Posted inଖେଳ

ପ୍ରଥମେ ବ୍ୟାଟିଂ କରିବ ଆରସିବି

ଚେନ୍ନାଇ, ୧୪ା୪- ପ୍ରଥମେ ବ୍ୟାଟିଂ କରିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗୋଲୋର (ଆରସିବି)। ଟସ୍‌ ଜିତି ପୁଣି ଥରେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ସନରାଇଜର୍ସ ହାଇଦ୍ରାବାଦ ଅଧିନାୟକ ଡେଭିଡ୍‌ ଓ୍ବାର୍ନର। ତେବେ ଏଠାରେ ପ୍ରଥମେ ବ୍ୟାଟିଂ କରୁଥିବା ଦଳ ହିଁ ପ୍ରାୟ ଜିତୁଛନ୍ତି। ହାଇଦ୍ରାବାଦ୍‌ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି। ମହମ୍ମଦ ନବିଙ୍କ ବଦଳରେ ଜାସନ ହୋଲ୍ଡରଙ୍କୁ ସ୍ଥାନ ମିଳିଛି। ସେହିଭଳି ଆରସିବି ଦଳକୁ ଫେରିଛନ୍ତି ଦେବଦତ୍ତ ପାଡିକଲ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସାମ କୁରାନଙ୍କ କୋଭିଡ୍‌-୧୯ ଟେଷ୍ଟ

ସାଉଥାମ୍ପଟନ,୩।୭(ପି.ଟି.): ଇଂଲଣ୍ଡ ଅଲରାଉଣ୍ଡର ସାମ୍‌ କୁରାନଙ୍କର କୋଭିଡ୍‌-୧୯ ଟେଷ୍ଟ କରାଯାଇଛି। ଅସୁସ୍ଥ ଅନୁଭବ କରିବା ପରେ ତାଙ୍କର ଏହି ଟେଷ୍ଟ କରାଯାଇଛଇ ବୋଲି କୁହାଯାଇଛି। ସେ...

ହାର୍ଦ୍ଦିକଙ୍କୁ କ୍ୟାପଟେନ କରିପାରେ ଅହମ୍ମଦାବାଦ ଫ୍ରାଞ୍ଚାଇଜ

ନୂଆଦିଲ୍ଲୀ,୧୦।୧: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସୋମବାର ଅହମ୍ମଦାବାଦର ନୂଆ ଆଇପିଏଲ ଫ୍ରାଞ୍ଚାଇଜକୁ ଲେଟର ଅଫ୍‌ ଇଣ୍ଟେଣ୍ଟ (ଉଦ୍ଦେଶ୍ୟ ପତ୍ର) ହସ୍ତାନ୍ତର କରିଛି। ବୋର୍ଡ...

ସେରେନା, ନାଡାଲ ଚତୁର୍ଥ ରାଉଣ୍ଡରେ

ଲଣ୍ଡନ, ୭ା୭ (ଏଏଫ୍‌ପି)-ସାତ ଥର ଚାମ୍ପିୟନ ସେରେନା ଓ୍ବିଲିୟମ୍ସ ଏବଂ ବିଶ୍ୱର ନମ୍ବର ଓ୍ବାନ ଆଶଲେ ବାର୍ଟି ଓ୍ବିମ୍ବେଲଡନ ଓପନ ଟେନିସ୍‌ ଚାମ୍ପିୟନଶିପ୍‌ ମହିଳା ସିଙ୍ଗଲ୍ସ...

୭ ବଲ୍‌ରେ ବିସ୍ଫୋରକ ୪୨ ରନ୍‌ କଲେ ଏହି ବ୍ୟାଟ୍ସମ୍ୟାନ୍‌: ରଚିଲେ ଇତିହାସ

ୟୁଏଇ,୨୦।୬: ପାକିସ୍ତାନ ସୁପର ଲିଗ (ପିଏସଏଲ)ରେ କରାଚି କିଙ୍ଗସ ଏବଂ କ୍ୱେଟା ଗ୍ଲେଡିଏଟର୍ସ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି କରାଚି ନିର୍ଦ୍ଧାରିତ...

ଏହି ଭାରତୀୟ କ୍ରିକେଟର୍‌ଙ୍କ ପୂର୍ବତନ ସ୍ତ୍ରୀଙ୍କୁ ମିଳିଲା ବଳାତ୍କାର ଧମକ

ନୂଆଦିଲ୍ଲୀ, ୬।୮: ଭାରତୀୟ କ୍ରିକେଟ୍‌ ଦଳର ପ୍ରମୁଖ ଦ୍ରୁତ ବୋଲର ମହମ୍ମଦ ସାମି ତାଙ୍କ ସ୍ତ୍ରୀ ହାସିନ ଜାହାନଙ୍କଠାରୁ କେବେଠୁ ଅଲଗା ହୋଇସାରିଛନ୍ତି। କିନ୍ତୁ ହାସିନ...

ପଣ୍ଡିତଙ୍କ ନିଯୁକ୍ତି ନେଇ ପ୍ରଶ୍ନ ଉଠାଇଲା କ୍ରିକେଟ କମିଟି

ଇନ୍ଦୋର,୩୦।୭(ପି.ଟି.): ପୂର୍ବତନ ଭାରତୀୟ ଉଇକେଟ କିପର ଚନ୍ଦ୍ରକାନ୍ତ ପଣ୍ଡିତଙ୍କୁ ମଧ୍ୟ ପ୍ରଦେଶ ଦଳର କୋଚ୍‌ ନିଯୁକ୍ତି କରାଯିବା ଉପରେ ମଧ୍ୟ ପ୍ରଦେଶ କ୍ରିକେଟ ଆସୋସିଏଶନ (ଏମ୍‌ପିସିଏ)...

ଶତକରୁ ବଞ୍ଚିତ ଧାଓ୍ବନ

ରାଜକୋଟ,୧୭।୧- ଅଷ୍ଟ୍ରେଲିଆ ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଦିନିକିଆରେ ଭାରତୀୟ ଓପନର ଶିଖର ଧାଓ୍ବନ ଅଳ୍ପକେ ଶତକରୁ ବଞ୍ଚିତ ହୋଇଛନ୍ତି। ସେ ୯୬ ରନ୍‌ର ଇନିଂସ ଖେଳି...

ଅନୁପମାଙ୍କ ପାଇଁ ଏସିଆନ ଗେମ୍ସ ସମ୍ଭାବନା; ଓଡ଼ିଶା ଜୁଜୁଟ୍‌ସୁ ସଂଘ ପକ୍ଷରୁ ସମ୍ବର୍ଦ୍ଧନା

ଭୁବନେଶ୍ୱର, ୫।୯(କ୍ରୀଡ଼ା ପ୍ରତିନିଧି)- ଦକ୍ଷିଣ କୋରିଆର ଚୁଙ୍ଗ୍‌ ଜୁଠାରେ ଅନୁଷ୍ଠିତ ବିଶ୍ୱ ମାର୍ଶାଲ ଆର୍ଟର ଅଲିମ୍ପିକ୍‌ ଭାବେ ବିବେଚିତ ହେଉଥିବା ମାଷ୍ଟରଶିପ୍‌ ପ୍ରତିଯୋଗିତାର ଜୁଜୁଟ୍‌ସୁ ଫାଇଟିଂ(କଣ୍ଟାକ୍ଟ...

Advertisement
Archives

Model This Week