କଣ୍ଢେଇ ସହ ବିବାହ କଲେ ଏହି ବଡିବିଲ୍ଡର
କାଜାକସ୍ତାନର ବଡିବିଲ୍ଡର ୟୁରୀ ଟୋଲୋସ୍କୋ ନିକଟରେ ବିବାହ କହିଛନ୍ତି। ମାତ୍ର ଆଶ୍ଚର୍ଯ୍ୟର କଥା ହେଲା ସେ ଯାହାକୁ ବିବାହ କରିଛନ୍ତି ତାହା ଏକ କଣ୍ଢେଇ। ଏ ନେଇ ୟୁରୀ ନିଜ ବିବାହର ଭିଡିଓ ଏବଂ କିଛି ଫଟୋ ଇନ୍ଷ୍ଟାଗ୍ରାମ୍ରେ ଶେୟାର କରିଛନ୍ତି।…
ବିନ୍ଦୁ ସାଗରରେ ଡଙ୍ଗା ଭସା ମନା: କଟକଣା ଜାରି କଲା ବିଏମ୍ସି
ଭୁବନେଶ୍ବର,୨୬।୧୧(ବ୍ୟୁରୋ)-ଚଳିତବର୍ଷ ମହାମାରୀ କରୋନାକୁ ଦୃଷ୍ଟିରେ ରଖି ସମସ୍ତ ଧାର୍ମିକ କାର୍ଯ୍ୟକ୍ରମ କଟକଣା ଭିତରେ ପାଳିତ ହେଉଛି। କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇବା ଉପରେ କଟକଣା ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି)। ଚଳିତ ବର୍ଷ ବିନ୍ଦୁ ସାଗରରେ ଡଙ୍ଗା ଭସାଇ ହେବ…
ଦିଲ୍ଲୀ-ଏନ୍ସିଆରରୁ ଆସୁଥିବା ବ୍ୟକ୍ତିଙ୍କ ହେବ କରୋନା ଟେଷ୍ଟ: ପଜିଟିଭ୍ ଆସିଲେ ଫେରିବେ ନିଜ ରାଜ୍ୟକୁ; ଉତ୍ତରାଖଣ୍ଡ ସରକାର
ଡେରାଡୁନ,୨୬।୧୧: ଦେଶରେ ପୁଣି ଥରେ କରୋନା ସଂକ୍ରମଣ ଲଗାତର ବୃଦ୍ଧି ପାଉଥିବା ମାମଲାକୁ ଦେଖି ରାଜ୍ୟ ସରକାର ଏବେ କଠୋର ନିଷ୍ପତ୍ତି ନେଉଛନ୍ତି। ଏହି କ୍ରମରେ ଦିଲ୍ଲୀ-ଏନ୍ସିଆରରୁ ଆସୁଥିବା ଲୋକଙ୍କ ପାଇଁ ଉତ୍ତରାଖଣ୍ଡ ସରକାର କରୋନା ଟେଷ୍ଟ କରାଇବାକୁ ନିଷ୍ପତ୍ତି ନେଇଛନ୍ତି।…
ଭୁବନେଶ୍ୱରରୁ ଆଜି ୪୭ ପଜିଟିଭ ଚିହ୍ନଟ: ସେଥିରୁ ଲୋକାଲ କେସ୍ ୩୮
ଭୁବନେଶ୍ୱର,୨୬।୧୧(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୪୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୯ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ୍ ୩୮ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୫୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।…
ଜେଲ୍ରୁ ଫୋନ୍ କରିବା ଘଟଣାରେ ଫସିଲେ ଲାଲୁ: ତାଙ୍କ ନାଁରେ ପାଟନାରେ ଏତଲା
ପାଟନା,୨୬।୧୧: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ଅଡ଼ୁଆ ଏବେ ବଢ଼ିବାରେ ଲାଗିଛି। ଜେଲ୍ରୁ ଭାଜପା ବିଧାୟକ ଲଲନ ପାସୱାନଙ୍କୁ ଫୋନ କରିବା ଘଟଣାରେ ତାଙ୍କ ବିରୋଧରେ ପାଟନାରେ ଏତଲା ରୁଜୁ କରାଯାଇଛି। ଆଉ ଏହି ଏତଲା…
୪୮ ବର୍ଷରେ ପାଦ ଥାପିଲେ ଏହି ପ୍ରସିଦ୍ଧ ଅଭିନେତା
ମୁମ୍ବାଇ,୨୬।୧୧-ବଲିଉଡ ଅଭିନେତା ଅର୍ଜୁନ ରାମପାଲ ଗୁରୁବାର ୪୮ ବର୍ଷ ବୟସରେ ପାଦ ଥାପିଛନ୍ତି। ଏ ନେଇ ତାଙ୍କ ବାନ୍ଧବୀ ଗ୍ରାବିଏଲା ଡେମେଟ୍ରିଏଡସ୍ ଗୁରୁବାର ସୂଚନା ଦେଇଛନ୍ତି। ନିଜ ଇନ୍ଷ୍ଟାଗ୍ରାମରେ ଗ୍ରାବିଏଲା ଅର୍ଜୁନଙ୍କ ଏକ ଫଟୋ ଶେୟାର କରି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା…
ଦିଲ୍ଲୀରେ ଲାଗୁ ହୋଇପାରେ ରାତ୍ରିକାଳୀନ କର୍ଫ୍ୟୁ: ହାଇକୋର୍ଟକୁ ସୂଚନା ଦେଲେ କେଜରିଓ୍ବାଲ ସରକାର
ନୂଆଦିଲ୍ଲୀ,୨୬।୧୧: ରାଜଧାନୀ ଦିଲ୍ଲୀରେ କରୋନାର ଦ୍ୱିତୀୟ ଲହର ଆରମ୍ଭ ହୋଇଥିବା ବେଳେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବୃଦ୍ଧି ପାଇବାରେ ଲାଗିଛି। ରାଜଧାନୀରୁ କରୋନା ସଂକ୍ରମଣର ଗତିକୁ ହ୍ରାସ କରିବା ପାଇଁ ଦିଲ୍ଲୀରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରାଯାଇପାରେ। ଏନେଇ…
କୁଣ୍ଡରେ ପଶି ମଜାରେ ଗାଧୋଉଛି ହାତୀଛୁଆ, ଭିଡିଓ ଭାଇରାଲ
ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ହାତୀମାନଙ୍କର ଫଟୋ ଭାଇରାଲ ହୋଇଥାଏ। ଏଥିରୁ କିଛି ଫଟୋ ବେଶ୍ ଚର୍ଚ୍ଚାରେ ରହିଥାଏ। ଏବେ ସେମିତି ଏକ ଫଟୋ ଭାଇରାଲ ହୋଇଛି। ଯେଉଁଥିରେ ହାତୀଛୁଆଟି ଏକ କୁଣ୍ଡପାଣିରେ ପଶି ଗାଧୋଉଛି। ଗାଧୋଇବା ସମୟରେ ସେ ଖୁବ୍…
ଏମିତି କରୁଥିଲା କୁକୁର: ରାଗିଗଲା ହାତୀ
ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରୁଛି। ବର୍ତ୍ତମାନ ସେଭଳି ଏକ ଭିଡିଓ ସୋସିଆଲ…
ଶୁଟିଂ ସେଟ୍ରେ ଭୋ ଭୋ ହୋଇ କାନ୍ଦିପକାଇଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ
ବଲିଉଡ୍ର ଲୋକପ୍ରିୟ ଅଭିନେତ୍ରୀ ଉର୍ବଶୀ ରୌତେଲା ନିଜର ଭିନ୍ନ ଶୈଳୀ ପାଇଁ ବେଶ୍ ଜଣାଶୁଣା। ନିକଟରେ ତାଙ୍କର ଏକ ଗୀତ ‘ଓ୍ବ ଚାନ୍ଦ କହାଁ ସେ ଲାଓଗେ’ ରିଲିଜ୍ ହୋଇଛି। ଏଥିରେ ତାଙ୍କୁ ଟିଭି ଅଭିନେତା ମୋହସିନ ଖାନ୍ଙ୍କ ସହ ଦେଖିବାକୁ…
ବିବାହର ୨୧ ବର୍ଷ ପରେ ପ୍ରେମରେ ପଡ଼ିଥିଲେ ଅର୍ଜୁନ: ୪୮ ବର୍ଷ ବୟସରେ ୩୩ ବର୍ଷୀୟ ମଡେଲଙ୍କୁ କରୁଛନ୍ତି ଡେଟ୍
ବମ୍ବେ: ପ୍ରେମ କେତେବେଳେ କେଉଁ ପରିସ୍ଥିତିରେ ଜୀବନ ପରିଧି ଆଡେଇ ହୃଦୟକୁ କବ୍ଜା କରେ ତାହା କହିହୁଏନା। ଠିକ୍ ସେଭଳି କିଛି ହୋଇଥିଲା ଅଭିନେତା ଅର୍ଜୁନ ରାମପାଲଙ୍କ କ୍ଷେତ୍ରରେ। ଦିବାନାପନ୍, ଦିଲ୍ ହେ ତୁମ୍ହାରା, ଦିଲ କା ରିସ୍ତା ଭଳି ସୁପରହିଟ୍…
ଶୁକ୍ରବାର ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ ମ୍ୟାଚ୍: ଜାଣନ୍ତୁ କେବେ ଏବଂ କେଉଁଠି ଦେଖିପାରିବେ..
ସିଡନୀ,୨୬।୧୧: କରୋନା ମହାମାରୀ କାରଣରୁ ଦୀର୍ଘ ୯ ମାସ ଧରି ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଦୂରରେ ରହିବା ପରେ ଏବେ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ୍ ଖେଳିବେ ଭାରତୀୟ ଖେଳାଳି। ବିରାଟ କୋହଲୀଙ୍କ ଅଧନାୟକତ୍ୱରେ ଭାରତୀୟ ଟିମ୍ ଶୁକ୍ରବାର ପ୍ରଥମ ମ୍ୟାଚ୍ ଖେଳିବ। ୩…
Archives


