Home Left

ବଡଟେମରି ମଣ୍ଡିକୁ ଅଲଗା କରିବାକୁ ଦାବି

କୋକସରା,୨୨।୧୧ (ଡି.ଏନ.ଏ.) କଳାହାଣ୍ଡି ଜିଲା କୋକସରା ବ୍ଲକ ଚାରବାହାଲ ପ୍ୟାକ୍ସ ଅଧୀନରେ ଥିବା ମୋଟେର ମଣ୍ଡିରୁ ରଣମାଲ ପ୍ୟାକ୍ସର ବଡଟେମରି ମଣ୍ଡିକୁ ସମ୍ପୂର୍ଣ୍ଣ ଅଲଗା କରିବାକୁ ଚାଷୀମାନେ ଦାବି କରିଛନ୍ତି। ଚାଷୀଙ୍କ ଅଭିଯୋଗ ହେଲା, ବଡଟେମରୀ ମଣ୍ଡିର ଚାଷୀମାନେ ମଣ୍ଡି ଆରମ୍ଭ…

ମରୁଭୂମିରେ ଦମ୍‌ଦାର ଡ୍ୟାନ୍ସ କରୁଛନ୍ତି ନୋରା ଫତେହି: ଭିଡିଓ ଭାଇରାଲ

ଦମଦାର୍‌ ଡ୍ୟାନ୍ସ ପାଇଁ ବଲିଉଡରେ ନିଜର ସ୍ବତନ୍ତ୍ର ସ୍ଥାନ ବନାଇ ପାରିଛନ୍ତି ନୋରା ଫତେହି। ସୋସିଆଲ ମିଡିଆରେ ସବୁବେଳେ ନୋରା ବେଶ ସକ୍ରିୟ ରହୁଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନ ନୋରାଙ୍କ ଡ୍ୟାନ୍ସର ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ…

ଇଣ୍ଡିଆନ ସୁପର ଲିଗ୍‌: ନର୍ଥଇଷ୍ଟ ୟୁନାଇଟେଡ୍‌ର ବିଜୟ ଅଭିଯାନ

ଭାସ୍କୋ,୨୨।୧୧: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ନର୍ଥଇଷ୍ଟ ୟୁନାଟେଡ୍‌ କ୍ଲବ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ଶନିବାର ସ୍ଥାନୀୟ ତିଳକ ମଇଦାନ ଷ୍ଟାଡିୟମରେ ଅନୁଷ୍ଠିତ ଟୁର୍ନାମେଣ୍ଟର ଦ୍ୱିତୀୟ ମ୍ୟାଚ୍‌ରେ ନର୍ଥଇଷ୍ଟ ୧-୦ ଗୋଲରେ ଶକ୍ତିଶାଳୀ ମୁମ୍ବାଇ ସିଟି ଏଫ୍‌ସିକୁ ପରାସ୍ତ…

କମେଡିଆନ ଭାରତି ସିଂହଙ୍କୁ ଗିରଫ କଲା ଏନ୍‌ସିବି

ମୁମ୍ବାଇ,୨୧।୧୧-ବଲିଉଡ ଡ୍ରଗ୍ସ ଲିଙ୍କ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) କମେଡିଆନ ଭାରତି ସିଂହଙ୍କୁ ଶନିବାର ଜେରା କରିବା ପରେ ଶେଷରେ ଗିରଫ କରିଛି। ଆଜି ଏନ୍‌ସିବି ଭାରତିଙ୍କ ମୁମ୍ବାଇସ୍ଥିତ ବାସଭବନରେ ଅଚାନକ ଚଢାଉ କରିଥିଲା। ଏହି ସମୟରେ ତାଙ୍କ ଘରୁ ଗଞ୍ଜେଇ…

କରୋନାକୁ ‘ଟିଚର ଅଫ୍‌ ଦ ଇୟର’ କହିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ୨୦୨୦ ବିଶ୍ୱ ପାଇଁ ଐତିହାସିକ ବର୍ଷ ପାଲଟିଛି। ଏହି ବର୍ଷ କରୋନା ମହାମାରୀ ଲକ୍ଷଲକ୍ଷ ଲୋକଙ୍କ ଜୀବନ ନେଇଛି। ମାତ୍ର ବଲିଉଡ୍‌ର ଜଣେ ଆଗଧାଡ଼ିର ଅଭିନେତ୍ରୀ ଏହି ମହାମାରୀର ପ୍ରଶଂସା କରିଛନ୍ତି। କାରଣ କରୋନା ଅନେକ ଲୋକଙ୍କ ଜୀବନଶୈଳୀକୁ ପରିବର୍ତ୍ତନ…

ଖାଇବା ସମୟରେ ଜୋର୍‌ରେ ହସିଉଠୁଛି ଏହି ଶିଶୁ, ଭିଡିଓ ଦେଖିଲେ ଆପଣ ବି ହସିହସି ଗଡ଼ିବେ

ସତରେ ଛୋଟ ପିଲାମାନଙ୍କୁ ଖାଇବାକୁ ଦେବା ବହୁତ କଷ୍ଟକର। ଏକଥା ଜଣେ ମା’ ହିଁ କେବଳ କହିପାରିବ। ଏପରିକି ଯେତେବେଳେ ପିଲାଟିକୁ ଖାଇବାକୁ ଦିଆଯାଏ, ସେତେବେଳେ ତାଙ୍କୁ ନାନା ପ୍ରଲୋଭନ ଦେଖାଇ ଖାଇବାକୁ ଦିଆଯାଏ। ସେମାନଙ୍କ ସହିତ ଖେଳିବା ପରେ ମଧ୍ୟ…

ଗୁଜରାଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଚାଲିଗଲା ୭ ଜଣଙ୍କ ଜୀବନ

ସୁରେନ୍ଦ୍ରନଗର,୨୧।୧୧-ଗୁଜରାଟର ସୁରେନ୍ଦ୍ରନଗର ଜିଲା ପଟାଡି ତହସିଲର ଖେରୱା ଗ୍ରାମ ନିକଟରେ ଶନିବାର ଏକ ଟ୍ରକ ସହିତ ଏକ କାରର ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ମହିଳା ଗୁରୁତର ହୋଇଛନ୍ତି। ଗୁରୁତର ମହିଳାଙ୍କୁ ଉଦ୍ଧାର କରାଯାଇ…

ବିଦ୍ୟାଳୟ ବନ୍ଦ ନ ହେବାକୁ ରାସ୍ତାରେ ବସିଲେ ଛାତ୍ରୀଛାତ୍ର

କେନ୍ଦୁଝର,୨୧ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲାରେ କମ୍‌ ଛାତ୍ରୀଛାତ୍ର ପାଠ ପଢୁଥିବା ୧୪ଟି ବିଦ୍ୟାଳୟ ବନ୍ଦ କରାଯାଇ ନିକଟସ୍ଥ ବିଦ୍ୟାଳୟରେ ସଂଲଗ୍ନ କରାଯିବାକୁ ଶିକ୍ଷା ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି। ତେବେ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ନରସିଂହପୁର ପ୍ରାଥମିକ…

ସଞ୍ଜୟ ଦତ୍ତଙ୍କ ଆଗାମୀ ଫିଲ୍ମ ତୋରବାଜ’ର ଟ୍ରେଲର ରିଲିଜ୍‌

ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କ ଆଗାମୀ ଫିଲ୍ମ ’ତୋରବାଜ’ର ଟ୍ରେଲର ଶନିବାର ରିଲିଜ୍‌ ହୋଇଛି। ଫିଲ୍ମର ଟ୍ରେଲର ଭିଡିଓ ନେଟଫ୍ଲିକ୍ସ ଇଣ୍ଡିଆର ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ ହୋଇଛି। ୨ ମିନିଟ ୧୪ ସେକେଣ୍ଡର ଏହି ଭିଡିଓକୁ ଦର୍ଶକଙ୍କ ଭଲ ରେସପନ୍ସ…

୧୮ ମାସ ହେଲା ଟଏଲେଟ୍‌ ଯାଇନାହାନ୍ତି ଏହି ଯୁବକ, ପ୍ରତିଦିନ ଖାଉଛନ୍ତି ୧୮ରୁ ୨୦ ପଟ ରୁଟି

ଭୋପାଳ,୨୧ା୧୧: ମଧ୍ୟପ୍ରଦେଶର ଜଣେ ଯୁବକଙ୍କ କ୍ଷେତ୍ରରେ ଏକ ଅଜବ ରୋଗ ଦେଖିବାକୁ ମିଳିଛି। ସେ ଗତ ୧୮ ମାସ ଧରି ଟଏଲେଟ୍‌ ବା ଶୌଚ ଯାଇନାହାନ୍ତି। ମାତ୍ର ସେ ପ୍ରତିଦିନ ୧୮ରୁ ୨୦ଟି ରୁଟି ଖାଉଛନ୍ତି। ତଥାପି କୌଣସି ସମସ୍ୟାର ସମ୍ମୁଖୀନ…

ଭୁବନେଶ୍ୱରରୁ ଆଜି ୪୬ ପଜିଟିଭ ଚିହ୍ନଟ: ସେଥିରୁ ଲୋକାଲ କେସ୍‌ ୩୬

ଭୁବନେଶ୍ୱର,୨୧।୧୧(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୪୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୧୦ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୩୬ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୬୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।…

କାନରେ ଇୟରଫୋନ୍‌ ଲଗାଇ ରେଳ ଟ୍ରାକ୍‌ରେ ଚାଲୁଥିଲେ ୨ ଯୁବକ, ଆଉ ତା’ ପରେ…

ଭୋପାଳ,୨୧ା୧୧: ମଧ୍ୟପ୍ରଦେଶର ବୁରହାନପୁର ଜିଲାର ରେଳ ଟ୍ରାକରେ କର୍ଣ୍ଣାଟକ ଏକ୍ସପ୍ରେସରେ କଟି ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି। ଉଭୟଙ୍କର ଶରୀର ୫୦ରୁ ୬୦ ଖଣ୍ଡ ହୋଇଯାଇଛି। ଫଳରେ ସୁରକ୍ଷା ଦୃଷ୍ଟିରୁ ୩ଟି ଟ୍ରେନ୍‌ ଅଧ ଘଣ୍ଟା ଅଟକି ରହିଥିଲା। ୧୯ ବର୍ଷୀୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri