ଏବେ ବି ତୁମକୁ ଝୁରୁଛି ମା’, ତୁମେ ଫେରିଆସ: ଅର୍ଜୁନ

ବମ୍ବେ: କଥାରେ ଅଛି ମା’ ନାହିଁ ଯାହାର ସାହା ନାହିଁ ତାହାର। ମା’ଙ୍କୁ ହରାଇବାର କ୍ଷତି ଅପୂରଣୀୟ। ନଅ ବର୍ଷ ପୂର୍ବେ ଏହି ଯନ୍ତ୍ରଣା ଦେଇ ଗତି କରିଥିଲେ ବଲିଉଡ୍‌ ଅଭିନେତା ଅର୍ଜୁନ କପୁର। ଯେଉଁ ବର୍ଷ ଅଭିନେତା ଭାବେ ସେ ନିଜର ଡେବ୍ୟୁ କରିଥିଲେ, ଠିକ୍‌ ସେହି ବର୍ଷ ତାଙ୍କ ମା’ ପରପାରିକୁ ଚାଲିଯାଇଥିଲେ। ସନ୍ତାନ ଭାବେ ମା’ଙ୍କ ମୃତ୍ୟୁର କଷ୍ଟକୁ ଭୁଲି ପୁଣିଥରେ ଆଗକୁ ବଢ଼ିବା ସହଜ ନ ଥିଲା।

ଗୁରୁବାର ମା’ଙ୍କ ପୂଣ୍ୟତିଥି ଅବସରରେ ଅର୍ଜୁନ ଏକ ସୁନ୍ଦର ଫଟୋ ଶେୟାର କରିଥିଲେ। ଫଟୋଟିରେ ତାଙ୍କ ମା’ ମୋନା ଶୌରୀ କପୁରଙ୍କ ହସ ହସ ମୁହଁ ବାରି ହୋଇପଡ଼ିଥିଲା। ନଅ ବର୍ଷ ବିତିସାରିଛି। ମୁଁ ଏବେ ବି ଆପଣଙ୍କୁ ମନେ ପକାଉଛି। ପୁଣି ଥରେ ଫେରିଆସ ମା’। କେତେ ତୁମେ ମୋ କଥା ଚିନ୍ତା କରୁଥିଲ ତାହା ମନେପଡ଼ୁଛି। ଆପଣଙ୍କ କଲ୍‌ ଯେତେବେଳେ ଫୋନ୍‌ରେ ଆସେ ସେ ଦିନ ମନେ ପଡ଼ୁଛି। ଘରକୁ ଫେରିବା ପରେ ତୁମଙ୍କୁ ଦେଖୁଥିଲି। ହେଲେ ଏବେ ସେ କଥା କେବଳ ସ୍ମୃତି। ତୁମର ହସ, ଅର୍ଜୁନ ବୋଲି ଡାକିବା ସବୁ କିଛି ମନେ ଅଛି। ଯେଉଁଠି ଥିବ ଭଲରେ ଥିବ। ମୁଁ ମଧ୍ୟ ଠିକ୍‌ ହେବାକୁ ଚେଷ୍ଟା କରୁଛି। ତୁମେ ଫେରିଆସ ମା’ ବୋଲି ମା’ଙ୍କୁ ମନେ ପକାଇ ଅର୍ଜୁନ ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କଠାରୁ ଅଲଗା ହେଲେ ଡ୍ରାମା କୁଇନ୍‌

ବଲିଉଡ୍‌ର ଡ୍ରାମା କୁଇନ୍‌ ରାଖୀ ସାୱନ୍ତ ସ୍ବାମୀ ରିତେଶ ସିଂଙ୍କ ଠାରୁ ଅଲଗା ହୋଇଯାଇଛନ୍ତି। ଏନେଇ ଇନ୍‌ଷ୍ଟାଗ୍ରାମରେ ରାଖୀ ନିଜେ ସୂଚନା ଦେଇଛନ୍ତି। ରାଖୀ ତାଙ୍କ...

ପ୍ରେମିକଙ୍କଠାରୁ ଅଲଗା ହେଲେ କୁମ୍‌କୁମ୍‌ ଭାଗ୍ୟର ଏହି ନାୟିକା

ବମ୍ବେ: ଲୁଚାଛପାରେ ଚାଲିଥିଲା ପ୍ରେମ। ଏବେ ପଡ଼ିଲା ପୂର୍ଣ୍ଣଚ୍ଛେଦ। କଥା ଆଉ ଆଗକୁ ନ ବଢ଼ାଇ କଥିତ ପ୍ରେମିକ କୁନାଲ କରନ୍‌ କପୁରଙ୍କଠାରୁ ଅଲଗା ହୋଇଛନ୍ତି...

ବଲିଉଡ୍‌ ଅଭିନେତ୍ରୀଙ୍କଠାରୁ ବେଶି ଚମକନ୍ତି ଟେଲି ପରଦାର ଏସବୁ ନାୟିକା

ଛୋଟ ପରଦା ଓ ବଲିଉଡ୍‌ ମଧ୍ୟରେ ଅନେକ ଫରକ୍‌ । ଅନେକ ଚଳଚ୍ଚିତ୍ର ଅଭିନେତା ଛୋଟ ପରଦାରେ କାମ କରିବାକୁ ପସନ୍ଦ କରନ୍ତି ନାହିଁ। ତେବେ...

ବିବାହ ପୂର୍ବରୁ କାଟ୍ରିନା-ଭିକିଙ୍କ ନାଁରେ ମାମଲା

ଜୟପୁର: ବଲିଉଡ୍‌ ଅଭିନେତ୍ରୀ କାଟ୍ରିନା ଏବଂ ଭିକିଙ୍କ ବିବାହ ଆଉ ଦୁଇ ଦିନ ପରେ ଅନୁଷ୍ଠିତ ହେବ। ଆଜିଠୁ ଉଭୟଙ୍କ ବିବାହ ରୀତିନୀତି ଆରମ୍ଭ ହୋଇଛି।...

ସ୍ବାମୀ ଓ୍ବାଜିଦ୍‌ ଖାନ୍‌ଙ୍କ ସମ୍ପତ୍ତି ପାଇଁ ହାଇକୋର୍ଟ ଗଲେ ସ୍ତ୍ରୀ, ଦିଅରଙ୍କ ଉପରେ ଲଗାଇଲେ…

ବମ୍ବେ: ଦିବଂଗତ ସ୍ବାମୀଙ୍କ ସମ୍ପତ୍ତିରେ ଅଧିକାର ଆବଶ୍ୟକ। ଏଥିପାଇଁ କୋର୍ଟରେ ପହଞ୍ଚିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ଓ୍ବାଜିଦ ଖାନ୍‌ଙ୍କ ସ୍ତ୍ରୀ କମଲ ରୁଖ। ଶାଶୁ ଏବଂ ଦିଅର...

ଖୁସି ଖବର ଦେଲେ ସୌରଭ ଗାଙ୍ଗୁଲି

ପୂର୍ବତନ ଭାରତୀୟ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ତାଙ୍କ ପ୍ରଶଂସକଙ୍କ ସହ ଏକ ବଡ଼ ଖବର ବାଣ୍ଟିଛନ୍ତି। ଟୁଇଟର୍‌ରେ ଗାଙ୍ଗୁଲି ତାଙ୍କ ବାୟୋପିକ...

କରୋନାରେ ହଲିଉଡ୍‌ ରାପର ଫ୍ରେଡ୍‌ ଗଡ୍‌ସନଙ୍କ ନିଧନ

ନ୍ୟୁୟର୍କ: ହଲିଉଡ୍‌ ରାପର ଫ୍ରେଡ୍‌ ଗଡ୍‌ସନଙ୍କ ପ୍ରଶଂସକଙ୍କ ପାଇଁ ଖରାପ ଖବର ସାମ୍ନାକୁ ଆସିଛି। ଫ୍ରେଡ୍‌ ୩୫ ବର୍ଷ ବୟସରେ ଦୁନିଆରୁ ବିଦାୟ ଦେଇଛନ୍ତି। ଫ୍ରେଡ୍‌ଙ୍କ...

କେବଳ ସଲମାନଙ୍କ ପାଇଁ ନାଁ ବଦଳାଇଥିଲେ ଏହି ଅଭିନେତ୍ରୀ , କାରଣ ଜାଣିଲେ …

ବଲିଉଡ୍‌ ଅଭିନେତ୍ରୀ କିଆରା ଆଡଭାନୀ ଧୀରେ ଧୀରେ ଇଣ୍ଡଷ୍ଟ୍ରିରେ ସଫଳତା ପାଇବାରେ ଲାଗିିଛନ୍ତି। ଆଜି କିଆରା ତାଙ୍କର ୨୯ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୧୯୯୨...

Advertisement
Archives

Model This Week