Home Left

ନ୍ୟୁଜ୍‌ ଓ୍ବେବସାଇଟ୍‌କୁ ବ୍ୟାନ୍‌ କଲା ଫେସବୁକ୍‌

କାନବେରା,୧୮।୨: ସୁରକ୍ଷାକୁ ଦୃଷ୍ଟିରେ ରଖି ଅଷ୍ଟ୍ରେଲିଆରେ ଫେସବୁକ୍‌ ପକ୍ଷରୁ କେତେକ ନ୍ୟୁଜ୍‌ ଓ୍ବେସାଇଟ୍‌ ସହିତ ଅନ୍ୟ ପେଜ୍‌କୁ ବ୍ୟାନ୍‌ କରିଛି। ଏହାଦ୍ୱାରା ଜରୁରିକାଳୀନ ସେବା ପ୍ରଭାବିତ ହୋଇଛି। କରୋନା ସଂକ୍ରମଣ ସମ୍ପର୍କରେ ୟୁଜରଙ୍କୁ ଅବଗତ କରାଉଥିବା ପେଜ୍‌ ମଧ୍ୟ ଅକାମୀ ହୋଇ…

ଏହି ଫିଲ୍ମର ଗୋଟିଏ ସିନ୍‌ ପାଇଁ ଖର୍ଚ୍ଚ ହେଲା ଦେଢ କୋଟି ଟଙ୍କା

ବାହୁବଳୀ ସୁପରଷ୍ଟାର ପ୍ରଭାସ ଏବଂ ପୂଜା ହେଗେଡଙ୍କ ଅଭିନୀତ ଆଗାମୀ ଫିଲ୍ମ ରାଧେ ଶ୍ୟାମ୍‌ର ଟିଜର୍‌ ଇତିମଧ୍ୟରେ ରିଲିଜ୍‌ ହୋଇଯାଇଛି। ଟିଜରରେ ପୂଜା ଏବଂ ପ୍ରଭାସଙ୍କୁ କିଛି ସେକେଣ୍ଡ ପାଇଁ ଦେଖାଯାଇଥିଲା। ଏହି ସିନ୍‌ରେ ଉଭୟ ରେଳ ଷ୍ଟେସନ୍‌ରେ ଥିଲେ। ଏହି…

ଦୋସା ପ୍ରସ୍ତୁତ କରି ପବନରେ ଉଡ଼ାଇଦେଲେ ଦୋକାନୀ, ସିଧା ଯାଇ ପଡ଼ିଲା ଗ୍ରାହକଙ୍କ ଥାଳିରେ

ଦକ୍ଷିଣ ମୁମ୍ବାଇର ମଙ୍ଗଳଦାସ ମାର୍କେଟରେ ଜଣେ ଦୋକାନୀ ଦୋସା ପ୍ରସ୍ତୁତ କରି ପବନରେ ଏମିତି ଉଡ଼ାଇ ଦେଉଛନ୍ତି ଯେ, ସିଧା ଯାଇ ଗ୍ରାହକଙ୍କ ଥାଳିରେ ପଡୁଛି। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୮୪…

ଭାଜପା ମୂଳପୋଛ

ଚଣ୍ଡିଗଡ଼, ୧୮ା୨: କେନ୍ଦ୍ରର ୩ କୃଷି ଆଇନ ଭାଜପା ପାଇଁ ମହଙ୍ଗା ପଡ଼ିଛି। ଏହି ବିବାଦୀୟ ଆଇନ ହଟାଇବା ଦାବିରେ ଦିଲ୍ଲୀର ସିଙ୍ଘୁ, ଟିକ୍ରି ଓ ଗାଜିପୁର ସୀମାରେ କୃଷକଙ୍କ ଆନ୍ଦୋଳନ ୩ ମାସ ପୂରିବାକୁ ଯାଉଥିବାବେଳେ କୃଷି ପ୍ରଧାନ ରାଜ୍ୟ…

ପ୍ରାଣୀ ଚିକିତ୍ସାକୁ ଦିଆଯାଉନି ପ୍ରାଧାନ୍ୟ

ଖମାର,୧୮ା୨: ଗ୍ରାମାଞ୍ଚଳର ଅର୍ଥନୀତିକୁ ଆଗକୁ ନେବାରେ ପ୍ରାଣୀଧନଙ୍କ ପ୍ରମୁଖ ଭୂମିକା ରହିଛି। ସେଥିପାଇଁ ସରକାରଙ୍କ ପକ୍ଷରୁ ପ୍ରାଣୀଧନ ପାଳନ ନିମନ୍ତେ ବିଭିନ୍ନ ଯୋଜନାରେ ଯୁବତୀ ଯୁବକମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି। ଅଳ୍ପ ସୁଧରେ ବ୍ୟାଙ୍କରୁ ଋଣ ପ୍ରଦାନ ସହ ସ୍ବାବଲମ୍ବୀ କରିବାର…

ମଲାଲାଙ୍କୁ ହତ୍ୟା ଧମକ ଦେଲେ ତାଲିବାନ ଆତଙ୍କବାଦୀ: ଟୁଇଟର ଦ୍ୱାରା ଆକାଉଣ୍ଟ ଡିଲିଟ

ଇସ୍‌ଲାମାବାଦ,୧୮ ।୨: ନୋବେଲ ପୁରସ୍କାର ବିଜେତା ମଲାଲା ୟୁଶୁଫଜଇଙ୍କ ଉପରେ ୯ ବର୍ଷ ପୂର୍ବେ ଜୀବନରୁ ମାରିଦେବାଲାଗି ଉଦ୍ୟମ କରିଥିବା ପାକିସ୍ତାନୀ ତାଲିବାନ ଆତଙ୍କବାଦୀ ପୁଣିଥରେ ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଛନ୍ତି । ଟୁଇଟ୍ କରି ଆତଙ୍କବାଦୀମାନେ ଲେଖିଛନ୍ତି ଏଥର…

ଟ୍ରାକ୍ଟର ଓଲଟି ୪ ମୃତ,୨୦ରୁ ଊର୍ଦ୍ଧ୍ୱ ଆହତ

ବାରିପଦା ଅଫିସ,୧୮।୨-ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଧୀନ ମୁରୁଣିଆ ଠାରେ ଏକ ଟ୍ରାକ୍ଟର ଓଲଟି ୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ଲାଗି ଶୀର୍ଷା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ବୁଧବାର ରାତି…

ଟେଷ୍ଟ କ୍ରିକେଟରୁ ଅବସର ନେଲେ ଡୁ’ପ୍ଲେସି

ଜୋହାନ୍ସବର୍ଗ,୧୮ା୨(ପି.ଟି.)-ଦକ୍ଷିଣ ଆଫ୍ରିକା ପୂର୍ବତନ ଅଧିନାୟକ ଫାଫ୍‌ ଡୁ’ପ୍ଲେସି ବୁଧବାର ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଏଣିକି ସେ ଖେଳର ଶର୍ଟ ଫର୍ମାଟ ଉପରେ ଧ୍ୟାନ ଦେବେ। ସେ ଅନ୍ତର୍ଜାତୀୟ ଦିନିକିଆ ଖେଳିବା ଜାରି ରଖିବେ। କିନ୍ତୁ ଟି୨୦କୁ ସେ ଅଗ୍ରାଧିକାର…

ତୈଳ-ବାଷ୍ପ ଭିତ୍ତିଭୂମିରେ ଖର୍ଚ୍ଚ ହେବ ୭.୫ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮ା୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଭିଡିଓ କନଫରେନ୍ସ ଯୋଗେ ତାମିଲନାଡୁର ୩୨,୭୦୦ କୋଟି ଟଙ୍କା ମୂଲ୍ୟର ତୈଳ ଏବଂ ବାଷ୍ପ ପ୍ରକଳ୍ପଗୁଡିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ ଏବଂ ଶିଳାନ୍ୟାସ କରିଛନ୍ତି। କାର୍ଯ୍ୟକ୍ରମ ଅବସରରେ ସେ କହିଛନ୍ତି, କେନ୍ଦ୍ର ସରକାର ପ୍ରାକୃତିକ…

୨୫ ବର୍ଷ ପରେ ମହିଳାଙ୍କ ଶ୍ୱାସକ୍ରିୟା ନଳିରୁ ବାହାରିଲା ହ୍ବିସିଲ

କନ୍ନୁର, ୧୭।୨ : କେରଳର ସରକାରୀ ମେଡିକାଲର ଡାକ୍ତରମାନେ ଜଣେ ୪୦ ବର୍ଷୀୟା ମହିଳାଙ୍କ ଶ୍ୱାସକ୍ରିୟା ନଳିରୁ ଅସ୍ତ୍ରୋପଚାର ଜରିଆରେ ହ୍ବିସିଲ ବାହାର କରି ଦେଇଛନ୍ତି। ମହିଳା ଜଣଙ୍କ ୨୫ ବର୍ଷ ତଳେ ଦୁର୍ଘଟଣା ବଶତଃ ହ୍ବିସିଲ ଗିଳି ଦେଇଥିଲେ। କନ୍ନୁର…

ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଗ୍ରାମବାସୀ ମୁହାଁମୁହିଁ

ପାରଳାଖେମୁଣ୍ଡି,୧୮ା୨(ଡି.ଏନ୍‌.ଏ.):ଆନ୍ଧ୍ର ଓଡ଼ିଶାର ଜଳ, ଜମି ଓ ଜଙ୍ଗଲ ଉପରେ ଲୋଲୁପ ଦୃଷ୍ଟି ପକାଇବା ସହ କେବେ ସରକାରୀ କଳ ତ ଆଉ କେବେ ନିର୍ବାଚିତ ପ୍ରତିନିଧିଙ୍କୁ ବ୍ୟବହାର କରି ଓଡ଼ିଶା ସୀମାନ୍ତ ଗ୍ରାମରେ ଅସ୍ଥିରତା ସୃଷ୍ଟି କରୁଛି। ଗଜପତି ଜିଲା ସୀମାରେ…

ଆଇଏଲ୍‌ଏସ୍‌ରେ ମେରାଇନ୍‌ ବାୟୋଟେକ୍ନୋଲୋଜି କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବ

ଭୁବନେଶ୍ୱର, ୧୮।୨(ବ୍ୟୁରୋ):ଭୁବନେଶ୍ୱରସ୍ଥିତ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ୍‌ ସାଇନ୍ସ (ଆଇଏଲ୍‌ଏସ୍‌)ରେ ସେଣ୍ଟର ଅଫ୍‌ ଏକ୍ସିଲେନ୍ସ ଅନ୍‌ ମେରାଇନ୍‌ ବାୟୋଟେକ୍ନୋଲୋଜି ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖିଛନ୍ତି। ଓଡ଼ିଶାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?