ରୋଷେଇ ଶିଖୁଛନ୍ତି ସୋନାକ୍ଷୀ
ବସିବାଠାରୁ କାଶିବା ଭଲ। ଦେଖୁନାହାନ୍ତି, ସେ ସାଇନ୍ କରିଥିବା ଫିଲ୍ମର ଶୁଟିଂ ଆରମ୍ଭ ହୋଇନାହିଁ। ତେଣୁ ଘରେ ବସି ରହିବା ଅପେକ୍ଷା ସେ ଗୋଟିଏ କାମରେ ମନୋନିବେଶ କରିଛନ୍ତି। ତାହା କ’ଣ ଜାଣନ୍ତି ? ନୂଆ ନୂଆ ରୋଷେଇ ଶିଖୁଛନ୍ତି। ହଁ,…
କୋଭିଡ୍ ଯୋଗୁ ରାଜ୍ୟକୁ ଫେରିଛନ୍ତି ୧୦ ଲକ୍ଷ ଶ୍ରମିକ
ଭୁବନେଶ୍ୱର,୨୬ା୧୧(ବ୍ୟୁରୋ):କୋଭିଡ୍-୧୯ ଯୋଗୁ ରାଜ୍ୟକୁ ୧୦,୭,୩୩୦ଜଣ ଶ୍ରମିକ ଫେରି ଆସିଛନ୍ତି। ସେମାନଙ୍କ ଜୀବିକା ଉପାର୍ଜନ ପାଇଁ ସରକାର ବିଭିନ୍ନ ବିଭାଗରେ କାର୍ଯ୍ୟକାରୀ ହେଉଥିବା ଯୋଜନା ମାଧ୍ୟମରେ ରୋଜଗାର ସୁଯୋଗ ସୃଷ୍ଟି କରିବା ଲାଗି ବହୁବିଧ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ତେବେ କେତେ ଶ୍ରମିକ…
ସଂସ୍କୃତରେ ଶପଥ ନେଲେ ମୂଳ ଭାରତୀୟ ସାଂସଦ: ଭିଡ଼ିଓ ଭାଇରାଲ
ଓ୍ବିଲିଂଟନ୍,୨୬।୧୧: ନ୍ୟୁଜିଲାଣ୍ଡରେ ମୂଳ ଭାରତୀୟ ସାଂସଦ ଡ. ଗୌରବ ଶର୍ମା ଇତିହାସ ରଚିଛନ୍ତି। ସେ ସଂସ୍କୃତରେ ପଦ ଏବଂ ଗୋପନୀୟତାର ଶପଥ ପାଠ କରିଛନ୍ତି। ହିମାଚଳ ପ୍ରଦେଶର ବାସିନ୍ଦା ଗୌରବ ନିର୍ବାଚନରେ ଲେବର ପାର୍ଟିର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ନ୍ୟୁଜିଲାଣ୍ଡରେ…
ଲଘୁ ଖଣିଜ ନିର୍ଦ୍ଦେଶାଳୟ: ଆରମ୍ଭରୁ ଦୁର୍ବଳ
ଯାଜପୁର ଅଫିସ,୨୬ା୧୧:ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କ୍ରମେ ୧୩ା୮ା୨୦୧୯ରେ ସ୍ବତନ୍ତ୍ର ଲଘୁଖଣିଜ ନିର୍ଦ୍ଦେଶାଳୟ ଗଠିତ ହୋଇଛି। ରାଜ୍ୟର ଲଘୁଖଣିଜ ପଦାର୍ଥଗୁଡିକର ସୁବିନିଯୋଗ ଓ ପରିଚାଳନା ଏହାର ଲକ୍ଷ୍ୟ। ଲୋକସେବା ଭବନରେ ଏହି ନିର୍ଦ୍ଦେଶାଳୟ କାର୍ଯ୍ୟ କରୁଛି। ଏଥିରେ ନିର୍ଦ୍ଦେଶକଙ୍କ ସମେତ ୨୯ଟି ପଦବୀ…
ଭାରତ ବନ୍ଦ ଡାକରା: ଶ୍ରମିକ ସଂଘ ପକ୍ଷରୁ ବିକ୍ଷୋଭ
ନିଶ୍ଚିନ୍ତକୋଇଲି,୨୬।୧୧(ସ୍ବ.ପ୍ର.): କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ମାରଣ ନୀତି ବିରୋଧରେ ଗୁରୁବାର ଭାରତ ବନ୍ଦ ଡାକରା ଦିଆଯାଇଛି। ମିଳିତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ବାଧୀନ ମହାସଂଘ ଆହ୍ବାନ କ୍ରମେ ଦେଶବ୍ୟାପୀ ଧର୍ମଘଟ ଅନୁଷ୍ଠିତ ହୋଇଛି। ଏ ନେଇ କଟକ…
ସୁପର୍ ଫ୍ରାଇଡେକୁ ଅପେକ୍ଷା: ଗୋଟିଏ ଦିନରେ ଖେଳାଯିବ ୩ଟି ଅନ୍ତର୍ଜାତୀୟ ମ୍ୟାଚ୍
ସିଡନୀ,୨୬।୧୧: ମହାମାରୀ କରୋନା ଯୋଗୁ କ୍ରିକେଟ ଆୟୋଜନ ଦୀର୍ଘ ସମୟ ଧରି ବ୍ରେକ ଲଗାଯାଇଥିଲା। ଏହା ପରେ ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଟେଷ୍ଟ ସିରିଜ ସହିତ ଅନ୍ତର୍ଜାତୀୟ କ୍ରିକେଟ ପ୍ରତ୍ୟାବର୍ତ୍ତନ ହୋଇଥିଲା। ତା’ପରେ ଆଇପିଏଲ, ସିପିଏଲ, ବିବିଏଲ ଏବଂ କିଛି…
ଆମେରିକାରେ ପ୍ରତିବାଦ: ମୂଳ ଭାରତୀୟ ନ୍ୟାୟ ପାଇଁ କଲେ ଦାବି
ଓ୍ବାଶିଂଟନ,୨୬।୧୧: ମୁମ୍ବାଇରେ ୨୦୦୮ ନଭେମ୍ବର ୨୬ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ନେଇ ଆମେରିକାରେ ମୂଳ ଭାରତୀୟଙ୍କ ପକ୍ଷରୁ ପ୍ରତିବାଦ କରାଯାଇଛି। ଆମେ ନ୍ୟାୟ ଚାହୁଁଛୁ ବୋଲି ସେମାନେ ଦାବି କରିଛନ୍ତି। ପାକିସ୍ତାନ ଦୂତାବାସ ସମ୍ମୁଖରେ ଏକତ୍ରିତ ହୋଇ ମୂଳ ଭାରତୀୟମାନେ ସ୍ଲୋଗାନ…
ଗୋଆରେ ଲାଗିବ ମାରାଡୋନାଙ୍କ ବିଶାଳ ପ୍ରତିମା
ପଣଜୀ,୨୬।୧୧: ଆର୍ଜେଣ୍ଟିନାର ମହାନ ଫୁଟବଲର ଡିଏଗୋ ମାରାଡୋନାଙ୍କ ବିୟୋଗରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ସ୍ମୃତିରେ ଏକ ବିଶାଳ ପ୍ରତିମା ସ୍ଥାପନ କରିବେ ବୋଲି ଘୋଷଣା କରିଛନ୍ତି। ଆସନ୍ତା ବର୍ଷ ପୂର୍ବ ଜିଲାର ଉପକୂଳବର୍ତ୍ତି ଅଞ୍ଚଳରେ ଏହି ପ୍ରତିମା ସ୍ଥାନନ…
୪୬ ବର୍ଷ ପରେ ଡିଗ୍ରୀ ହାସଲ କଲେ ଏହି ପ୍ରସିଦ୍ଧ ଭଜନ ଗାୟକ
ଭଜନ ଗାୟକରୁ ନିକଟରେ ଅଭିନେତା ସାଜିଥିବା ଅନୁପ ଜାଲୋଟା ୪୬ ବର୍ଷ ପରେ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରୁ ବିଏ ଡିଗ୍ରୀ ହାସଲ କରିଛନ୍ତି। ୧୯୭୪ରେ ଅନୁପ ଏଠାରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। କିନ୍ତୁ ଡିଗ୍ରୀ ସାର୍ଟିଫିକେଟ ନେଇ ନ ଥିଲେ। ଏବେ…
ଆନ୍ଦୋଳନକାରୀଙ୍କ ଉପରେ ପାଣିମାଡ ଅମାନବୀୟ: କେଜରିୱାଲ
ନୂଆଦିଲ୍ଲୀ,୨୬ ।୧୧: କେନ୍ଦ୍ରର ମୋଦି ସରକାରଙ୍କ ଦ୍ୱାରା ଆଗତ କୃଷି ନୀତିକୁ ନେଇ ବୁଧବାର ହରିୟାଣା ଓ ଦିଲ୍ଲୀ ସୀମାରେ କୃଷକମାନେ ବିରୋଧ ପ୍ରଦର୍ଶନ କରିଥିଲେ । ଏହି ସମୟରେ ତାଙ୍କୁ ଅଟକାଇବାକୁ ଯାଇ ପୋଲିସ ପକ୍ଷରୁ ଆନ୍ଦୋଳନକାରୀଙ୍କ ଉପରେ ପାଣିମାଡ…
କରୋନା ଆକ୍ରାନ୍ତ ବାସ କରୁଥିବା ଅଞ୍ଚଳରେ ୫୦ମିଟର ପର୍ଯ୍ୟନ୍ତ ହେବ ସିଲ୍: ଯୋଗୀ ସରକାର
ଲକ୍ଷ୍ନୌ,୨୬।୧୧: ଉତ୍ତରପ୍ରଦେଶରେ କରୋନା ସଂକ୍ରମଣ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ନୂଆ ନିୟମ ପ୍ରଣୟନ କରାଯାଇଛି। କରୋନା ଆକ୍ରାନ୍ତ ବାସ କରୁଥିବା ଅଞ୍ଚଳରେ ୫୦ ମିଟର ପର୍ଯ୍ୟନ୍ତ ସିଲ୍ କରିବାକୁ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି। ଏକାଧିକ…
କ୍ରିକେଟର ସ୍ତ୍ରୀଙ୍କୁ ଧମକ ଦେବା ପଡିଲା ମହଙ୍ଗା
କୋଲକାତା,୨୬।୧୦: ଭାରତୀୟ ଦଳର ପେସର ମହମ୍ମଦ ଶାମିଙ୍କ ସ୍ତ୍ରୀ ହସିନ ଜାହାନଙ୍କୁ ଧମକ ଅଭିଯୋଗରେ କୋଲକାତା ପୋଲିସ ବୁଧବାର ୨୫ ବର୍ଷ ଯୁବକଙ୍କୁ ଗିରଫ କରିଛି। ଗତ ଦୁଇ ମାସ ମଧ୍ୟରେ ହସିନଙ୍କୁ ଅନେକ ଥର ଧମକ ଦେଇଥିବା ସେ ପୋଲିସରେ…
Archives


