Posted inଜାତୀୟ

ପଞ୍ଜାବରେ ଦେଖିବାକୁ ମିଳିଲା ପାକିସ୍ତାନ ଡ୍ରୋନ

ଚଣ୍ଡିଗଡ଼,୧୪।୩ : ପଞ୍ଜାବର ପଠାନକୋଟ ଜିଲାରେ ରବିବାର ଦେଖିବାକୁ ମିଳିଥିଲା ପାକିସ୍ତାନର ଏକ ଡ୍ରୋନ। ଏହାକୁ ଠାବ କରାଯିବା ପରେ ବିଏସ୍‌ଏଫ୍‌ ପକ୍ଷରୁ ଡ୍ରୋନ ଉପରେ ଆକ୍ରମଣ କରାଯାଇଥିଲା। ହେଲେ ଡ୍ରୋନଟି ପାକିସ୍ତାନ ସୀମାକୁ ଫେରି ଯିବାରେ ସଫଳ ହୋଇଛି।

ପାକିସ୍ତାନ ପଟରୁ ଆସିଥିବା ଡ୍ରୋନକୁ ଭାରତ-ପାକ୍‌ ଅନ୍ତର୍ଜାତୀୟ ସୀମା ନିକଟରେ ଥିବା ଡିଣ୍ଡା ପୋଷ୍ଟରୁ ଦେଖାଯାଇଥିଲା। ଏହା ଉପରେ ବିଏସ୍‌ଏଫ୍‌ ପକ୍ଷରୁ ଜବାବୀ ଆକ୍ରମଣ ହୋଇଥିଲା ବୋଲି ପୋଲିସ ଅଧିକାରୀ ଗୁଲନୀତ ସିଂ ଖୁରାନା କହିଛନ୍ତି। ତେବେ ଏହି ଡ୍ରୋନଟି ଭାରତୀୟ ସୀମାରେ କିଛି ପକାଇ ଥିବା ସନ୍ଦେହ କରାଯାଉଛି। ଏଣୁ ଡ୍ରୋନ ଆସିଥିବା ଦିଗରେ ସର୍ଚ୍ଚ ଅପରେଶନ ଚାଲିଛି। କିନ୍ତୁ କିଛି ମିଳି ନାହିଁ।

ଉଲ୍ଲେଖଥାଉ କି, ୨୦୨୦ରେ ପାକିସ୍ତାନର ଏକ ଡ୍ରୋନ ଭାରତ ସୀମାରେ ପ୍ରବେଶ କରି ପଞ୍ଜାବର ଗୁରୁଦାଶପୁର ଜିଲାରେ ୧୧ଟି ହ୍ୟାଣ୍ଡ ଗ୍ରେନେଡ୍‌ ପକାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ମହାମାରୀ: ନାଜାଲ ଭ୍ୟାକ୍ସିନର ତୃତୀୟ ଷ୍ଟେଜ ଟେଷ୍ଟ ପାଇଁ ଅନୁମତି ମାଗିଲା ଭାରତ ବାୟୋଟେକ

ନୂଆଦିଲ୍ଲୀ,୨୧ ।୧୨: କରୋନା ମହାମାରୀକୁ ଦୂରେଇବା ଲାଗି ଭ୍ୟାକ୍ସିନ ଏକମାତ୍ର ଉପାୟ ହୋଇଥିବା ବେଳେ ଭାରତ ବାୟୋଟେକ ଇତିମଧ୍ୟରେ ଡ୍ରଗ୍ସ ରେଗୁଲେଟରକୁ ନାକରେ ଦିଆଯାଇପାରିବା କୋଭିଡ...

ୟୁପିରେ ୨ ଦଳ ସହ ମିଶି ନିର୍ବାଚନ ଲଢିବ ଭାଜପା

ଲକ୍ଷ୍ନୌ,୨୪।୯: ଉତ୍ତର ପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଭାଜପା ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏହି କ୍ରମରେ ଶୁକ୍ରବାର ଭାରତୀୟ ଜନତା ପାର୍ଟି ଏକ...

ସରୁନି ଦାଦନ ଦୁର୍ଦ୍ଦିନ

ନୂଆଦିଲ୍ଲୀ,୧୫।୫: ମାର୍ଚ୍ଚ ୨୫ରେ ଆରମ୍ଭ ହୋଇଥିବା ଲକ୍‌ଡାଉନ୍‌ର ଏବେ ତୃତୀୟ ପର୍ଯ୍ୟାୟ ଚାଲିଛି। ଏହି ତିନି ପଯର୍ର୍‌ୟାୟ ତାଲାବନ୍ଦ ମଧ୍ୟରେ ଉଜୁଡ଼ିଯାଇଛି ଅର୍ଥନୀତି ଓ ଏହା...

ପୁଣି ବଢିଲା ଏଲପିଜି ସିଲିଣ୍ଡର ଦାମ

ନୂଆଦିଲ୍ଲୀ,୧୯ ।୫: ଦେଶରେ ଲଗାତାର ଭାବେ ଘରୋଇ ଏଲପିଜି ସିଲିଣ୍ଡରର ଦାମ ବଢିବାରେ ଲାଗିଛି । ପୁଣିଥରେ ରୋଷେଇ ଗ୍ୟାସ ସିଲିଣ୍ଡର ଦାମ ବୃଦ୍ଧି ଲୋକଙ୍କୁ...

ଦିଲ୍ଲୀରୁ ଆସିଲା ଖୁସି ଖବର, ମୃତ୍ୟୁ ରୋକିବାରେ ଭାକ୍ସିନ୍‌ର ଦ୍ୱିତୀୟ ଡୋଜ୍‌ ୯୫ ପ୍ରତିଶତ ପ୍ରଭାବଶାଳୀ…

ନୂଆଦିଲ୍ଲୀ,୨୩।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଦେଶରେ ଦୈନିକ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି।...

୧୩ରେ ବିରୋଧୀଙ୍କ ମିଳିତ ରଣନୀତି

ନୂଆଦିଲ୍ଲୀ,୮ା୧(ପି.ଟି.): କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳର ନେତାମାନେ ଆଗାମୀ ୧୩ରେ ଦିଲ୍ଲୀରେ ଏକାଠି ହୋଇ ଜେଏନ୍‌ୟୁ ସ୍ଥିତି ଓ ସିଏଏ ବିରୋଧୀ ହିଂସାକାଣ୍ଡ ସମ୍ପର୍କରେ...

ପ୍ରଥମଥର ଭୋଟ ଦେଇ ଅନୁଭୂତି କହିଲେ ପ୍ରିୟଙ୍କାଙ୍କ ପୁଅ

ନୂଆଦିଲ୍ଲୀ,୮।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଶନିବାର ଭୋଟ ଗ୍ରହଣ କରାଯାଇଛି। ଏଥିରେ ଅନେକ ନୂଆ ଭୋଟର ନିଜର ମତ ସାବ୍ୟସ୍ତ କରିଥିବା ବେଳେ କଂଗ୍ରେସ...

ବେଳକୁ ବେଳ ଖରାପ ହେବାରେ ଲାଗିଛି ଦେଶର ଆର୍ଥିକ ସ୍ଥିତି: ମମତା

କୋଲକାତା,୭ ।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ(ଟିଏମସି) ମୁଖ୍ୟ ମମତା ବାନାର୍ଜୀ ପୁଣିଥରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଦେଶର...

Advertisement
Archives

Model This Week