Home Left

ମରିୟମଙ୍କ ସଙ୍ଗିନ ଅଭିଯୋଗ

ଇସ୍‌ଲାମାବାଦ,୧୩ ।୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ଝିଅ ମରିୟମ ନୱାଜ ଇମ୍ରାନ ଖାଁ ସରକାରଙ୍କ ଉପରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେତେବେଳେ ସେ ଜେଲ୍‌ରେ ବନ୍ଦି ଥିଲେ ସେତେବେଳେ ତାଙ୍କ ବାରାକର ବାଥରୁମରେ କ୍ୟାମେରା…

ନଭେମ୍ବର ୧୫ରେ ବସିବ ଏନ୍‌ଡିଏ ବିଧାୟକ ଦଳର ବୈଠକ: ନୀତୀଶ

ପାଟନା,୧୩ ।୧୧: ବିହାର ବିଧାନସଭା ନିର୍ବାଚନ ଆସିବା ପରେ ଏବେ ରାଜ୍ୟରେ ନୂଆ ସରକାର ଗଠନ ଲାଗି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହି କ୍ରମରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଶୁକ୍ରବାର ଏନ୍‌ଡିଏ ନେତାଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ…

ବିଶ୍ୱର ସବୁଠୁ ମହଙ୍ଗା କାଠ: ଏହାର ୧ କିଲୋ ମୂଲ୍ୟରେ କିଣି ହେବ ଦାମୀ କାର

ବିଶ୍ୱରେ ଏପରି କିଛି କାଠ ଅଛି ଯାହାର ମୂଲ୍ୟ ଶୁଣିଲେ ବିଶ୍ୱାସ ହେବ ନାହିଁ। ସାଧାରଣତଃ ଚନ୍ଦନ କାଠକୁ ଅଧିକ ମହଙ୍ଗା ବୋଲି ବିବେଚନା କରାଯାଏ। ଯାହାର ମୂଲ୍ୟ କିଲୋ ପିଛା ପାଞ୍ଚରୁ ଛଅ ହଜାର ଟଙ୍କା ହେବ। ମାତ୍ର ଆପଣ…

ଏହି ଦେଶରେ ବର୍ଷକୁ ଦୁଇଥର ପରିବର୍ତ୍ତନ ହୋଇଥାଏ ଘଣ୍ଟାର ସମୟ

ବିଶ୍ୱରେ ଅନେକ ଦେଶ ଅଛି, ଯେଉଁଠି ବର୍ଷକୁ ଦୁଇଥର ଘଣ୍ଟାରେ ସମୟ ସ୍ଥିର କରାଯାଇଥାଏ। ଅର୍ଥାତ୍‌ ଏହି ଦେଶଗୁଡ଼ିକରେ ଘଣ୍ଟା ସମୟ ପ୍ରାୟ ୧ ଘଣ୍ଟା ପଛକୁ ଯାଇଥାଏ। ଏହି ସିଷ୍ଟମ ଆଲୋକ ସଞ୍ଚୟ ସମୟ ଭାବରେ ବିବେଚନା କରାଯାଏ। ବାସ୍ତବରେ…

କେବଳ କ୍ରୁଣାଳ ନୁହନ୍ତି, ହୀରାର ସଉକ ରଖନ୍ତି ଭାଇ ହାର୍ଦ୍ଦିକ ପାଣ୍ଡା: ଗୋଟିଏ ଘଣ୍ଟାର ମୂଲ୍ୟରେ କିଣିପାରିବେ ସୁଇମିଂ ପୁଲ ଥିବା ବଙ୍ଗଳା

ନୂଆଦିଲ୍ଲୀ,୧୩।୧୨: ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ଅଲରାଉଣ୍ଡର କ୍ରୁଣାଳ ପାଣ୍ଡ୍ୟାଙ୍କ ଭଳି ତାଙ୍କ ସାନ ଭାଇ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ହୀରାର ସଉକ ରଖନ୍ତି। ହାର୍ଦ୍ଦିକ ନିଜର ଜୀବନଚର୍ଯ୍ୟା ଏବଂ ମହଙ୍ଗା ସଉକକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ହୀରାର ସଉକ ଥିବା…

ସମୁଦ୍ର ମଝିରେ ପହଁରିବା ପରିବର୍ତ୍ତେ ମଣିଷ ପରି ଗୋଡରେ ଚାଲୁଛି ମାଛ

ଏବେ ୨୦୨୦ ମସିହା ଚାଲିଛି। ଏହି ବର୍ଷ ଅନେକ ଅଦ୍ଭୁତ୍‌ ଜିନିଷମାନ ଦେଖିବାକୁ ମିଳୁଛୁ। ସେମିତି କିଛି ଏବେ ଦେଖିବାକୁ ମିଳିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ମାଛ ପହଁରୁଥିବାର ଦେଖିଥିଲୁ। ହେଲେ ୨୦୨୦ ମସିହାରେ ଚାଲୁଥିବା ମାଛ ଦେଖିବାକୁ ମିଳୁଛି। ଆଶ୍ଚର୍ଯ୍ୟ…

ସବୁଠୁ ଉଚ୍ଚ ସ୍ବରରେ ରାବିଥାଏ ଏହି ପକ୍ଷୀ

ଦୈନନ୍ଦିନ ଆଖପାଖରେ ଆମେ ପକ୍ଷୀମାନଙ୍କ ରାବ ବା ବୋବାଇବା ଶବ୍ଦ ଶୁଣିଥାଉ। କାଉ, କୋଇଲି, ହଳଦୀବସନ୍ତ, କୁମ୍ଭାଟୁଆ, ଘରଚଟିଆ ଆଦି ପକ୍ଷୀଙ୍କ ସ୍ବର ନିଶ୍ଚିତ ଆମ ସମସ୍ତଙ୍କ କାନରେ ପଡ଼ିଥାଏ। ମାତ୍ର ବିଶ୍ୱରେ ଏମିତି ଏକ ପକ୍ଷୀ ଅଛି, ଯାହାର ସ୍ବର…

କିଛି ଟେନ୍‌ସନ୍‌ ଥିଲେ ଫ୍ଲାଇଟ୍‌ରେ ବୁଲନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତଥା ନାଗିନ୍‌ ଫେମ୍‌ ଅଦା ଖାଁ ଫିଲ୍ମ ଇଣ୍ଡଷ୍ଟ୍ରି ସହିତ କିଛି ବର୍ଷ ହେବ ଜଡ଼ିତ। ସେ କୁହନ୍ତି, କୌଣସି ପାର୍ଟିରେ ଯୋଗଦେବା ତାଙ୍କର ଆଦୌ ପସନ୍ଦ ନୁହେଁ। ତାଙ୍କ ସମୟ ସେ ନିକଟ ସମ୍ପର୍କୀୟଙ୍କ ସହ…

ବିନା ଅର୍ଡରେ ୯ ବର୍ଷଧରି ଡେଲିଭରି ହେଉଛି ପିଜା, ପୂରା ଘଟଣା ଜାଣି ହେବେ ଆଶ୍ଚର୍ଯ୍ୟ

ପିଜା ଖାଇବାକୁ ଯେତିକି ସ୍ବାଦିଷ୍ଟ ଲାଗିଥାଏ ତାଠାରୁ ଅଧିକ ଖୁସି ଲାଗେ ପାଖରେ ପହଞ୍ଚିବା ସମୟରେ। ମାତ୍ର ପିଜା କାହାକୁ ସମସ୍ୟାରେ ପକାଇଥାଏ,ଏହା ଜାଣି ଆପଣ ଆଶ୍ଚର୍ଯ୍ୟ ହେଇଯାଉଥିବେ ନିଶ୍ଚୟ। ବେଲଜିୟମର ଆଣ୍ଟୱର୍ପରେ ରହୁଥିବା ଜଣେ ବ୍ୟକ୍ତି ଏହି ଭଳି ସମସ୍ୟାରେ…

ଯବାନଙ୍କ ସହ ଦୀପାବଳି ପାଳନ କରିପାରନ୍ତି ମୋଦି

ନୂଆଦିଲ୍ଲୀ,୧୩ ।୧୧: ଚଳିତ ବର୍ଷ ଦୀପାବଳି ସବୁଠାରୁ ନିଆରା ହେବ ବୋଲି କୁହାଯାଉଛି । କାରଣ ଏଥର କରୋନା ମହାମାରୀ କଟକଣା ମଧ୍ୟରେ ପାଳନ ହେବ ଆଲୋକର ପର୍ବ ଦୀପାବଳି । ଏଭଳି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁବର୍ଷ ଭଳି…

ନିଜ ଆଇପିଏଲ୍‌ ଟିମ୍‌ ପାଇଁ କୋହଲିଙ୍କୁ ଅଧିନାୟକ ଭାବେ ବାଛିଲେ ସେହଓ୍ବାଗ, ପ୍ରଶଂସକଙ୍କୁ କଲେ ଚକିତ

ନୂଆଦିଲ୍ଲୀ,୧୩।୧୧: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୦ରେ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍‌ ପଞ୍ଚମ ଥର ପାଇଁ ଟାଇଟଲ ହାସଲ କରି ରେକର୍ଡ କରିଛନ୍ତି। ଏହି ଟୁର୍ନାମେଣ୍ଟରେ ଅନେକ ଜଣାଶୁଣା ତଥା ଉଦୀୟମାନ ଖେଳାଳି ଭଲ ପ୍ରଦର୍ଶନ କରିଥିଲେ। ଏହାଛଡ଼ା ଅନେକ ଆନ୍ତର୍ଜାତୀୟ…

ବିହାର ବିଧାନସଭା: ବାଚସ୍ପତି ପଦକୁ ନେଇ ଏନ୍‌ଡିଏରେ ଉଠିପାରେ ଝଡ଼

ପାଟନା,୧୩ ।୧୧: ବିହାର ବିଧାନସଭା ନିର୍ବାଚନର ଫଳାଫଳ ପରେ ମୁଖ୍ୟମନ୍ତ୍ରୀ ଆସନରେ ନୀତୀଶ କୁମାର ବସିବା ନେଇ ଏକ ପ୍ରକାର ସ୍ଥିର ହୋଇ ଯାଇଛି କହିଲେ ଚଳେ । ଏବେ କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆସନ ବାଚସ୍ପତି ପଦକୁ ନେଇ ଏଡ଼୍‌ଡିଏରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri