Posted inଜାତୀୟ

ଶିଳ୍ପ ନୁହେଁ, ଦାଢ଼ି ବଢ଼ାଉଛନ୍ତି ମୋଦି

କୋଲକାତା,୨୬।୩ : ବିଧାନସଭା ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଭାଜପା ନିକଟରେ ଦୁଇଟି ସିଣ୍ଡିକେଟ୍ସ ଅଛି। ଗୋଟିଏ ହେଲା ଦଙ୍ଗକାରୀ। ଏମାନେ ଦିଲ୍ଲୀ, ଗୁଜରାଟ ଓ ଉତ୍ତର ପ୍ରଦେଶରେ ଦଙ୍ଗା ଘଟାଇଥିଲେ। ଅନ୍ୟଟି ହେଲା ଶିଳ୍ପ ଅଭିବୃଦ୍ଧି ହାରକୁ ଧିମା କରିବା। କେବଳ ଦାଢ଼ି ବଢ଼ାଉଛନ୍ତି। ବେଳେବେଳେ ମହାତ୍ମା ଗାନ୍ଧୀ ଓ ରବୀନ୍ଦ୍ରନାଥ ଟାଗୋରଙ୍କ ଠାରୁ ସେ ନିଜକୁ ଊର୍ଦ୍ଧ୍ୱରେ ମନେ କରନ୍ତି। ଆଉ ବେଳେବେଳେ ନିଜକୁ ସ୍ବାମୀ ବିବେକାନନ୍ଦ କୁହନ୍ତି। ଷ୍ଟାଡିୟମର ନାମକରଣ ନିଜ ନାମରେ କରନ୍ତି। ଦିନେ ସେ ଦେଶକୁ ମଧ୍ୟ ବିକି ଦେବେ ଓ ନିଜ ନାମରେ ଦେଶର ନାମ କରଣ କରି ଦେବେ। ତାଙ୍କ ମୁଣ୍ଡରେ କିଛି ତ ଖରାପ ଅଛି ବୋଲି ତ୍ରୁଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଆସନ୍ତା ୨୭ ତାରିଖରୁ ୮ ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ ନିର୍ବାଚନ ହେବ। ଦୁଇ ଥର ମୁଖ୍ୟମନ୍ତ୍ରୀଙ୍କୁ ଗାଦିରୁ ହଟାଇବା ପାଇଁ ଭାଜପା ବହୁ ପୂର୍ବତନ ଟିଏମ୍‌ସି ନେତାଙ୍କୁ ଟିକେଟ୍‌ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୟାନ ନ ଦେଇ ସହର ଛାଡ଼ିଲେ ମହୀଶୂର ଗଣବଳାତ୍କାର ପୀଡ଼ିତା

ଲକ୍ଷ୍ନୌ, ୩୦।୮: କର୍ନାଟକର ମହୀଶୂର ଉପକଣ୍ଠ ଚାମୁଣ୍ଡି ପାହାଡ଼ରେ ଗଣବଳାତ୍କାରର ଶିକାର ହୋଇଥିବା ପୀଡ଼ିତା ପୋଲିସ ଆଗରେ ବୟାନ ନ ଦେଇ ପରିବାର ସହ ସହର...

କାଶୀ-ମହାକାଳ ଏକ୍ସପ୍ରେସ ଟ୍ରେନ୍‌ରେ ମନ୍ଦିରକୁ ନେଇ ଆରମ୍ଭ ହେଲା ରାଜନୀତି

ବାରାଣସୀ,୧୭।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ରବିବାର ବାରାଣସୀରୁ କାଶୀ-ମହାକାଳ ଏକ୍ସପ୍ରେସ ଟ୍ରେନ୍‌ର ଶୁଭାରମ୍ଭ ହେବା ପରେ ଏବେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି।...

ଜୁନ ୨୨ ପର୍ଯ୍ୟନ୍ତ ରଦ୍ଦ ହେଲା ଗୋ ଫାଷ୍ଟର ଉଡାଣ

ନୂଆଦିଲ୍ଲୀ,୧୯।୬: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବିମାନ କମ୍ପାନୀ ଗୋ ଫାଷ୍ଟର ସମସ୍ୟା ଶେଷ ହେବାର ନାମ ନେଉନାହିଁ। କମ୍ପାନୀ ଏବେ ୨୨ ଜୁନ...

ଅଭିଷେକଙ୍କ ଘରେ ସିବିଆଇ

କୋଲକାତା,୨୧।୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ତୃଣମୂଳ କଂଗ୍ରେସ ଏମ୍‌ପି ଅଭିଷେକ ବାନାର୍ଜୀଙ୍କ ଘରେ ସିବିଆଇ ଟିମ୍‌ ପହଞ୍ଚିଛନ୍ତି। କୋଇଲା ଚୋରାଚାଲାଣ ଘଟଣାର...

ଉଚ୍ଚରକ୍ତଚାପରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ…

ପରିବର୍ତ୍ତିତ ଜୀବନ ଶୈଳୀରେ ବିଭିନ୍ନ କାରଣରୁ କେତେକଙ୍କ କ୍ଷେତ୍ରରେ ରକ୍ତଚାପ ଦେଖାଯାଇଥାଏ। ଆୟୁର୍ବେଦରେ ରକ୍ତଚାପରୁ ଦୂରେଇ ରହିବା ପାଇଁ ଅନେକ ସହଜ ଘରୋଇ ଉପଚାର ସମ୍ପର୍କରେ...

ଟ୍ରକ୍‌-ଅଟୋ ଧକ୍କା: ୪ ମୃତ

ଭୋପାଳ,୨୮।୯: ପୂର୍ବାଞ୍ଚଳ ମହାରାଷ୍ଟ୍ରର ଚନ୍ଦ୍ରପୁରରେ ଗୁରୁବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟ୍ରକ୍‌-ଅଟୋ ରିକ୍ସା ସହିତ ଧକ୍କା ହେବା ଫଳରେ ୪ ଜଣ ଯାତ୍ରୀଙ୍କ ମୃତ୍ୟୁ...

ଅଧ୍ୟକ୍ଷ ପଦ ପାଇଁ ଗେହଲଟଙ୍କ ନାମ ନେଇ ଚର୍ଚ୍ଚା, ପାଇଲଟଙ୍କ ଲାଗି ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ…

ନୂଆଦିଲ୍ଲୀ, ୨୪।୮ : ଦେଶର ସର୍ବ ପୁରାତନ ଦଳ କଂଗ୍ରେସ ଏକ ବଡ ପରିବର୍ତ୍ତନ ଆଡ଼କୁ ଅଗ୍ରସର ହେଉଛି। ଦଶନ୍ଧି ପରେ ସେ ଜଣେ ଅଣ-ଗାନ୍ଧୀ...

ନୂପୁର ଶର୍ମାଙ୍କୁ ଧମକ ଦେଇଥିବା ସଲମାନ ଚିସ୍ତି ଗିରଫ

ନୂଆଦିଲ୍ଲୀ,୬ ।୭: ଖ୍ୱାଜା ଗରିବ ନୱାଜ ଦରଗାହର ଖାଦିମ ସଲମାନ ଚିସ୍ତିଙ୍କୁ ଅଜମେର ପୋଲିସ ଗିରଫ କରିଛି । ସୋସିଆଲ ମିଡିଆରେ ଉତ୍ତେଜକ ପୋଷ୍ଟ ଅପଲୋଡ...

Advertisement
Archives

Model This Week