Posted inଜାତୀୟ

ରେଳ ରୋକ: ଟ୍ରାକ୍ ଉପରେ ବସିଲେ କୃଷକ, ଦିଲ୍ଲୀରୁ ବିହାର ପର୍ଯ୍ୟନ୍ତ ପଡିଲା ପ୍ରଭାବ

ନୂଆଦିଲ୍ଲୀ,୧୮ ।୨: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଗୁରୁବାର କୃଷକ ସଙ୍ଗଠନ ପକ୍ଷରୁ ଦିନ ୧୨ଟାରୁ ରେଳ ରୋକ ଆରମ୍ଭ କରାଯାଇଛି । ଏହା ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ । ଗୋଟିଏ ପଟେ କେନ୍ଦ୍ର ସରକାରଙ୍କ ସହ କୃଷି ଆଇନକୁ ନେଇ କୃଷକ ନେତା କଥା ହୋଇଥିବା ବେଳେ ଏହାର ସମାଧାନ ବାହାରୁ ନ ଥିବାରୁ ବେଳକୁ ବେଳ ଆନ୍ଦୋଳନ ଭିନ୍ନ ରୂପ ନେବାରେ ଲାଗିଛିି । ଗୁରୁବାର କୃଷକଙ୍କ ପକ୍ଷରୁ ହୋଇଥିବା ରେଳ ରୋକରେ କୃଷକମାନେ ରେଳ ଧାରଣା ଉପରକୁ ଚାଲି ଆସିଛନ୍ତି । ଫଳରେ ଦିଲ୍ଲୀଠାରୁ ବିହାର ପର୍ଯ୍ୟନ୍ତ ରେଳ ସେବା ବାଧାପ୍ରାପ୍ତ ହୋଇଛି । ଦିଲ୍ଲୀର ୪ ମେଟ୍ରୋ ଷ୍ଟେଶନକୁ ବନ୍ଦ କରି ଦିଆଯାଇଛି । ଏହାସହ ନଂଗଲୋଇ ରେଲୱେ ଷ୍ଟେଶନରେ ବହୁମାତ୍ରାରେ ପୋଲିସ କର୍ମୀ ନିୟୋଜିତ କରାଯାଇଛି । ଅଧିକାଂଶ ସ୍ଥାନରେ ଟ୍ରେନସବୁ ଅଟକି ରହିଛି । ତେବେ ଏହି ଆନ୍ଦୋଳନ ଶାନ୍ତିୂପୂର୍ଣ୍ଣ ହେବ ବୋଲି କୃଷକ ସଙ୍ଗଠନର ନେତା ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଗରିବ, କୃଷକଙ୍କୁ ମାଗଣାରେ ବିଜୁଳି

ରାଞ୍ଚି,୩।୩: ଝାଡଖଣ୍ଡ ମୁଖ୍ୟ ମନ୍ତ୍ରୀ ହେମନ୍ତ ସୋରେନ ଗୁରୁବାର ଏକ ବଡ ଘୋଷଣା କରିଛି । ରାଜ୍ୟର ସମସ୍ତ ଗରିବ ପରିବାର ଏବଂ କୃଷକମାନଙ୍କୁ ମାଗଣାରେ...

ଭିଡ଼ ହିଂସା ନେଇ ଶିବରାଜ-କମଳନାଥ ମୁହାଁମୁହିଁ…

ଭୋପାଳ, ୨୧।୫ : ଦେଶରେ ମଧ୍ୟପ୍ରଦେଶର ନିମଚରେ ଭିଡ଼ ହିଂସା ମାମଲାରେ କଂଗ୍ରେସ ଭାଜପା ମୁହାଁମୁହିଁ ହୋଇଛନ୍ତି। ଏଠାରେ ଜଣେ ବୃଦ୍ଧଙ୍କୁ କିଛି ଲୋକ ପିଟିପିଟି...

୩୬ ଘଣ୍ଟା ପରେ ମୁହଁ ଖୋଲିଲେ ସରକାର: ଜୁନ ୧୯ରେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ, ୧୭।୬: ଭାରତ ଚାଇନା ମଧ୍ୟରେ ଉତ୍ତେଜନା ସୃଷ୍ଟି ହେବାର ୩୬ ଘଣ୍ଟା ପରେ ସରକାର ମୁହଁ ଖୋଲିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ ୧୯...

ପ୍ରିୟଙ୍କାଙ୍କ ମିଶନ-୨୦୨୨ ସଙ୍କଟରେ, ହାତ ଛାଡ଼ି ସାଇକେଲ ଚଳାଇବାକୁ ବାଡ଼ଡିଆଁ ଯୋଜନା…

ଲକ୍ଷ୍ନୌ,୨୦।୧୦: ଉତ୍ତରପ୍ରଦେଶରେ ଆସନ୍ତା ୨୦୨୨ ଫେବୃୟାରୀ ମାର୍ଚ୍ଚରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏପରିସସ୍ଥଳେ କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ମିଶନ-୨୦୨୨ ସଙ୍କଟରେ...

କଶ୍ମୀରରେ ଆତଙ୍କବାଦୀଙ୍କୁ ଏକାଠି କରିବା ପାଇଁ ମାଧ୍ୟମ ପାଲଟିଛି ମୋବାଇଲ: ସତ୍ୟପାଲ

ଶ୍ରୀନଗର,୧୪।୧୦:କଶ୍ମୀରିଙ୍କ ପାଇଁ ଟେଲିଫୋନ ନୁହେଁ ବରଂ ଜୀବନ ହେଉଛି ଅଧିକ ଗୁରୁତ୍ୱପୂର୍ଣ୍ଣ। ପୂର୍ବରୁ ବି ସେମାନେ ବିନା ଟେଲିଫୋନରେ ଜୀବନ ବିତାଉଥିଲେ। ହେଲେ ଆତଙ୍କବାଦୀମାନେ ଘାଟିରେ...

ଭାରତ-ବାଂଲାଦେଶ ସମ୍ପର୍କରେ ଫାଟ ଆଶଙ୍କା !

ନୂଆଦିଲ୍ଲୀ,୧।୩: ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ନେଇ ଭାରତ ବାଂଲାଦେଶ ସମ୍ପର୍କରେ ଫାଟ ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି। ବାଂଲାଦେଶର କୋକ୍ସ୍‌ ବଜାରରୁ ଫେବୃୟାରୀ ୧୧ରେ ୮୧ ଜଣ...

ଇଣ୍ଟେଲିଜେନ୍ସ ଅଫିସ୍‌ରେ ବିସ୍ଫୋରଣ: ପଞ୍ଜାବରେ ହାଇଆଲର୍ଟ

ମୋହାଲି,୧୦।୫: ପଞ୍ଜାବର ମୋହାଲିରେ ସୋମବାର ବିଳମ୍ବିତ ରାତିରେ ପଞ୍ଜାବ ପୋଲିସର ଇଣ୍ଟେଲିଜେନ୍ସ ୟୁନିଟର ମୁଖ୍ୟାଳୟ ଭବନରେ ରକେଟ ଆକ୍ରମଣ ହୋଇଥିଲା। ଏହା ଏତେ ଭୟଙ୍କର ବିସ୍ଫୋରଣ...

ସକ୍ରିୟ ମାମଲା ଲକ୍ଷେ ୩୬ ହଜାର ଟପିଲା…

ନୂଆଦିଲ୍ଲୀ, ୧୪।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ...

Advertisement
Archives

Model This Week