ବକ୍ସିଂ ଡେ’ ଟେଷ୍ଟ ମ୍ୟାଚ୍ କାହିଁକି ଖେଳାଯାଏ, ଇତିହାସ ଜାଣନ୍ତୁ
ମେଲବର୍ନ, ୨୩।୧୨: ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ବକ୍ସିଂ ଡେ’ ଟେଷ୍ଟ ମ୍ୟାଚ୍ ଡିସେମ୍ବର ୨୬ରୁ ଆରମ୍ଭ ହେବାକୁ ଯାଉଛି। ତେବେ ଏହି ବକ୍ସିଂ ଡେ’ ଟେଷ୍ଟ ମ୍ୟାଚ୍ ପଛରେ କ’ଣ ଇତିହାସ ରହିଛି ଜାଣନ୍ତୁ। ଡିସେମ୍ବର ୨୬, ଅର୍ଥାତ୍ କ୍ରିସ୍ମାସ…
ରାଜ୍ୟରେ ସୁସ୍ଥ ହେଲେ ୩୦୪ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୨୩।୧୨(ବ୍ୟୁରୋ)-ରାଜ୍ୟରେ ବୁଧବାର ଆଉ ୩୦୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଅନୁଗୋଳ ଜିଲାରୁ ସର୍ବାଧିକ ୫୧ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ ୩୬, ସୁନ୍ଦରଗଡରୁ ୩୦, କଟକରୁ ୨୭, ମୟୂରଭଞ୍ଜରୁ ୨୧, ପୁରୀରୁ ୨୧, ବରଗଡରୁ ୧୫, ନୂଆପଡାରୁ ୧୪, ବାଲେଶ୍ବରରୁ…
୧ ଟଙ୍କାରେ ଗରିବଙ୍କୁ ଖାଦ୍ୟ ବାଣ୍ଟିବେ ଗୌତମ ଗମ୍ଭୀର
ନୂଆଦିଲ୍ଲୀ,୨୩ା୧୨-ମାତ୍ର ୧ ଟଙ୍କାରେ ଖାଦ୍ୟ ବାଣ୍ଟିବେ ଭାଜପା ଏମ୍ପି ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର। ଏ ନେଇ ବୁଧବାର ଗମ୍ଭୀରଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଗମ୍ଭୀର ତାଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀ ଗାନ୍ଧୀନଗରଠାରେ ‘ଜନ୍…
ସର୍ବଶ୍ରେଷ୍ଠ ଟି -୨୦ ତାଲିକା: ପ୍ରଥମ ୧୦ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଭାରତର ୨ଜଣ
ନୂଆଦିଲ୍ଲୀ,୨୩।୧୨: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ବୁଧବାର ସର୍ବଶ୍ରେଷ୍ଠ ଟି -୨୦ ତାଲିକା ପ୍ରକାଶ କରିଛି। ଭାରତୀୟ ବ୍ୟାଟ୍ସମ୍ୟାନ କେଏଲ ରାହୁଲ ଓ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଆଇସିସି ଟି-୨୦ ତାଲିକାର ପ୍ରଥମ ୧୦ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସ୍ଥାନ…
ସ୍କୁଟି ଉପରେ ଚଢ଼ିଗଲା କ୍ରେନ୍: ଚାଲିଗଲା ୨ ଜୀବନ
ବାଲେଶ୍ୱର ଅଫିସ, ୨୩।୧୨-ବାଲେଶ୍ୱର ସହଦେବଖୁଣ୍ଟା ମଡ଼େଲ ଥାନା ଅଧୀନ ରାମେଶ୍ୱର ମନ୍ଦିର ଛକରେ ବୁଧବାର ଅପରାହ୍ନ ୪ଟା ବେଳେ ଏକ ଅଚଳ ଟ୍ରକ୍କୁ କ୍ରେନ୍ ଦ୍ୱାରା ଗ୍ୟାରେଜ୍କୁ ନିଆଯାଉଥିବା ବେଳେ କେନ୍ ଡ୍ରାଇଭର ଭାରସାମ୍ୟ ହରାଇ ଗୋଟିଏ ସ୍କୁଟି ଉପରେ ଚଢ଼ିିଯିବାରୁ…
ନାତିର ନାମକରଣ କଲେ ମୁକେଶ ଅମ୍ବାନୀ
ମୁମ୍ବାଇ,୨୩।୧୨: ଭାରତର ପ୍ରସିଦ୍ଧ ବ୍ୟବସାୟୀ ମୁକେଶ ଅମ୍ବାନୀ ନିକଟରେ ଜେଜେ ହୋଇଛନ୍ତି। ନାତି ଜନ୍ମ ହେବାର ୧୨ଦିନ ପରେ ଏବେ ଅମ୍ବାନୀ ପରିବାର ନବଜାତର ନାମକରଣ କରିଛନ୍ତି। ମୁକେଶଙ୍କ ବଡ ପୁଅ ଆକାଶ ଅମ୍ବାନୀ ଏବଂ ତାଙ୍କ ସ୍ତ୍ରୀ ଶ୍ଲୋକା ମେହେଟ୍ଟା…
ବିମାନବନ୍ଦରରୁ ଖାଲିସ୍ତାନ ଆତଙ୍କବାଦୀ ଗିରଫ
ନୂଆଦିଲ୍ଲୀ,୨୩।୧୨-ନୂଆଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ବିମାନବନ୍ଦରରୁ ବୁଧବାର ଏନଆଇଏ ଜଣେ ଖାଲିସ୍ତାନ ଆତଙ୍କବାଦୀକୁ ଗିରଫ କରିଛି। ସେ ହେଲା ଗୁରଜିତ ସିଂହ ନିଜ୍ଜର। ପୁଣେ ଖଲିସ୍ତାନୀ ମାମଲାରେ ଏନଆଇଏ ଗୁରଜିତକୁ ଗିରଫ କରିଛି। ଏହାପୂର୍ବରୁ ସେ ସାଇପ୍ରସରେ ଲୁଚିଥିଲା। ପଞ୍ଜାବରେ ଖଲିସ୍ତାନୀ ଆତଙ୍କବାଦକୁ…
ପାକିସ୍ତାନକୁ ସୁପର୍ ଝଟ୍କା ଦେଲା ଚାଇନା
ବେଜିଂ,୨୩।୧୨: ପାକିସ୍ତାନ ଏବେ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଏହି ବିପଦ ସମୟରେ ପାକିସ୍ତାନର ସହାୟତା ପାଇଁ ବନ୍ଧୁ ଚାଇନା ସର୍ତ୍ତ ରଖିବା ଆରମ୍ଭ କରିଛି। ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର ଅଧୀନରେ ଚାଇନା ପାକିସ୍ତାନରେ ବିପୁଳ ପରିମାଣର ବିନିଯୋଗ କରୁଛି।…
ଗତ ମାସେ ଭିତରେ ବ୍ରିଟେନରୁ ଭାରତ ଆସିଛନ୍ତି ୫୦ ହଜାରରୁ ଅଧିକ ଲୋକ: ଚାଲିଛି ଠିକଣା ଖୋଜା
ନୂଆଦିଲ୍ଲୀ,୨୩।୧୨: ସମଗ୍ର ବିଶ୍ୱରେ କରୋନା ମାମଲା ହ୍ରାସ ହେବା ପରେ ଲୋକଙ୍କ ସାଧାରଣ ଜୀବନଯାପନ ସ୍ବାଭାବିକ୍ ହେବାକୁ ଲାଗିଥିଲା। କିନ୍ତୁ ହଠାତ୍ ବ୍ରିଟେନରେ କରୋନା ଭୂତାଣୁର ଏକ ନୂଆ ରୂପ ଦେଖାଯାଇଛି। ଫଳରେ ପୁଣି ଥରେ ବିଶ୍ୱରେ ଭୟର ବାତାବରଣ ସୃଷ୍ଟି…
ବଦଳିଲେ ନୟାଗଡ଼ ଏସ୍ପି
ଭୁବନେଶ୍ୱର,୨୩।୧୨(ବ୍ୟୁରୋ)-ବଦଳିଲେ ନୟାଗଡ଼ ଏସ୍ପି ପ୍ରତ୍ୟୁଷ ଦିବାକର। ପ୍ରତ୍ୟୁଷଙ୍କୁ ଏଆଇଜି ମୁଖ୍ୟାଳୟ ଭାବେ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ସିଦ୍ଧାର୍ଥ କାଟାରିଆଙ୍କୁ ଅବସ୍ଥାପିତ କରାଯାଇଛି। ଏ ନେଇ ବୁଧବାର ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।
କୃଷକ ସଂଗଠନର ଚେତାବନୀ: ନିଆଁ ସହ ନ ଖେଳନ୍ତୁ ସରକାର
ନୂଆଦିଲ୍ଲୀ,୨୩।୧୨: କୃଷକ ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନ ୨୮ତମ ଦିନରେ ପହଞ୍ଚିଛି। ଏହି ଆନ୍ଦୋଳନକୁ ଶେଷ କରିବା ପାଇଁ ସରକାର ପୁଣି ଥରେ ବୁଝାମଣା ପାଇଁ ଏକ ପ୍ରସ୍ତାବ ପଠାଯାଇଥିଲେ ଯାହାକୁ କୃଷକମାନେ ପ୍ରତ୍ୟାଖ୍ୟାନ କରିଛନ୍ତି। କୃଷକ ସଂଗଠନ ପକ୍ଷରୁ କୁହାଯାଇଛି…
ଅବସର ନେବେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ
ଭୁବନେଶ୍ୱର,୨୩।୧୨(ବ୍ୟୁରୋ)- ଅବସର ଗ୍ରହଣ କରିବେ ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ। ଏ ନେଇ ବୁଧବାର ସାଧାରଣ ପ୍ରଶାସନ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ମୁଖ୍ୟ ଶାସନ ଅସିତ୍ କୁମାର ତ୍ରିପାଠୀ ଆସନ୍ତା ୩୧ ତାରିଖ ଦିନ ଅବସର…
Archives


