ଉପନିର୍ବାଚନ ପୂର୍ବରୁ ବାକ୍ଯୁଦ୍ଧ: କମଳନାଥଙ୍କୁ କଳଙ୍କନାଥ କହିଲେ ଇମର୍ତି ଦେବୀ
ଭୋପାଳ, ୧୯।୧୦: ମଧ୍ୟପ୍ରଦେଶରେ ୨୮ଟି ବିଧାନସଭା ଆସନରେ ଉପନିର୍ବାଚନ ଦିନ ପାଖେଇ ଆସୁଛି। ଏପରି ସ୍ଥଳେ କଂଗ୍ରେସ ଏବଂ ଭାଜପା ମଧ୍ୟରେ ବାକ୍ଯୁଦ୍ଧ ବଢ଼ିବାରେ ଲାଗିଛି। ଏହି ମର୍ମରେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ଭାଜପା ସଦସ୍ୟା ତତା ମନ୍ତ୍ରୀ ଇମର୍ତି ଦେବୀ…
ଇମ୍ରାନ୍ଙ୍କ ସମସ୍ୟା ବଢ଼ିଲା: କ୍ଷମତାଚ୍ୟୁତ ପାଇଁ ବିରୋଧୀ ଏକଜୁଟ
ଇସଲାମାବାଦ୍, ୧୯।୧୦: ପାକିସ୍ତାନରେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କ ସରକାର ଲାଗି ସମସ୍ୟା ବଢ଼ିବାରେ ଲାଗିଛି। ଇମ୍ରାନ୍ଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ବିରୋଧୀ ଦଳଗୁଡ଼ିକ ଏକଜୁଟ ହେବାରେ ଲାଗିଛନ୍ତି। ଦେଶରେ ବିଭିନ୍ନ ସ୍ଥାନରେ ପ୍ରଦର୍ଶନ ଜାରି ରହିଛି। ବିରୋଧୀଙ୍କ ପ୍ରଦର୍ଶନରେ ବ୍ୟତିବ୍ୟସ୍ତ ହୋଇ…
ମହାକାଶ ବିସ୍ମୟ କୃଷ୍ଣଗର୍ତ୍ତ ଓ ନୋବେଲ ପୁରସ୍କାର
ଚଳିତବର୍ଷ ପାଇଁ ପଦାର୍ଥ ବିଜ୍ଞାନରେ କୃଷ୍ଣଗର୍ତ୍ତ (ବ୍ଲାକ୍ ହୋଲ୍) ସମ୍ବନ୍ଧରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ତିନି ଜଣ ନୋବେଲ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର ପ୍ରଦାନ ପାଇଁ ଘୋଷଣା କରାଯାଇଛି। ସେମାନେ ହେଉଛନ୍ତି ବ୍ରିଟେନ୍ର ରୋଜର ପେନ୍ରୋଜ୍, ଜର୍ମାନୀର ରେନ୍ହାର୍ଡ ଜେନ୍ଜେଲ୍, ଏବଂ…
ଆଳୁ, ପିଆଜ ଦର ଅଣାୟତ୍ତ
ଭୁବନେଶ୍ୱର,୧୯।୧୦(ବ୍ୟୁରୋ): କରୋନା ମହାମାରୀ ଲୋକଙ୍କ ରୋଜଗାର ଛଡ଼ାଇ ନେଇଥିବାବେଳେ ରାଜ୍ୟରେ ଆଳୁ, ପିଆଜ ଓ ପନିପରିବା ଦର ବୋଝ ଉପରେ ନଳିତାବିଡ଼ା ହୋଇଛି। ଗତ ଦୁଇମାସ ହେଲା ଆଳୁ ଓ ପିଆଜ ଦର ଲଗାତାର ବଢିଛାଲିଛି। ଏବେ ଆଳୁ କିଲୋ ୩୫ରୁ…
ଆଖିବୁଜିଲେ ଏହି ଲୋକପ୍ରିୟ ଅଭିନେତ୍ରୀ
କଳାଜଗତ ପାଇଁ ୨୦୨୦ ମସିହା କଳା ବର୍ଷ କହିଲେ ଅତ୍ୟୁକ୍ତି ହେବ ନାହିଁ। ଚଳିତବର୍ଷ ଜଣେ ପରେ ଜଣେ କଳାକାରଙ୍କ ମୃତ୍ୟୁ ଘଟୁଛି। ଏହି କ୍ରମରେ ୟେ ରିସ୍ତା କ୍ୟା କହଲାତା ହୈ ଏବଂ କୁମକୁମ ଭାଗ୍ୟ ଭଳି ଲୋକପ୍ରିୟ ଧାରାବାହିକରେ…
ଆଇପିଏଲ୍ ମ୍ୟାଚ୍ରେ ଅମ୍ପାୟରଙ୍କୁ ଦେଖି ଦର୍ଶକ ହେଲେ ଆଶ୍ଚର୍ଯ୍ୟ
ୟୁଏଇରେ ଖେଳାଯାଉଥିବା ଆଇପିଏଲ୍ ୨୦୨୦ରେ ଏକ ମ୍ୟାଚ୍ରେ ସନରାଇଜର୍ସ ହାଇଦ୍ରାବାଦ୍କୁ ସୁପର୍ ଓଭରରେ ପରାସ୍ତ କରିଛି କୋଲକତା ନାଇଟ୍ ରାଇଡର୍ସ। ଏହି ମ୍ୟାଚ୍ର ଅମ୍ପାୟର ଥିବା ପଶ୍ଚିମ ପାଠକ ବେଶ୍ ଚର୍ଚ୍ଚାରେ ଥିଲେ। ସେ ପଡିଆକୁ ଆସିବା ମାତ୍ରେ ତାଙ୍କୁ ଦେଖି…
ବିଡେନଙ୍କର ଚାଇନା ପ୍ରତି ରହିଛି ଦୁର୍ବଳତା ଯାହା ଭାରତ ପାଇଁ ଠିକ ନୁହେଁ: ଜୁନିୟର ଟ୍ରମ୍ପ
ୱାଶିଂଟନ,୧୯ ।୧୦: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ପ୍ରଚାର କାର୍ଯ୍ୟ ମଧ୍ୟ ଜୋର ଧରିଛି । ଏହାରି ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ ପୁଅ ଡୋନାଲ୍ଡ ଟ୍ରମ୍ପ ଜୁନିୟର ରାଷ୍ଟ୍ରପତି ପ୍ରାର୍ଥୀ ଜୋ. ବିଡେନଙ୍କୁ…
ବିକାଶ ଦେଖିନି ଐତିହ୍ୟ ସହର ବ୍ୟାସନଗର: ଯୋଜନା ବଡ଼, ଫଳକରେ ସୀମିତ
ଯାଜପୁର ରୋଡ୍,୧୯ା୧୦(ଡି.ଏନ.ଏ.): ଐତିହ୍ୟ ଏବଂ ପ୍ରାକୃତିକ ବିଭବର ସହର ବ୍ୟାସନଗରର ସୌନ୍ଦର୍ଯ୍ୟ ବୃଦ୍ଧି ପ୍ରତି ପ୍ରଶାସନର ଆନ୍ତରିକତା ନାହିଁ। କଳିଙ୍ଗନଗର ଶିଳ୍ପ ପ୍ରତିଷ୍ଠାନରେ କାର୍ଯ୍ୟରତ ଅଧିକାରୀ, କର୍ମଚାରୀ ଓ ଶ୍ରମିକଙ୍କୁ ବାସ ଯୋଗାଇଥିବା ଏହି ସହର କେବଳ ପ୍ରଦୂଷଣ ମୁଣ୍ଡାଇଛି। କିନ୍ତୁ…
ବୈତରଣୀ କୂଳ ପାଲଟିଛି ଗଞ୍ଜେଇ ଆଡ୍ଡା
ଯାଜପୁର ଟାଉନ,୧୯ା୧୦(ଡି.ଏନ୍.ଏ.): ଯାଜପୁର ସହରରେ ଗଞ୍ଜେଇ ଖୁଲମଖୁଲା ବିକ୍ରି ହେଉଛି। କମ ପରିଶ୍ରମରେ ଅଧିକ ଲାଭ ଆଶାରେ ଯୁବପିଢ଼ି ଗଞ୍ଜେଇ ଚୋରା ବ୍ୟବସାୟ କରୁଥିବା ବେଳେ ସାଙ୍ଗସାଥିଙ୍କୁ ଏହାକୁ ବିକ୍ରି କରୁଛନ୍ତି। ଫଳରେ ସହରର ଅନେକ ଯୁବପିଢ଼ି ଗଞ୍ଜେଇ ନିଶା କବଳରେ…
ସହର ପ୍ରବେଶ ପଥରେ ଅଳିଆ ପଏଣ୍ଟ
କଟକ ଅଫିସ,୧୯ା୧୦: କଟକ ସହରର ମୁଖ୍ୟ ପ୍ରବେଶ ପଥ ମଧୁପାଟଣା। ପ୍ରତିଦିନ ବିଭିନ୍ନ ସ୍ଥାନରୁ ଲୋକେ ଏହି ରାସ୍ତା ଦେଇ ସହରକୁ ଆସିଥାନ୍ତି। ତେବେ ପ୍ରବେଶପଥ ନିକଟ ରାସ୍ତା ପାର୍ଶ୍ୱରେ ଆବର୍ଜନା ପଡ଼ିରହି ପରିବେଶକୁ ଦୂଷିତ କରୁଛି। ଏ ନେଇ ସାଧାରଣରେ…
ସ୍ତ୍ରୀଙ୍କ ନାଇଟ୍ ପିନ୍ଧି ଚର୍ଚ୍ଚାରେ କମେଡି କିଙ୍ଗ୍
ଛୋଟ ପରଦାରେ ଦ କପିଲ ଶର୍ମା ଶୋ’ ବେଶ୍ ଚର୍ଚ୍ଚିତ। ଲକ୍ଡାଉନ୍ ପରେ ପୁଣି ଆରମ୍ଭ ହୋଇଥିବା ଏହି ଶୋ’ ଲୋକଙ୍କ ମୁହଁରେ ହସ ଫୁଟାଇବାରେ ସହାୟକ ହୋଇଛି। ଶୋ’ର ମୁଖ୍ୟ ଚରିତ୍ର କପିଲ ଶର୍ମାଙ୍କ କମେଡି କେବଳ ଦେଶରେ ନୂହେଁ,…
ମହିଳା ମନ୍ତ୍ରୀଙ୍କ ଅପମାନ ସହି ପାରିଲେନି ଶିବରାଜ
ଭୋପାଳ,୧୯ ।୧୦: ମଧ୍ୟପ୍ରଦେଶରେ ୨୫ରୁ ଊର୍ଦ୍ଧ୍ୱ ଆସନରେ ଉପନିର୍ବାଚନ ହେବାକୁ ଯାଉଛି । ଏହାପରେ ଜଣାପଡିବ ଶାସନ ଭାର କାହା ହାତରେ ରହିବ । ଏହି ଉପନିର୍ବାଚନକୁ ନେଇ ପ୍ରଚାର ମଧ୍ୟ ଜୋର ଧରିଛି । ଆଉ ଏହାରି ଭିତରେ ରାଜନେତାମାନେ…
Archives


