ମ୍ୟାନମାରରେ ସେନାକୁ ଆତଙ୍କବାଦୀ ସଂଗଠନ ଘୋଷଣା କରାଗଲା!

ନେପିତା,୨ ।୩: ଲୋକତନ୍ତ୍ର ଭାବେ ଦେଶରେ ଗଠନ କରାଯାଇଥିବା ସରକାରକଙ୍କୁ ଗାଦିଚ୍ୟୁତ କରିଥିବା ମ୍ୟାନମାର ସେନାଙ୍କ ବିରୋଧରେ ପ୍ରଦର୍ଶନ ଚତୁର୍ଥ ସପ୍ତାହରେ ପ୍ରବେଶ କରିଛି । ସୁରକ୍ଷାକର୍ମୀ ଦେଶର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରିବା ସହ ହିଂସା ପରିସ୍ଥିତି ସୃଷ୍ଟି କଲେଣି । ଏହାପରେ ବି ପ୍ରଦର୍ଶନକାରୀ ହଟିବାର ନାଁ ନେଉନାହାଁନ୍ତି । ଲୋକଙ୍କ ଉପରେ ସ୍ନାଇପର ବ୍ୟବହାରକୁ ନେଇ ରାଗି ଯାଇଥିବା ନାଗରିକ ସରକାର ସୋମବାର ସେନାକୁ ଆତଙ୍କବାଦୀ ସଂଗଠନ ଘୋଷଣା କରିଛନ୍ତି । କାଉଣ୍ଟର ଟେରରିଜିମ ଲ’ର ଉଲ୍ଲଂଘନ ଓ ଆତଙ୍କବାଦୀ ଭଳି କାର୍ଯ୍ୟ ପାଇଁ ରାଜ୍ୟ ପ୍ରଶାସନ ପରିଷଦ ସେନାକୁ ଆତଙ୍କବାଦୀ ଗୋଷ୍ଠୀ ବୋଲି ଘୋଷଣା କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଯୁକ୍ରେନ୍‌କୁ ୪୦୫ କୋଟି ସହାୟତା

ଓ୍ବାଶିଂଟନ୍‌, ୨୮ା୨: ୟୁକ୍ରେନ୍‌କୁ ମାନବୀୟ ସହାୟତା ନିମନ୍ତେ ଆମେରିକା ୫୪ ମିଲିୟନ ଡଲାର (ପ୍ରାୟ ୪୦୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା) ପ୍ରଦାନ କରିବାକୁ ଘୋଷଣା କରିଛି।...

ସାମାନ୍ୟ ନୁହେଁ ଓମିକ୍ରନ୍‌: ଏକ ସପ୍ତାହ ମଧ୍ୟରେ ବିଶ୍ୱରେ ଦେଢ କୋଟି ସଂକ୍ରମିତ, ୪୮ ହଜାର ମୃତ୍ୟୁ

ଜେନେଭା,୧୩ ।୧: ସାରା ବିଶ୍ୱରେ କରୋନା ସଂକ୍ରମଣ ସଂଖ୍ୟାରେ ବୃଦ୍ଧି ହୋଇଚାଲିଛି । ଇତିମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) ଏକ ନୂଆ ରିପୋର୍ଟରେ ଦର୍ଶାଇଛି ଗତ...

୪୫ଦିନରେ ଲିଜ୍‌ ଟ୍ରସ୍‌ ଛାଡିଲେ ଗାଦି

ଲଣ୍ଡନ,୨୦।୧୦: ୪୫ ଦିନର ଦାୟିତ୍ୱ ଗ୍ରହଣ କରିବା ପରେ  ବ୍ରିଟେନ ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସ୍‌ ଗୁରୁବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଅନ୍ୟ ଜଣେ ଉତ୍ତରାଧିକାରୀ...

ଆମେରିକାରେ ମାନବ ସୁରକ୍ଷା କର୍ମୀଙ୍କ ସ୍ଥାନ ନେବାରେ ଲାଗିଛି ରୋବୋ…

ଓ୍ବାଶିଂଟନ,୫।୩ : ଆମେରିକାରେ ମାନବ ସୁରକ୍ଷାକର୍ମୀଙ୍କ ବଦଳରେ ଏବେ ରୋବୋଙ୍କୁ ସୁରକ୍ଷା କାର୍ଯ୍ୟରେ ନିୟୋଜନ କରିବାର ଧାରା ବଢ଼ିିବାରେ ଲାଗିଛି। ଘରୋଇ ଏବଂ ବ୍ୟବସାୟିକ କାର୍ଯ୍ୟରେ...

ଯେଉଁଠି ରାତିରେ ଟଏଲେଟ୍‌ ଯିବା ଅପରାଧ

ଟଏଲେଟ୍‌ ଯିବା ସେଠାରେ ଏକ ଅପରାଧ। ସ୍ବିଜରଲାଣ୍ଡର ଏହି ଅଜବ ନିୟମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ। ତେବେ ଏହା ସେଠାକାର ସ୍ବୀକୃତିପ୍ରାପ୍ତ ନିୟମ ବା ପରମ୍ପରା...

ଇରାନ ଚକ୍ରାନ୍ତର ନିପୁଣ କାସିମ ସୋଲେମାନୀ: ମଧ୍ୟପ୍ରାଚ୍ୟରେ ଗଢ଼ିଥିଲେ ଏକ ଶିୟା କ୍ଷମତା କକ୍ଷ

ନ୍ୟୁୟର୍କ,୪ା୧: ଇରାନ ସେନାର ଶକ୍ତିଶାଳୀ କମାଣ୍ଡର ଜେନେରାଲ କାସିମ ସୋଲେମାନୀ ଇରାକ, ସିରିଆ, ଲେବାନନ ଓ ୟେମେନ ସହ ପ୍ରତ୍ୟକ୍ଷ ଯୁଦ୍ଧ ପାଇଁ ସହାୟକ ହୋଇଥିଲେ।...

‘ଟମ୍ବ ଅଫ୍‌ ସ୍ୟାଣ୍ଡ୍‌’କୁ ବୁକର

ଲଣ୍ଡନ,୨୮ା୫: ସୁନାମଧନ୍ୟା ଲେଖିକା ଗୀତାଞ୍ଜଳି ଶ୍ରୀଙ୍କ ବହୁଚର୍ଚ୍ଚିତ ଉପନ୍ୟାସ ‘ଟମ୍ବ ଅଫ୍‌ ସ୍ୟାଣ୍ଡ୍‌’ (ବାଲିର ସମାଧି) ଚଳିତ ବର୍ଷର ଇଣ୍ଟରନ୍ୟାଶନାଲ ବୁକ୍‌ର ପ୍ରାଇଜ୍‌ ପାଇଛି। ଲଣ୍ଡନରେ...

ଋଷି ସୁନକଙ୍କ ବିରୋଧରେ ବିଦ୍ରୋହ ଧମକ…

ଲଣ୍ଡନ,୨୩।୧୧ : ବ୍ରିଟେନର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ପ୍ରଥମ ଥର ପାଇଁ ନିଜ ଦଳର ସାଂସଦଙ୍କ ବିଦ୍ରୋହର ଆଶଙ୍କା ସାମ୍ନା କରିବାକୁ ପଡ଼ିଛି।...

Advertisement
Archives

Model This Week