Posted inଫୁରସତ

ଏଠାରେ ଲାଲ୍‌ ଟମାଟୋ ଫୋପାଡ଼ି ପାଳନ କରାଯାଏ ହୋଲି

ବିଶ୍ୱର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଉପାୟରେ ପାଳିତ ହୋଇଥାଏ ହୋଲି। ଭାରତରେ ବିଭିନ୍ନ ରଙ୍ଗ ତଥା ଅବିର ଲଗାଇ ଏହାକୁ ପାଳନ କରାଯାଉଥିବା ବେଳେ ସ୍ପେନର ଭାଲେନ୍‌ଶିୟା ନଗରରେ ଟମାଟୋ ଫୋପାଡ଼ି ହୋଲି ମନାଯାଇଥାଏ।
ପ୍ରତିବର୍ଷ ଅଗଷ୍ଟ ମାସର ଶେଷ ବୁଧବାର ସ୍ପେନର ଲୋକେ ବାହାରକୁ ବାହାରିଥାନ୍ତି। କାରଣ ସେଦିନ ଥାଏ ହୋଲି। ଏଥିରେ ଲୋକମାନେ ଜଣେ ଅନ୍ୟଜଣଙ୍କୁ ଟମାଟୋ ଫୋପାଡ଼ି ହୋଲିର ବଧାଇ ଜଣାଇଥାନ୍ତି। ୧୯୯୫ ମସିହାରୁ ସ୍ପେନ୍‌ରେ ଏପରି ହୋଲି ପାଳିତ ହୋଇ ଆସୁଛି। ଏହା ଅନ୍ୟ ସ୍ଥାନରେ ପାଳିତ ହେଉଥିବା ହୋଲିଠାରୁ ଭିନ୍ନ ହୋଇଥିବା ହେତୁ ପ୍ରତିବର୍ଷ ବିଭିନ୍ନ ଦେଶର ଲୋକେ ଏଠାକୁ ଯାଇ ଏହି ଉତ୍ସବକୁ ଉପଭୋଗ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫ ବର୍ଷର ଦିବ୍ୟାଙ୍ଗ ୧୦ କିମି ଚାଲି କରୋନା ପାଇଁ ଯୋଗାଡ କଲେ ୯ କୋଟି

କରୋନା ସହାୟତା ପାଇଁ ଲୋକେ ଟଙ୍କା ଯୋଗାଡ଼ କରିବାରେ ଲାଗିପଡ଼ିଛନ୍ତି। ଏଥିପାଇଁ କିଏ ଛାତ ଉପରେ ମାରାଥନ୍‌ କରୁଛନ୍ତି ତ କିଏ ସାଇକେଲିଂ ଆଉ କିଏ...

ହୀରା ଗିଟାର

ଗିଟାରର ଧୂନ୍‌ କାହାକୁ ବା ଭଲ ନ ଲାଗେ। ଅନେକଙ୍କର ଏହା ଏକ ପ୍ରିୟ ବାଦ୍ୟଯନ୍ତ୍ର। ତେବେ ଏମିତି ଏକ ଗିଟାର ଅଛି, ଯାହାକୁ ଦେଖୁ...

ପୋବିଟୋରା ବନ୍ୟପ୍ରାଣୀ ଅଭୟାରଣ୍ୟ: କ’ଣ ଦେଖିବେ, କେବେ ଓ କେମିତି ଯିବେ

ଆସାମର ମୋରିଗାଓଁ ଜିଲା ଅନ୍ତର୍ଗତ ପୋବିଟୋରା ବନ୍ୟପ୍ରାଣୀ ଅଭୟାରଣ୍ୟକୁ କେହି କେହି ପବିଟୋରା ବନ୍ୟପ୍ରାଣୀ ଅଭୟାରଣ୍ୟ ମଧ୍ୟ କହିଥାନ୍ତି। ପ୍ରାୟ ୩୮.୮ ବର୍ଗ କି.ମି. ପର୍ଯ୍ୟନ୍ତ...

କରୋନାକୁ ଭୟ ନ କରି ପାଖାପାଖି ୩ ମାସ ମଧ୍ୟରେ ୪୭୦ ମୃତଦେହର ସଂସ୍କାର କରି ସାରିଲେଣି ଏମାନେ

ନୂଆଦିଲ୍ଲୀ,୧୬।୭: କରୋନା ମହାମାରୀ ଏବେ ସାରା ବିଶ୍ୱରେ ଦ୍ରୁତ ଗତିରେ ବଢି ଚାଲିଥିବା ବେଳେ ଏବେ ସବୁଠାରୁ ଚିନ୍ତାର କାରଣ ପାଲଟିଛି କରୋନା ସଂକ୍ରମଣରେ ଯେଉଁମାନଙ୍କର...

ହାର୍ଟ ଆକୃତି ଦ୍ୱୀପ ବିକ୍ରି ପାଇଁ ଆଡ୍‌

ଜାଗ୍‌ରେବ୍‌: କ୍ରୋଏସିଆରେ ଥିବା ଏକ ହାର୍ଟ ଆକୃତିର ଦ୍ୱୀପ ଲଭର୍ସ ଦ୍ୱୀପ ଭାବେ ପରିଚିତ। ଆଡ୍ରିଆଟିକ୍‌ ସମୁଦ୍ରରେ ଥିବା ଗଲେସେନଜେକ୍‌ ଦ୍ୱୀପ ପାସମାନ୍‌ କେନାରେ ଅବସ୍ଥିତ।...

ଘର ପାଖ ପାର୍କ ମାନସିକ ସ୍ବାସ୍ଥ୍ୟ ପାଇଁ ଭଲ

ଲଣ୍ଡନ: ସହରାଞ୍ଚଳରେ ଘର ପାଖରୁ ୩୦୦ ମିଟର ମଧ୍ୟରେ ପାର୍କ କିମ୍ବା ସବୁଜ ପରିବେଶ ରହିଲେ ତାହା ବ୍ୟକ୍ତିଙ୍କୁ ସୁଖଦ ଅନୁଭବ ଦେଇଥାଏ।ଏହାଦ୍ୱାରା ସେମାନଙ୍କ ମାନସିକ...

ଚାହୁଁଚାହୁଁ ବର୍ଷା ପାଣିରେ ବୁଡ଼ିଗଲା କାର୍‌: ୧୫ ଦିନର ଶିଶୁଙ୍କୁ କରାଗଲା ଉଦ୍ଧାର, ଭିଡ଼ିଓ ଭାଇରାଲ

ବେଙ୍ଗାଲୁରୁ, ୨୪।୧୦: ବେଙ୍ଗାଲୁରୁରେ ପ୍ରବଳ ବର୍ଷା ଜାରି ରହିଛି। ଏବେ ଏଠାକାର ଏକ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ରାସ୍ତାରେ ଏକ ଲାଲ୍‌...

୩୦ ମିନିଟ୍‌ ପର୍ଯ୍ୟନ୍ତ ଆକାଶରେ ଝୁଲି ରହିଲେ ଜଣେ ବ୍ୟକ୍ତି, ଭିଡିଓ ଦେଖିଲେ…

ଗୁଡ଼ି ନାଁ ଶୁଣିଲେ ଲୋକଙ୍କ ପୁରୁଣା ସ୍ମୃତି ସତେଜ ହୋଇଯାଏ। ଗୁଡ଼ି ଉଡ଼ାଇବାର ମଜା ଯିଏ ଜାଣିଛି, ସେ ସାରା ଜୀବନ ମନେ ରଖିଛି। ପ୍ରାୟତଃ...

Advertisement
Archives

Model This Week