ରତ୍ନସିଂହାସନରେ ଦାରୁଦିଅଁଙ୍କ ସୁନାବେଶ
ପୁରୀ ଅଫିସ, ୧।୧୨: ଧର୍ମମାସ କାର୍ତ୍ତିକ ଶେଷ ହୋଇଛି। ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ତିଥିରେ ସୋମବାର ରତ୍ନ ସିଂହାସନରେ ଦାରୁଦିଅଁଙ୍କ ସୁନାବେଶ ତଥା ରାଜରାଜେଶ୍ୱର ବେଶ ଅନୁଷ୍ଠିତ ହୋଇଛି। ଅବକାଶ ନୀତି ପରେ ଦାରୁବିଗ୍ରହଙ୍କ ସୁନାବେଶ ହୋଇଥିଲା। ପୁଷ୍ପାଳକ ସେବକମାନେ ବିଭିନ୍ନ…
୮୦୦ ଟଙ୍କାରେ କୋଭିଡ୍ ଆର୍ଟି-ପିସିଆର୍ ଟେଷ୍ଟ
ନୂଆଦିଲ୍ଲୀ, ୧।୧୨: ରାଜଧାନୀ ଦିଲ୍ଲୀରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗଛି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୫.୬ ଲକ୍ଷ ଉପରେ ଅଛି। ଅଧିକରୁ ଅଧିକ ପରୀକ୍ଷା ଉପରେ ଏଠାରେ ଜୋର୍ ଦିଆଯାଉଥିବାବେଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଘରୋଇ ହସ୍ପିଟାଲ ଲାଗି ସୋମବାର କୋଭିଡ୍…
‘ସଚେତନତା ହିଁ ଚିକିତ୍ସା’
କଟକ ଅଫିସ, ୧।୧୨: ଏଡ୍ସ ଏକ ଭୂତାଣୁଜନିତ ରୋଗ। ଏଚ୍ଆଇଭି ଭାଇରସ୍ ଏହି ରୋଗ ସଂକ୍ରମଣର କାରଣ। ରାଜ୍ୟରେ ଅକ୍ଟୋବର ୨୦ ସୁଦ୍ଧା ପ୍ରାୟ ୫୨ ହଜାର ସଂକ୍ରମିତ ଚିହ୍ନଟ ହୋଇଛନ୍ତି ା ସେଥିମଧ୍ୟରୁ ଗଞ୍ଜାମରେ ସର୍ବାଧିକ ଓ ପରେ ଅନୁଗୋଳ,…
‘ଅଗଷ୍ଟ ସୁଦ୍ଧା ୩୦ କୋଟିଙ୍କୁ ଟିକା’
ନୂଆଦିଲ୍ଲୀ, ୧।୧୨: ୨୦୨୧ ଅଗଷ୍ଟ ସୁଦ୍ଧା ଦେଶର ୩୦ କୋଟି ଲୋକଙ୍କୁ ଟିକା ଦିଆଯିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ସୋମବାର କହିଛନ୍ତି। ଆଗାମୀ ୪ ମାସ ମଧ୍ୟରେ ଭାରତରେ ଟିକା ଉପଲବ୍ଧ ହେବ ବୋଲି ସେ ପ୍ରକାଶ କରିଛନ୍ତି। ଏଥିଲାଗି…
‘ଆତଙ୍କବାଦ ସବୁଠୁ ବଡ଼ ଆଞ୍ଚଳିକ ଚ୍ୟାଲେଞ୍ଜ’
ନୂଆଦିଲ୍ଲୀ, ୧।୧୨(ପି.ଟି.): ଆତଙ୍କବାଦ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଚ୍ୟାଲେଞ୍ଜ ବୋଲି ସାଙ୍ଘାଇ ସହଯୋଗ ସଂଗଠନ (ଏସ୍ସିଓ)ରେ ଭାରତ କହିଛି। ଏହି ଭର୍ଚୁଆଲ ବୈଠକରେ ଭାଗନେଇ ଉପରାଷ୍ଟ୍ରପତି ଏମ୍. ଭେଙ୍କାୟା ନାଇଡୁ ମୁଖ୍ୟତଃ ସୀମାପାର ଆତଙ୍କବାଦ ପ୍ରସଙ୍ଗରେ କହିବା ସହ ଏହା ବିରୋଧରେ…
ତହଉର ରାଣା ପ୍ରତ୍ୟର୍ପଣ ମାମଲା ଶୁଣାଣି ଫେବୃୟାରୀ ୧୨ରେ
ଓ୍ବାଶିଂଟନ୍, ୧।୧୨(ପି.ଟି.): ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ସହ ସମ୍ପୃକ୍ତ ପାକିସ୍ତାନୀ ବଂଶୋଦ୍ଭବ କାନାଡ଼ା ବ୍ୟବସାୟୀ ତହଉର ରାଣା ପ୍ରତ୍ୟର୍ପଣ ମାମଲାର ଶୁଣାଣି ଫେବୃୟାରୀ ୧୨ରେ ଆମେରିକାର ଏକ ଅଦାଲତରେ ହେବ। ଭାରତ ସରକାର ରାଣାଙ୍କୁ ପଳାତକ ଘୋଷଣା କରିଥିଲେ। ୨୦୦୮ରେ…
ଆଜିଠୁ ୬୯ ରୁଟ୍ରେ ‘ମୋ ବସ୍’
ଭୁବନେଶ୍ୱର,୧।୧୨(ବ୍ୟୁରୋ): ସୋମବାର ଡିସେମ୍ବର ପହିଲାରୁ ୬୯ ରୁଟ୍ରେ ଗଡ଼ିବ ‘ମୋ ବସ୍’। ଭୁବନେଶ୍ୱର, କଟକ, ପୁରୀ, ଖୋର୍ଦ୍ଧା ଓ କୋଣାର୍କର ମୋଟ ୭୦ ରୁଟ୍ ମଧ୍ୟରୁ କେବଳ ରୁଟ୍ ନଂ.୨୯ କଳିଙ୍ଗ ବିହାରରୁ ସାଇ ମନ୍ଦିର ପର୍ଯ୍ୟନ୍ତ ମୋ ବସ୍ ଚଳାଚଳ…
ଉତ୍ପଳ କୁମାର ସିଂ ଲୋକ ସଭା ମହାସଚିବ
ନୂଆଦିଲ୍ଲୀ, ୧।୧୨: ଅବସରପ୍ରାପ୍ତ ଆଇଏଏସ୍ ଅଫିସର ଉତ୍ପଳ କୁମାର ସିଂ ସୋମବାର ବର୍ଷକ ଲାଗି ଲୋକ ସଭାର ନୂଆ ମହାସଚିବ ଭାବେ ନିଯୁକ୍ତି ପାଇଛନ୍ତି। ଲୋକ ସଭା ବାଚସ୍ପତି ଓମ୍ ବିର୍ଲା ଏହି ନିଯୁକ୍ତି ପ୍ରଦାନ କରିଛନ୍ତି। ଡିସେମ୍ବର ୧ରୁ ସେ…
କରିନାଙ୍କୁ ‘ଆଣ୍ଟି’ ଡାକିଥିଲେ ସାରା, ଏମିତି ଥିଲା ସୈଫ୍ଙ୍କ ପ୍ରତିକ୍ରିୟା
ବଲିଉଡ୍ ଅଭିନେତା ସୈଫ ଅଲ୍ଲୀ ଖାନ ଅଭିନେତ୍ରୀ କରୀନା କପୁରଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ପୂର୍ବରୁ ସେ ଅମ୍ରିତା ସିଂଙ୍କୁ ବିବାହ କରିଥିଲେ। ତାଙ୍କ ଔରସରୁ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ ଏବଂ ଇବ୍ରାହିମ ଜନ୍ମ ନେଇଥିଲେ। ବାପାଙ୍କ ଦ୍ୱିତୀୟ ସ୍ତ୍ରୀ…
ଗତବର୍ଷ ତୁଳନାରେ ଖରିଫ ଧାନ ସଂଗ୍ରହ ୮୫ % ବଢ଼ିଛି
ଭୁବନେଶ୍ୱର,୧।୧୨(ବ୍ୟୁରୋ): ନଭେମ୍ବର ପ୍ରଥମ ସପ୍ତାହରୁ ରାଜ୍ୟରେ ଖରିଫ ଧାନ ସଂଗ୍ରହ ଆରମ୍ଭ ହୋଇଛି। ସୋମବାର ସୁଦ୍ଧା ରାଜ୍ୟର ୧୧ ଜିଲାରେ ମୋଟ ୨,୩୮,୪୫୨ ମେଟ୍ରିକ୍ ଟନ ଧାନ ସଂଗ୍ରହ କରାଯାଇଛି। ଗତବର୍ଷ ଏହି ସମୟରେ ଯେତିକି ଖରିଫ ଧାନ ସଂଗ୍ରହ ହୋଇଥିଲା…
‘ଚାଷୀଙ୍କୁ ବିଭ୍ରାନ୍ତ କରୁଛନ୍ତି ବିରୋଧୀ’
ନୂଆଦିଲ୍ଲୀ, ୧।୧୨: ନୂଆ କୃଷି ଆଇନକୁ ନେଇ ଚାଷୀମାନଙ୍କୁ ବିଭ୍ରାନ୍ତ କରାଯାଉଛି। ଏହା କୃଷକମାନଙ୍କ ସ୍ବାର୍ଥ ବିରୋଧୀ ଓ ଭବିଷ୍ୟତ ପ୍ରତି ବିପଦ ବୋଲି ବିରୋଧୀ ଦଳଗୁଡ଼ିକ ଭିତ୍ତିହୀନ ଗୁଜବ ସୃଷ୍ଟି କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର କହିଛନ୍ତି। କୃଷକଙ୍କୁ…
ବିବାହ ପାଇଁ ଆସାମରେ ଲାଗୁ ହେବ ନୂଆ ନିୟମ
ଗୁଆହାଟୀ,୧ ।୧୨: ବିବାହ ପାଇଁ ଆସାମ ସରକାର ନୂଆ ନିୟମ ଆଣିଛନ୍ତି । ଏଥିରେ କନ୍ୟା-ବର ନିଜ ନିଜର ଧର୍ମ ସହ ଆୟ, ବ୍ୟବସାୟ ଆଦି ସମ୍ପର୍କରେ ସୂଚନା ଦେବାକୁ ପଡିବ । ଲଭ-ଜେହାଦ ଭଳି ଘଟଣାଠାରୁ ଦୂରେଇବାକୁ କିଛି ରାଜ୍ୟରେ…
Archives


