ଏହି ବ୍ରହ୍ମାସ୍ତ୍ର ଆଗରେ ହାର ମାନିବ କରୋନା…

ଜେନେଭା/ନୂଆଦିଲ୍ଲୀ,୨୦।୪: ପୃଥିବୀରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି। ଏପରିସ୍ଥଳେ କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ମାସ୍କ୍‌ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବା କରୋନା ଲଢ଼େଇ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଥାନ୍ତି। କରୋନା ଲଢ଼େଇରେ ମାସ୍କ୍‌ ହିଁ ବ୍ରହ୍ମାସ୍ତ୍ର ବୋଲି କୁହାଯାଉଛି। ମାସ୍କ୍‌ ପିନ୍ଧିଲେ ସଂକ୍ରମଣରୁ ଦୂରେଇ ରହିବା ସହଜ ହୋଇଥାଏ। ଆକ୍ରାନ୍ତଙ୍କ ନିଶ୍ୱାସ ନେବା ସମୟରେ ବାୟୁମଣ୍ଡଳରେ ପ୍ରବେଶ କରୁଥିବା କରୋନା ଭୁତାଣୁ ଭାସମାନ ଅବସ୍ଥାରେ ରହିଥାଏ। ଏଭଳିସ୍ଥଳେ ଏହା ବିନା ମାସ୍କ୍‌ରେ ଥିବା ସୁସ୍ଥ ଲୋକଙ୍କ ଶରୀରରେ ସହଜରେ ପ୍ରବେଶ କରିବାର ଆଶଙ୍କା ରହିଥାଏ। ମାତ୍ର ମାସ୍କ୍‌ ପିନ୍ଧିଲେ ଏହି ଆଶଙ୍କା ଦୂର ହୋଇପାରିଥାଏ ବୋଲି ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଲନ ମସ୍କ ଲଞ୍ଚ କଲେ ଟୁଇଟରର ଅପଡେଟେଡ ଆକାଉଣ୍ଟ ଭେରିଫିକେଶନ ପ୍ରୋଗ୍ରାମ, ୩ ରଙ୍ଗରେ ହେବ ଟିକ୍‌

ୱାଶଂଟନ,୧୩ ।୧୨: କିଛି ଦିନର ଅପେକ୍ଷା ପରେ ଶେଷରେ ଟୁଇଟର ଅପଡେଟେଡ ଆକାଉଣ୍ଟ ଭେରିଫିକେଶନ ପ୍ରୋଗ୍ରାମ ଲଞ୍ଚ କରିଛି । ଫଳରେ ଏବେ ଭେରିଫାଏଡ ଆକାଉଣ୍ଟ...

୧୨୬ ବର୍ଷ ବୟସରେ ଆଖି ବୁଜିଲେ ପୃଥିବୀର ବୟସ୍କା ମହିଳା: ରହିଛନ୍ତି ୨୦୦ରୁ ଅଧିକ ନାତିନାତୁଣୀ

ଦଖନା,୩୦।୧: ପୃଥିବୀର ବୟସ୍କା ମହିଳାଙ୍କର ୧୨୬ ବର୍ଷ ବୟସରେ ମୃତ୍ୟୁ ଘଟିଛି। ତାଙ୍କର ୨୦୦ରୁ ଅଧିକ ନାତିନାତୁଣୀ ଥିବା କୁହାଯାଉଛି। ଉଜ୍‌ବେକିସ୍ତାନର ଏହି ବୟସ୍କା ମହିଳା...

ଝିଅ ବାହାଘରରେ ୪୮୫ କୋଟି ଟଙ୍କା ଖର୍ଚ୍ଚ କରିଥିଲେ, ଏବେ ଚଳିବାକୁ ଟଙ୍କା ନାହିଁ

ଲଣ୍ଡନ,୨୩।୧୦:ପ୍ରସିଦ୍ଧ ଇସ୍ପାତ ବ୍ୟବସାୟୀ ଲକ୍ଷ୍ମୀ ମିତ୍ତଲଙ୍କ ସାନଭାଇ ପ୍ରମୋଦ ମିତ୍ତଲ ତାଙ୍କ ଝିଅର ବିବାହରେ ପ୍ରାୟ ୪୮୫ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। କିନ୍ତୁ ଏବେ...

କରୋନା ସଂକ୍ରମଣରୁ ମୁକ୍ତି ପାଇଁ ଟକ୍ସିକ ମିଥାନଲ ପିଇ ୭ଶହରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ!

ତେହେରାନ,୨୮।୪: କରୋନା ଭାଇରସ ଏବେ ସାରା ବିଶ୍ୱରେ କାୟା ବିସ୍ତାର କରିଥିବା ବେଳେ ଏହି ମହାମାରୀ ଯୋଗୁ ବିଶ୍ୱରେ ଦିନକୁ ହଜାର ହଜାର ଲୋକଙ୍କ ଜୀବନ...

ମାଟି ଧସି ୨୧ ମୃତ, ୬ ନିଖୋଜ

ବେଜିଂ,୧୪ା୮: ଚାଇନାର ସିୟାନରେ ପ୍ରବଳ ବର୍ଷା ପ୍ରଭାବରେ ମାଟି ଧସିବାରୁ ୨୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ନିଖୋଜ ଅଛନ୍ତି। ଜିଆନ ଜିଲାର...

ପୁଣି ଛଟେଇ ହୋଇପାରନ୍ତି ମେଟା କର୍ମଚାରୀ

ୱାଶିଂଟନ,୧୩ ।୨: ଫେସବୁକର ପ୍ୟାରେଣ୍ଟ କମ୍ପାନୀ ମେଟା ଆଗକୁ ଆଉ କେତେଜଣ କର୍ମଚାରୀଙ୍କୁ ଛଟେଇ କରିପାରେ ବୋଲି କୁହାଯାଉଛି । କମ୍ପାନୀ ଏହି ଉଦ୍ଦେଶ୍ୟରେ ରହିଛି...

୫୬୦୦ ଆଫଗାନିସ୍ତାନ ନାଗରିକଙ୍କୁ ନିଜ ଦେଶରୁ ବିଦାକଲା ଇରାନ

ତେହେରାନ,୨୯ା୭: ନିଜ ଦେଶରେ ଆଫଗାନିସ୍ତାନ ନାଗରିକଙ୍କ ସଂଖ୍ୟାକୁ ନେଇ ଇରାନ ଆଫଗାନିସ୍ତାନ ନାଗରିକମାନଙ୍କୁ ବିଦାକରିଛି। କାବୁଲରେ ତାଲିବାନ ନେତୃତ୍ୱାଧୀନ ସରକାର କହିଛନ୍ତି, ଗତ କିଛି ସପ୍ତାହ...

ରୁଷିଆ-ବେଲାରୁଷର ମିଳିତ ସମରାଭ୍ୟାସ, ୟୁକ୍ରେନ ଭୟଭୀତ

କିଭ୍‌,୧୬ା୧:ରୁଷିଆ ଏବଂ ବେଲାରୁଷ ସୋମବାର ମିଳିତ ବାୟୁସେନା ସମରାଭ୍ୟାସ ଆରମ୍ଭ କରିଛନ୍ତି। ଏହି କାରଣରୁ କିଭ୍‌ରେ ଭୟର ବାତାବରଣ ସୃଷ୍ଟି ହୋଇଛି। ମିଳିତ ବାୟୁସେନା ସମରାଭ୍ୟାସ...

Advertisement
Archives

Model This Week