ଏହି ପ୍ରସିଦ୍ଧ ଅଭିନେତାଙ୍କ ରହିଛି ଏସବୁ ସ୍ଥାନରେ ମହଙ୍ଗା ଘର: ମିଲିୟନ ଡଲାରରୁ ଆହୁରି ଅଧିକ ଦାମ୍
ଅନିଲ କପୁର ବଲିଉଡ୍ର ଜଣେ ପ୍ରସିଦ୍ଧ ଅଭିନେତା ତଥା ନିର୍ମାତା । ତାଙ୍କ ଫିଟନେସକୁ ଦେଖିଲେ ଲାଗିବନି ଯେ ସେ ତିନି ଜଣ ପିଲାଙ୍କ ବାପା। ଅନିଲ ତାଙ୍କ ବ୍ୟକ୍ତିତ୍ୱ ପାଇଁ ଜଣାଶୁଣା । ଏହା ସହିତ ସେ ତାଙ୍କ ରାଜକୀୟ…
ମାଲଦ୍ୱୀପରେ ସୋନାକ୍ଷୀ
ମୁମ୍ବାଇ: ଗତ କିଛିଦିନ ହେବ ଭାରତୀୟ ସେଲିବ୍ରିଟିଙ୍କ ପାଇଁ ମାଲଦ୍ୱୀପ ଏକ ପ୍ରମୁଖ ଡେଷ୍ଟିନେଶନ ପାଲଟି ଯାଇଛି । ସୋସିଆଲ ମିଡିଆରେ କେତେଜଣ ସେଲିବ୍ରିଟି ମାଲଦ୍ୱୀପର ସୁନ୍ଦର ସମୁଦ୍ର କୂଳର ଦୃଶ୍ୟ ଶେୟାର କରୁଥିବା ଦେଖାଯାଇଛି । ନିକଟରେ ବଲିଉଡ୍ର ଦବଙ୍ଗ…
ବିନା ମାସ୍କରେ ବିକ୍ନୀ ଗର୍ଲଙ୍କ ସହ ପାର୍ଟି କରୁଥିଲେ ଡାକ୍ତର, ଫଟୋ ଭାଇରାଲ ପରେ…
ଓ୍ବାଶିଂଟନ,୨୬ା୧୧: କରୋନା ଭାଇରସ ରୋକିବା ପାଇଁ ଲୋକଙ୍କୁ ନିୟମ ବୁଝାଉଥିବା ଡାକ୍ତର ନିଜେ ନିୟମ ଭାଙ୍ଗି ଆଜି ଚର୍ଚ୍ଚାରେ। ଜଣେ ଯୁବ ଡାକ୍ତର ବିନା ମାସ୍କ ଏବଂ ବିକ୍ନୀ ପିନ୍ଧିଥିବା ୧୨ରୁ ଅଧିକ ଯୁବତୀଙ୍କ ସହ ପାର୍ଟି କରୁଥିବା ଫଟୋ ସୋସିଆଲ…
କୋଭିଡ-୧୯ରେ କରୋନା ଯୋଦ୍ଧାଙ୍କ ମୃତ୍ୟୁ: ବାତ୍ୟା‘ନିଭାର’ ପାଇଁ ହୋଇପାରିଲାନି ଚିକିତ୍ସା
ଭୋପାଳ,୨୬।: ଦେଶରେ କରୋନା ସଂକ୍ରମଣ ପୁଣି ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବୃଦ୍ଧି ପାଉଛି। କରୋନା ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଯେତେ ପ୍ରଚେଷ୍ଟା କଲେ ମଧ୍ୟ ଏହାକୁ ରୋକିବାରେ ବିଫଳ…
ଗାଜିଆବାଦି ଭାଷା ଶିଖୁଛନ୍ତି କିଆରା
ମୁମ୍ବାଇ: ବଲିଉଡ୍ ବିୟୁଟି କିଆରା ଆଡଭାନୀ ଖୁବ୍ଶୀଘ୍ର ଫିଲ୍ମ ‘ଇନ୍ଦୁ କି ଯବାନୀ’ରେ ନଜର ଆସିବେ । ଏଥିରେ ସେ ଯେଉଁ ଚରିତ୍ରରେ ଅଭିନୟ କରିଛନ୍ତିି ତାକୁ ନେଇ ସେ ଖୁବ୍ ଉତ୍ସାହିତ ଅଛନ୍ତି । ତେବେ ଏହି ଫିଲ୍ମରେ ଅଭିନୟ…
ଉପହାରରେ ଜ୍ୱାଇଁଙ୍କୁ ଲଫାଫା ବଦଳରେ ମିଳିଲା ଏକେ-୪୭: ପ୍ରତିକ୍ରିୟାରେ ଲୋକେ କହୁଛନ୍ତି…
ନୂଆଦିଲ୍ଲୀ: ପ୍ରତ୍ୟେହ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ଏବେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ଚକିତ ହୋଇଯିବେ। ଏହା ଏକ ବିବାହ ଉତ୍ସବର। ଏଥିରେ ଜ୍ୱାଇଁଙ୍କୁ ଉପହାରସ୍ବରୂପ ଏକେ-୪୭ ବନ୍ଧୁକ…
କରୋନା ବଦଳାଇଦେଲା ଏହି ଯୁବକଙ୍କ ଜୀବନ, ଥିଲେ ପାଇଲଟ୍ ଏବେ କରୁଛନ୍ତି…
କରୋନା ମହାମାରୀ କିଛି ଲୋକଙ୍କ ଜୀବନ ଜୀବିକାକୁ ଖୁବ୍ ପ୍ରଭାବିତ କରିଛି। କିଛି ମାସ ଧରି ଲକ୍ଡାଉନ୍ ଜାରି ରହିଥିବାରୁ ଏୟାର ଇଣ୍ଡିଆର ବହୁ କ୍ଷତି ହୋଇଥିଲା। ଏହି ପରିସ୍ଥିତିରେ ଋଷିଆର ଜଣେ ନୌଯବାନ ପାଇଲଟ ରୋମନଙ୍କ ସହ ଘଟିଛି। ରୋମନ…
ଏକଦା ପ୍ରେମିକାଙ୍କୁ ଚେନ୍ରେ ବାନ୍ଧି ବୁଲାଉଥିଲେ ଏହି ବ୍ୟକ୍ତି: ଏବେ ୬ ପ୍ରେମିକା ଏକା ସାଙ୍ଗରେ ଗର୍ଭବତୀକୁ ନେଇ ଚର୍ଚ୍ଚାରେ
ନାଇଜେରିଆର ଜଣେ ବ୍ୟକ୍ତିଙ୍କୁ ଏକ ପାର୍ଟିରେ ୬ ଗର୍ଭବତୀଙ୍କ ସହ ଏକତ୍ର ଦେଖିବାକୁ ମିଳିଥିଲା। ସମସ୍ତ ଗର୍ଭବତୀ ମହିଳା ଏକାପରି ପୋଷାକ ପିନ୍ଧିଥିଲେ। ହେଲେ ଆଶ୍ଚର୍ଯ୍ୟର କଥା ହେଲେ ଏହି ସମସ୍ତ ମହିଳା ଜଣେ ବ୍ୟକ୍ତିଙ୍କ ପିଲାର ମା’ ହେବାକୁ ଯାଉଛନ୍ତି।…
ଶ୍ରୀନଗର ଏଚ୍ଏମ୍ଟି ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣ: ୨ଯବାନ ଶହୀଦ
ଶ୍ରୀନଗର,୨୬।୧୧: ମୁମ୍ବାଇର ୨୬/୧୧ ଆକ୍ରମଣକୁ ଆଜି ୧୨ ବର୍ଷ ପୂରିଥିବା ବେଳେ ଜମ୍ମୁ-କଶ୍ମୀର ଶ୍ରୀନଗରରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଗୁରୁବାର ଦ୍ୱିପ୍ରହରରେ ଶ୍ରୀନଗର ଏଚ୍ଏମ୍ଟି ଅଞ୍ଚଳରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଛନ୍ତି। ଏହି ଘଟଣାରେ ୨ଜଣ ଯବାନ…
ଦିନେ ପଇସା ପାଇଁ ଗାଡ଼ି ଧୋଉଥିଲେ ଏହି ଅଭିନେତା, ଆଜି ସୁପରହିଟ୍ ହିରୋ
ମୁମ୍ବାଇ: ଅଭିନେତା ତଥା ଗାୟକ ଜସି ଗିଲ୍ ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଣେ ଜଣାଶୁଣା ଚେହେରା। ଏବେ ହିନ୍ଦୀ ଫିଲ୍ମରେ ମଧ୍ୟ ନିଜର ସ୍ଥାନ ନେଇ ସାରିଲେଣି। ଆଜି ଅର୍ଥାତ୍ ନଭେମ୍ବର ୨୬ରେ ହେଉଛି ତାଙ୍କର ଜନ୍ମ। ଆଜିର ଏହି ଖାସ୍…
ଡିସେମ୍ବର ୩୧ ପର୍ଯ୍ୟନ୍ତ ବିଦେଶକୁ ବିମାନ ଯାତ୍ରା ମନା
ନୂଆଦିଲ୍ଲୀ,୨୬ ।୧୧: ଦେଶରେ କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ଭାରତ ଏବେ କର୍ମସିୟାଲ ଇଣ୍ଟରନ୍ୟାଶନାଲ ଫ୍ଲାଇଟ ଚଳାଚଳକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି । ଡିରେକ୍ଟୋରେଟ ଜେନେରାଲ ଅଫ୍ ସିଭିଲ ଆଭିଏଶନ(ଡିଜିସିଏ) କହିଛି ୩୧ ଡିସେମ୍ବର…
ଅଷ୍ଟ୍ରେଲିଆ ବିପକ୍ଷରେ ଓପନିଂ କରି ଚମକିପାରନ୍ତି ଏହି ପ୍ରତିଭାଶାଳି କ୍ରିକେଟର, ମାରିପାରନ୍ତି ଦ୍ୱିଶତକ: ଚୋପ୍ରା
ନୂଆଦିଲ୍ଲୀ,୨୬।୧୧: ଅଷ୍ଟ୍ରେଲିଆ ବିପକ୍ଷ ଏକଦିବସୀୟ ମ୍ୟାଚ୍ରେ ଭାରତୀୟ ଟିମ୍ ପକ୍ଷରୁ ଓପନିଂ କରିବେ ଶିଖର ଧଓ୍ବନ। ତେବେ ତାଙ୍କ ସହ କେ.ଏଲ୍. ରାହୁଲ ପଡ଼ିଆକୁ ଓହ୍ଲାଇବା ଉଚିତ। ଏଭଳି କହିଛନ୍ତି ଭାରତୀୟ ଦଳର ପୂର୍ବ ଓପନର୍ ତଥା କ୍ରିକେଟ ବିଶ୍ଳେଷକ ଆକାଶ…
Archives


