Home Left

ବାଇଡେନ୍‌ଙ୍କ ବଡ଼ ଘୋଷଣା: ୧୦୦ ଦିନରେ ୧୦ କୋଟି ଲୋକଙ୍କୁ ଦିଆଯିବ କରୋନା ଟିକା

ଓ୍ବାଶିଂଟନ,୯।୧୨: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟ ଲାଭକରି ଥିବା ଡେମୋକ୍ରାଟିକ୍‌ ପାର୍ଟିର ଜୋ ବାଇଡେନ ବଡ଼ ଘୋଷଣା କରିଛନ୍ତି। ସେ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବାର ୧୦୦ ଦିନମଧ୍ୟରେ ଦେଶର ୧୦କୋଟି ଲୋକଙ୍କୁ କରୋନା ଟିକା ଦିଆଯିବ ବୋଲି କହିଛନ୍ତି।…

ବିବାହ ପରେ ମଧ୍ୟ ଏହି ଅଭିନେତ୍ରୀଙ୍କ ସହ ଶତ୍ରୁଘ୍ନଙ୍କ ଥିଲା ପ୍ରେମ ସମ୍ପର୍କ: ସବୁକିଛି ଜାଣିଥିଲେ ସ୍ତ୍ରୀ

ଶତ୍ରୁଘ୍ନ ସିହ୍ନା, ବଲିଉଡ୍‌ର ପ୍ରସିଦ୍ଧ ଅଭିନେତା। ପାରିବାରିକ ପୃଷ୍ଠଭୂମି ନଥିଲେ ମଧ୍ୟ ସେ ବଲିଉଡରେ ନାମ ଅର୍ଜନ କରିଥିଲେ,। ସେ ତାଙ୍କ ଅଭିନୟରେ ଦର୍ଶକଙ୍କୁ ବାନ୍ଧି ରଖୁଥିଲେ। କେବଳ ପରଦାରେ ନୁହେଁ, ରାଜନୀତିର ମଞ୍ଚରେ ମଧ୍ୟ ନାଁ କରିଛନ୍ତି। ଆଜି ତାଙ୍କ…

ସକାଳୁ ଉଠିବା ପରେ ନିଶ୍ଚୟ କରନ୍ତୁ ଏହି କାମ: ଘରେ ରହିବ ନାହିଁ ଧନର ଅଭାବ

କୋଟିପତି ହେବାକୁ କିଏ ବା ନ ଚାହେଁ। ଏହି ଆଧୁନିକ ଯୁଗରେ ଟଙ୍କାଥିଲେ ସବୁକିଛି ଅଛି। ଯଦି ପାଖରେ ଟଙ୍କା ନାହିଁ, ତେବେ କେହି ହେଲେ ଅନାଇବେ ନାହିଁ। ସମସ୍ତେ ଦୂରେଇ ଯିବେ। ଏପରି ପରିସ୍ଥିତିରେ ଏମିତି କିଛି ଉପାୟ ରହିଛି…

୧୧ ବର୍ଷ ଧରି ପ୍ରେମ କରିଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ, ବିବାହର ମାତ୍ର ୪ ବର୍ଷ ପରେ ହୋଇଥିଲା ବିଚ୍ଛେଦ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦୀୟା ମିର୍ଜା ଫିଲ୍ମ ଜଗତରେ ବେଶ୍‌ ଜଣାଶୁଣା। ୨୦୦୦ ମସିହାରେ ବ୍ୟୁଟି ପେଜେଣ୍ଟ ମିସ୍‌ ଏସିଆ ପ୍ୟାସିଫିକ୍‌ ଇଣ୍ଟରନ୍ୟାଶନାଲ ଟାଇଟଲ ଜିତିବାର ସେ ସୌଭାଗ୍ୟ ଅର୍ଜନ କରିଥିଲେ। ଏହା ପରେ ସେ ବଲିଉଡ୍‌ରେ ପାଦ ରଖିଥିଲେ। ପ୍ରଥମରୁ…

ରକ୍ତଦାନ କଲେ ମାଗଣାରେ ମିଳିବ ଏକ କିଲୋ ଚିକେନ-ପନିର୍‌: ଡିସେମ୍ବର ୧୧ରୁ ପଞ୍ଜିକରଣ ଆରମ୍ଭ

ମୁମ୍ବାଇ,୯।୧୨: କଥାରେ ଅଛି ରକ୍ତ ଦାନ ମହାପୁଣ୍ୟ। ତେବେ ଲୋକଙ୍କୁ ଏହି ମହାନ କାର୍ଯ୍ୟ ପ୍ରତି ଆକର୍ଷିତ କରାଇବା ଲାଗି ମହାରାଷ୍ଟ୍ରର ମହିମ୍‌-ଓ୍ବର୍ଲି ଅଞ୍ଚଳରେ ଏଭଳି ନିଆରା ଊଦ୍ୟମ ଆରମ୍ଭ କରାଯାଇଛି। ରକ୍ତଦାନ କଲେ ମାଗଣାରେ ଏକ କିଲୋ ଚିକେନ ଅବା…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ପଦ୍ମପୁର,୯।୧୨(ଡି.ଏନ୍‌.ଏ.): ବରଗଡ ଜିଲା ପଦ୍ମପୁର ଉପଖଣ୍ଡ ଦହିତା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ଇଓ) ପୁରନ୍ଦର ସାହୁଙ୍କ ଘରେ ବୁଧବାର ଭିଜିଲାନ୍ସ ଚଢ଼ାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦହିତା ପଞ୍ଚାୟତ ଅଫିସ ଏବଂ ଇଓ ସାହୁଙ୍କ ପଦ୍ମପୁରସ୍ଥିତ ବାସଭବନରେ ବରଗଡ଼…

ନୂଆଗାଁ ପଞ୍ଚାୟତରେ ପାନୀୟ ଜଳ ସଙ୍କଟ

ଦଶପଲ୍ଲା,୯ା୧୨(ଡି.ଏନ.ଏ.): ନୂଆଗାଁ ଗ୍ରାମପଞ୍ଚାୟତ ଦଶପଲ୍ଲା ବ୍ଲକର ଉପାନ୍ତ ଅଞ୍ଚଳରେ ଅବସ୍ଥିତ । ୫ ହଜାରରୁ ଊଦ୍ଧର୍‌ବ ଜନସଂଖ୍ୟା ବିଶିଷ୍ଟ ଏହି ପଞ୍ଚାୟତରେ ଗତ କିଛିବର୍ଷ ହେବ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ଏହି ସମସ୍ୟାର ସମାଧାନ ପାଇଁ ୨୦୧୭ରେ ଜନସ୍ବାସ୍ଥ୍ୟ ବିଭାଗ…

ଆୟୁର୍ବେଦିକ ଚିକିତ୍ସକଙ୍କ ଅସ୍ତ୍ରୋପଚାରକୁ ବିରୋଧ

ଯାଜପୁର ଅଫିସ,୯ା୧୨: ଭାରତୀୟ ଚିକିତ୍ସା କେନ୍ଦ୍ରୀୟ ପରିଷଦ ଓ କେନ୍ଦ୍ରୀୟ ନୀତି ଆୟୋଗ ଦ୍ୱାରା ଜାରି ବିଜ୍ଞପ୍ତିକୁ ଭାରତୀୟ ଚିକିତ୍ସକ ସଂଘ ଯାଜପୁରରୋଡ ଶାଖା ପକ୍ଷରୁ ବିରୋଧ କରାଯାଇଛି। ଏହିକ୍ରମରେ ମଙ୍ଗଳବାର ଯାଜପୁରରୋଡ୍‌ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଡୁବୁରୀସ୍ଥିତ ମେଡିକା ଚିକିତ୍ସାଳୟଠାରେ…

ପୃଥିବୀରେ ଲୁଚି ବସିଛନ୍ତିି ଏଲିଅନ୍‌,ମଙ୍ଗଳରେ ଗୁପ୍ତ ଅଡ୍ଡା: ଟ୍ରମ୍ପ୍‌ଙ୍କୁ ବି ଜଣା ବୋଲି କହିଲେ ଇସ୍ରାଏଲ୍‌ ମହାକାଶ ବିଜ୍ଞାନୀ

ଜେରୁଜେଲମ୍‌,୯।୧୨: ପୃଥିବୀରେ ଏଲିଅନ୍‌ ଲୁଛି ବସିଛନ୍ତିି। ସେମାନେ ମଙ୍ଗଳଗ୍ରହରେ ଗୁପ୍ତ ଅଡ୍ଡା ନିର୍ମାଣ କରିଛନ୍ତି। ଏସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ଙ୍କୁ ମଧ୍ୟ ଜଣା ଅଛି। ଏସମ୍ପର୍କରେ ଇସ୍ରାଏଲ୍‌ ମହାକାଶ ଗବେଷଣା କାର୍ଯ୍ୟକ୍ରମର ପୂର୍ବତନ ମୁଖ୍ୟ ତଥା ମହାକାଶ ବିଜ୍ଞାନୀ ୮୭…

ଏମାନେ ହେଉଛନ୍ତି ବଲିଉଡ୍‌ର ସବୁଠୁ ପ୍ରଭାବଶାଳୀ କଳାକାର

ଫୋର୍ବସ ଏସିଆ ପେସିଫିକ୍‌ ୧୦୦ ପ୍ରଭାବଶାଳୀ ସେଲିବ୍ରିଟିଙ୍କ ତାଲିକା ସୋସିଆଲ ମିଡିଆରେ ପ୍ରକାଶ କରିଛି। ଏହି ତାଲିକାରେ ରାଜନେତା, ଗାୟକ, ବ୍ୟବସାୟୀ ଏବଂ ଫିଲ୍ମ କଳାକାର ଅନ୍ତର୍ଭୁକ୍ତ। ତେବେ ବଲିଉଡ୍‌ର ଅନେକ କଳାକାର ଏହି ତାଲିକାରେ ସ୍ଥାନ ପାଇଛନ୍ତି। ଅଧିକାଂଶ ଲୋକ…

କୃଷକ ଆନ୍ଦୋଳନରେ ଯୋଗ ଦେଲେ ଏହି ପ୍ରସିଦ୍ଧ କ୍ରିକେଟର

ନୂଆଦିଲ୍ଲୀ,୯।୧୨: ପଞ୍ଜାବ ରଣଜୀ ଦଳର ଅଧିନାୟକ ତଥା ଇଣ୍ଡିଆନ ପ୍ରିମିୟର ଲିଗର କିଙ୍ଗସ ଏକାଦଶ ପଞ୍ଜାବ ଖେଳାଳି ମନଦୀପ ସିଂ କୃଷକ ଆନ୍ଦେଳନକୁ ସମର୍ଥନ କରିଛନ୍ତି। ସେ କୃଷକ ଆନ୍ଦୋଳନରେ ଯୋଗଦେଇଛନ୍ତି। ଏହା ସହିତ ଏହି ଆନ୍ଦୋଳନରେ ଭାଗ ନେଉଥିବା ମନଦୀପ…

ଟ୍ରମ୍ପ୍‌ଙ୍କୁ ଝଟ୍‌କା: ବାଇଡ଼େନଙ୍କ ବିରୋଧରେ ଦାଖଲ ମାମଲା ସୁପ୍ରିମ୍‌କୋର୍ଟରେ ଖାରଜ

ଓ୍ବାଶିଂଟନ,୯।୧୨: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ଗ୍ରହଣ କରିବାକୁ ଡୋନାଲ୍ଡ୍‌ ଟ୍ରମ୍ପ୍‌ ମନା କରି ଆସୁଛନ୍ତି। ଏହି ମର୍ମରେ ପେନସିଲଭାନିଆରେ ଡେମୋକ୍ରାଟିକ୍‌ ପ୍ରାର୍ଥୀ ଜୋ ବାଇଡେନ୍‌ଙ୍କ ବିଜୟରେ ଦୁର୍ନୀତି ହୋଇଥିବା ଦର୍ଶାଇ ଟ୍ରମ୍ପ୍‌ଙ୍କ ରିପବ୍ଲିକାନ୍‌ ପାର୍ଟି ପକ୍ଷରୁ ଏକ ମାମଲା ଦାଖଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri