୬ କୋଟିର ଏହି ବିଳାସପୂର୍ଣ୍ଣ କାର କିଣିଲେ ପ୍ରଭାସ!

ହୋଲି ଅବସରରେ ‘ବାହୁବଳୀ’ ଅଭିନେତା ପ୍ରଭାସଙ୍କର କିଛି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଧୂମ୍‌ ମଚାଇବାରେ ଲାଗିଛି। ଶୁଣିବାକୁ ମିଳୁଛି ଯେ, ପ୍ରଭାସ ଲମ୍ବୋର୍ଗିନି ଆଭେଣ୍ଟାଡୋର ରୋଡଷ୍ଟର କାର କିଣିଛନ୍ତି। ଏହି କାରର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପ୍ରଭାସଙ୍କର ଏହି କାରର ମୂଲ୍ୟ ପ୍ରାୟ ୬ କୋଟି ଟଙ୍କା ବୋଲି କୁହାଯାଉଛି। ହାଇଦ୍ରାବାଦ ରାସ୍ତାରେ ପ୍ରଭାସ ଏହି କାରକୁ ଚଲାଉଥିବାର ଭିଡିଓରେ ଦେଖିବାକୁ ମିଳୁଛି।
ପ୍ରଭାସଙ୍କର ଏହି କାରର ଫଟୋ ଏବଂ ଭିଡିଓ ତାଙ୍କର ପ୍ରଶଂସକ ପୃଷ୍ଠାରେ ଶେୟାର ହୋଇଛି। ସେ ଏହି ବିଳାସପୂର୍ଣ୍ଣ କାର କିଣିଛନ୍ତି ବୋଲି ପ୍ରଶଂସକମାନେ ସୂଚନା ଦେଇଛନ୍ତ।


Enter your email to get our daily news in your inbox.

All Right Reserved By Dharitri.Com

କାଟ୍ରିନାଙ୍କ ବିବାହ ମଣ୍ଡପ ଚାରିପଟେ ନିୟୋଜିତ ସୁରକ୍ଷାକର୍ମୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କାଟ୍ରିନା କୈଫ ଏବଂ ଭିକି କୌଶଲ ତାଙ୍କ ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି। ବିବାହକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ...

ବାପା ବୋନି କପୁରଙ୍କ ସହ ସ୍କ୍ରିନ ଶେୟାର କରିବେ ଜାହ୍ନବୀ

ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ଅଭିନୟ ଏବଂ ଲୁକ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏବେ ତାଙ୍କର ଆଗାମୀ ଫିଲ୍ମ ‘ଗୁଡ ଲକ ଜେରୀ’ର ପ୍ରମୋସଶନରେ ବ୍ୟସ୍ତ...

ୱାର୍ଲଡ କ୍ଲାସ୍‌ କ୍ରିକେଟ ଷ୍ଟାଡିୟମ ନିର୍ମାଣ କରିବେ ଶାହାରୁଖ

ବଲିଉଡ଼ ବାଦଶାହ ଶାହାରୁଖ ଖାନ ବ୍ୟକ୍ତଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁନ୍ତି। ସମସ୍ତେ ଜାଣନ୍ତି ଯେ ଶାହାରୁଖ କ୍ରିକେଟର ବଡ଼ ଫ୍ୟାନ୍‌...

ମାଟି ପାତ୍ର ଚା’ର ମଜା ନେଲେ ଅନନ୍ୟା-କାର୍ତ୍ତିକ

ମୁମ୍ବଇ: ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍‌ ଏବେ ତାଙ୍କ ଅପ୍‌ କମିଂ ଫିଲ୍ମ ‘ପତି ପତ୍ନୀ ଔର ଓ୍ବ’ ପାଇଁ ବ୍ୟସ୍ତ ଅଛନ୍ତି। ଲକ୍ଷ୍ନୌରେ ଏବେ...

ଖୁବଶୀଘ୍ର ଆସିବ ସିଂଘମ ୩!

ମୁମ୍ବାଇ: ବଲିଉଡ ଅଭିନେତା ଅଜୟ ଦେବଗନ ୨୦୧୧ରେ ନିର୍ଦ୍ଦେଶକ ରୋହିତ ସେଟ୍ଟିଙ୍କ ଆକ୍ସନ ଫିଲ୍ମ ‘ସିଂଘମ’ ଫିଲ୍ମରେ ସେ ବାଜିରାଓ ସିଂଘମ ଭୂମିକାରେ ଦର୍ଶକଙ୍କ ମନ...

ପ୍ରିୟଙ୍କା ଶେୟାର କଲେ ନୂଆ ଫିଲ୍ମର ଫାଷ୍ଟ ଲୁକ୍‌

ମୁମ୍ବାଇ: ଗ୍ଲୋବାଲ ଆଇକନ୍ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆରେ ତାଙ୍କ ଅଗାମୀ ଫିଲ୍ମ ସୁପରହିରୋ ଡ୍ରାମା: ‘ଉଇ କ୍ୟାନ ବି ହିରୋଜ’ର ଫାଷ୍ଟ ଲୁକ୍ ଶେୟାର...

ଇନଷ୍ଟାଗ୍ରାମରେ ସେଲିବ୍ରିଟିଙ୍କ ନକଲି ପ୍ରୋଫାଇଲ

ନୂଆଦିଲ୍ଲୀ,୧୪।୭: ମାଇକ୍ରୋବ୍ଲଗିଂ ସାଇଟ୍‌ ଇନଷ୍ଟାଗ୍ରାମରେ ପ୍ରାୟ ୧.୬ କୋଟି ଭାରତୀୟ ପ୍ରଭାବଶାଳୀ ବ୍ୟକ୍ତିଙ୍କର ଆକାଉଣ୍ଟ ନକଲି ବୋଲି ଜଣାପଡିଛି। ଏହି ଆକାଉଣ୍ଟ ମାଧ୍ୟରେ ନେଣଦେଶ କାରବାର...

ମରାଠୀରେ ଡେବ୍ୟୁ କରିବେ ନିକିତା, ଏହି ଫିଲ୍ମରେ ଆସିବେ ନଜର

ମୁମ୍ବାଇ: ଅଭିନେତ୍ରୀ ନିକିତା ଦତ୍ତଙ୍କୁ ‘ଦ ବିଗ ବୁଲ’ ଏବଂ ‘କବୀର ସିଂ’ ଭଳି ବଲିଉଡ ଫିଲ୍ମରେ ଦେଖିବାକୁ ମିଳିଥିଲା। ଏବେ ସେ ମରାଠୀ ଫିଲ୍ମରେ...

Advertisement
Archives

Model This Week