Home Left

ଆଧ୍ୟାତ୍ମିକ ବାତାବରଣରେ ପାଳିଲେ ହୋଲି

ସେମିଳିଗୁଡ଼ା, ୨୯।୩(ସ୍ବ.ପ୍ର.): ସେମିଳିଗୁଡ଼ା ଆର୍ଟ ଅଫ୍‌ ଲିଭିଂ ପରିବାର ପକ୍ଷରୁ ଶ୍ରୀ ଶ୍ରୀ ଧ୍ୟାନକେନ୍ଦ୍ରରେ ଆଧ୍ୟାତ୍ମିକ ବାତାବରଣ ମଧ୍ୟରେ ହୋଲି ଉତ୍ସବ ପାଳନ କରାଯାଇଛି। ଛାତ୍ରୀଛାତ୍ରମାନେ ଏକତ୍ରିତ ହୋଇ ସମୂହ ଧ୍ୟାନ କରିବା ସହ ଗୁରୁପୂଜା ଓ ସତ୍‌ସଙ୍ଗରେ ସାମିଲ ହୋଇଥିଲେ।…

ଦଣ୍ଡକାଳୀଙ୍କ ୧୮ଦିନିଆ ଦଣ୍ଡଯାତ୍ରା ଆରମ୍ଭ

ବୁଗୁଡ଼ା ୨୯।୩ (ଡି.ଏନ୍‌ .ଏ.): ଜିଲା ପ୍ରଶାସନ ଜାରି କରିଥିବା କୋଭିଡ୍‌ ଗାଇଡ୍‌ଲାଇନ ଅନୁଯାୟୀ, ବୁଗୁଡ଼ା ବ୍ଲକ ଅଧୀନ ଭାମଶ୍ୟାଳି ଗ୍ରାମର ମା’ ଦଣ୍ଡକାଳୀଙ୍କ ୧୮ଦିନିଆ ଦଣ୍ଡଯାତ୍ରା ରବିବାର ଆରମ୍ଭ ହୋଇଛି। ସ୍ପଳ୍ପ ମାନସିକଧାରୀ ଦଣ୍ଡୁଆଙ୍କୁ ନେଇ ଏହି ଯାତ୍ରା ଆରମ୍ଭ…

ମହିଳାଙ୍କ ଠାରୁ ସୁନା ଚେନ୍‌ ଛଡ଼ାଇନେଲେ ଦୁର୍ବୃତ୍ତ, ଛୁରାମାଡ଼ରେ ଜଣେ ଗୁରୁତର

ବାଲେଶ୍ୱର ଅଫିସ,୨୯।୩: ବାଲେଶ୍ୱର ସହର ସିନେମା ଛକ ନିକଟସ୍ଥ ପ୍ରଜାପିତା ବ୍ରହ୍ମକୁମାରୀ ଆଶ୍ରମ ସମ୍ମୁଖରେ ଜଣେ ମହିଳା ସୋମବାର ପ୍ରାତଃ ଭ୍ରମଣ ପାଇଁ ଆସିଥିଲେ। ଏହି ସମୟରେ ଜଣେ ଯୁବକ ତାଙ୍କ ବେକରୁ ସୁନାହାର ଛଡ଼େଇ ନେଇ ପଳାଇଥିଲେ। ମହିଳାଜଣଙ୍କ ପାଟି…

କେମିକାଲ ମିଶା ରଙ୍ଗ ବିକି ଦୋକାନୀ ଗିରଫ

ବାଲେଶ୍ୱର ଅଫିସ,୨୯।୩: କୀଟନାଶକ ମିଶା ରଙ୍ଗ ବିକ୍ରି ଅଭିଯୋଗରେ ବାଲେଶ୍ୱର ଜିଲା ସହଦେବ ଖୁଣ୍ଟା ଥାନା ପୋଲିସ ସୋମବାର ଜଣେ ଦୋକାନୀଙ୍କୁ ଗିରଫ କରିଛି। ସୂଚନା ଯୋଗ୍ୟ, ଜଣେ ଯୁବକଙ୍କ ମୁହଁରେ କେମିକାଲ ମିଶା ରଙ୍ଗ ଲାଗିବାରୁ ଅସହ୍ୟ ଯନ୍ତ୍ରଣା ଅନୁଭବ…

୬ କୋଟିର ଏହି ବିଳାସପୂର୍ଣ୍ଣ କାର କିଣିଲେ ପ୍ରଭାସ!

ହୋଲି ଅବସରରେ ‘ବାହୁବଳୀ’ ଅଭିନେତା ପ୍ରଭାସଙ୍କର କିଛି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଧୂମ୍‌ ମଚାଇବାରେ ଲାଗିଛି। ଶୁଣିବାକୁ ମିଳୁଛି ଯେ, ପ୍ରଭାସ ଲମ୍ବୋର୍ଗିନି ଆଭେଣ୍ଟାଡୋର ରୋଡଷ୍ଟର କାର କିଣିଛନ୍ତି। ଏହି କାରର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ…

ଏଠାରେ ଲାଲ୍‌ ଟମାଟୋ ଫୋପାଡ଼ି ପାଳନ କରାଯାଏ ହୋଲି

ବିଶ୍ୱର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଉପାୟରେ ପାଳିତ ହୋଇଥାଏ ହୋଲି। ଭାରତରେ ବିଭିନ୍ନ ରଙ୍ଗ ତଥା ଅବିର ଲଗାଇ ଏହାକୁ ପାଳନ କରାଯାଉଥିବା ବେଳେ ସ୍ପେନର ଭାଲେନ୍‌ଶିୟା ନଗରରେ ଟମାଟୋ ଫୋପାଡ଼ି ହୋଲି ମନାଯାଇଥାଏ। ପ୍ରତିବର୍ଷ ଅଗଷ୍ଟ ମାସର ଶେଷ…

ହେଲିକପ୍ଟର ଦୁର୍ଘଟଣା: ୫ ମୃତ

ଆଞ୍ଚୋରେଜ୍‌,୨୯।୩: ଆମେରିକାର ଆଲାସ୍କା ରାଜ୍ୟରେ ଏକ ହେଲିକପ୍ଟର ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଆଞ୍ଚୋରେଜ୍‌ର ଉତ୍ତରପୂର୍ବରେ ଥିବା କ୍ନିକ୍‌ ଗ୍ଲାସିୟର…

କଟକଣାରେ ଚାଲିଛି ହୋଲି ଖେଳ

ଖୋର୍ଦ୍ଧା ଅଫିସ,୨୯।୩: ରଙ୍ଗର ପର୍ବ ହୋଲି। ସହରଠୁ ପୁରପଲ୍ଲୀ ଯାଏ ସବୁଠି ଉତ୍ସବର ମାହୋଲ। କୋଭିଡ କଟକଣା ହୋଲିକୁ ରଙ୍ଗହୀନ କରଦେଇଛି। ସହରଠୁ ଗାଁ ସବୁଠି ରାସ୍ତାଘାଟ ଖାଁ ଖାଁ। ଲୋକେ ପରିବାର ସହ ହୋଲି ପାଳୁଥିବା ଦେଖିବାକୁ ମିଳିଛି। ବର୍ଷକୁ…

ସଚିନ୍‌, ୟୁସୁଫ୍‌ଙ୍କ ପରେ ଏହି କ୍ରିକେଟର ହେଲେ କରୋନା ପଜିଟିଭ

ନୂଆଦିଲ୍ଲି, ୨୯।୩: ଭାରତର ମହାନ କ୍ରିକେଟର ସଚିନ ତେନ୍ଦୁଲକର ଏବଂ ଅଲରାଉଣ୍ଡର ୟୁସୁଫ୍‌ ପଠାନଙ୍କ ପରେ ଆଉ ଜଣେ କ୍ରିକେଟର କରୋନା ସଂକ୍ରମିତ ହୋଇଛନ୍ତି। ସେ ହେଲେ ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଏସ୍‌ ବଦ୍ରିନାଥ। ଏ ନେଇ ବଦ୍ରିନାଥ ନିଜେ ଟୁଇଟ…

ହାତଯୋଡି ମୁଣ୍ଡ ନୁଆଁଇଲେ ହାର୍ଦ୍ଦିକ ପାଣ୍ଡ୍ୟା: କାରଣ ଜାଣିଲେ…

ପୁଣେ, ୨୯।୩: ଭାରତ ବିପକ୍ଷ ତୃତୀୟ ଦିନିକିଆରେ ବେନ ଷ୍ଟୋକ୍‌ସ ୩୯ ବଲରେ ୩୫ ରନ୍‌ କରି ଟି ନଟରାଜନଙ୍କ ବଲରେ ଆଉଟ ହୋଇଥିଲେ। ଏହି ସମୟରେ ହାର୍ଦ୍ଦିକ ପାଣ୍ଡ୍ୟା ହାତଯୋଡି ପଡ଼ିଆରେ ନତମସ୍ତକ ହୋଇ ସମସ୍ତ ଖେଳାଳିଙ୍କୁ କ୍ଷମା ମାଗିଥିଲେ।…

ଆଇଆଇଟିକୁ ଛାତ୍ରୀଛାତ୍ରଙ୍କ ପ୍ରବେଶ ସ୍ଥଗିତ

ଜଟଣୀ,୨୯।୩(ଡି.ଏନ୍‌.ଏ.): ଖୋର୍ଦ୍ଧା ଅରଗୁଳସ୍ଥିତ ଆଇଆଇଟି, ଭୁବନେଶ୍ୱର କ୍ୟାମ୍ପସରେ ୧୦ ଜଣ ଶିକ୍ଷାର୍ଥୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ପରେ ନିୟମକୁ କଡ଼ାକଡ଼ି କରାଯାଇଛି। ଏହି ପରିପ୍ରେକ୍ଷିରେ ଆସନ୍ତା ୪ ତାରିଖରେ ଆଇଆଇଟିକୁ ପ୍ରତ୍ୟାବତ୍ତର୍ର୍ନ କରିବାକୁ ଥିବା ଛାତ୍ରୀଛାତ୍ରଙ୍କ ପ୍ରବେଶକୁ ସ୍ଥଗିତ କରିଦିଆଯାଇଛି।…

କୋଭିଡ୍‌ ଗାଇଡ୍‌ଲାଇନ୍‌ ସହ ଶେଷ ହେଲା ନୂଆଗୁଡ଼ା ଫଗୁ ମହୋତ୍ସବ

ଜୁନାଗଡ଼,୨୯।୩(ଡିଏନଏ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ନୂଆଗୁଡା ଗ୍ରାମରେ ଗତ କିଛି ଦିନ ହେଲା ଚାଲିଥିବା ଫଗୁମହୋତ୍ସବ ସୋମବାର ହୋଲି ଉତ୍ସବ ସହ ଶେଷ ହୋଇଯାଇଛି। କରୋନା ପ୍ରଭାବ ଯୋଗୁ ଏଥର ଏହା ଫିକା ପଡ଼ିଥିବା ଦେଖିବାକୁ ମିଳିଛି। ଲୋକଙ୍କ ସୁରକ୍ଷାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?