Posted inଫୁରସତ

ଏଠାରେ ଲାଲ୍‌ ଟମାଟୋ ଫୋପାଡ଼ି ପାଳନ କରାଯାଏ ହୋଲି

ବିଶ୍ୱର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଉପାୟରେ ପାଳିତ ହୋଇଥାଏ ହୋଲି। ଭାରତରେ ବିଭିନ୍ନ ରଙ୍ଗ ତଥା ଅବିର ଲଗାଇ ଏହାକୁ ପାଳନ କରାଯାଉଥିବା ବେଳେ ସ୍ପେନର ଭାଲେନ୍‌ଶିୟା ନଗରରେ ଟମାଟୋ ଫୋପାଡ଼ି ହୋଲି ମନାଯାଇଥାଏ।
ପ୍ରତିବର୍ଷ ଅଗଷ୍ଟ ମାସର ଶେଷ ବୁଧବାର ସ୍ପେନର ଲୋକେ ବାହାରକୁ ବାହାରିଥାନ୍ତି। କାରଣ ସେଦିନ ଥାଏ ହୋଲି। ଏଥିରେ ଲୋକମାନେ ଜଣେ ଅନ୍ୟଜଣଙ୍କୁ ଟମାଟୋ ଫୋପାଡ଼ି ହୋଲିର ବଧାଇ ଜଣାଇଥାନ୍ତି। ୧୯୯୫ ମସିହାରୁ ସ୍ପେନ୍‌ରେ ଏପରି ହୋଲି ପାଳିତ ହୋଇ ଆସୁଛି। ଏହା ଅନ୍ୟ ସ୍ଥାନରେ ପାଳିତ ହେଉଥିବା ହୋଲିଠାରୁ ଭିନ୍ନ ହୋଇଥିବା ହେତୁ ପ୍ରତିବର୍ଷ ବିଭିନ୍ନ ଦେଶର ଲୋକେ ଏଠାକୁ ଯାଇ ଏହି ଉତ୍ସବକୁ ଉପଭୋଗ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତରକୋରିଆରେ ନୂଆ ନିୟମ: ଏମିତି ଗାଳି ଦେଲେ ମିଳିବ ମୃତ୍ୟୁଦଣ୍ଡ

ପ୍ୟୋଙ୍ଗ୍‌ୟାଙ୍ଗ,୧୯ା୭: ଉତ୍ତରକୋରିଆରେ କରୋନା ମହାମାରୀ ଯୋଗୁ ଲକ୍‌ଡାଉନ୍‌ ସ୍ଥିତିରେ ରହିଛି। ଉତ୍ତରକୋରିଆ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ ଏହି ପରିସ୍ଥିତିର ମୁକାବିଲା କରିବା ପାଇଁ ନିଷ୍ପତ୍ତି...

ନାଇଟ୍‌ କ୍ଲବ୍‌ରେ ସଂସ୍କୃତ ଗୀତରେ ନାଚନ୍ତି ଲୋକେ…

ବୁଇନୋସ୍‌ ଆରିସ୍‌, ୧୬।୨: ନାଇଟ୍‌ କ୍ଲବ୍‌ରେ ହିନ୍ଦୀ ଅବା ଇଂଲିଶ୍‌ ଗୀତରେ ଲୋକେ ନାଚିଥାନ୍ତି। କିନ୍ତୁ ଆର୍ଜେଣ୍ଟିନାରେ ଥିବା ଏକ ନାଇଟ୍‌ କ୍ଲବ୍‌ରେ ଲୋକେ ସଂସ୍କୃତ...

ପୃଥିବୀ ମୁହାଁ କ୍ଷୁଦ୍ର ଚନ୍ଦ୍ର: ଡିସେମ୍ବର ୧ରେ ଆକାଶରେ ହେବ ଦୃଶ୍ୟମାନ

ଓ୍ବାଶିଂଟନ,୨୩।୧୧: ପୃଥିବୀ ମୁହାଁ ଏକ କ୍ଷୁଦ୍ର ଚନ୍ଦ୍ର ହେବାରେ ଲାଗିଛି। ଡିସେମ୍ବରରେ ୧ରେ ଏହା ପୃଥିବୀ ଅଧିକ ନିକଟତମ ହେବ। ଏହି ସମୟରେ ପ୍ରାୟ ଏକ...

ମାଲିକ ଦରମା ଦେଲେନି ବୋଲି କର୍ମଚାରୀ ଜେସିବି ଚଢ଼ାଇ ମାଟିରେ ମିଶାଇ ଦେଲେ ୫ ଟ୍ରକ୍‌, ଭିଡିଓ ଦେଖିଲେ…

ଏକ କୋଇଲା ଖଣିରେ କାମ କରୁଥିବା କର୍ମଚାରୀଙ୍କୁ ମାଲିକ ଦରମା ନ ଦେବାରୁ ସେ ଜେସିବି ଲଗାଇ ୫ଟି ଟ୍ରକ୍‌ ଭାଙ୍ଗି ଚୁର୍‌ମାର କରିଦେଇଛନ୍ତି। ଏହାର...

ପର୍ଯ୍ୟଟନସ୍ଥଳୀ: ପ୍ରାକୃତିକ ସୌନ୍ଦର୍ଯ୍ୟଭରା ସହର ହୋସ୍ପେଟ୍‌, ସାଇତି ରଖିଛି ପ୍ରାଚୀନ ଯୁଗର ସ୍ମାରକୀ

କର୍ନାଟକର ବେଲ୍ଲାରି ଜିଲା ଅନ୍ତର୍ଗତ ଏକ ସୁନ୍ଦର ପର୍ଯ୍ୟଟନସ୍ଥଳୀ ହେଉଛି ହୋସ୍ପେଟ୍‌, ଯାହା ନିଜର ଐତିହାସିକ ତଥା ପ୍ରାକୃତିକ ମହତ୍ତ୍ୱ ପାଇଁ ବେଶ୍‌ ପ୍ରସିଦ୍ଧ। ତୁଙ୍ଗଭଦ୍ରା...

ହସ୍ପିଟାଲରେ ଋଷିଙ୍କୁ କେବେ ବି ଭେଟୁ ନ ଥିଲେ ବିଗ୍‌-ବି

ନୂଆଦିଲ୍ଲୀ: ଋଷି ଯୁଗରେ ପଡ଼ିଛି ଯବନିକା। ବଲିଉଡ୍‌କୁ ଗୋଟିଏରୁ ବଳି ଆଉ ଗୋଟିଏ ସୁପରହିଟ୍‌ ଫିଲ୍ମ ଭେଟିଦେଇଥିବା ଏହି ମହାନ୍‌ ଅଭିନେତା କର୍କଟ ଲଢ଼େଇରେ ହାରିଯାଇଛନ୍ତି।...

ଭକ୍ତଙ୍କୁ ଦର୍ଶନ ଦେବା ସହିତ ହାତ ସାନିଟାଇଜ୍‌ କରିବେ ପ୍ରଭୁ ଗଣେଶ

ମୁମ୍ବାଇ, ୧୯।୮: ଆଗକୁ ଗଣେଶ ପୂଜା ଆସୁଛି। ଏନେଇ ମୁମ୍ବାଇରେ ଏକ ନିଆରା ଗଣେଶ ମୂର୍ତ୍ତି ନିମାର୍ଣ କରାଯାଇଛି। ପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେବା ସହିତ...

ଜନ୍ମର ୬ ମାସ ମଧ୍ୟରେ ବନିଗଲା ବିଶ୍ୱର ସବୁଠାରୁ ମହଙ୍ଗା ମେଷ

ନୂଆଦିଲ୍ଲୀ, ୩୦।୮: ଜନ୍ମର ମାତ୍ର ୬ ମାସ ମଧ୍ୟରେ ଗୋଟିଏ ମେଷ ଛୁଆ ବିଶ୍ୱର ସବୁଠାରୁ ମହଙ୍ଗା ମେଷ ବନିଯାଇଛି। ସ୍କଟ୍‌ଲାଣ୍ଡରେ ଆୟୋଜିତ ହୋଇଥିବା ଏକ...

Advertisement


Archives

Model This Week