ଚଳିତ ବର୍ଷ ବି କମିବ ନାହିଁ କରୋନା: ଡବ୍ଲୁଏଚ୍‌ଓ

ଜେନେଭା,୨ ।୩: ସାରା ବିଶ୍ୱରେ କରୋନା ମହାମାରୀ ସଂକ୍ରମଣକୁ ବର୍ଷେ ପୂରିଲାଣି । ହେଲେ କିଛିଦିନ ହେବ ଏହି ସଂକ୍ରମଣ ମାତ୍ରା କମ୍ ଲକ୍ଷ୍ୟ କରାଯାଉଥିବା ବେଳେ ଗତ ୨ ସପ୍ତାହ ହେବ ପୁଣିଥରେ ଏହି ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇଛି । ଯାହା ସାଧାରଣ ଜନତାଙ୍କୁ ଚିନ୍ତାରେ ପକାଇ ଦେଇଛି । ଏବେ ଏହି କରୋନା ମହାମାରୀକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଚଳିତ ବର୍ଷ ବି ବିଶ୍ୱବାସୀଙ୍କୁ କରୋନା ମହାମାରୀଠାରୁ ନିସ୍ତାର ମିଳିବ ନାହିଁ । ଡବ୍ଲୁଏଚ୍‌ଓର ଏମରଜେନ୍ସି ନିର୍ଦ୍ଦେଶକ ମାଇକେଲ ରେୟାନ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଆମେ ଭାବିବା ଭୁଲ୍ ଯେ ବିଶ୍ୱ କରୋନା ଯୁଦ୍ଧରେ ବିଜୟୀ ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ସିବିଏସ୍‌ଇ ପରୀକ୍ଷା ବାତିଲ କରିବାକୁ ଦାବି କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୩।୪: ଦେଶରେ କରୋନା ଦ୍ୱିତୀୟ ଲହର ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଏହି ମହାମାରୀ ଯୋଗୁ ପୁଣି ଥରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ଏହିକ୍ରମରେ ରାଜଧାନୀ ଦିଲ୍ଲୀରେ...

ଗଞ୍ଜାମ, ଯାଜପୁର ଫେରନ୍ତାଙ୍କୁ ଅନୁଗୋଳ ମନା: ଜିଲାପାଳ

ଅନୁଗୋଳ ଅଫିସ,୧୧।୭: ଅନୁଗୋଳ ଜିଲାରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଜିଲାରେ ଏପର୍ଯ୍ୟନ୍ତ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୧ରେ ପହଞ୍ଚିଛି।...

ଡବ୍ଲୁଡବ୍ଲୁଇ ଷ୍ଟାର୍‌ ମହିଳାଙ୍କୁ ଅପହରଣ କରିବାକୁ ଚାହୁଁଥିଲେ ପାଗଳ ପ୍ରେମୀ, ଘଟିଲା ଏମିତି

ଡବ୍ଲୁଡବ୍ଲୁଇ ଷ୍ଟାର୍‌ ମହିଳା ରେସଲର୍‌ ସୋନିଆ ଡେଭିଲେଙ୍କୁ ଅପହରଣ କରିବାକୁ ଚାହୁଥିବା ବ୍ୟକ୍ତି ଶେଷରେ ଗିରଫ ହୋଇଛନ୍ତି। ସୋନିଆଙ୍କ ଘର ପରିସରରୁ ହିଁ ତାଙ୍କୁ ପୋଲିସ...

ପୃଥିବୀ ପାଇଁ ନୂଆ ବିପଦ: ଭାଙ୍ଗିଲା ବିରାଟ ହିମ ପାହାଡ଼

ଓ୍ବାଶିଂଟନ,୨୮।୨: ପୃଥିବୀ ଉପରେ ପୁଣି ନୂଆ ବିପଦ ମାଡ଼ି ଆସୁଛି। ଅଣ୍ଟାର୍କଟିକାରେ ଏକ ବିରାଟ ହିମ ପାହାଡ଼ ଭାଙ୍ଗି ପଡ଼ିଛି। ଏହାର ଆକାର ୧୨୭୦ ବର୍ଗ...

ଆତଙ୍କବାଦ ବିରୋଧୀ ପଦକ୍ଷେପରେ ପାକିସ୍ତାନ ପଛୁଆ, ବଢ଼ିଛି ଆତଙ୍କବାଦୀ ଆକ୍ରମଣ…

ଓ୍ବାଶିଂଟନ/ଇସଲାମାବାଦ,୨୮।୨ : ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ଦେବା ଏବଂ ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ଅଭିଯୋଗ ପାକିସ୍ତାନ ବିରୋଧରେ ସର୍ବଦା ହୋଇଆସୁଛି। ସେ ଏ ବାବଦରେ ଦେଶ...

ରାଜସ୍ଥାନ ମୁଖ୍ୟମନ୍ତ୍ରୀ କରୋନା ପଜିଟିଭ୍‌…

ଜୟପୁର,୨୯।୪: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏସମ୍ପର୍କରେ ସେ ନିଜ ଟୁଇଟର୍‌ ହ୍ୟାଣ୍ଡେଲରୁ ଟୁଇଟ୍‌ କରି ଜଣାଇଛନ୍ତି।...

ଜିମ୍ବାଓ୍ବେ ସବୁଠୁ ଦୁଃଖୀ

ଓ୍ବାଶିଂଟନ୍‌,୨୫ା୫: ବିଶ୍ୱର ସବୁଠୁ ଦୁଃଖୀ ରାଷ୍ଟ୍ରଗୁଡ଼ିକୁ ନେଇ ହାଙ୍କେସ୍‌ ଆନୁଆଲ ମିଜରି ଇଣ୍ଡେକ୍ସ (ଏଚ୍‌ଏଏମ୍‌ଆଇ)୨୦୨୨ ତାଲିକା ପ୍ରକାଶ ପାଇଛି। ଉକ୍ତ ସୂଚକାଙ୍କ ଅନୁସାରେ ଜିମ୍ବାଓ୍ବେ ହେଉଛି...

ଶଟ୍‌ଡାଉନ୍‌କୁ ନେଇ ଏସ୍‌ଆର୍‌ସିଙ୍କ ଗାଇଡ୍‌ଲାଇନ୍‌: ଜାଣନ୍ତୁ କାହାକୁ ମିଳିବ ଯାତାୟାତ ପାଇଁ ଅନୁମତି

ଭୁବନେଶ୍ୱର, ୫।୬(ବ୍ୟୁରୋ): ଜୁନ୍‌ ୩୦ ତାରିଖ ଯାଏ ପ୍ରତି ସପ୍ତାହର ୨ ଦିନ ଶନିବାର ଓ ରବିବାର ୧୧ ଜିଲା ଶଟ୍‌ଡାଉନ୍‌ ରହିବ। ଏନେଇ  ସ୍ବତନ୍ତ୍ର...

Advertisement
Archives

Model This Week