Home Left

ଓଡ଼ିଆକୁ ପୋଲିସର ଅଣଦେଖା

ଭୁବନେଶ୍ୱର,୨୭।୧୧(ବ୍ୟୁରୋ): ଓଡ଼ିଆ ଭାଷାରେ ଓଡ଼ିଶା ଶାସନ ହେବ। ଆଇନ ଉଲ୍ଲଂଘନକାରୀଙ୍କ ପାଇଁ ଦଣ୍ଡବିଧାନ ନିମନ୍ତେ ଓଡ଼ିଶା ସରକାରୀ ଭାଷା (ସଂଶୋଧନ) ଆଇନ-୨୦୧୮ ଗୃହୀତ ହୋଇଛି। ହେଲେ ଉକ୍ତ ଆଇନର ଖୋଲାଖୋଲି ଉଲ୍ଲଂଘନ ହେଉଥିବା ଦେଖିବାକୁ ମିଳୁଛି। ଉଲ୍ଲଂଘନକାରୀଙ୍କ ବିରୋଧରେ ପ୍ରତିବାଦ କିମ୍ବା…

ଡେବ୍ୟୁ ମ୍ୟାଚ୍‌ରେ ‘ଶୂନ’: କିନ୍ତୁ କ୍ରିକେଟରେ ରଚିଥିଲେ ଇତିହାସ

ଭାରତୀୟ କ୍ରିକେଟରେ ପୂର୍ବତନ ଭାରତ କ୍ରିକେଟର ସୁରେଶ ରାଇନାଙ୍କ ସ୍ବତନ୍ତ୍ର ଅବଦାନ ରହିଛି। ଏକଦିବସୀୟ ଏବଂ ଟି -୨୦ କ୍ରିକେଟରେ ସୁରେଶ ରାଇନା ନିଜର ପରିଚୟ ସୃଷ୍ଟି କରିଥିଲେ। ରାଇନା ଆଜି ୩୪ ବର୍ଷରେ ପଦାର୍ପଣ କରିଛନ୍ତି। ନଭେମ୍ବର ୨୭ ୧୯୮୬ରେ…

‘ନିଭାର’ ନେଲା ୩ ଜୀବନ

ଚେନ୍ନାଇ/ପୁଡ଼ୁଚେରୀ,୨୭।୧୧(ଆଇଏଏନ୍‌ଏସ୍‌):ସାମୁଦ୍ରିକ ବାତ୍ୟା ନିଭାର ଗୁରୁବାର ତାମିଲନାଡୁ ଓ ପୁଡ଼ୁଚେରୀରେ ତାଣ୍ଡବ ରଚିଛି। ଏଥିରେ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ବାତ୍ୟାରେ ୨୬ ଗୋରୁ ପ୍ରାଣ ହରାଇଥିବା ତାମିଲନାଡୁ ସରକାରଙ୍କ ପକ୍ଷରୁ କୁହାଯାଇଛି। ତାମିଲନାଡୁର କୁଡାଲୋର,…

କେନ୍ଦ୍ର ବିରୋଧରେ କୃଷକଙ୍କ ଯୁଦ୍ଧଂଦେହି

ନୂଆଦିଲ୍ଲୀ/ଚଣ୍ଡିଗଡ଼,୨୭।୧୧ (ପି.ଟି./ଆଇଏଏନ୍‌ଏସ୍‌):କେନ୍ଦ୍ର ସରକାରଙ୍କ ୩ ବିବାଦୀୟ କୃଷି ଆଇନ ବିରୋଧରେ ଯୁଦ୍ଧଂଦେହି ଡାକରା ଦେଇଛନ୍ତି ପଞ୍ଜବୀ କୃଷକ। ପଞ୍ଜାବର ହଜାର ହଜାର ଚାଷୀ ଗୁରୁବାର ‘ଦିଲ୍ଲୀ ଚଲୋ’ ଶୋଭାଯାତ୍ରାରେ ସାମିଲ ହୋଇ ଟ୍ରାକ୍ଟରରେ ନୂଆଦିଲ୍ଲୀ ଯାଉଥିବାବେଳେ ହରିୟାଣାରେ ସେମାନଙ୍କୁ ରୋକାଯାଇଛି। ପଞ୍ଜାବ-ହରିୟାଣା…

ଭାରତ ବନ୍ଦ: କେରଳ ସର୍ବାଧିକ ପ୍ରଭାବିତ

ନୂଆଦିଲ୍ଲୀ, ୨୭।୧୧:କେନ୍ଦ୍ର ସରକାରଙ୍କ ନୂଆ ଶ୍ରମ ଓ କୃଷି ଆଇନକୁ ବିରୋଧ କରି କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ପକ୍ଷରୁ ଗୁରୁବାର ଦିଆଯାଇଥିବା ଭାରତ ବନ୍ଦ ଡାକରା ଆଂଶିକ ସଫଳ ହୋଇଛି। କେରଳରେ ଏହି ବନ୍ଦର ପ୍ରଭାବ ସବୁଠାରୁ ବେଶୀ ଅନୁଭୂତ ହୋଇଛି।…

‘ଅକ୍ସଫୋର୍ଡ’ର ସଫଳତାକୁ ନେଇ ପ୍ରଶ୍ନବାଚୀ

ଲଣ୍ଡନ, ୨୭।୧୧:ଅଷ୍ଟ୍ରାଜେନିକା ପ୍ରସ୍ତୁତ କରୁଥିବା ଅକ୍ସଫୋର୍ଡ ଟିକା ୯୦ ପ୍ରତିଶତ ଫଳପ୍ରଦ ହୋଇଛି ଓ ଏହା ସବୁଠୁ ଶସ୍ତାରେ ଉପଲବ୍ଧ ହେବ ବୋଲି କମ୍ପାନୀ ପକ୍ଷରୁ ଘୋଷଣା କରାଯିବା ପରେ ସାଧାରଣରେ ଟିକାକୁ ନେଇ ବେଶ୍‌ ଉତ୍ସାହ ଦେଖାଦେଇଥିଲା। ଅକ୍ସଫୋର୍ଡ ଟିକାର…

ପରୀକୁ ନ୍ୟାୟ ବିରୋଧୀଙ୍କ ଦାବି

ଭୁବନେଶ୍ୱର,୨୭।୧୧(ବ୍ୟୁରୋ):ନୟାଗଡ଼ ଜିଲାର ୫ବର୍ଷର ଶିଶୁ କନ୍ୟା ପରୀକୁ ନ୍ୟାୟ ଜିଦ୍‌ରେ ବିରୋଧୀ ଅଟଳ। ବୁଧବାର ପରୀ ହତ୍ୟା ପ୍ରସଙ୍ଗରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିବୃତି ରଖି ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ କରିବ ବୋଲି ଘୋଷଣା କରିଥିଲେ ମଧ୍ୟ ଶାନ୍ତ…

ଲାଞ୍ଚ: ଏସିଆରେ ଭାରତ ସର୍ବାଗ୍ରେ

ନୂଆଦିଲ୍ଲୀ, ୨୭।୧୧(ପି.ଟି.):ଏସିଆ ମହାଦେଶରେ ସବୁଠୁ ବେଶି ଲାଞ୍ଚ କାରବାର ଭାରତରେ ହେଉଥିବା ଟ୍ରାନ୍ସପାରେନ୍ସି ଇଣ୍ଟରନ୍ୟାଶନାଲ ପକ୍ଷରୁ କୁହାଯାଇଛି। ଏହି ରିପୋର୍ଟ ଅନୁଯାୟୀ ଭାରତରେ ଅଧିକାଂଶ ଲୋକ ସରକାରୀ ସେବା ପାଇବା ପାଇଁ ବ୍ୟକ୍ତିଗତ ସମ୍ପର୍କର ବ୍ୟବହାର କରିଥାନ୍ତି। ଗ୍ଲୋବାଲ କରପ୍‌ଶନ ବାରୋମିଟର…

ତେଲ ଦର ବୃଦ୍ଧିରେ ଲଗାମ ଲାଗିପାରୁନି

ଭୁବନେଶ୍ୱର: ଗୋଟିଏ ଦିନ ବ୍ୟବଧାନ ପରେ ଗୁରୁବାର ପୁଣିଥରେ ତେଲ ଦର ବୃଦ୍ଧି ପାଇଛି। ଏହି ସମୟରେ ଭୁବନେଶ୍ୱରରେ ପେଟ୍ରୋଲ ୧୩ ଏବଂ ଡିଜେଲ ୨୩ ପଇସା ବଢ଼ିଛି। ଫଳରେ ଏଠାରେ ପେଟ୍ରୋଲ ଲିଟର ପିଛା ୮୨.୩୧ ଟଙ୍କା ଏବଂ ଡିଜେଲ…

ବର୍ଷେ ହେବ ସୋଲାର ପାନୀୟ ଜଳ ପ୍ରକଳ୍ପ ଅଚଳ

କୋକସରା, ୨୭।୧୧ (ଡି.ଏନ.ଏ.) – କଳାହାଣ୍ଡି ଜିଲା କୋକସରା ବ୍ଲକ ରେଙ୍ଗାଳପାଲି ପଞ୍ଚାୟତ ପାଣିଗାଁ ଶବରପଡାରେ ଥିବା ସୋଲାର ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଆଜକୁ ୧ ବର୍ଷରୁ ଅଧିକ ହେବ ଅଚଳ ହୋଇ ପଡିଛି। ଫଳରେ ଗାଁର ପ୍ରାୟ ୨୦ରୁ…

ଏହି ସ୍ବଭାବ ଥିଲେ ବଢ଼ିଥାଏ ଆୟୁ

ଓ୍ବାଶିଂଟନ୍‌: ଆମେରିକାସ୍ଥିତ କାଲିଫର୍ନିଆ ୟୁନିଭର୍‌ସିଟିର ଗବେଷକମାନେ ସର୍ବଦା କିଛି ନୂଆ ନୂଆ ତଥ୍ୟ ସାମ୍ନାକୁ ଆଣିଥା’ନ୍ତି। ସେହିପରି ଏକ ନୂଆ ଗବେଷଣା କରିଛନ୍ତି। ଲସ୍‌ ଏଞ୍ଜେଲ୍‌ସ (ୟୁସିଏଲ୍‌ଏ)ର ‘ବେଡାରୀ କାଇଣ୍ଡ୍‌ନେସ ଇନ୍‌ଷ୍ଟିଚ୍ୟୁଟ୍‌’ର ଗବେଷକ କୁହନ୍ତି, ଯଦି ଆପଣ ଦୟାଳୁ ସ୍ବଭାବର ତେବେ…

ଧାନ ବଦଳରେ ଗ୍ରସେରି: ରମେଶଙ୍କ ଭ୍ରାମ୍ୟମାଣ ଦୋକାନ

କେନ୍ଦୁଝର,୨୭ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ)-ପୁରାତନ ଯୁଗରେ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ଶସ୍ୟ ଉତ୍ପାଦନ ହେଉଥିଲା। କିନ୍ତୁ ତାକୁ ବିକିବାକୁ ଉପଯୁକ୍ତ ବଜାର ବ୍ୟବସ୍ଥା ନ ଥିଲା। ବର୍ତ୍ତମାନ ଦେଶ ଅତ୍ୟାଧୁନିକ ପର୍ଯ୍ୟାୟରେ ପହଞ୍ଚତ୍ଥିବାବେଳେ ଲୋକେ ସବୁ କ୍ଷେତ୍ରରେ ଡିଜିଟାଲଇଜେସନକୁ ଅନୁସରଣ କରୁଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri