Home Left

ଦିଲ୍ଲୀରେ ପ୍ରଦୂଷଣ ବଢ଼ିବା ଦେଖି ଆଇପିଏସ୍‌ ଅଫିସର ଅରୁଣ ବୋଥ୍ରା କହିଲେ ଏମିତି

ନୂଆଦିଲ୍ଲୀ,୧୨ା୧୧: ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ବଢ଼ି ଚାଲିଛି। ଗୁରୁବାର ଏହା ଅଧିକ ଉଗ୍ର ରୂପ ଧାରଣ କରିଛି। ସୋସିଆଲ ମିଡିଆରେ ଏଠାକାର ପ୍ରଦୂଷିତ ଜଳବାୟୁର ଫଟୋ ଭାଇରାଲ ହେଉଛି। ଆଇପିଏସ୍‌ ଅଫିସର ଅରୁଣ ବୋଥ୍ରା ମଧ୍ୟ ଏହାର ଏକ ଫଟୋ…

ମା’ଙ୍କ ମୃତ୍ୟୁର ଦିନକ ପରେ କରୋନାରେ ଆଖିବୁଜିଲେ ଏହି ପ୍ରସିଦ୍ଧ ଅଭିନେତା

ଭାରତରେ କରୋନା ସଂକ୍ରମଣ ପୁଣିଥରେ ବୃଦ୍ଧି ପାଇବାରେ ଲାଗିଛି। ଅନେକ ରାଜ୍ୟରେ ହଠାତ୍‌ କୋଭିଡ୍‌-୧୯ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଘଟୁଛି। ମଙ୍ଗଳବାର ହିମାଚଳପ୍ରଦେଶରେ କରୋନାରେ ୧୨ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ମୃତକଙ୍କ ମଧ୍ୟରେ ଜଣେ ଅଭିନେତା ମଧ୍ୟ ରହିଛନ୍ତି। ସେ ହେଲେ…

ପୁଣି ଭାରତକୁ ଫେରୁଛି ପବଜୀ

ନୂଆଦିଲ୍ଲୀ,୧୨।୧୧: ପବଜୀ ମୋବାଇଲ୍‌ ଭାରତକୁ ପୁଣି ଫେରୁଛି। ଦକ୍ଷିଣ କୋରିଆର ଗେମିଂ ସଂସ୍ଥା ପବଜୀ କର୍ପୋରେଶନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏଥିସହ କମ୍ପାନୀ ଭାରତୀୟ ମାର୍କେଟ ପାଇଁ ନୂଆ ଗେମ୍‌ ନେଇ ଆସୁଛି। ଏହି ଚାଇନା କମ୍ପାନୀ ସହ ଏହାର…

ଦୀପାବଳି ଉପଲକ୍ଷେ ଆମେରିକାର ଲୋକପ୍ରିୟ ଗାୟିକା ଗାଇଲେ ‘ଓମ୍‌ ଜୟ ଜଗଦିଶ ହରେ’: ଶୁଣିଲେ ହେବେ ବିଭୋର

ବମ୍ବେ: ଭାରତର ଲୋକପ୍ରିୟ ଭଜନ ‘ଓମ୍‌ ଜୟ ଜଗଦିଶ ହରେ’ ଗାଇ ଚର୍ଚ୍ଚାରେ ଆମେରିକୀୟ ଗାୟିକା ମେରି ମିଲବେନ। ଆସନ୍ତା ଦୀପାବଳି ଉପଲକ୍ଷେ ମେରି ଏହାକୁ ଭର୍ଚୁଆଲ ଉତ୍ସବରେ ଗାଇଛନ୍ତି। ମିଲବେନ କହିଛନ୍ତି, ’ଓମ ଜୟ ଜଗଦୀଶ ହରେ’ ଏକ ସୁନ୍ଦର…

ଅଭିଯୋଗ ଆଣିଲେଣି ତେଜସ୍ୱୀ

ପାଟନା,୧୨ ।୧୧: ବିହାର ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ଏବେ ଆର୍‌ଜେଡି ନେତା ତେଜସ୍ୱୀ ଯାଦବ ମହାମେଣ୍ଟର ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି । ଏହାପରେ ସେ କହିଛନ୍ତି ବିହାର ଜନତା ମହାମେଣ୍ଟ ସହ ଥିଲେ । ତେଣୁ…

ମନ କିଣୁଛନ୍ତି ଜାହ୍ନବୀ

ମୁମ୍ବାଇ: ବଲିଉଡ୍ ଷ୍ଟାର କିଡ୍ ତଥା ନବାଗତା ନାୟିକା ଜାହ୍ନବୀ କପୁର ଆଜିକାଲି ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ । ସମୟ ସମୟରେ ତାଙ୍କର କିଛି ଫଟୋ ୟଙ୍ଗଷ୍ଟରଙ୍କୁ ଦିୱାନା କରୁଛି । ନିକଟରେ ସେ ଏମିତି ଆଉ ଏକ ଫଟୋ…

ସ୍ପଷ୍ଟ ଦିବାଲୋକରେ ଚଳନ୍ତା ବସ୍‌ରୁ ଚୋରି କରୁଛି ହାତୀ, ଦେଖନ୍ତୁ ଭିଡିଓ

ରାସ୍ତାରେ ଯିବା ସମୟରେ ଟ୍ରାଫିକ୍‌ ଜାମ୍‌ ହେଉ କିମ୍ବା ଚୋରି ଡକାୟତିର ନିଶ୍ଚିତ ସାମ୍ନା କରିଥିବେ ନଚେତ୍‌ ଶୁଣିଥିବେ ମଧ୍ୟ। ଏହି ଘଟଣାଗୁଡ଼ିକ ସୋସିଆଲ ମିଡିଆରେ ଶେୟାର ମଧ୍ୟ ହୋଇଥାଏ। ଏବେ ସୋସିଆଲ ମିଡିଆରେ ଏମିତି ଚୋରିର ଏକ ଭିଡିଓ ଶେୟାର…

ଭାବି କ୍ରିକେଟର୍‌ ସ୍ବାମୀଙ୍କୁ ଝୁରୁଛନ୍ତି ଧନଶ୍ରୀ

ଆଇପିଏଲ୍‌ ୨୦୨୦ ଶେଷ ହୋଇଛି। ଭାରତୀୟ କ୍ରିକେଟ ଦଳର ଅଧିକାଂଶ ଖେଳାଳି ଦୁବାଇରୁ ଅଷ୍ଟ୍ରେଲିଆ ଅଭିମୁଖେ ବାହାରିଛନ୍ତି। ଏଥିରେ ସାମିଲ ଅଛନ୍ତି ସ୍ପିନର ୟୁଜବେନ୍ଦ୍ର ଚହଲ। ସେ ଯିବା ପରେ ଭାରତ ଫେରିଆସିଛନ୍ତି ତାଙ୍କ ଭାବି ସ୍ତ୍ରୀ ଧନଶ୍ରୀ ବର୍ମା। ସେ…

ବିରାଟ କୋହଲିଙ୍କ ବ୍ୟକ୍ତିତ୍ୱ ମଇଦାନ ଭିତରେ ଏବଂ ବାହାରେ ଭିନ୍ନ: ଜାମ୍ପା

ଦୁବାଇ,୧୨।୧୧: ଆଇପିଏଲ୍‌-୨୦୨୦ର ସଫଳ ଆୟୋଜନ ପରେ ଭାରତୀୟ ଟିମ୍‌ ଅଷ୍ଟ୍ରେଲିଆ ଗସ୍ତରେ ଯାଇଛନ୍ତି। ସବୁଥର ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍‌ରେ ରୋମାଞ୍ଚ ଦେଖିବାକୁ ମିଳେ। ଏଣୁ ଏଥିପାଇଁ ଉଭୟ ପ୍ରଶଂସକ ଏବଂ ଖେଳାଳି ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ତେବେ ଆଇପିଏଲ୍‌ରେ ଆର୍‌ସିବିର ସଦସ୍ୟ ଥିବା…

ବାଂଲାଦେଶକୁ ୨୦ ଘୋଡା, ୧୦ କୁକୁର ଉପହାର ଦେଲା ଭାରତ

ନୂଆଦିଲ୍ଲୀ,୧୨।୧୧:ଭାରତ ଏବଂ ପଡୋଶୀ ବାଂଲାଦେଶ ମଧ୍ୟରେ ସମ୍ପର୍କ ଆହୁରି ମଜଭୁତ କରିବା ପାଇଁ ପ୍ରୟାସ ଚାଲିଛି। ଏହି କ୍ରମରେ ଭାରତୀୟ ସେନା ପକ୍ଷରୁ ବାଂଲାଦେଶ ସେନାକୁ ପ୍ରଶିକ୍ଷିତ ୨୦ଟି ସୈନ୍ୟ ଘୋଡା ଏବଂ ବାରୁଦ ସୁଡଙ୍ଗ ସନ୍ଧାନକାରୀ ୧୦ କୁକୁର ଉପହାର…

୨୨ କ୍ୟାରେଟ ସୁନା ମେକଅପ୍‌ରେ ଉର୍ବଶୀ

ମୁମ୍ବାଇ: ବଲିଉଡ୍ କୁଇନ୍ ଉର୍ବଶୀ ରୌତେଲା ଅନେକଙ୍କୁ ଦିୱାନା ବନାଉଥିବା ବେଳେ ତାଙ୍କର ନୂଆ ନୂଆ ଫଟୋ ଶୁଟକୁ ନେଇ ସେ ଅଧିକାଂଶ ସମୟରେ ଆସିଥାଆନ୍ତି ଚର୍ଚ୍ଚାକୁ । ନିକଟରେ ଆସିଥିବା ତାଙ୍କର ଏକ ଭିଡିଓ ଏବେ ଚର୍ଚ୍ଚାରେ ରହିଛି ।…

ବିପୁଳ ପରିମାଣର ମାଓବାଦୀ ଅସ୍ତ୍ରଶସ୍ତ୍ର ଜବତ: ଏସ୍‌ପି

ମାଲକାନଗିରି,୧୨ା୧୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳ ଜଡ଼ାମ୍ବ ଥାନା ଅଞ୍ଚଳରେ ମାଓବାଦୀଙ୍କ ଦ୍ୱାରା ରଖା ଯାଇଥିବା ଅସ୍ତ୍ରଶସ୍ତ୍ର ଜବତ କରାଯାଇଛିା ଏ ସମ୍ବନ୍ଧରେ ମାଲକାନଗିରି ଏସ୍‌ପି ହୃଷୀକେଶ ଡି. ଖିଲାରୀ ଗୁରୁବାର ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି। ମାଲକାନଗିରି ଜିଲା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri