର,୨୧ା୬(ବ୍ୟୁରୋ): ସୋମବାର ରାଜ୍ୟରୁ କରୋନା ମହାମାରୀ ଆଉ ୪୩ ଜଣଙ୍କ ଜୀବନ ନେଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।...

ଖୋର୍ଦ୍ଧାରୁ ୭ କରୋନା ପଜିଟିଭ ଚିହ୍ନଟ: ଆକ୍ରାନ୍ତମାନେ ବାଲୁଗାଁ, ବୋଲଗଡ଼, ବାଲିପାଟଣା, ଜଟଣୀ ବ୍ଲକର

ଖୋର୍ଦ୍ଧା ଅଫିସ,୨୧।୬ : ଖୋର୍ଦ୍ଧା ଉପଖଣ୍ଡରେ ରବିବାର ପୁଣି ୭କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ବାଲୁଗାଁ, ବୋଲଗଡ଼, ବାଲିପାଟଣା ଓ ଜଟଣୀ ବ୍ଲକରୁ ଏହି...

ଖାଦାନରେ ପଥର ଖସି ୩ ଶ୍ରମିକ ମୃତ

ପୁରୁଷୋତ୍ତମପୁର,୨୮ା୪(ଡି.ଏନ.ଏ.)-ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଭାଟକୁମରଡ଼ା କଲେଜ ନିକଟ ଖାଦାନରେ ମଙ୍ଗଳବାର ଅପରାହ୍ନରେ କାମ କରୁଥିବା ବେଳେ ପଥର ଖସି ୩ ଶ୍ରମିକଙ୍କ ମୃତ୍ୟୁ ଘଟିଛି।...

ଜଗନ୍ନାଥ ସଂସ୍କୃତିର ପ୍ରଚାର କରିବ ୪ ୟୁଟ୍ୟୁବ୍‌ ଚାନେଲ

ପୁରୀ ଅଫିସ,୧୨ା୮: ଜଗନ୍ନାଥ ସଂସ୍କୃତିର ପ୍ରଚାରପ୍ରସାର ପାଇଁ ପଦ୍ମନାଭ ଷ୍ଟୁଡିଓ ପ୍ରାଇଭେଟ ଲିମିଟେଡ୍‌ ପକ୍ଷରୁ ୩ଟି ଭାଷାରେ ୟୁଟ୍ୟୁବ୍‌ ଚାନେଲ ଖୋଲାଯାଇଛି। ଏ ନେଇ ପଦ୍ମନାଭ...

୩ ଦିନ ପରେ ଧରାପଡ଼ିଲା କୁମ୍ଭୀର

ବାଲିଅନ୍ତା/ବାରଙ୍ଗ,୫ା୩(ଡି.ଏନ୍‌.ଏ.): ରାଜଧାନୀ ଉପକଣ୍ଠ ପାହାଳ ଥାନା ଅଧୀନ ନହରକଣ୍ଟା ନିକଟ ପୁରୀ ମୁଖ୍ୟ କେନାଲରୁ ୩ଦିନ ପରେ ଅର୍ଥାତ୍‌ ଶୁକ୍ରବାର ବନ ବିଭାଗ ଓ ନନ୍ଦନକାନନ...

ଟିକା ନେଲେ ବରିଷ୍ଠ ନାଗରିକ, କାହାଠାରେ ଦେଖାଯାଇନି ପାର୍ଶ୍ୱ ପ୍ରତିକ୍ରିୟା

ହିଞ୍ଜିଳିକାଟୁ,୩।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁରେ ବରିଷ୍ଠ ନାଗରିକଙ୍କୁ ବୁଧବାରଠାରୁ ଆର୍‌ଏମ୍‌ସି ପରିସର ନୂତନ ଉପଖଣ୍ଡ ଚିକିତ୍ସାଳୟରେ କରୋନା ଟିକାକରଣ ଆରମ୍ଭ ହୋଇଛି। ପୌରାଞ୍ଚଳକୁ ୪ଟି ଭାଗରେ...

‘ଆବାସ ଦୁର୍ନୀତିର ପର୍ଦ୍ଦାଫାଶ ହିଁ ହତ୍ୟାର କାରଣ’

ନିଶ୍ଚିନ୍ତକୋଇଲି,୧୩ା୧(ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା ବ୍ଲକ ପୂର୍ବତନ ଅଧ୍ୟକ୍ଷ ତଥା ସାଲେପୁର ଭାଜପା ପ୍ରଭାରୀ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ଏକାଦଶାହ...

Advertisement
Archives

Model This Week