Posted inଜାତୀୟ

ସ୍ତ୍ରୀଙ୍କ ପାଇଁ ନିର୍ବାଚନ ପୋଷ୍ଟର ଲଗାଉଥିଲେ ସ୍ବାମୀ, ଚାଲିଗଲା ଜୀବନ

ଲକ୍ଷ୍ନୌ,୧୯।୩: ଉତ୍ତରପ୍ରଦେଶର ହରଦୋଇ ଜିଲାର ଗ୍ରାମୀଣ ଅଞ୍ଚଳରେ ପଞ୍ଚାୟତ ନିର୍ବାଚନକୁ ନେଇ ଏକ ଦୁଃଖଦ ଘଟଣା ଘଟିଛି। ସରପଞ୍ଚ ପଦବୀରେ ଠିଆ ହୋଇଥିବା ଆଶାୟୀ ପ୍ରାର୍ଥୀଙ୍କ ସ୍ବାମୀଙ୍କର ମୃତ୍ୟ ଘଟିଛି। କାରଣ ଶିଡ଼ି ଲଗାଇ ସ୍ତ୍ରୀଙ୍କ ନିର୍ବାଚନୀ ପୋଷ୍ଟର ଲଗାଉଥିବା ବେଳେ ୧୧ କେଭି ବିଦ୍ୟୁତ୍‌ତାର ସଂସ୍ପର୍ଶରେ ଆସିଯାଇଥିଲେ ଏହି ବ୍ୟକ୍ତି। କରେଣ୍ଟ ଲାଗିବାରୁ ସେ ଶିଡ଼ିରୁ ଖସିପଡ଼ିଥିଲେ। ଏହାର କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତକଙ୍କ ନାମ ବୀର୍‌ପାଲ। ସେ ତାଙ୍କ ସ୍ତ୍ରୀ ସତ୍ୟବତୀଙ୍କ ପାଇଁ ପଞ୍ଚାୟତ ନିର୍ବାଚନ ପୋଷ୍ଟର ଲଗାଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନେହେରୁଙ୍କ ସହ ନିଜ ପିତାଙ୍କ ଫଟୋ ଶେୟାର କଲେ ସିଦ୍ଧୁ

ଚଣ୍ଡିଗଡ଼,୧୯ ।୭: ପଞ୍ଜାବ କଂଗ୍ରେସର ନବ ନିଯୁକ୍ତ ମୁଖ୍ୟ ନବଜୋତ ସିଂ ସିଦ୍ଧୁ ସୋମବାର ଦଳ ହାଇକମାଣ୍ଡଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆଉ କହିଛନ୍ତି ମୁଁ...

ବିପର୍ଯ୍ୟୟ ଆଣିଲା ମୌସୁମୀ ବର୍ଷା

ମୁମ୍ବାଇ/ଅହମ୍ମଦାବାଦ ୧୪ା୭: ଦେଶର ବିଭିନ୍ନ ସ୍ଥାନର ମୌସୁମୀଜନିତ ବର୍ଷା ଜଳପ୍ରଳୟ ସୃଷ୍ଟି କରିଛି। ଏକାଧିକ ରାଜ୍ୟରେ ବନ୍ୟା ଯୋଗୁ ଶତାଧିକ ଜୀବନ ହାନି ହେବା ସହ...

ମ୍ୟାଲେରିଆ, ଡେଙ୍ଗୁ, କରୋନା ପରେ ଏବେ ପୁଣି କାମୁଡ଼ିଲା ସାପ, ତଥାପି ହାରି ଯାଇନାହାନ୍ତି ଏହି ବ୍ୟକ୍ତି

ଯୋଧପୁର,୨୩ା୧୧: ଏକ ଦାତବ୍ୟ ଅନୁଷ୍ଠାନରେ କାମ କରୁଥିବା ବ୍ରିଟେନ ନାଗରିକ ଇୟାନ ଜନ୍ସଙ୍କ କାହାଣୀ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏପରିକି ତାଙ୍କ ସାହସକୁ ସାଲ୍ୟୁଟ୍‌...

ହିନ୍ଦୁସ୍ତାନ ପେଟ୍ରୋଲିୟମ୍‌ ପ୍ଲାଣ୍ଟରେ ଫାଟିଲା ଟ୍ୟାଙ୍କ: ବହୁ ଗଁ।କୁ କରାଗଲା ଖାଲି

ଉନ୍ନାଓ,୧୨।୯: ଉତ୍ତରପ୍ରଦେଶ ଉନ୍ନାଓରେ ଥିବା ହିନ୍ଦୁସ୍ତାନ ପେଟ୍ରୋଲିୟମ ପ୍ଲାଣ୍ଟରେ ଗୁରୁବାର ବିସ୍ଫୋରଣ ହୋଇଛି। ହଠାତ୍‌ ଟ୍ୟାଙ୍କ ଫାଟିବାରୁ ଅଗ୍ନିକାଣ୍ଡ ଘଟିଥିଲା। ବିସ୍ଫୋରଣ ଏତେ ଜୋରରେ ଥିଲା...

କୃଷକ ଆନ୍ଦୋଳନ ସହ ଜଡିତ ୨୫୦ ଟୁଇଟର ଆକାଉଣ୍ଟ ବନ୍ଦ

ନୂଆଦିଲ୍ଲୀ,୧ ।୨: ଭାରତ ସରକାରଙ୍କ ଇଲୋକ୍ଟ୍ରୋନିକ ଆଣ୍ଡ ଆଇଟି ମନ୍ତ୍ରଣାଳୟ ଟୁଇଟରକୁ ନିର୍ଦ୍ଦେଶ ଦେଇଛନ୍ତି କି ତୁରନ୍ତ ୨୫୦ ଟୁଇଟର ଆକାଉଣ୍ଟକୁ ବନ୍ଦ କରି ଦିଆଯାଉ...

ବାଲାକୋଟ ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର, ୫।୧୨: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଏଠାରେ ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ ଲଗାତାର ସୀମାବର୍ତ୍ତୀ ଅଞ୍ଚଳରେ ମୋର୍ଟାର ଶେଲିଂ...

୨୪ ଘଣ୍ଟାରେ ୫୦ ନୂଆ ରୋଗୀ ଚିହ୍ନଟ ପରେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଛୁଇଁଲା ୨୨୩

ନୂଆଦିଲ୍ଲୀ,୨୦।୩: ଭାରତରେ ବଢି ଚାଲିଛି କୋଭିଡ-୧୯ ରୋଗୀଙ୍କ ସଂଖ୍ୟା। ସମସ୍ତ ସତର୍କତା ପରେ ବି ଗତ ୨୪ ଘଣ୍ଟାରେ ୫୦ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ...

ପଦାରେ ପଡୁଛି ଚାଇନାର ଚାଲାକି

ନୂଆଦିଲ୍ଲୀ,୨୪ ।୧: ଚାଇନା ତା’ର ଚତୁରତା ପାଇଁ ସାରା ବିଶ୍ୱରେ ବେଶ୍ ପରିଚିତ । ଗୋଟିଏ ପଟେ ଭାରତର ସହୃଦୟ ଦେଖି ଚାଇନା ନିଜ ପଡୋଶୀ...

Advertisement
Archives

Model This Week