ନ୍ୟୁଜ୍‌ ଓ୍ବେବସାଇଟ୍‌କୁ ବ୍ୟାନ୍‌ କଲା ଫେସବୁକ୍‌

କାନବେରା,୧୮।୨: ସୁରକ୍ଷାକୁ ଦୃଷ୍ଟିରେ ରଖି ଅଷ୍ଟ୍ରେଲିଆରେ ଫେସବୁକ୍‌ ପକ୍ଷରୁ କେତେକ ନ୍ୟୁଜ୍‌ ଓ୍ବେସାଇଟ୍‌ ସହିତ ଅନ୍ୟ ପେଜ୍‌କୁ ବ୍ୟାନ୍‌ କରିଛି। ଏହାଦ୍ୱାରା ଜରୁରିକାଳୀନ ସେବା ପ୍ରଭାବିତ ହୋଇଛି। କରୋନା ସଂକ୍ରମଣ ସମ୍ପର୍କରେ ୟୁଜରଙ୍କୁ ଅବଗତ କରାଉଥିବା ପେଜ୍‌ ମଧ୍ୟ ଅକାମୀ ହୋଇ ଯାଇଛି। କେତେକ ସରକାରୀ ପେଜ୍‌ ଏବଂ ଓ୍ବେବସାଇଟ୍‌ ଉପରେ ମଧ୍ୟ ଫେସବୁକ୍‌ ପକ୍ଷରୁ ପ୍ରତିବନ୍ଧକ ଲଗାଯାଇଥିବାରୁ ସାଧାଲୋକେ ଅସୁବିଧାରେ ପଡ଼ିଛନ୍ତି। ପାଣିପାଗ ସମ୍ପର୍କିତ ସୂଚନା ଏବେ ଲୋକଙ୍କ ପାଖରେ ପହଞ୍ଚିପାରୁ ନ ଥିବାରୁ ସଙ୍କଟ ସୃଷ୍ଟି ହୋଇଛି। ଅଷ୍ଟ୍ରେଲିଆରେ ନ୍ୟୁଜ୍‌ ଦେଖାଇଲେ ଆବଶ୍ୟକ ଅର୍ଥ ଦେବାକୁ ପଡ଼ିବ ବୋଲି ଆଇନ ପ୍ରଣୟନ ପରେ ଫେସବୁକ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତାଲିବାନ୍‌ର ଆତ୍ମଘାତୀ ବୋମାଧାରୀ ବାଟାଲିୟନ

କାବୁଲ, ୩।୧୦: ଆଫଗାନିସ୍ତାନରେ କ୍ଷମତା ଦଖଲ କରିଥିବା ତାଲିବାନ ତାଜିକ୍‌ସ୍ତାନ ଓ ଚାଇନା ସୀମାକୁ ଲାଗିଥିବା ଏହାର ବଡ଼ଖାଶାନ ପ୍ରଦେଶର ଉତ୍ତରପୂର୍ବାଞ୍ଚଳରେ ଆତ୍ମଘାତୀ ବୋମାଧାରୀମାନଙ୍କୁ ମୁତୟନ...

ଆମେରିକା ଯାତ୍ରା କରିପାରିବେ ବିଦେଶୀ…

ଓ୍ବାଶିଂଟନ,୧୩।୧୦: ଏବେ ବିଦେଶୀ ଯାତ୍ରୀ ଆମେରିକା ଯାତ୍ରା କରିପାରିବେ। ୧୯ ମାସ ପରେ ଆମେରିକା କରୋନା ଯୋଗୁ ଜାରି ହୋଇଥିବା କଟକଣାକୁ କୋହଳ କରିଛି। କରୋନା...

ପିପିଇ କିଟ୍‌ ଅଭାବରୁ କରୋନା ସଂକ୍ରମଣରେ ୪୨ ଡାକ୍ତର ମୃତ!

ଇସ୍‌ଲାମାବାଦ,୨୩।୬: କରୋନା ମହାମାରୀ ସାରା ବିଶ୍ୱରେ କାୟା ବିସ୍ତାର କରିଥିବା ବେଳେ ପାକିସ୍ତାନର ସ୍ଥିତି ମଧ୍ୟ ଉଦ୍‌ବେଗଜନକ ରହିଛି। ମିଳିଥିବା ଖବରରୁ ଜଣାପଡିଛି କି ପାକିସ୍ତାନରେ...

ଟ୍ରମ୍ପ୍‌ଙ୍କୁ ଭୋଟ ଦେବେ ମସ୍କ

ଓ୍ବାଶିଂଟନ୍‌, ୧୯ା୫: ଟୁଇଟର ଡିଲ୍‌କୁ ନେଇ ଚର୍ଚ୍ଚାରେ ଥିବା ଏଲନ୍‌ ମସ୍କ ଏବେ ଆମେରିକାର ଶାସକ ଦଳ ଡେମୋକ୍ରାଟିକ୍‌ ପାର୍ଟିକୁ ସମାଲୋଚନା କରିଛନ୍ତି। ଏଣିକି ସେ...

ଚାଇନାରେ ପୁଣି ଲକ୍‌ଡାଉନ୍‌…

ବେଜିଂ, ୧୩।୧୨: କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ କରୋନାର ଏନ୍ତୁଡିଶାଳ ପାଲଟିଥିବା ଚାଇନାରେ ପୁଣି ଲକ୍‌ଡାଉନ୍‌ ଜାରି...

ଆଫଗାନ୍‌ ମାଟିରେ ଆମେରିକାର ଶେଷ ଦିନ

କାବୁଲ/ଓ୍ବାଶିଂଟନ୍‌, ୩୧ା୮: ଆଫଗାନିସ୍ତାନରେ ଦୁଇ ଦଶକର ଲମ୍ବା ଯୁଦ୍ଧ ଶେଷ କରିଛି ଆମେରିକା। ଅଗଷ୍ଟ ୩୧ ଡେଡ୍‌ଲାଇନ ପରେ ଆଫଗାନିସ୍ତାନ ମାଟିକୁ ନିଜ ଅକ୍ତିଆରରେ ଆଉ...

ବୋମା ବିସ୍ଫୋରଣରେ ଥରିଉଠିଲା ଘର, ୟୁକ୍ରେନ୍‌ ମହିଳା କଲେ ଏମିତି କାମ: ସମସ୍ତେ କରୁଛନ୍ତି ପ୍ରଶଂସା

କ୍ୱିଭ୍‌,୨୮।୨: ରୁଷିଆ-ୟୁକ୍ରେନ ଯୁଦ୍ଧ ତୀବ୍ର ହେବାରେ ଲାଗିଛି। ରୁଷୀୟ ସୈନ୍ୟମାନଙ୍କ ଦ୍ୱାରା ସହରଗୁଡ଼ିକ ଉପରେ ଆକ୍ରମଣ ଓ ବୋମାମାଡ଼ କରାଯାଉଥିବାରୁ ୟୁକ୍ରେନ ଏବେ ଏକ ତିକ୍ତ...

କରୋନା ସଂକ୍ରମଣକୁ ନେଇ ତଥ୍ୟ ଲୁଚାଉଛି ପାକିସ୍ତାନ !

ଇସ୍‌ଲାମାବାଦ,୧୮।୪: କରୋନା ଭାଇରସ ଏବେ ସାରା ବିଶ୍ୱର ମେରୁଦଣ୍ଡକୁ ଏକ ପ୍ରକାର ଦୋହଲାଇ ଦେଇଥିବା ବେଳେ ପାକିସ୍ତାନ ବି ଏଥିରୁ ବାଦ୍‌ ପଡିନାହିଁ। ପାକିସ୍ତାନରେ କରୋନା...

Advertisement
Archives

Model This Week