ଅକ୍ସିଜେନ ଅଭାବରୁ ୭କରୋନା ଆକ୍ରାନ୍ତ ମୃତ

ମୁମ୍ବାଇ,୧୩।୪: ମହାରାଷ୍ଟ୍ରରେ କରୋନା କରୋନା ସ୍ଥିତି ଦିନକୁ ଦିନ ବେକାବୁ ହେବାରେ ଲାଗିଛି। ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ହସ୍ପିଟାଲରୁ ଏକ ଅବହେଳାରେ ଚିତ୍ର ସାମ୍ନାକୁ ଆସିଛି। ଯେଉଁଥିପାଇଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ମୁମ୍ବାଇ ନାଲାସୋପାରାର ଏକ ହସ୍ପିଟାଲରେ ଅକ୍ସିଜେନ ଅଭାବ ଯୋଗୁ ୭ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତାଙ୍କ ମୃତ୍ୟୁକୁ ନେଇ ପରିବାର ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯିବା ସହ ହସ୍ପିଟାଲରେ ଉତ୍ତେଜନା ପ୍ରକାଶ ପାଇଛି। ଅନ୍ୟପଟେ ଏହି ଅଭିଯୋଗକୁ ଖଣ୍ଡନ କରି ଜଣେ ଡାକ୍ତର କହିଛନ୍ତି, ଉକ୍ତ ହସ୍ପିଟାଲରେ କେବଳ ଗୁରୁତର ରୋଗରେ ପୀଡ଼ିତ ଥିବା ରୋଗୀଙ୍କୁ ଭର୍ତ୍ତି କରାଯାଇଥାଏ। ଆଉ ଯେଉଁମାନଙ୍କର ମୃତ୍ୟୁ ହୋଇଛି ସେମାନେ ବୟସ୍କ ହେବା ସହ ଦୀର୍ଘ ଦିନରୁ ରୋଗରେ ପୀଡ଼ିତ ଥିଲେ ବୋଲି ଡାକ୍ତର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧୯।୧୦: ମହାପୁରୁଷ ମହମ୍ମଦଙ୍କ ଜନ୍ମଦିନ ମିଲାଦ୍‌-ଉନ୍‌-ନବି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାଷ୍ଟ୍ରପତି ଟୁଇଟ୍‌ କରି...

ଅକ୍ସିଜେନ୍‌, ଚିକିତ୍ସା ଉପକରଣ ପ୍ରସ୍ତୁତ ରଖ

ନୂଆଦିଲ୍ଲୀ, ୧୭।୧୨:କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ସଂକ୍ରମଣ ବଢ଼ିଚାଲିଥିବାରୁ କେନ୍ଦ୍ର ସରକାର ଚିନ୍ତିତ ହୋଇପଡ଼ିଛନ୍ତି। ବୁଧବାର ଦେଶରେ ଆଉ ୧୪ ନୂଆ ମାମଲା ଚିହ୍ନଟ ହୋଇଛି।...

ହାଥ୍‌ରସ ଗଣବଳାତ୍କାର ମାମଲା: ପୋଲିସର କାର୍ଯ୍ୟାନୁଷ୍ଠାନରେ ଅସନ୍ତୁଷ୍ଟ ହାଇକୋର୍ଟ; ଆସନ୍ତା ୨ରେ ପରବର୍ତ୍ତୀ ଶୁଣାଣି

ଲକ୍ଷ୍ନୌ,୧୨।୧୦: ଉତ୍ତରପ୍ରଦେଶ ହାଥ୍‌ରାସ ଗଣବଳାତ୍କାର ମାମଲାକୁ ନେଇ ସୋମବାର ଆହ୍ଲାବାଦ ହାଇକୋର୍ଟରେ ଶୁଣାଣି ହୋଇଛି। କୋର୍ଟରେ ପୀଡ଼ିତାଙ୍କ ପରିବାର ଓ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ କେତେକ...

ଦିଲ୍ଲୀ ଲଢ଼େଇ ଘମାଘୋଟ

ନୂଆଦିଲ୍ଲୀ,୫ା୨: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ୪ ଦିନ ବାକି ଥିବାବେଳେ ଶାସକ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଏବଂ ଭାଜପା ମୁହାଁମୁହିଁ ହୋଇଛନ୍ତି।...

ଭାଜପାରେ ପାଦ ଦେଉ ଦେଉ ବଢିଲା ଦୁଷ୍ୟନ୍ତଙ୍କ ସୁରକ୍ଷା

ଚଣ୍ଡିଗଡ଼,୨୬।୧୦: ହରିୟାଣାରେ ଏବେ ଭାରତୀୟ ଜନତା ପାର୍ଟି(ଭାଜପା) ଜନନାୟକ ଜନତା ପାର୍ଟି(ଜେଜେପି) ସହ ମେଣ୍ଟ କରି ସରକାର ଗଠନ କରିବାକୁ ଯାଉଛି। କାରଣ ହରିୟାଣାର ବିଧାନସଭା...

ଅଜୟ ଦେବଗନଙ୍କ ଗାଡ଼ିକୁ ମୁମ୍ବାଇରେ ଅଟକାଇଲେ ଆନ୍ଦୋଳନକାରୀ

ମୁମ୍ବାଇ,୩।୩ : ବଲିଉଡ ଅଭିନେତା ଅଜୟ ଦେବଗନଙ୍କ କାରକୁ ମୁମ୍ବାଇରେ ଜଣେ ବ୍ୟକ୍ତି ୧୫ ମିନିଟ୍‌ ପାଇଁ ଅଟକାଇ ଦେଇଥିଲେ। ଗତ ମାସରେ ଆମେରିକାନ ପପ୍‌...

ଗତ ୨୪ ଘଣ୍ଟାରେ ଦେଶରେ କରୋନା ଜନିତ ସର୍ବାଧିକ ମୃତ୍ୟୁସଂଖ୍ୟା ୪୪୫

ନୂଆଦିଲ୍ଲୀ,୨୨।୬: ଦେଶରେ ସୋମବାର ପୁଣି ନୂଆ ୧୪,୮୨୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ କରୋନା ଜନିତ ସର୍ବାଧିକ ୪୪୫ଜଣଙ୍କ ମୃତ୍ୟୁ...

ମାଙ୍କଡ଼ ଅନ୍ତେଷ୍ଟିରେ ଯୋଗଦେଲେ ଦେଢ଼ ହଜାର ଲୋକ

ଭୋପାଳ,୧୧।୧: କୋଭିଡ୍‌-୧୯ ଯୋଗୁ ରାଜ୍ୟରେ ବିଭିନ୍ନ କଟକଣା ଜାରି କରାଯାଇଥିବା ବେଳେ ଏକ ମାଙ୍କଡ଼ର ଅନ୍ତେଷ୍ଟି କ୍ରିୟାରେ ଦେଢ଼ ହଜାର ଲୋକ ସାମିଲ ହେବା ଘଟଣା...

Advertisement
Archives

Model This Week