କପେ ଚା’ ଦାମ ୧୦୦୦ ଟଙ୍କା

କୋଲକାତା,୨।୩: କପେ ଚା’ର ଦାମ ୧୦୦୦ଟଙ୍କା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଏହା ସତ୍ୟ। ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ମୁକୁନ୍ଦପୁରରେ ଥିବା ପ୍ରତିମ ଗାଙ୍ଗୁଲୀଙ୍କର ଚା’ ଦୋକାନରେ ୧୨ ଟଙ୍କାରୁ ଆରମ୍ଭ କରି ହଜାରେ ଟଙ୍କା ଦାମର ଚା’ ମିଳୁଛି। ଚା’ ପିଇବା ପାଇଁ ତାଙ୍କ ଦୋକାନ ନିର୍ଜଶରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଥାଏ। ପ୍ରତିମଙ୍କ ଦୋକାନ ରାସ୍ତାକଡ଼ରେ ରହିଛି। କୋଲକାତା ବୁଲିବାକୁ ଆସୁଥିବା ଦେଶ ବିଦେଶର ପର୍ଯ୍ୟଟକ ପ୍ରତିମଙ୍କ ଦୋକାନରେ ଚା’ ପିଇବାକୁ ପସନ୍ଦ କରିଥାନ୍ତି। ଚା’ ବିକି ପ୍ରତିମ ଏବେ କୋଟିପତି ପାଲଟିଛନ୍ତି। ପ୍ରତିମଙ୍କ ଦୋକାନରେ ବୋ-ଲେ ଚା’ କପ ଦାମ ହଜାରେ ଟଙ୍କା ରହିଛି। ବୋ-ଲେ ଚା’ ପତିର ଦାମ କିଲୋଗ୍ରାମ୍‌ ପିଛା ୩ ଲକ୍ଷ ଟଙ୍କା ରହିଛି। ଦୋକାନରେ ସିଲଭର ନିଡ଼ଲ ହ୍ବାଇଟ୍‌ ଚା, ଲାଭେଣ୍ଡର ଚା’, ହିବିସକସ୍‌ ଚା’, ଓ୍ବାଇନ୍‌ ଚା’, ତୁଳସୀ ଜିଞ୍ଜର ଚା’, ବ୍ଲୁ ଟିଶ୍ୟନ ଚା’, ତିସ୍ତା ଚା’, ମକଇବାରି ଚା’, ରୁବିୟସ୍‌ ଚା, ଓକ୍ଟି ଚା’ ଆଦି ମିଳିଥାଏ। ସକାଳୁ ରାତି ପର୍ଯ୍ୟନ୍ତ ପ୍ରତିମଙ୍କ ଦୋକାନରେ ଭିଡ଼ ଦେଖିବାକୁ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ଅବସ୍ଥା ପୁଣି ଗୁରୁତର

ନୂଆଦିଲ୍ଲୀ,୧୮।୮: ପ୍ରସିଦ୍ଧ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ହୃଦଘାତରେ ଆକ୍ରାନ୍ତ ହୋଇ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ୨ ଦିନ...

ସୃଜନଶୀଳତାର ପରିପ୍ରକାଶରେ ଭାଷାର ଗୁରୁତ୍ୱ

ସଭ୍ୟତାର ଆରମ୍ଭରେ ମଣିଷ ନିଜ ମନର ଆବେଗ ତଥା ସୃଜନଶୀଳତାର ପରିପ୍ରକାଶରେ ଅଙ୍ଗଭଙ୍ଗୀର ବ୍ୟବହାର କରିଥିଲା। ଏହା ମାଧ୍ୟମରେ ମନର ଭାବାବେଗ ପ୍ରକାଶ କରିବା କଷ୍ଟକର...

ଅଜବ ବ୍ୟାକପ୍ୟାକ

ସ୍କୁଲ, କଲେଜ ଯିବା ପାଇଁ ହେଉ କି ଅଫିସ ଅବା ଆଉଟିଂ, ବ୍ୟାକପ୍ୟାକର ଆବଶ୍ୟକତା ସବୁୁଠି ପଡେ। ତେବେ ଯଦି ଏହି ବ୍ୟାକପ୍ୟାକ ଅନ୍ୟଠାରୁ କିଛି...

ମଣିପୁର-ତ୍ରିପୁରା-ମେଘାଳୟ ସ୍ଥାପନା ଦିବସ: ଅଭିନନ୍ଦନ ଜଣାଇଲେ ମୋଦି

ନୂଆଦିଲ୍ଲୀ, ୨୧।୧: ମଣିପୁର-ତ୍ରିପୁରା-ମେଘାଳୟର ସ୍ଥାପନା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍ତି। ସେ ଟୁଇଟ୍‌ କରି ତିନି ରାଜ୍ୟର ଜନସାଧାରଣଙ୍କୁ ଅଲଗା ଅଲଗା...

ଭୁଲ୍‌ରେ ଗିରଫ ବ୍ୟକ୍ତିଙ୍କୁ ମିଳିବ ୫ ଲକ୍ଷ କ୍ଷତିପୂରଣ

ବେଙ୍ଗାଲୁରୁ,୧।୮: କର୍ନାଟକ ପୋଲିସ ଏକ ଆପରାଧିକ ମାମଲାରେ ଗିରଫ କରିଥିବା ୫୬ ବର୍ଷୀୟ ନିଙ୍ଗାରାଜୁ ଏନ୍‌ଙ୍କୁ ୫ ଲକ୍ଷ କ୍ଷତିପୂରଣ ଦିଆଯିବା ନେଇ ହାଇକୋର୍ଟ ନିର୍ଦ୍ଦେଶ...

ଝିଅକୁ ବାକ୍ସ ଭିତରେ ପୂରାଇ ଘରଘର ବୁଲି ସାମଗ୍ରୀ ଡେଲିଭରି କଲେ ପିତା, ଜାଣିଲେ…

ସୋସିଆଲ ମିଡିଆରେ କେତେବେଳେ କ’ଣ ଭାଇରାଲ ହେଉଛି ତାହା କହିହେବ ନାହିଁ। ଏବେ ଏମିତି ଏକ ଭିଡିଓ ଖୁବ୍‌ ତୀବ୍ର ବେଗରେ ଭାଇରାଲ ହେଉଛି। ଚାଇନାର...

ଏୟାରପୋର୍ଟରେ ସୁରକ୍ଷା କର୍ମୀଙ୍କୁ ଦେଖି ସାଲ୍ୟୁଟ୍‌ କଲେ କୁନି ଶିଶୁ, ଭାଇରାଲ ହେଉଛି ଭିଡିଓ

ବେଙ୍ଗାଲୁରୁ,୨୫ା୧୦: ସୋସିଆଲ ମିଡିଆରେ ବେଳେବେଳେ ଏମିତି କିଛି ଭିଡିଓ ଭାଇରାଲ ହୁଏ, ଯାହାକୁ ଦେଖିଲେ ମନ ଖୁସିରେ ଭରିଉଠେ। ଏବେ ସେମିତି ଏକ ଭିଡିଓ ବେଙ୍ଗାଲୁରୁ...

୫ ବର୍ଷରେ ମୋଦିଙ୍କ ବିଦେଶ ଯାତ୍ରାରେ ୪୪୬ କୋଟି ୫୨ ଲକ୍ଷ ଖର୍ଚ୍ଚ

ନୂଆଦିଲ୍ଲୀ,୫।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଦେଶ ଯାତ୍ରାରେ ଗତ ୫ ବର୍ଷ ମଧ୍ୟରେ ୪୪୬ କୋଟି ୫୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଲୋକ ସଭାରେ...

Advertisement
Archives

Model This Week