Posted inଜାତୀୟ

ଆଇସୋଲେଶନରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ

ଲକ୍ଷ୍ନୌ, ୧୩ା୪- କାର୍ଯ୍ୟାଳୟର କିଛି ଅଧିକାରୀଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ଉତ୍ତର ପ୍ରଦେଶ (ୟୁପି) ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଆଇସୋଲେଶନରେ ଅଛନ୍ତି।

ମୋ କାର୍ଯ୍ୟାଳୟର କିଛି ଅଧିକାରୀ କୋଭିଡ୍‌-୧୯ରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ କିଛି ମୋ ସଂସ୍ପର୍ଶ ଥିଲେ। ଏଣୁ ମୁଁ ନିଜକୁ ଅନ୍ୟମାନଙ୍କ ଠାରୁ ଅଲଗା ରଖିଛି ଓ ଭର୍ଚୁଆଲରେ କାର୍ଯ୍ୟ ଆରମ୍ଭ କରି ଦେଇଛି ବୋଲି ଯୋଗୀ ଆଦିତ୍ୟନାଥ ଟୁଇଟ୍‌ କରି ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାୟୁସେନାକୁ ମିଳିବ ଅଧିକ ଶକ୍ତି: ୨୦୦ ଯୁଦ୍ଧବିମାନ କିଣିବ ଭାରତ

କୋଲକାତା,୧୩ା୧(ପି.ଟି.): ଭାରତୀୟ ବାୟୁସେନାକୁ ଅଧିକ ବଳଦେବା ପାଇଁ ସରକାର ୨୦୦ ଲଢ଼ୁଆ ବିମାନ କ୍ରୟ କରିବେ। ଏନେଇ ପ୍ରକ୍ରିୟା ଜାରି ରହିଥିବା ପ୍ରତିରକ୍ଷା ବିଭାଗ ପକ୍ଷରୁ...

ଭାରତରେ କରୋନା ସହିତ ଲଢ଼େଇ : ସାମାଜିକ ଦୂରତା ବଜାୟ ରଖିବା ହିଁ ଶ୍ରେଷ୍ଠ ପ୍ରତିଷେଧକ ବ୍ୟବସ୍ଥା, କହିଲା ଏମ୍ସ୍‌

ନୂଆଦିଲ୍ଲୀ,୯।୫: ଭାରତରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଦେଶରେ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ପ୍ରତିଦିନ ବୃଦ୍ଧି ପାଉଛି। ମୃତକଙ୍କ ସଂଖ୍ୟା ବଢୁଥିବାରୁ ଅଭାବନୀୟ ସ୍ଥିତି...

ଦଳକୁ ହାରିବା ଦେଖି କଂଗ୍ରେସ ଜିଲାଧ୍ୟକ୍ଷଙ୍କ ହୃଦଘାତରେ ମୃତ୍ୟୁ

ଭୋପାଳ,୨୩।୫: ଚଳିତ ବର୍ଷ ଲୋକ ସଭା ନିର୍ବାଚନରେ କଂଗ୍ରେସକୁ ବଡ଼ ଝଟକା ଲାଗିଛି। ଏହାରି ଭିତରେ ମଧ୍ୟପ୍ରଦେଶରୁ ଦଳ ପାଇଁ ଏକ ଖରାପ ଖବର ଆସିଛି।...

ମୋଦିଙ୍କୁ ଭେଟିଲେ ଜଗନ୍‌ ମୋହନ

ନୂଆଦିଲ୍ଲୀ, ୨୬।୫: ଆନ୍ଧ୍ରପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଥିବା ଓ୍ପାଇଏସ୍‌ଆର୍‌ କଂଗ୍ରେସ ଅଧ୍ୟକ୍ଷ ଓ୍ବାଇ.ଏସ୍‌ ଜଗନ୍‌ ମୋହନ ରେଡ୍ଡୀ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ଜେଏନ୍‌ୟୁରେ ‘ମୋଦି ଗୋ ବ୍ୟାକ୍‌’ ସ୍ଲୋଗାନ୍‌

ନୂଆଦିଲ୍ଲୀ,୧୨।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଜେଏନ୍‌ୟୁରେ ସ୍ଲୋଗାନ ଦିଆଯାଇଛି। ଗୁରୁବାର ସନ୍ଧ୍ୟା ୬ଟା ୩୦ରେ ମୋଦି ଜେଏନ୍‌ୟୁରେ ସ୍ବାମୀ ବିବେକାନନ୍ଦଙ୍କ ପ୍ରତିମା ଲୋକାର୍ପଣ କରିବାର...

ପ୍ରତି ମିନିଟରେ ଜଣଙ୍କ ମୁଣ୍ଡ ନେଉଛି କରୋନା

ନୂଆଦିଲ୍ଲୀ, ୧୪।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। ଲଗାତାର ୧୨ ଦିନ ଧରି ଦେଶରେ ପ୍ରତିଦିନ ଏକ ହଜାରରୁ ଅଧିକ କରୋନା...

ପୁଡୁଚେରୀରେ ପହଞ୍ଚିଲା ହିଜାବ ବିବାଦ

ବେଙ୍ଗାଲୁରୁ,୯।୨: କର୍ନାଟକରେ ଆରମ୍ଭ ହୋଇଥିବା ହିଜାବ ବିବାଦ ଏବେ ପୁଡୁଚେରୀରେ ପହଞ୍ଚିଛି। ଏଠାରେ ଜଣେ ଆରିୟାନକପାମର ଏକ ସରକାରୀ ବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ତାଙ୍କ ସ୍କାର୍ଫ...

ଅମରନାଥ ଯାତ୍ରା ବାତିଲ

ଜମ୍ମୁ,୧୦।୭: ଖରାପ ପାଗ ଯୋଗୁ ଅମରନାଥ ଯାତ୍ରାକୁ ରବିବାରଠାରୁ ବାତିଲ କରିଦିଆଯାଇଛି। ଏପରି କି କଶ୍ମୀରରେ ଥିବା ୨ଟି କ୍ୟାମ୍ପରୁ କୌଣସି ନୂଆ ଭକ୍ତଙ୍କୁ ଆଉ...

Advertisement
Archives

Model This Week