Posted inଜାତୀୟ

ବଡ଼ ଧରଣର ବିସ୍ଫୋରଣ ଷଡ଼ଯନ୍ତ୍ର ପଣ୍ଡ: ୨ ପିଏଫ୍‌ଆଇ ସଦସ୍ୟ ଗିରଫ

ଲକ୍ଷ୍ନୌ,୧୭।୨: ଦେଶରେ ବଡ଼ ଧରଣର ବିସ୍ଫୋରଣ କରିବା ପାଇଁ ରଚାଯାଇଥିବା ଷଡ଼ଯନ୍ତ୍ର ପଣ୍ଡ ହୋଇଛି। ଉତ୍ତରପ୍ରଦେଶ ଏସ୍‌ଟିଏଫ୍‌ ଟିମ୍‌ ପକ୍ଷରୁ ପପୁଲାର ଫ୍ରଣ୍ଟ୍‌ ଅଫ୍‌ ଇଣ୍ଡିଆ (ପିଏଫ୍‌ଆଇ)ର ୨ ଜଣ ସଦସ୍ୟଙ୍କୁ ଗିରଫ କରାଯାଇଛି। ଗିରଫ ସଦସ୍ୟଙ୍କୁ ଅନସାଦ୍‌ ବଦରୁଦ୍ଦିନ୍‌ ଏବଂ ଫିରୋଜ ଖାଁ ଭାବେ ଚିହ୍ନଟ କରାଯାଇଛି। ସେମାନେ କେରଳର ବାସିନ୍ଦା। ୧୧ ଫେବୃୟାରୀରେ ମିଳିଥିବା ଇନ୍‌ପୁଟ୍‌ ଆଧାରରେ ଏସ୍‌ଟିଏଫ୍‌ ଟିମ୍‌ ପକ୍ଷରୁ ତନାଘନା ଆରମ୍ଭ ହୋଇଥିଲା। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ପାଖରୁ ବିଭିନ୍ନ ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିବା ଏଡିଜି ପ୍ରଶାନ୍ତ କୁମାର କହିଛନ୍ତି। ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ପିଏଫ୍‌ଆଇର ୧୨୩ ସଦସ୍ୟଙ୍କୁ ଗିରଫ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଗ୍ୟାସ ଆଧାରିତ ଅର୍ଥନୀତି, ଅଷ୍ଟ୍ରେଲିଆ ନେବ ଗୁରୁତ୍ୱପୂର୍ଣ୍ଣ ଭୂମିକା: ଧର୍ମେନ୍ଦ୍ର

ନୂଆଦିଲ୍ଲୀ, ୨୯।୮: ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତିରେ ରୂପାନ୍ତରିତ କରିବା ଲାଗି ଅଷ୍ଟ୍ରେଲିଆ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ। ଅଷ୍ଟ୍ରେଲିଆରୁ ଭାରତକୁ ଏଲ୍‌ଏନ୍‌ଜି ଆମଦାନୀ ବଢିବାର ସମ୍ଭାବନା...

ତେଲଙ୍ଗାନା ଆଫଗାନିସ୍ତାନ୍‌, କେସିଆର୍‌ ତାଲିବାନ୍‌

ମହବୁବାବାଦ୍‌,୨୦ା୨: ତେଲଙ୍ଗାନାକୁ ଆଫଗାନିସ୍ତାନ ଓ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର୍‌)ଙ୍କୁ ତାଲିବାନ ସହ ତୁଳନା କରି ବିବାଦୀୟ ହୋଇଛନ୍ତି ଯୁବଜନ ଶ୍ରମିକ ରାଇଥୁ ତେଲଙ୍ଗାନା...

ଭୋର୍‌ ସମୟରେ ମନକୋଟ ସେକ୍ଟରରେ ମୋର୍ଟାର ମାଡ଼ କଲା ପାକିସ୍ତାନ

ଶ୍ରୀନଗର, ୪।୧୦: ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ପାକିସ୍ତାନ ରବିବାର ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଭୋର ୩ଟା ୨୦ରେ ପୁଞ୍ଚ୍‌ ଜିଲାରୀ ମନକୋଟ ସେକ୍ଟରରେ...

୫ ହଜାର ତଳେ ଦୈନିକ ସଂକ୍ରମଣ, ମୃତ୍ୟୁ ସଂଖ୍ୟା ଶହେରୁ କମ୍‌…

ନୂଆଦିଲ୍ଲୀ, ୭।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌ ଲାଗିଛି।...

ପ୍ରେମିକାଙ୍କ ଶରୀରରେ ୧୮ ଥର ଛୁରି ଭୁସିଲେ ପ୍ରେମିକ

ହାଇଦ୍ରାବାଦ,୧୧।୧୧: ତେଲେଙ୍ଗାନାର ହାଇଦ୍ରାବାଦରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ଯୁବକ ବିବାହ ପାଇଁ ରାଜି ନ ହେବାରୁ ପ୍ରେମିକାଙ୍କୁ ଛୁରି ଭୁସି ହତ୍ୟା...

ଛାଡ଼ପତ୍ର ମାମଲା: ୧୫ରେ ବର୍ଷା-ଅନୁଭବ ବୁଝାମଣା

ନୂଆଦିଲ୍ଲୀ,୩୧।୧୦: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବିଜେଡି ଏମ୍‌ପି ଅନୁଭବ ମହାନ୍ତି ଓ ତାଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀ ନଭେମ୍ବର ୧୫ରେ ପରସ୍ପରକୁ ଭେଟି ଛାଡ଼ପତ୍ର ମାମଲାର ଆପୋଷ...

ସତ୍ୟମଙ୍ଗଲମ୍‌ ଟାଇଗର ରିଜର୍ଭ ରାସ୍ତାରେ ସନ୍ଧ୍ୟା ୬ରୁ ସକାଳ ୬ ପର୍ଯ୍ୟନ୍ତ ଯାନବାହନ ଚଳାଚଳ ବନ୍ଦ, ହାଇକୋର୍ଟଙ୍କ ନିର୍ଦ୍ଦେଶ…

ଚେନ୍ନାଇ, ୮।୨ : ତାମିଲନାଡୁର ସତ୍ୟମଙ୍ଗଲମ୍‌ ଟାଇଗର ରିଜର୍ଭ ଅଞ୍ଚଳରେ ସନ୍ଧ୍ୟା ୬ଟା ଠାରୁ ସକାଳ ୬ଟା ପର୍ଯ୍ୟନ୍ତ ସମସ୍ତ କମର୍ସିଆଲ ଯାନବାହନ ଚଳାଚଳକୁ ବାରଣ...

ଶାହାଙ୍କ ଭର୍ଚୁଆଲ ରାଲିକୁ ବିରୋଧ କରି ଥାଳି ବଜାଇଲେ ଆର୍‌ଜେଡି ନେତା

ପାଟନା,୭।୬: ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଭର୍ଚୁଆଲ ରାଲିକୁ ବିରୋଧ କରି ରବିବାର ବିହାରରେ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ନେତା ରାବ୍ରୀ ଦେବୀ, ତେଜସ୍ବୀ ଯାଦବ ଓ...

Advertisement
Archives

Model This Week