ଚଳିତ ବର୍ଷ ବି କମିବ ନାହିଁ କରୋନା: ଡବ୍ଲୁଏଚ୍‌ଓ

ଜେନେଭା,୨ ।୩: ସାରା ବିଶ୍ୱରେ କରୋନା ମହାମାରୀ ସଂକ୍ରମଣକୁ ବର୍ଷେ ପୂରିଲାଣି । ହେଲେ କିଛିଦିନ ହେବ ଏହି ସଂକ୍ରମଣ ମାତ୍ରା କମ୍ ଲକ୍ଷ୍ୟ କରାଯାଉଥିବା ବେଳେ ଗତ ୨ ସପ୍ତାହ ହେବ ପୁଣିଥରେ ଏହି ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇଛି । ଯାହା ସାଧାରଣ ଜନତାଙ୍କୁ ଚିନ୍ତାରେ ପକାଇ ଦେଇଛି । ଏବେ ଏହି କରୋନା ମହାମାରୀକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଚଳିତ ବର୍ଷ ବି ବିଶ୍ୱବାସୀଙ୍କୁ କରୋନା ମହାମାରୀଠାରୁ ନିସ୍ତାର ମିଳିବ ନାହିଁ । ଡବ୍ଲୁଏଚ୍‌ଓର ଏମରଜେନ୍ସି ନିର୍ଦ୍ଦେଶକ ମାଇକେଲ ରେୟାନ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଆମେ ଭାବିବା ଭୁଲ୍ ଯେ ବିଶ୍ୱ କରୋନା ଯୁଦ୍ଧରେ ବିଜୟୀ ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆକୁ ୟୁକ୍ରେନର ବଡ ଝଟ୍‌କା, ମୋସ୍କୱା କ୍ରୁଜ ଉପରେ ମିଶାଇଲ ମାଡ

କ୍ୱିଭ,୧୪ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୫୦ ଦିନ ହୋଇଥିବା ବେଳେ ଏହା କମ୍ ପରିବର୍ତ୍ତେ ବେଳକୁ ବେଳ ତୀବ୍ର ହେବାରେ ଲାଗିଛି । ଏବେ ୟୁକ୍ରେନ୍...

କାଶ-ନିଶ୍ୱାସପ୍ରଶ୍ୱାସରୁ ବି ଚିହ୍ନଟ ହେବେ କରୋନା ସଂକ୍ରମିତ !

ବେଙ୍ଗାଲୁରୁ,୧୬।୪: କରୋନା ସଂକ୍ରମଣକୁ ଦୂରେଇବା ପାଇଁ ବହୁବିଧ ସଚେତନତା ଏବଂ ସ୍ବାସ୍ଥ୍ୟ ସେବା ଉପରେ ଗୁରୁତ୍ୱ ଦିଆଯାଉଛି। ସଂକ୍ରମିତଙ୍କୁ ଚିହ୍ନଟ କରିବା ଲାଗି ବେଙ୍ଗାଲୁରୁସ୍ଥିତ ଭାରତୀୟ...

ପାନ, ଗୁଟ୍‌ଖା ବିକ୍ରି ନିଷିଦ୍ଧ କର

ନୂଆଦିଲ୍ଲୀ,୧୬ା୫(ପି.ଟି.): କରୋନା ସଂକ୍ରମଣ ରୋକିବା ଲାଗି ରାଜସ୍ଥାନ ଓ ଝାଡ଼ଖଣ୍ଡ ସରକାର ପାନ, ଗୁଟ୍‌ଖା ବିକ୍ରି ଓ ସର୍ବସାଧାରଣ ସ୍ଥାନରେ ଛେପ ପକାଇବାକୁ ନିଷିଦ୍ଧ କରିଛନ୍ତି।...

୨୯ ଦେଶକୁ ମାଡ଼ିଲାଣି ଓମିକ୍ରନ: ୩୭୩ ଆକ୍ରାନ୍ତ ଚିହ୍ନଟ

ଓ୍ବାଶିଂଟନ,୨ା୧୨: ଆଜି ଭାରତରେ ପଶିଛି ଓମିକ୍ରନ। ଏହାକୁ ମିଶାଇ ୨୯ ଦେଶକୁ ମାଡ଼ି ସାରିଲାଣି ଏହି ଭାରିଆଣ୍ଟ। ବର୍ତ୍ତମାନ ସୁଦ୍ଧା ୩୭୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ...

ଥମୁନି ଦାଦନଙ୍କ ଗଣପଳାୟନ

ନୂଆଦିଲ୍ଲୀ,୩୦ା୩(ପି.ଟି.): କୋଭିଡ୍‌-୧୯ ସଂକ୍ରମଣ ରୋକିବା ପାଇଁ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ଲକ୍‌ଡାଉନ୍‌ ଡାକରା ପଞ୍ଚମ ଦିନରେ ପହଞ୍ଚତ୍ଛି। ସାମ୍ପ୍ରତିକ ଅଚଳାବସ୍ଥା ଦେଶର ବଡ଼ ବଡ଼ ସହରରେ...

ଦୁଇଖଣ୍ଡ ହୋଇଗଲା ଜାହାଜ

ଟୋକିଓ,୧୨ା୮: ପାନାମା ପଞ୍ଜୀକୃତ ଏକ ଜାହାଜ ଜାପାନର ଉତ୍ତର ଉପକୂଳରେ ଭାଙ୍ଗି ଦୁଇଖଣ୍ଡ ହୋଇଯାଇଛି। ସେଥିରୁ ତେଲ ଲିକ୍‌ ହେବାରୁ ସାମୁଦ୍ରିକ ଜୀବଙ୍କ ପ୍ରତି ବିପଦ...

୨୪ ଘଣ୍ଟାରେ କରୋନା ମୃତ୍ୟୁ ସଂଖ୍ୟା ୧ହଜାର ମୁହାଁ

ନୂଆଦିଲ୍ଲୀ,୧୫।୮: ଦେଶରେ କରୋନା ସ୍ଥିତି ବେଳକୁ ବେଳ ବିଗିଡିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ୬୫,୦୦୨ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ...

ସୁସ୍ଥ ହେଲେ କରୋନା ସଂକ୍ରମିତ ୧୨ ନୌସେନା ଯବାନ

ନୂଆଦିଲ୍ଲୀ,୨।୫: ଭାରତୀୟ ନୌସେନାର ୩୮ ଜଣ ଯବାନ କରୋନା ଭାଇରସରେ ସଂକ୍ରମିତ ହେବା ପରେ ଏବେ ସେମାନଙ୍କ ମଧ୍ୟରୁ ୧୨ ଜଣ ସୁସ୍ଥ ହୋଇ ହସ୍ପିଟାଲରୁ...

Advertisement
Archives

Model This Week