Home Left

ରୋହିତ ଶର୍ମାଙ୍କ ବିଷୟରେ ବଡ ଖୁଲାସା କଲେ କୋଚ

ଆଇପିଏଲ୍‌ର ୧୩ତମ ସଂସ୍କରଣ ଜିତି ମୁମ୍ବାଇ ଇଣ୍ଡିଆନ୍ସ ଇତିହାସ ରଚିଛି। ଦଳର ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱ ବିଷୟରେ ଏବେ ଚାରିଆଡେ ଚର୍ଚ୍ଚା ହେଉଛି। ରୋହିତ ୫ଟି ଟାଇଟଲ ସହ ଆଇପିଏଲ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ହୋଇଛନ୍ତି। ଖୁବ୍‌ କମ…

ସ୍କୁଟିକୁ ପଛପଟୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ମା’-ପୁଅଙ୍କ ଜୀବନ

ବାହାନଗା,୧୨ା୧୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ୧୬ ନମ୍ବର ଜାତୀୟ ରାଜପଥର ଓଳିଆପାଟଣା ପୋଲ ନିକଟରେ ରାସ୍ତା ଦୁର୍ଘଟଣାରେ ମା’ ପୁଅଙ୍କର ମୃତ୍ୟୁ ଘଟିଛି। ସୋର ଥାନା ଅଧୀନସ୍ଥ ଖୁଣ୍ଟା ଗ୍ରାମର ବୁଦ୍ଧିରାମ ସେନାପତିଙ୍କ ସ୍ତ୍ରୀ ଶୁକ ସେନାପତି, ତାଙ୍କ ୩…

ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁ ନାହାନ୍ତି ନୀତୀଶ!

ପାଟନା,୧୨ ।୧୧: ବିହାର ବିଧାନସଭା ନିର୍ବାଚନରେ ଏନ୍‌ଡିଏକୁ ବହୁମତ ମିଳିଥିବା ବେଳେ ଏବେ ସେ ସରକାର ଗଠନ କରିବାକୁ ଯାଉଛି । ହେଲେ ନୀତୀଶ କୁମାର ଏଥର ମୁଖ୍ୟମନ୍ତ୍ରୀ ହେବାରୁ ଅରାଜି ଅଛନ୍ତି । ତାଙ୍କ ଦଳ ଜନତା ଦଳ ୟୁନାଇଟେଡ(ଜେଡିୟୁ)…

ଆରସିବି ନୁହେଁ, ଏହି ଦଳକୁ ଆଇପିଏଲର ଶ୍ରେଷ୍ଠ ଦଳ କହିଲେ ଏବି ଡି ଭିଲିୟର୍ସ

ଆଇପିଏଲ ୧୩ତମ ସିଜନର ଯାତ୍ରା ସମାପ୍ତ ହୋଇଛି। ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୫ ଉଇକେଟରେ ପରାସ୍ତ କରି ୫ ଥର ପାଇଁ ଆଇପିଏଲ ଟାଇଟଲ ଜିତିଛି। ମୁମ୍ବାଇ ଇଣ୍ଡିଆନ୍ସର ଏହି…

ତୃଣମୂଳରେ ଫାଟ ଆଶଙ୍କା: କ୍ୟାବିନେଟ୍‌ ବୈଠକରେ ଯୋଗ ଦେଲେନି ମନ୍ତ୍ରୀ ଶୁଭେନ୍ଦୁ

କୋଲକାତା,୧୨।୧୧: ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାରରେ ସଙ୍କଟ ସୃଷ୍ଟି ହେବାର ଆଶଙ୍କା ବଢ଼ିବାରେ ଲାଗିଛି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ପଶ୍ଚିମବଙ୍ଗ ଗସ୍ତ ପରେ ମମତାଙ୍କ ସରକାରରେ ପରିବହନ ମନ୍ତ୍ରୀ ଥିବା ଶୁଭେନ୍ଦୁ ଅଧିକାରୀଙ୍କ ହାବଭାବରେ ବହୁ ପରିବର୍ତ୍ତନ ହୋଇଛି। ୩…

ଗୋଟିଏ ପରିବାରର ୬ ଜଣଙ୍କୁ ହତ୍ୟା ଘଟଣା: ୨ ଅଟକ

ପାଟଣାଗଡ଼,୧୨ା୧୧(ଡି.ଏନ୍‌.ଏ.): ଗୋଟିଏ ପରିବାରର ୬ ଜଣଙ୍କୁ ହତ୍ୟା ଘଟଣାରେ ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଛି। ସୂଚନା ଅନୁସାରେ, ମୃତ ବୁଲୁ ଜାନୀ ୧୦ ବର୍ଷ ତଳେ ଝାଡ଼ଖଣ୍ଡ ରାଜ୍ୟରୁ ଆସି ବଲାଙ୍ଗୀର ଜିଲା ପାଟଣାଗଡ଼…

ବଢୁଛି ପ୍ରଦୂଷଣ କମୁଛି ତାପମାତ୍ରା: ରାଜଧାନୀରେ ବେକାକୁ ହେଲାଣି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୧୨ ।୧୧: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଏବେ ସବୁ ରେକର୍ଡକୁ ଭାଙ୍ଗି ଦେଇଛି । ଗତ ୨୪ ଘଣ୍ଟାରେ ପାଖାପାଖି ୯ ହଜାର ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ବୁଧବାର ଏଠାରେ…

କନିଷ୍ଠ କିରାଣୀଙ୍କ ଘରେ ଭିଜିଲାନ୍ସ ଚଢାଉ: ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗ

ଧର୍ମଶାଳା,୧୨।୧୧:(ଡି.ଏନ.ଏ.) ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ କର୍ମଚାରୀ। ଆୟବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଧର୍ମଶାଳା ସବରେଜିଷ୍ଟ୍ରାର କାର୍ଯ୍ୟାଳୟର କନିଷ୍ଠ କିରାଣୀ ରତ୍ନାକର ମହାନ୍ତିଙ୍କ ବାସଭବନରେ ଭିଜିଲାନ୍ସ ବିଭାଗର ଚଢାଉ କରିଛି। ଗୁରୁବାର ସକାଳୁ ଯାଜପୁର ଭିଜିଲାନ୍ସ ବିଭାଗର ଅଧିକାରୀ…

୧୪ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୧୨।୧୧(ବ୍ୟୁରୋ): ରାଜ୍ୟରେ ଗୁରୁବାର କରୋନା ଆଉ ୧୪ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୪୮୩ କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି।…

ହାଫିଜ୍‌ଙ୍କ ଆତଙ୍କବାଦୀ ସଂଗଠନ ପ୍ରବକ୍ତାଙ୍କୁ ୩୨ ବର୍ଷ ଜେଲ ଦଣ୍ଡାଦେଶ

ଇସଲାମାବାଦ୍‌,୧୨।୧୧: ବିଶ୍ୱ ଆତଙ୍କବାଦୀ ହାଫିଜ୍‌ ସଇଦ୍‌ଙ୍କ ସଂଗଠନ ଜମାତ୍‌-ଉଦ୍‌-ଦାଓ୍ବାର ପ୍ରବକ୍ତା ୟାହଆ ମୁଜାହିଦ୍‌ଙ୍କୁ ୩୨ ବର୍ଷ ଜେଲ ଦଣ୍ଡାଦେଶ କରାଯାଇଛି। ପାକିସ୍ତାନର ଏକ ଆତଙ୍କବାଦୀ ନିରୋଧୀ କୋର୍ଟ ଏଭଳି ରାୟ ଦେଇଛନ୍ତି। ବିଚାରପତି ଏଜାଜ୍‌ ଅହମ୍ମଦ ବୁଟ୍ଟାର ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ…

କରୋନା ସଂକ୍ରମଣରେ ଭାଜପା ନେତାଙ୍କ ପରଲୋକ

ଡେରାଡୁନ,୧୨ ।୧୧: ଉତ୍ତରାଖଣ୍ଡର ଭାରତୀୟ ଜନତା ପାର୍ଟି(ଭାଜପା) ବିଧାୟକ ସୁରେନ୍ଦ୍ର ସିଂ ଜିନାଙ୍କର ପରଲୋକ ହୋଇଛି । କରୋନା ସଂକ୍ରମିତ ହେବା ପରେ ସେ ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧିନ ଅବସ୍ଥାରେ ହିଁ ତାଙ୍କର ମୃତ୍ୟୁ ହୋଇଛି…

ରାଜ୍ୟରେ ପୁଣି ୯୮୬ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୧୨।୧୧(ବ୍ୟୁରୋ): ରାଜ୍ୟରେ ପୁଣି ୯୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୭୨ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୪୧୪ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଏହାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri