Home Left

ଆସନ୍ତା ମାସ ସୁଦ୍ଧା ଆସିପାରେ କରୋନା ଟିକା

ନୂଆଦିଲ୍ଲୀ,୧୪ ।୧୧: ଆସନ୍ତା ମାସ ସୁଦ୍ଧା ଦେଶକୁ ୧୦ କୋଟି କରୋନା ଟିକା ମିଳିଯିବ ବୋଲି ଦାବି କରିଛନ୍ତି ସିରମ ଇନଷ୍ଟିଚ୍ୟୁଟର ଅଫ୍ ଇଣ୍ଡିଆର ସିଇଓ ଅଦାର ପୁନାୱାଲା । ସିରମ ଇନଷ୍ଟିଚ୍ୟୁଟ ଅକ୍ସଫୋର୍ଡ ୟୁନିଭର୍ସିଟି ସହ ମିଶି ଏହି ଟିକା…

ଦେଶବାସୀଙ୍କୁ ଦୀପାବଳି ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୧୪ ।୧୧: ଆଲୋକର ପର୍ବ ଦୀପାବଳି ପାଳନ କରିବାକୁ ସାରା ଦେଶ ପ୍ରସ୍ତୁତ ହୋଇ ସାରିଛି । ଏଥରର ଦୀପାବଳି ସବୁଠାରୁ ନିଆରା ହେବ ବୋଲି କୁହାଯାଉଛି । କାରଣ କରୋନା କଟକଣା ମଧ୍ୟରେ ଏଥର ପାଳନ କରାଯିବ ଦୀପାବଳି ।…

ଧନତେରସ୍‌ରେ ବଢିଲା ସୁନା ବିକ୍ରି

ନୂଆଦିଲ୍ଲୀ/ଭୁବନେଶ୍ୱର: ଚଳିତ ବର୍ଷ କରୋନାଜନିତ ଲକ୍‌ଡାଉନ ପାଇଁ ସୁନା ଗହଣା ବଜାରରେ ପ୍ରଭାବ ଜାରି ରହିଛି। ଶୁକ୍ରବାର ଧନତେରସ ରହିଥିବାରୁ ସୁନା ବଜାରରେ ଚମକ ଫେରିଛି। ସାରା ଦେଶରେ ଧନତେରସରେ ବିକ୍ରି ପୂର୍ବ ମାସଗୁଡିକ ତୁଳନାରେ ଉନ୍ନତ ରହିଛି। ଆଗାମୀ ଦିନରେ…

ରୋହିତ ସମ୍ପୂର୍ଣ୍ଣ ଫିଟ୍‌ ନାହାନ୍ତି: ଗାଙ୍ଗୁଲି

ନୂଆଦିଲ୍ଲୀ : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ନେଇଥିବା ରୋହିତ ଶର୍ମାଙ୍କ ଫିଟ୍‌ନେସ୍‌କୁ ନେଇ ଆଲୋଚନା ଜୋର ଧରିଛି। ବିଶେଷ କରି ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳରେ ତାଙ୍କୁ ପ୍ରଥମେ ସ୍ଥାନିତ କରା ନ…

ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ: ଓ୍ବାର୍ନରଙ୍କ ସହ ବନର୍‌ସ ଓପନ କରିବେ

ମେଲବୋର୍ନ: ଭାରତୀୟ କ୍ରିକେଟ ଦଳ ଗୁରୁବାର ଅଷ୍ଟ୍ରେଲିଆରେ ପହଞ୍ଚିଛି। କ୍ୱାରାଣ୍ଟାଇନ୍‌ ଅବଧି ଶେଷ ହେବାପରେ ଟିମ୍‌ ଇଣ୍ଡିଆ ସେଠାରେ ଚଳିତମାସ ୨୭ରୁ ଦିନିକିଆ ସିରିଜ ଖେଳିବ। ଏହା ପରେ ଟି୨୦ ଏବଂ ଶେଷରେ ୪ ମ୍ୟାଚବିଶିଷ୍ଟ ଟେଷ୍ଟ ସିରିଜ ଅନୁଷ୍ଠିତ ହେବ।…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତୀଶ କୁମାର

ନୂଆଦିଲ୍ଲୀ, ୧୩।୧୧-ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ ରବିବାର ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ଜେଡିୟୁ ଅଧ୍ୟକ୍ଷ ନୀତୀଶ କୁମାର ଶୁକ୍ରବାର କହିଛନ୍ତି। ଏନ୍‌ଡିଏ ଆନୁଷ୍ଠାନିକ ଭାବେ ନେତା ବାଛିବାର ଦୁଇଦିନ ପୂର୍ବରୁ…

ବିନ୍ଦୁସାଗରରେ କୂଳରେ ଏଥର ପିଣ୍ଡ ମନା

ଭୁବନେଶ୍ୱର, ୧୩।୧୧ (ବ୍ୟୁରୋ): ମହାମାରୀ କରୋନାକୁ ଲକ୍ଷ୍ୟକରି ଭୁବନେଶ୍ୱର ବିନ୍ଦୁସାଗରରେ ଏବର୍ଷ ପୟା ଶ୍ରାଦ୍ଧ ତଥା ପିଣ୍ଡଦାନକୁ ବନ୍ଦ ରଖାଯାଇଛି। ଲିଙ୍ଗରାଜ ମନ୍ଦିର ସିଂହଦ୍ୱାର ଓ ବିନ୍ଦୁସାଗରରେ ପୟାଶ୍ରାଦ୍ଧ ଏବଂ ପିଣ୍ଡଦାନ କରାଯାଇ ପାରିବ ନାହିଁ। ଲୋକ ଗହଳିକୁ ଦୃଷ୍ଟିରେ ରଖି…

ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫୦୪ କରୋନା ଆକ୍ରାନ୍ତ: ସୁନ୍ଦରଗଡ ଜିଲାରୁ ସର୍ବାଧିକ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର,୧୩ା୧୧(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର ଆଉ ୧୫୦୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁନ୍ଦରଗଡ ଜିଲାରୁ ସର୍ବାଧିକ ୧୩୯ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ ୧୨୭, କଟକରୁ ୧୨୨, ମୟୂରଭଞ୍ଜରୁ ୯୩, ଅନୁଗୋଳରୁ ୭୬, ନୂଆପଡାରୁ ୭୬, ବଲାଙ୍ଗୀରରୁ ୭୫, ପୁରୀରୁ ୭୨,…

ଅନ୍ତବସ୍ତ୍ରରେ ୨ ମହିଳା ଲୁଚାଇ ନେଉଥିଲେ ୬୨ ଲକ୍ଷ ଟଙ୍କାର ସୁନା: ଧରାଇଦେଲା ମେଟାଲ ଡିଟେକ୍ଟର

ନୂଆଦିଲ୍ଲୀ,୧୩।୧୧-ଅନ୍ତବସ୍ତ୍ରରେ ସୁନା ସ୍ମଗଲିଂ କରୁଥିବାବେଳେ ୨ ମହିଳାଙ୍କୁ ଗିରଫ କରିଛି ସୀମା ଶୁଳ୍କ ବିଭାଗ। ତାମିଲନାଡୁର କୋଏମ୍ବାଟୁର ଅନ୍ତର୍ଜାତୀୟ ବିମାନବନ୍ଦରେ ଶୁକ୍ରବାର ଏଭଳି ଘଟଣା ଘଟିଛି। ଗିରଫ ହୋଇଥିବା ଦୁଇ ମହିଳା ହେଲେ ଦେବନାନୀ ରାଧାକୃଷ୍ଣନ ଓ ବାସନ୍ତୀ ରାମାସ୍ବାମୀ। ଉଭୟେ…

ଆସନ୍ତାକାଲି ଅପରାହ୍ନ ୨ଟା ଯାଏଁ ଗଡିବ ମୋ-ବସ୍‌

ଭୁବନେଶ୍ୱର,୧୩।୧୧(ବ୍ୟୁରୋ)-ଆଲୋକର ପର୍ବ ଦୀପାବଳିକୁ ଆଖି ଆଗରେ ରଖି ଆସନ୍ତା ଶନିବାର ମୋ-ବସ ଚଳାଚଳ ଉପରେ କଟକଣା ଲଗାଯାଇଛି। ଆସନ୍ତାକାଲି ୧୫ଟି ରୁଟରେ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୋ-ବସ ଚାଲିବ। ଏହା ପରଠାରୁ ରାତି ଯାଏ ବସ୍‌ ଗଡିବନି ବୋଲି କ୍ରୁଟ ପକ୍ଷରୁ…

ଘରେ ପଶି ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ କଲା କୁକୁର: ଆଉ ତା ପରେ ଘଟିଲା ଏମିତି…

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଜଣେ ଯୁବକଙ୍କୁ ଏକ କୁକୁର ଘରେ ପଶି ଖଣ୍ଡାରେ ଆକ୍ରମଣ କରୁଥିବା ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଦେଖାଯାଇଛି, କୁକୁର ତାର ପାଟିରେ ଖଣ୍ଡାଟିକୁ ଜାବୁଡି ଧରିଛି। ପରେ ନିକଟରେ…

ଡ୍ରଗ୍ସ ଲିଙ୍କ ମାମଲା: ଅର୍ଜୁନଙ୍କୁ ପଚରାଉଚରା କଲା ଏନ୍‌ସିବି

ମୁମ୍ବାଇ,୧୩।୧୧-ଡ୍ରଗ୍ସ ଲିଙ୍କ୍‌ ମାମଲାରେ ବଲିଉଡ ଅଭିନେତା ଅର୍ଜୁନ ରାମପାଳଙ୍କୁ ପଚରାଉଚରା କରାଯାଇଛି। ଶୁକ୍ରବାର ଦକ୍ଷିଣ ମୁମ୍ବାଇର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) କାର୍ଯ୍ୟାଳୟରେ ଅର୍ଜୁନ ପହଞ୍ଚିଥିଲେ। ପରେ ଏନ୍‌ସିବିର ଅଧିକାରୀମାନେ ତାଙ୍କୁ ଡ୍ରଗ୍ସର ବିଭିନ୍ନ ଆଙ୍ଗେଲକୁ ନେଇ ପ୍ରଶ୍ନ ପଚାରିଥିଲେ। କିଛିଦିନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri