ନରସିଂହ ମିଶ୍ରଙ୍କୁ କରୋନା; ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ନିଜର ପରୀକ୍ଷା କରାଇନେବାକୁ ପରାମର୍ଶ
ଭୁବନେଶ୍ୱର,୨୨।୪(ବ୍ୟୁରୋ): ବଲାଙ୍ଗୀର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ଟୁଇଟ୍ କରି ସୂଚନା ଦେଇଛନ୍ତି। ଗତ କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ କୋଭିଡ୍ ଟେଷ୍ଟ…
ନିରାମୟ ଯୋଜନା ପ୍ରହସନ
ଯାଜପୁର ରୋଡ୍,୨୨।୪: ଯାଜପୁରରୋଡ୍ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (ସିଏଚ୍ସି) ପରିସରରେ ଘରୋଇ ଔଷଧ ଦୋକାନ ରହିବା ଯୋଗୁ ରାଜ୍ୟ ସରକାରଙ୍କ ନିରାମୟ ଯୋଜନା ପ୍ରତିହତ ହେଉଛି। ଗରିବ ଶ୍ରେଣୀର ରୋଗୀମାନଙ୍କୁ କେତେଜଣ ଡାକ୍ତର ନିରାମୟ ଯୋଜନାରେ ଔଷଧ ନ ଦେଇ ବାହାରେ କିଣିବାକୁ…
ଆଖି ବୁଜିଲା ବାଘୁଣୀ ରେଣୁକା
ବାରଙ୍ଗ, ୨୨।୪ (ଡି.ଏନ୍.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନର ଅନ୍ୟତମ ଆକର୍ଷଣ ବାଘୁଣୀ ରେଣୁକାର ବୁଧବାର ମୃତ୍ୟୁ ଘଟିଛି। ରେଣୁକା ଦୀର୍ଘଦିନ ଧରି ଅସୁସ୍ଥ ଥିବା କାରଣରୁ ତା’ର ମୃତ୍ୟୁ ଘଟିଲା ବୋଲି ନନ୍ଦନକାନନ ଉପନିର୍ଦ୍ଦେଶକ ବିମଳ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି। ରୋହିତ…
ଯୁକ୍ତ ୨ ପରୀକ୍ଷା ବାତିଲ ଦାବି: ଲୋୟର ପିଏମ୍ଜିରେ ଛାତ୍ରୀଛାତ୍ରଙ୍କ ଧାରଣା
ଭୁବନେଶ୍ୱର,୨୨।୪(ବ୍ୟୁରୋ): ମାଟ୍ରିକ ପରୀକ୍ଷା ପରେ ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ଧାରଣାରେ ବସିଲେ ଛାତ୍ରୀଛାତ୍ର। ଗୁରୁବାର ରାଜଧାନୀର ଲୋୟର ପିଏମ୍ଜିଠାରେ ବିଭିନ୍ନ କଲେଜର ଛାତ୍ରୀଛାତ୍ରମାନେ ବିକ୍ଷୋଭ କରିଛନ୍ତି। ଯଦି ଦଶମ ଶ୍ରେଣୀ ପିଲାଙ୍କୁ କରୋନା ହେବାର ଭୟ ରହିଛି, ତେବେ…
ହସ୍ପିଟାଲରୁ ୧୭୧୦ କରୋନା ଡୋଜ୍ ଚୋରି…
ଜିନ୍ଦ,୨୨।୪: କରୋନା ସଂକ୍ରମଣ ନେଇ ଅସମ୍ଭାଳ ସ୍ଥିତି ସୃଷ୍ଟି ହୋଇଛି। ଏପରିସ୍ଥଳେ କଳାବଜାର, କରୋନା ଟିକା ଚୋରି ଏବଂ ନକଲି ଇଞ୍ଜେକଶନ୍ ବିକ୍ରି ଘଟଣା ବୃଦ୍ଧି ପାଉଛି। ହରିୟାଣା ଜିନ୍ଦ ଅଞ୍ଚଳରେ ପି.ପି. ସେଣ୍ଟରରୁ ୧୭୧୦ କରୋନା ଡୋଜ୍ ଚୋରି ହୋଇଯାଇଛି।…
ଆଜି ରାଜ୍ୟରେ ଆଖି ବୁଜିଲେ ଆଉ ୭ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୨୨।୪(ବ୍ୟୁରୋ): ଦିନକୁ ଦିନ ରାଜ୍ୟରେ କରୋନା କାୟା ବିସ୍ତାର କରିଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। କରୋନା ଆଜି ଆଉ ୭ ଜଣଙ୍କ ଜୀବନ ନେଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…
ସୁରକ୍ଷା ଆମର ଦାୟିତ୍ୱ
ପରିବେଶ ସଂରକ୍ଷଣ ଦୃଷ୍ଟିକୋଣରୁ ‘ବିଶ୍ୱ ଧରିତ୍ରୀ ଦିବସ’ର ମହତ୍ତ୍ୱ ବେଶ୍ ଅଧିକ। ଗତ କିଛି ବର୍ଷ ଧରି ଏହି ଦିବସ ପାଳନ କରିବା ଲାଗି ଅଧିକାଂଶ ଦେଶରେ ବିଶେଷ ଆଗ୍ରହ ଦେଖିବାକୁ ମିଳିଛି। ଏହାର କାରଣ ପଛରେ ରହିଛି ଜଳବାୟୁ ପରିବର୍ତ୍ତନ।…
ଅକ୍ସିଜେନ୍ ନାହିଁ, ରୋଗୀଙ୍କୁ ଫେରାଇ ନିଅ: ହସ୍ପିଟାଲର ଅଡ଼ିଓ ଭାଇରାଲ…
ଲକ୍ଷ୍ନୌ,୨୨।୪: କରୋନା ସଂକ୍ରମଣ ନେଇ ଅସମ୍ଭାଳ ସ୍ଥିତି ସୃଷ୍ଟି ହୋଇଛି। ଏପରିସ୍ଥଳେ ଅକ୍ସିଜେନ୍ ଅଭାବ ଯୋଗୁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି। ହସ୍ପିଟାଲ ଆସୁଥିବା ରୋଗୀଙ୍କୁ ଏବେ ଫେରିବାକୁ ପଡୁଛି। ହସ୍ପିଟାଲରେ ଅକ୍ସିଜେନ୍ ଷ୍ଟକ୍ ନ ଥିବା କହି…
ଆଜି ବିଶ୍ୱ ଧରିତ୍ରୀ ଦିବସ: ଆମ ପୃଥିବୀର ପୁନରୁଦ୍ଧାର
ପୃଥିବୀ ଆମର ଘର। ନିଜ କୋଳରେ ଆମକୁ ଧରି ରଖିଥିବାରୁ ତା’ର ନାମ ଧରା ବା ଧରିତ୍ରୀ। ଆମର ମୌଳିକ ଆବଶ୍ୟକତାକୁ ପୂରଣ କରିବା ପାଇଁ ଧରାପୃଷ୍ଠରେ ପ୍ରାକୃତିକ ସମ୍ପଦ ରହିଛି। ଆମେ କିନ୍ତୁ ଆମର ଲୋଭକୁ ପୂରଣ କରିବା ଲାଗି…
ଆଜି ରାଜ୍ୟରେ ୬୦୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ସବୁଠୁ ଆଗରେ ଖୋର୍ଦ୍ଧା
ଭୁବନେଶ୍ୱର,୨୨।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗୁରୁବାର ରାଜ୍ୟରୁ ୬,୧୬୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୮୮,୪୭୯ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ…
ଚକିତ ନୁହେଁ, ଚିନ୍ତିତ
ଅନୁଗୋଳ ଅଫିସ, ୨୨।୪: ରାଜ୍ୟରେ କରୋନା ଯେପରି କାୟା ମେଲାଇ ଚାଲିଛି, ତହିଁରେ ମାଟ୍ରିକ ପରୀକ୍ଷା କରିବା ସମ୍ଭବ ନୁହେଁ। ଏହା ଉପଲବ୍ଧି କରିବା ପରେ ଆସନ୍ତା ମେ’ ୩ ତାରିଖରୁ ହେବାକୁ ଥିବା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ସରକାର…
ସଂକ୍ରମଣ ରୋକିବାକୁ ସୀମା ସିଲ୍
ଭୋଗରାଇ,୨୨।୪(ଡି.ଏନ.ଏ.): ମହାମାରୀ କରୋନାର ଦ୍ୱିତୀୟ ଲହର କ୍ଷିପ୍ର ଗତିରେ ସଂକ୍ରମିତ ହେଉଥିବା ବେଳେ ରାଜ୍ୟ ସରକାର ସତର୍କତା ମୂଳକ ଆନ୍ତଃରାଜ୍ୟ ସଡ଼କ ପଥ ସୀମାକୁ ସିଲ୍ କରିଛନ୍ତି। ଏଭଳି ସ୍ଥିତିରେ ବାଲେଶ୍ୱର ଜିଲା ସୀମାନ୍ତ ପଶ୍ଚିମବଙ୍ଗକୁ ସଂଯୋଗ କରୁଥିବା ଜଳେଶ୍ୱର ଓ…

