Posted inଖେଳ

ପ୍ରଥମେ ବ୍ୟାଟିଂ କରିବ ଭାରତ

ଅହମ୍ମଦାବାଦ,୧୮।୩: ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିମୟରେ ଖେଳାଯିବାକୁ ଥିବା ୪ର୍ଥ ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବ। ଇଂଲଣ୍ଡ ଅଧିନାୟକ ଇଆନ ମୋର୍ଗାନ ଟସ୍‌ ଜିତି ପୁଣି ଥରେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ତେବେ ଭାରତୀୟ ଦଳରେ ଦୁଇଟି ପରିବର୍ତ୍ତନ ହୋଇଛି। ଆହତ ସମସ୍ୟା ଯୋଗୁ ଇଶାନ କିଷାନ ବାଦ୍‌ ପଡ଼ିଛନ୍ତି। ତାଙ୍କ ବଦଳରେ ସୁର୍ଯ୍ୟକୁମାର ଯାଦବ ଖେଳିବେ। ୟୁଜବେନ୍ଦ୍ର ଚହଲଙ୍କୁ ବିଶ୍ରାମ ଦିଆଯାଇଥିବାବେଳେ ରାହୁଲ ଚହରଙ୍କ ମିଳିଛି ସୁଯୋଗ।

ଭାରତୀୟ ଦଳ: ରୋହିତ ଶର୍ମା, ଲୋକେଶ ରାହୁଲ, ବିରାଟ କୋହଲି (ଅଧିନାୟକ), ସୁର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ଉଇକେଟକିପର), ଶ୍ରେୟାସ ଆୟାର, ହାର୍ଦ୍ଦିକ ପାଣ୍ଡ୍ୟା, ଓ୍ବାଶିଂଟନ ସୁନ୍ଦର, ଶାର୍ଦ୍ଦୁଳ ଠାକୁର, ଭୁବନେଶ୍ୱର କୁମାର ଓ ରାହୁଲ ଚହର।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସଚିନଙ୍କୁ କହିଲେନି ‘ସାର୍‌’

ନୂଆଦିଲ୍ଲୀ,୩୦।୭: ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେବାର ଦଶ ବର୍ଷ ବିତିଲାଣି। ହେଲେ ପ୍ରଶଂସକ ଏବେ ବି ତାଙ୍କର ଝଲକ ପାଇବାକୁ ଅପେକ୍ଷା କରିଥାନ୍ତି। ତାଙ୍କର ଗୋଟିଏ...

ବିସିସିଆଇକୁ ଚିଠି ଲେଖିବ ଓସିଏ: ବାରବାଟୀକୁ ଟେଷ୍ଟ ଭେନ୍ୟୁ ମାନ୍ୟତା ଉଦ୍ୟମ

କଟକ ଅଫିସ,୬ା୧୧-ବାରବାଟୀ ଷ୍ଟାଡିୟମରେ ଅନ୍ତର୍ଜାତୀୟ ଟେଷ୍ଟ ମ୍ୟାଚ୍‌ କରାଯିବାକୁ ଚେଷ୍ଟା କରାଯାଉଛି। ରାଜ୍ୟର ଏହି ଏକମାତ୍ର ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମକୁ ଟେଷ୍ଟ ଭେନ୍ୟୁ ମାନ୍ୟତା ଫେରାଇ...

ଫୁଟ୍‌ବଲରୁ ଗାରେଥ୍‌ ବାଲେଙ୍କ ଅବସର

ଲସ୍‌ଆଞ୍ଜେଲ୍ସ, ୧୦ା୧(ଏପି): ଓ୍ବେଲ୍ସ ତରଫରୁ ରେକର୍ଡ ୪୧ ଅନ୍ତର୍ଜାତୀୟ ଗୋଲ୍‌ ସ୍କୋର କରିଥିବା ଗାରେଥ୍‌ ବାଲେ ସୋମବାର ଫୁଟ୍‌ବଲରୁ ଅବସର ନେଇଛନ୍ତି। ୩୩ ବର୍ଷୀୟ ବାଲେ...

ସଞ୍ଜିତାଙ୍କ ଉପରୁ ଡୋପିଂ ମାମଲା ପ୍ରତ୍ୟାହୃତ

ନୂଆଦିଲ୍ଲୀ,୧୦।୬(ପି.ଟି.): ଭାରତୀୟ ମହିଳା ଭାରୋତ୍ତୋଳିକା ସଞ୍ଜିତା ଚାନୁଙ୍କ ଉପରେ ଲାଗୁ କରାଯାଇଥିବା ଡୋପିଂ ମାମଲା ପ୍ରତ୍ୟାହାର କରାଯାଇଛି। ଅନ୍ତର୍ଜାତୀୟ ଓ୍ବେଟ ଲିଫ୍ଟିଂ ଫେଡେରେଶନ (ଆଇଡବ୍ଲ୍ୟଏଫ୍‌) ତାଙ୍କ...

ପ୍ରଥମ ଟେଷ୍ଟ: ଇନିଂସ ବିଜୟର ଦ୍ୱାରଦେଶରେ ନ୍ୟୁଜିଲାଣ୍ଡ

ହାମିଲଟନ,୬।୧୨(ଏପି): ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ନ୍ୟୁଜିଲାଣ୍ଡ ଇନିଂସ ବିଜୟର ଦ୍ୱାରାଦେଶରେ ପହଞ୍ଚିଛି। ତେବେ ଦ୍ୱିତୀୟ ଇନିଂସରେ ଓ୍ବେଷ୍ଟଇଣ୍ଡିଜର ଦୁଇ ବ୍ୟାଟ୍ସମ୍ୟାନ ଜର୍ମେନ...

ଆଇପିଏଲ୍‌:ଫୋକସ୍‌ରେ ନୂଆ ଅଧିନାୟକ ପନ୍ତ, ଦିଲ୍ଲୀ କ୍ୟାପିଟାଲ୍ସ ଲାଗି ଏକାଧିକ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୭।୪(ପି.ଟି.): ଆଉ ଦୁଇ ଦିନ ପରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଆୟୋଜନ ହେବାକୁ ଯାଉଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ନୂଆ ଚ୍ୟାଲେଞ୍ଜ୍‌ ସୃଷ୍ଟି...

ଟି-୨୦ ବିଶ୍ୱକପ୍‌ ପାଇଁ ଦଳ ଘୋଷଣା କଲା ପାକିସ୍ତାନ: ପ୍ରଥମଥର ପାଇଁ ଦଳରୁ ବାଦ୍‌ ପଡିଲେ ଏହି ଖେଳାଳି

ଇସଲାମାବାଦ,୬।୯: ଆଗାମୀ ଆଇସିସି ଟି -୨୦ ବିଶ୍ୱକପ ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ ନିଜର ୧୫ ଜଣିଆ ଦଳ ଘୋଷଣା କରିଛି। କରୋନା ମହାମାରୀକୁ ଦୃଷ୍ଟିରେ...

ଆଇପିଏଲ୍‌ରେ କରୋନା ମାଡ: ବିସିସିଆଇର ନେଲା ବଡ଼ ନିଷ୍ପତ୍ତି

ଅହମଦାବାଦ,୪।୫: ଆଇପିଏଲର ୧୪ତମ ସିଜିନ ରେ ମଧ୍ୟ କରୋନା ବିପଦ ଦେଖାଦେଇଛିି। କିଛି ଖେଳାଳି ଏବଂ ସପୋର୍ଟ ଷ୍ଟାଫ କରୋନା ଆକ୍ରାନ୍ତ ହୋଇଛନ୍ତି ଅଛନ୍ତି। କୋଲକାତା...

Advertisement
Archives

Model This Week