ହେଲିକପ୍ଟର ଦୁର୍ଘଟଣା: ୫ ମୃତ

ଆଞ୍ଚୋରେଜ୍‌,୨୯।୩: ଆମେରିକାର ଆଲାସ୍କା ରାଜ୍ୟରେ ଏକ ହେଲିକପ୍ଟର ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଆଞ୍ଚୋରେଜ୍‌ର ଉତ୍ତରପୂର୍ବରେ ଥିବା କ୍ନିକ୍‌ ଗ୍ଲାସିୟର ନିକଟରେ ଏଭଳି ଘଟିଥିବା ସୈନ୍ୟ ବାହିନୀ ପ୍ରବକ୍ତା ଅଷ୍ଟିନ୍‌ ମ୍ୟାକ୍‌ଡାନିଏଲ୍‌ ସୂଚନା ଦେଇଛନ୍ତି। ଦୁର୍ଘଟଣାର କାରଣ ଜଣାପଡ଼ି ନ ଥିବାବେଳେ ଏହାର ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଏନ୍ତୁଡିଶାଳରେ ୨ କୋଟି ଲୋକ ଘରେ ବନ୍ଦୀ…

ବେଜିଂ, ୧୩।୧ : କରୋନାର ଏନ୍ତୁଡ଼ିଶାଳ ଚାଇନାରେ ପୁଣି କରୋନ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଚାଇନା ନିଜର ’ଜିରୋ କୋଭିଡ ପଲିସି’ ଅନ୍ତର୍ଗତ ଆକ୍ରାନ୍ତଙ୍କ...

ବିବାଦରେ ବିଶ୍ୱର ଏକ ନମ୍ବର ଧନୀ

କାଲିଫର୍ନିଆ,୧୮।୨:ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ତଥା ଟେସଲାର ମାଲିକ ଏଲୋନ ମସ୍କ ପ୍ରାୟତଃ ଚର୍ଚ୍ଚାରେ ଥାଆନ୍ତି। କେତେବେଳେ ସେ ତାଙ୍କର ବ୍ୟବସାୟ ତ ଆଉ କେତେବେଳେ...

ପୁଟିନ୍‌ଙ୍କ ଯୋଜନା, ରୁଷିଆ-ବେଲାରୁଷ୍‌-ୟୁକ୍ରେନ୍‌ ମିଶି ହେବ ‘ୟୁନିଅନ୍‌ ଷ୍ଟେଟ୍‌’ ଗଠନ…

ମସ୍କୋ, ୬।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧର ଆଶଙ୍କା ଦିନକୁ ଦିନ ବଢ଼ିବାରେ ଲାଗିଛି। ଗୋଟିଏ ପଟେ ଆମେରିକା ଏବଂ ବ୍ରିଟେନ ପୂର୍ବ...

ସପ୍ତାହକ ମଧ୍ୟରେ ଦ୍ୱିତୀୟଥର ଡାଉନ ହେଲା ଟୁଇଟର

ୱାଶିଂଟନ,୧୮ ।୨: ଗୋଟିଏ ସପ୍ତାହରେ ଦ୍ୱିତୀୟଥର ଗୁରୁବାର ରାତିରେ ଟୁଇଟର ଡାଉନ ହୋଇଥିବା ଜଣାପଡିଛ । ୟୁଜର୍ସ ପେଜ ଲୋଡ ନ କରିପାରିବା ସହ ଟୁଇଟର...

ରୁଷିଆ ବିରୋଧରେ ୨୮ଦେଶ ନେଲେ ବଡ଼ ପଦକ୍ଷେପ

ମସ୍କୋ,୨୮।୨: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧର ଆଜି ପଞ୍ଚମ ଦିନ। ୟୁକ୍ରେନ ଉପରେ ଆକ୍ରମଣ କରିବା ରୁଷିଆକୁ ମହଙ୍ଗା ପଡ଼ିଛି। ସାରା ବିଶ୍ୱ ରୁଷିଆକୁ...

ୟୁଏଇ ବିସ୍ଫୋରଣରେ ୨ ଭାରତୀୟ ମୃତ

ନୂଆଦିଲ୍ଲୀ,୧୭।୧: ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ର ରାଜଧାନୀ ଆବୁଧାବିରେ ପେଟ୍ରୋଲ ଟ୍ୟାଙ୍କ ବିସ୍ଫୋରଣରେ ୨ ଭାରତୀୟଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ଆହୁରି...

ଦୁବଇରେ ଏବେ ମଦ୍ୟପାନ କଲେ ମିଳିବନି ଦଣ୍ଡ

ଦୁବଇ,୧୩।୭: ଏବେ ଦୁବଇରେ ପର୍ଯ୍ୟଟକଙ୍କୁ ୩୦ ଦିନ ଲାଗି ମାଗଣା ଆଲକୋହଲ ଲାଇସେନ୍ସ ପ୍ରଦାନ କରାଯିବାକୁ ବ୍ୟବସ୍ଥା କରାଯାଇଛି। ତେବେ ମଦ୍ୟପାନ କରି ନିୟମ ଉଲ୍ଲଂଘନ...

ପାକିସ୍ତାନ ଚାହୁଁଛି ରକ୍ତପାତ; ଆଣବିକ ଯୁଦ୍ଧର କରିଛି ଯୋଜନା: ଜୟଶଙ୍କର

ନୂଆଦିଲ୍ଲୀ,୩।୧୦: ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଏବେ ରକ୍ତମୁଖା ହୋଇଯାଇଛି। ସେ ଦୁଇଦେଶ ମଧ୍ୟରେ ରକ୍ତପାତ ଚାହୁଁଛି। ସେଥିପାଇଁ ଆଣବିକ ଯୁଦ୍ଧର ଯୋଜନା ମଧ୍ୟ...

Advertisement
Archives

Model This Week