‘ପଠାନ୍‌’ ଶୁଟିଂସେଟ୍‌ରେ କରୋନା ବିସ୍ଫୋରଣ: କ୍ୱାରାଣ୍ଟାଇନ୍‌ରେ ରହିଲେ କିଙ୍ଗ୍‌ ଖାନ୍‌

ବମ୍ବେ: କିଙ୍ଗ୍‌ ଖାନ୍‌ ଶାହାରୁଖଙ୍କ ଚଳଚ୍ଚିତ୍ର ‘ପଠାନ୍‌’ର ଶୁଟିଂସେଟ୍‌ରେ କରୋନା ବିସ୍ଫୋରଣ। ଏକାଥରେ ୪୦ଜଣ ସଦସ୍ୟ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହା ଜଣାପଡ଼ିବା ପରେ ଶୁଟିଂକୁ ରୋକି ଦିଆଯାଇଛି। ଶାହାରୁଖ ମଧ୍ୟ ନିଜକୁ କ୍ୱାରାଣ୍ଟାଇନ୍‌ କରିନେଇଛନ୍ତି।

ଦୁବାଇରେ ଫିଲ୍ମର ଅଧିକାଂଶ ଭାଗ ଶୁଟିଂ ହୋଇଥିଲା। ଗତ ଏକ ମାସ ଧରି ମୁମ୍ବାଇରେ ଏହାର ବାକି ଅଂଶର ଶୁଟି ଚାଲିଥିଲା। ହେଲେ ଏବେ ସଂକ୍ରମଣ ହେବା ପରେ ସବୁକିଛିକୁ ରୋକି ଦିଆଯାଇଛି।

ଯଶରାଜ ଫିଲ୍ମ ପକ୍ଷରୁ ଜାରି କରାଯାଇଥିବା ଏକ ବୟାନରେ ସଫେଇ ଦିଆଯାଇଛି। ପୁରା ଟିମ୍‌ ବାୟୋ ବବଲରେ ଶୁଟିଂ କରୁଛି। ଶେଟ୍‌ରେ କଳାକାରଙ୍କ ସହ ସମସ୍ତ ସଦସ୍ୟଙ୍କ ଟେଷ୍ଟ ହେଉଛି। ସେମାନଙ୍କୁ ସେଟ୍‌ରୁ ସିଧା ହୋଟେଲ ନିଆଯାଉଥିବା ବୋଲି କୁହାଯାଇଛି। ଏବେ ସମସ୍ତଙ୍କ ଟେଷ୍ଟ ରିପୋର୍ଟ ଆସିବା ପରେ ପୁଣି ଥରେ ଶୁଟିଂ ଆରମ୍ଭ ହେବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଲିଆ ଭଟ୍ଟ ହେଲେ ଏସିଆର ସବୁଠୁ ସେକ୍ସି ମହିଳା

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ୨୦୧୯ରେ ସବୁଠୁ ସେକ୍ସି ମହିଳା ବିବେଚିତ ହୋଇଛନ୍ତି। ବ୍ରିଟେନର ସାପ୍ତାହିକ ଖବରକାଗଜ ‘ଇଷ୍ଟର୍ଣ୍ଣ ଆଇ’ ଦ୍ୱାରା ଜାରି କରାଯାଇଥିବା ସର୍ଭେରେ...

ଭାଇ ବୋହୂଙ୍କ ସହ ରୋମାଣ୍ଟିକ୍‌ ସିନ୍‌ କରି ଚର୍ଚ୍ଚାରେ ଥିଲେ ଏହି ଅଭିନେତା

ବଲିଉଡ ଫିଲ୍ମରେ ଅନେକ ଅଭିନେତା ଅଭିନେତ୍ରୀଙ୍କ ମଧ୍ୟରେ ଭଲ ସମ୍ପର୍କ ଥାଏ। କାମ ସମୟରେ ଅଭିନେତା ଏବଂ ଅଭିନେତ୍ରୀମାନଙ୍କ ମଧ୍ୟରେ ପ୍ରାୟତଃ ରୋମାଣ୍ଟିକ ସିନ ଦେଖିବାକୁ...

ମୁମ୍ବାଇ ପୋଲିସ କାର୍ଯ୍ୟାଳୟରେ ପହଞ୍ଚିଲା ସିବିଆଇ ଟିମ୍‌

ମୁମ୍ବାଇ,୨୧।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ସୁପ୍ରିମକୋର୍ଟ ପକ୍ଷରୁ ଗ୍ରୀନ୍‌ ସିଗ୍‌ନାଲ ମିଳିବା ପରେ ସିବିଆଇ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଛି। ଗୁରୁବାର...

କଙ୍ଗନାଙ୍କ ୱେଡିଂ ପ୍ଲାନିଂ

ମୁମ୍ବାଇ: ବଲିଉଡ୍‌ରେ ଏବେ ବିବାହର ଚର୍ଚ୍ଚା ଚାଲିଛି । କ୍ୟାଟ୍ରିନା କୈଫ ଭିକ୍କି କୌଶଲ ତ ପୁଣି ରାଜକୁମାର ରାଓ ଓ ପତ୍ରଲେଖା ଏମାନେ ଏବେ...

‘ପରିଚୟ’ ଅଭିନେତ୍ରୀ ଗୀତା ସିଦ୍ଧାର୍ଥ କାକଙ୍କ ପରଲୋକ

ମୁମ୍ବାଇ,୧୫।୧୨: ବଲିଉଡ୍‌ର ୭୦ ଦଶକର ଅଭିନେତ୍ରୀ ଗୀତା ସିଦ୍ଧାର୍ଥ କାକଙ୍କର ଶନିବାର ସନ୍ଧ୍ୟାରେ ପରଲୋକ ହୋଇଛି। ବଲିଉଡ୍‌ ମୁଭି ‘ପରିଚୟ’ରୁ ସେ ତାଙ୍କ କ୍ୟାରିୟର ଆରମ୍ଭ...

ମା’ଙ୍କ ମୃତ୍ୟୁର ଦିନକ ପରେ କରୋନାରେ ଆଖିବୁଜିଲେ ଏହି ପ୍ରସିଦ୍ଧ ଅଭିନେତା

ଭାରତରେ କରୋନା ସଂକ୍ରମଣ ପୁଣିଥରେ ବୃଦ୍ଧି ପାଇବାରେ ଲାଗିଛି। ଅନେକ ରାଜ୍ୟରେ ହଠାତ୍‌ କୋଭିଡ୍‌-୧୯ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଘଟୁଛି। ମଙ୍ଗଳବାର ହିମାଚଳପ୍ରଦେଶରେ କରୋନାରେ ୧୨ଜଣଙ୍କର...

ସିଜନ୍‌-୨ ସହ ଫେରୁଛି ଏସବୁ ହିଟ୍‌ ଶୋ’

ବମ୍ବେ: ଆଜିକାଲି ଟ୍ରେଣ୍ଡରେ ରିମେକ୍‌। କେବଳ ବଲିଉଡ୍‌ରେ ନୁହେଁ ବରଂ ଟେଲିଭିଜନଜଗତରେ ଏହାର କ୍ରେଜ୍‌ ବଢ଼ିବାରେ ଲାଗିଛି। ଗତ କିଛି ବର୍ଷ ମଧ୍ୟରେ ଦର୍ଶକଙ୍କ ମନ...

ଛାତ୍ରୀ ଥିବା ବେଳେ କମେଡିଆନ୍‌ଙ୍କ ପ୍ରେମରେ ପଡ଼ିଥିଲେ ଗିନ୍ନି, ଏଭଳି କିଛି ଥିଲା ଲଭ୍‌ଷ୍ଟୋରୀ

ବମ୍ବେ: ଜଣେ କମେଡିଆନ୍‌ ଭାବେ ପ୍ରତିଟି କଳାପ୍ରେମୀଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି କପିଲ ଶର୍ମା। ନିଜ ପ୍ରଚେଷ୍ଟାରେ ସେ ଏଭଳି ସୋପାନ ହାସଲ...

Advertisement
Archives

Model This Week