Home Left

ନୂଆବର୍ଷରେ ଏକାଠି ନଜର ଆସିବେ ଅକ୍ଷୟ-କ୍ରିତି

ମୁମ୍ବାଇ: ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାର ଏବେ ତାଙ୍କ ଫିଲ୍ମ ‘ଲକ୍ଷ୍ମୀ’ ପାଇଁ ଖୁବ୍ ବ୍ୟସ୍ତ ଅଛନ୍ତି । ଏହାପରେ ବି ଅକ୍ଷୟଙ୍କ ଅଭିନୀତ ଫିଲ୍ମ ‘ବଚ୍ଚନ ପାଣ୍ଡେ’ ଏବେ ଟୁଇଟରରେ ଟ୍ରେଣ୍ଡ କରିବାରେ ଲାଗିଛି । ଏହାଏକ ଆକ୍ସନ…

୨ ଶ୍ରମିକ ପାଲଟିଲେ ଲକ୍ଷପତି: ମାଟି ଗଦାରୁ ମିଳିଲା ହୀରା

ପାନ୍ନା,୩।୧୧: ମଧ୍ୟପ୍ରଦେଶରେ ୨ ଜଣ ଶ୍ରମିକଙ୍କ ଭାଗ୍ୟ ଖୋଲିଯାଇଛି। ମାଟି ଗଦାରୁ ସେମାନଙ୍କୁ ହୀରା ମିଳିଛି। ପାନ୍ନା ଜିଲାରେ ଏହି ଘଟଣା ଘଟିଛି। ଜରୁଆପୁରର ଦିଲ୍ଲୀପ ମିଶ୍ରଙ୍କୁ ୭.୪୪ କ୍ୟାରେଟ୍‌ ଓଜନର ହୀରା ମିଳିଛି। ସେହିପରି କ୍ରିଷ୍ଣ କଲ୍ୟାଣପୁରର ଲଖନ ଯାଦବଙ୍କୁ…

ନଭେମ୍ବର ୧୬ରୁ ଏହି ରାଜ୍ୟରେ ଖୋଲିବ ବିଶ୍ୱବିଦ୍ୟାଳୟ

ଚଣ୍ଡିଗଡ଼,୩।୧୧: ମହାମାରୀ କରୋନା ଭାଇରସ୍‌ ଯୋଗୁ ସାରା ଦେଶରେ ଗତ କିଛି ମାସରୁ ସ୍କୁଲ, କଲେଜ ବନ୍ଦ ରହିଛି। ବର୍ତ୍ତମାନ ଦେଶରେ ଅନ୍‌ଲକ୍‌-୬.୦ ଜାରି ରହିଥିବା ବେଳେ କେନ୍ଦ୍ର ସରକାର କରୋନା କାଳରେ ପିଲାଙ୍କ ଭବ୍ୟଷ୍ୟତକୁ ଦୃଷ୍ଟିରେ ରଖି କଲେଜ ଓ…

ତୁର୍କି ଭୁକମ୍ପ: ୬୫ ଘଣ୍ଟା ପରେ ଜୀବନ୍ତ ଉଦ୍ଧାର ହେଲେ ୩ ବର୍ଷର ଶିଶୁ କନ୍ୟା

ଇସ୍ତାନବୁଲ,୩ ।୧୧: ତୁର୍କିିରେ ଆସିଥିବା ଭୁକମ୍ପ ଫଳରେ ଏବେ ପର୍ଯ୍ୟନ୍ତ ଶହେରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି । ଏହାରି ଭିତରେ ଦୀର୍ଘ ୬୫ ଘଣ୍ଟା ପରେ ଭାଙ୍ଗିଯାଇଥିବା ଘର ମଧ୍ୟରୁ ଜଣେ ୩ ବର୍ଷର ଶିଶୁ କନ୍ୟାକୁ ଜୀବନ୍ତ ଉଦ୍ଧାର…

ଶିଶୁର କାନ ସଫା କରୁଥିଲେ

ଶିଶୁର କାନ ଅତ୍ୟନ୍ତ ସୂକ୍ଷ୍ମ ଏବଂ ନରମ। ତେଣୁ ଏହାକୁ ସଫା କରିବା ସମୟରେ କେତେଗୁଡ଼ିଏ ଦିଗ ପ୍ରତି ବିଶେଷ ଧ୍ୟାନ ନ ଦେଲେ ତାକୁ ଅଧିକ କଷ୍ଟ ହେବା ସହ କାନର ନରମ ଚର୍ମ ଘଷି ହୋଇ କ୍ଷତ ହେବାର…

ନୀତିଶଙ୍କ ଉପରକୁ ପଥର ମାଡ଼

ପାଟନା,୩।୧୧: ବିହାର ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମଙ୍ଗଳବାର ମତଦାନ ଜାରି ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଉପରକୁ ପଥର ମାଡ଼ କରାଯାଇଛି। ମଧୁବନୀର ହରଲାଖିରେ ଏକ ନିର୍ବାଚନୀ ସଭାରେ ନୀତିଶ ରାଜ୍ୟର ଯୁବକଙ୍କ ପାଇଁ ନିଯୁକ୍ତି ସୃଷ୍ଟି…

ବାଇକ୍‌ ଲୁଟେରା ଗ୍ୟାଙ୍ଗ ଠାବ: ୨୨ ବାଇକ୍‌ ଜବତ, ୫ ଗିରଫ

କଟକ ଅଫିସ, ୩।୧୧: କଟକ ବାଦାମବାଡି ଥାନା ଅଞ୍ଚଳରୁ ଏକ ବାଇକ୍‌ ଚୋରି ଗ୍ୟାଙ୍ଗ୍‌ ଧରାପଡ଼ିଛି। ଏହି ଗ୍ୟାଙ୍ଗ୍‌ର ୫ ଜଣଙ୍କୁ ପୋଲିସ ଗିରଫ କରିବା ସହ ୨୨ଟି ଗାଡି ଜବତ କରିଛି। ଏହି ଲୁଟେଣାମାନେ କଟକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ…

ଡେନିମ୍‌ ଫ୍ୟାଶନ

ଡେନିମ୍‌ ଆଉଟ୍‌ଫିଟ୍‌ ଫ୍ୟାଶନ୍‌ ଓ୍ବାଲର୍‌ଡରେ କେବେ ଆଉଟ୍‌ ଡେଟେଡ଼୍‌ ହୋଇନାହିଁ। କାରଣ ଏହାକୁ ନେଇ ସବୁ ବେଳେ କିଛି ନା କିଛି ଲାଟେଷ୍ଟ ଏକ୍ସପେରିମେଣ୍ଟ ଚାଲିଥାଏ। ତେବେ ଆସନ୍ତୁ ଜାଣିବା ବର୍ତ୍ତମାନ ବେଶ୍‌ ଡିମାଣ୍ଡରେ ଥିବା ଡେନିମ୍‌ ଫ୍ୟାଶନ୍‌ ସମ୍ପର୍କରେ ……

ବ୍ୟକ୍ତିଠାରେ ଏହି ଗୁଣ ରହିବା ଆବଶ୍ୟକ, ଯାହା କେବେ ପ୍ରେମ, ବୈବାହିକ ଜୀବନକୁ ହେବାକୁ ଦେବ ନାହିଁ ବିଫଳ

ପ୍ରେମ ଏବଂ ବୈବାହିକ ସମ୍ପର୍କ ମଣିଷ ପାଇଁ ଗୁରୁତ୍ୱପୂର୍ଣ୍ଣ ଏବଂ ପବିତ୍ର ବୋଲି ବିବେଚନା କରାଯାଏ। ଜଣେ ବ୍ୟକ୍ତି ଏହି ଦୁଇଟି ସମ୍ପର୍କରେ କେବେ ବିଫଳ ହେବାକୁ ଚାହେଁ ନାହିଁ। ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଏ ବିଷୟରେ ଉଲ୍ଲେଖ କରିଛନ୍ତି…

ଦିଲ୍ଲୀସ୍ଥିତ ଦୂତାବାସକୁ ୧୧ ନଭେମ୍ବର ପର୍ଯ୍ୟନ୍ତ ବନ୍ଦ କଲା ଅଷ୍ଟ୍ରିଆ

ନୂଆଦିଲ୍ଲୀ/ଭିଏନା,୩।୧୧: ଅଷ୍ଟ୍ରିଆର ଭିଏନାରେ ଏକାଧିକ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହାପରେ ସୁରକ୍ଷା ଦୃଷ୍ଟିରୁ ଅଷ୍ଟ୍ରିଆ ସରକାର ଦିଲ୍ଲୀରେ ଥିବା ଦୂତାବାସକୁ ନଭେମ୍ବର ୧୧ ପର୍ଯ୍ୟନ୍ତ ବନ୍ଦ କରି ଦେଇଛନ୍ତି। ଆତଙ୍କବାଦୀମାନେ ୬ ଭିନ୍ନ ଭିନ୍ନ ସ୍ଥାନରେ ଲୋକଙ୍କ ଉପରେ ଆଖିବୁଜା…

ଚକୋଲେଟ୍‌ କାଜୁ କଟ୍‌ଲୀ

ଆବଶ୍ୟକ ସାମଗ୍ରୀ: ୪.୫ କପ୍‌ କାଜୁ, ୨ କପ୍‌ ଚିନି, ୨୦୦ ମିଲି ପାଣି, ୨ କପ୍‌ ମିଲ୍କ ଚକୋଲେଟ୍‌ କିମ୍ବା ଡାର୍କ ଚକୋଲେଟ୍‌। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କାଜୁକୁ ଭଲ ଭାବେ ଗ୍ରାଇଣ୍ଡ କରି ପାଉଡର ପ୍ରସ୍ତୁତ କରନ୍ତୁ। ଚୁଲାରେ…

ବିବାହ କରାଇବା ପଡ଼ିଲା ମହଙ୍ଗା: ପଣ୍ଡିତଙ୍କ ବିରୋଧରେ ମାମଲା ଦାଏର

ଚଣ୍ଡିଗଡ଼,୩।୧୧: ହରିୟାଣାରେ ନାବାଳକଙ୍କ ବିବାହ କରାଇଥିବା ଜଣେ ପଣ୍ଡିତଙ୍କୁ ମହଙ୍ଗା ପଡ଼ିଛି। ତାଙ୍କ ବିରୋଧରେ ବାଳ ବିବାହ ନିରୋଧୀ ଆଇନ ଅନ୍ତର୍ଗତ ମାମଲା ଦାଏର କରାଯାଇଛି। ହିସାରରେ ପଣ୍ଡିତ ଜଣକ ୨୦ ବର୍ଷ ନାବାଳକଙ୍କ ସହିତ ଜଣେ ୧୮ ବର୍ଷ ବୟସ୍କା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri