Home Left

ନକଲି ନୋଟ୍‌ ଛାପୁଥିବା ର଼୍ୟାକେଟ୍‌ ଠାବ: ୩ ଗିରଫ

ଲଖନପୁର,୨୮ା୧୧(ଡି.ଏନ୍‌.ଏ.)-ଝାରସୁଗୁଡ଼ା ଜିଲା ବନହରପାଲି ଥାନା ପୋଲିସ ନକଲି ନୋଟ୍‌ ଛାପୁ ଥିବା ଏକ ର଼୍ୟାକେଟ୍‌ର ୩ ଅଭିଯୁକ୍ତଙ୍କୁ ଗିରଫ କରି ଶନିବାର ଝାରସୁଗୁଡ଼ା କୋର୍ଟ ଚାଲାଣ କରିଛି ା ଗିରଫ ଅଭିଯୁକ୍ତମାନେ ହେଲେ ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଅଧୀନ ବାମରାର…

ଛେଳି ସହ ସେଲଫି ନେଉଥିଲେ ଯୁବତୀ: ତା ପରେ ଘଟିଲା ଏମିତି…

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଜଣେ ଯୁବତୀ ଏକ ଛେଳି ସହ ସେଲଫି ଉଠାଉ ଥିଲାବେଳେ ଛେଳିଟି ତାଙ୍କୁ ପଛ ପଟୁ ଆକ୍ରମଣ କରୁଛି। ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଇଛି, ଛେଳିଟିକୁ…

ଏଆଇସିସିର କୋଷାଧ୍ୟକ୍ଷ ହେଲେ ପଓ୍ବନ ବଂଶଲ

ନୂଆଦିଲ୍ଲୀ,୨୮।୧୧-ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ଦେହାନ୍ତ ପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଶନିବାର ପୂର୍ବତନ କେନ୍ଦ୍ର ରେଳମନ୍ତ୍ରୀ ପଓ୍ବନ କୁମାର ବଂଶଲଙ୍କୁ ଏଆଇସିସିର କୋଷାଧ୍ୟକ୍ଷ ଭାବରେ ନିଯୁକ୍ତ କରିଛନ୍ତି। ଦିବଂଗତ ଅହମ୍ମଦ ପଟେଲଙ୍କ ପରେ ଏହି ପଦବୀରେ କିଏ…

ଆଦିପୁରୁଷରେ କ୍ରିତି

ମୁମ୍ବାଇ: ସୁପରଷ୍ଟାର ପ୍ରଭାସ ଖୁବ୍‌ଶୀଘ୍ର ତାଙ୍କ ନୂଆ ଫିଲ୍ମ ସହ ଦର୍ଶକଙ୍କ ନିକଟତର ହେବେ ବୋଲି ଜଣାପଡିଛି । ‘ଆଦିପୁରୁଷ’ ଫିଲ୍ମ ମାଧ୍ୟମରେ ପ୍ରଭାସ ପୁଣିଥରେ ଧମାଲ କରିବେ ବୋଲି କୁହାଯାଉଛି । ଏହି ଫିଲ୍ମର ପୋଷ୍ଟର ଲକ୍‌ଡାଉନ ସମୟରେ ଅଗଷ୍ଟ…

ଏସଆଇଟିର ମୁଖ୍ୟ ହେଲେ ଅରୁଣ ବୋଥ୍ରା

ଭୁବନେଶ୍ୱର,୨୮।୧୧।(ବ୍ୟୁରୋ)-ନୟାଗଡ ’ପରୀ’ ହତ୍ୟା ମାମଲାର ତଦନ୍ତ ପାଇଁ ଏସଆଇଟି ଟିମ ଗଠନ କରିଛନ୍ତି ରାଜ୍ୟ ସରକାର । ଏସଆଇଟି ମୁଖ୍ୟ ଭାବେ ଆଇଜି ଅରୁଣ ବୋଥ୍ରାଙ୍କୁ ଦାୟିତ୍ୱ ଦିଆଯାଇଛି। ଅରୁଣଙ୍କ ନେତୃତ୍ୱରେ ଗଠିତ ଏସଆଇଟି ଟିମରେ କ୍ରାଇମବ୍ରାଞ୍ଚ ଏସପି ଆର. କେ…

ପ୍ରକୃତିକୁ ଭଲ ପାଆନ୍ତି ୟାମି

ମୁମ୍ବାଇ: ବଲିଉଡ୍ ବିୟୁଟି ୟାମି ଗୌତମ ୩୨ ବର୍ଷରେ ପଦାର୍ପଣ କରିଛନ୍ତି । ଫେୟାର ଆଣ୍ଡ ଗ୍ଲୋର ବିଜ୍ଞାପନ ପାଇଁ ସେ ଏବେ ଘରେ ଘରେ ବେଶ୍ ପରିଚିତ । ତେବେ ବଲିଉଡ୍‌ରେ ବି ରହିଛି ୟାମିଙ୍କର ଏକ ସ୍ୱତନ୍ତ୍ର ପରିଚୟ…

ଲଭ୍ ଜେହାଦକୁ ବିରୋଧ କରିବ ସମାଜବାଦୀ ପାର୍ଟି: ଅଖିଳେଶ

ଲକ୍ଷ୍ନୌ,୨୮ ।୧୧: ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଭାରତୀୟ ଜନତା ପାର୍ଟି(ଭାଜପା) ସରକାରକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଭାଜପା ଭଳି ଭଲ ଓ ବଡ ମିଛ କେହି କହିପାରିବେ ନାହିଁ…

ମୌଲାନାଙ୍କ ସହ ବିବାହକୁ ନେଇ ଚର୍ଚ୍ଚାରେ ସନା: ଭାଇରାଲ ହେଉଛି ରୋମାଣ୍ଟିକ ପୋଷ୍ଟ

ବମ୍ବେ: ନୃତ୍ୟଶିଳ୍ପୀ ତଥା କୋରିଓଗ୍ରାଫର ମେଲଭିନ ଲୁଇସଙ୍କଠାରୁ ଅଲଗା ହେବା ପରେ ଗ୍ଲାମର ଓ୍ବାଲ୍ଡ ଛାଡ଼ିଥିଲେ ସନା ଖାନ୍‌। ଏବେ ସେ ବିବାହ କରିନେଇଛନ୍ତି। ମୌଲାନା ମୁଫ୍‌ତି ଅନସ ଖାନଙ୍କ ହାତ ଧରିଛନ୍ତି ସେ। ଗୋଟିଏ ପଟେ ସନା ନିଜ ବିବାହର…

ଏହି ପରିବାରର ସମସ୍ତ ସଦସ୍ୟ ଡେଙ୍ଗା, ଉଚ୍ଚତା ଜାଣିଲେ…

ପୁଣେ,୨୮ା୧୧: ଏମିତି ଏକ ପରିବାର, ଯାହାର ପ୍ରତ୍ୟେକ ସଦସ୍ୟ ଡେଙ୍ଗା। ସେମାନେ ଯେଉଁଆଡ଼େ ଯାଆନ୍ତି ଯେତେ ଜନଗହଳି ହୋଇଥାଉନା କାହିଁକି ସମସ୍ତଙ୍କ ଭିତରେ ବାରି ହୋଇପଡ଼ନ୍ତି। ଏହି ପରିବାରର ମୁଖିଆ ହେଉଛନ୍ତି ଶରଦ କୁଲକର୍ଣ୍ଣି। ବୟସ ୫୨ ହୋଇଥିବା ବେଳେ ତାଙ୍କ…

ରାସ୍ତାକଡ଼ରେ ଷ୍ଟଲ ଲଗାଉଥିଲେ ଏହି କ୍ରିକେଟରଙ୍କ ମା’, କ୍ରିକେଟ କିଟ୍‌ କିଣିବାକୁ ନ ଥିଲା ପଇସା; ଏଭଳି ବଦଳିଲା ଭାଗ୍ୟ

ନୂଆଦିଲ୍ଲୀ,୨୮।୧୧: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଭଲ ପ୍ରଦର୍ଶନ କରିଥିଲେ ବାମହାତୀ ପେସର ଟି ନଟରାଜନ। ଏବେ ନବଦୀପ ସଇନୀ ସମ୍ପୂର୍ଣ୍ଣ ଫିଟ୍‌ ନ ଥିବାରୁ ୨୯ ବର୍ଷୀୟ ନଟରାଜନଙ୍କୁ ଭାରତୀୟ ଦିନିକିଆ କ୍ରିକେଟ ଦଳରେ ସାମିଲ କରାଯାଇଛି। ସଇନୀଙ୍କ ପିଠିରେ ଯନ୍ତ୍ରଣା…

ଗାଁରେ ଘଷି ପାରିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ଭୋଜପୁରୀର ହଟ୍‌ କେକ୍‌ କୁହାଯାଉଥିବା ପ୍ରସିଦ୍ଧ ଅଭିନେତ୍ରୀ ଅଞ୍ଜନା ସିଂହ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହିଥାନ୍ତି। ନିକଟରେ ସେ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଫଟୋ ଶେୟାର କରିଛନ୍ତି। ଏଥିରେ ତାଙ୍କୁ ୨ଟି ଚୁଟିକରି ସାଲଓ୍ବାର ସୁଟ୍‌ ପିନ୍ଧି ଜଣେ ଗାଉଁଲି ଝିଅ…

କୃଷକ ଆନ୍ଦୋଳନରେ ପ୍ରବେଶ କରିଛି ଆସାମାଜିକ ତତ୍ତ୍ୱ

ଚଣ୍ଡିଗଡ,୨୮ ।୧୧: ହରିୟାଣା ଓ ଦିଲ୍ଲୀ ସୀମାରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି । ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ କହିଛନ୍ତି କୃଷକ ଆନ୍ଦୋଳନରେ ପ୍ରବେଶ କରିଛି ଆସାମାଜିକ ତତ୍ତ୍ୱ । ହେଲେ ସେ ଆହୁରି ମଧ୍ୟ କହିଛନ୍ତି ଏବେ ନୁହେଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri