ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ସାଧାରଣତଃ ଘୋଡା ଲୋକଙ୍କୁ ନେଇ ଗାଡ଼ି ଟାଣୁଥିବା ବେଳେ ଭିଡିଓରେ ଏକ ଗଧ ୨ ବ୍ୟକ୍ତିଙ୍କୁ ବସାଇ ରାସ୍ତାରେ ଗାଡ଼ି ନେଇ ଯାଉଥିବା ଦେଖିବାକୁ ମିଳୁଛି। ରାତିରେ ରାସ୍ତାରେ ଗଧ ଘୋଡାଠାରୁ ମଧ୍ୟ ଦ୍ରୁତ ଗତିରେ ଦୌଡ଼ୁଛି।
ଏହି ଭିଡିଓକୁ GEARWRENCH Australia ନାମକ ଏକ ଫେସ୍ବୁକ୍ ପେଜ୍ରେ ଶେୟାର ହୋଇଛି। କ୍ୟାପଶନ୍ରେ ଲେଖା ଅଛି ‘ଘୋଡା ଶକ୍ତି ଭୁଲିଯାଅ, ଗଧକୁ ଛାଡିଦିଅ ’।ଏହି ଭିଡିଓଟି ଭାଇରାଲ ହେବାରେ ଲାଗିଛି।
https://www.facebook.com/1470110156561008/videos/2972888602946286/?__so__=watchlist&__rv__=video_home_www_playlist_video_list

