Home Left

ଭୁବନେଶ୍ୱର କୁମାରକୁ ଝଟକା

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ଦ୍ରୁତ ବୋଲର୍‌ ଭୁବନେଶ୍ୱର କୁମାର ଆହୁରି ୬ ସପ୍ତାହ ପର୍ଯ୍ୟନ୍ତ କ୍ରିକେଟରୁ ଦୂରରେ ରହିବେ। ଏବେ ସେ ଆଇପିଏଲ୍‌ ୨୦୨୧ ସମୟରେ ହିଁ ମଇଦାନକୁ ଫେରିପାରିବେ। ଅକ୍ଟୋବରରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ ସମୟରେ ତାଙ୍କ ଜଙ୍ଘରେ ଆଘାତ ଲାଗିଥିଲା।…

ଭାରତ ବିରୋଧରେ ପବିତ୍ର ଯୁଦ୍ଧ କରିବେ ଏହି ପାକିସ୍ତାନ କ୍ରିକେଟର୍‌!

ଇସଲାମାବାଦ,୨୫।୧୨: ପାକିସ୍ତାନର ପୂର୍ବତନ ପେସର୍‌ ଶୋଏବ ଅଖତର ‘ଗଜୱା-ଇ-ହିନ୍ଦ’ର ସ୍ବପ୍ନ ଦେଖୁଛନ୍ତି। ସେ କହିଛନ୍ତି ଯେ ଆମେ କାଶ୍ମୀରକୁ କାବୁ କରି ଭାରତ ଉପରେ ଆକ୍ରମଣ କରିବୁ। ସାମ ଟିଭିଙ୍କୁ ଦିଆଯାଇଥିବା ଏକ ସାକ୍ଷାତକାରରେ ଶୋଏବ ଅଖତର ଏହି କଥା କହିଛନ୍ତି।…

ଏମିତି ସ୍କୁଲ, ଯେଉଁଠି ଲୋକେ ନେଉଛନ୍ତି ଝଡ଼ାଫୁଙ୍କା ତାଲିମ

ଗୋଟିଏ ପଟେ ବିଜ୍ଞାନର ଅଗ୍ରଗତି ହେଉଥିବା ବେଳେ ଆଉକିଛି ଲୋକ ଅନ୍ଧବିଶ୍ୱାସକୁ ଜାବୁଡ଼ି ଧରିଛନ୍ତି। ଏପରିକି ଅନ୍ଧବିଶ୍ୱାସ ପାଇଁ ସ୍ବତନ୍ତ୍ର ଏକ ପାଠଶାଳା ମଧ୍ୟ ଖୋଲିଛନ୍ତି। ଯେଉଁଠାରେ ଝଡ଼ାଫୁଙ୍କା ନିମନ୍ତେ ତାଲିମ ଦିଆଯାଏ। ଏମିତି ଏକ ଅଜବ ପାଠଶାଳା ଝାଡ଼ଖଣ୍ଡର ଲାତେହାର…

୨୯ ବର୍ଷ ପୂର୍ବେ ଆଜିର ଦିନରେ ମୁସଲମାନ ଯୁବତୀଙ୍କ ହାତ ଧରିଥିଲେ ସୁନିଲ ସେଟ୍ଟୀ; ପରିବାରକୁ ବୁଝାଇବାକୁ ଲାଗିଥିଲା ନଅ ବର୍ଷ

ବମ୍ବେ: ଅଭିନେତା ସୁନିଲ ସେଟ୍ଟୀଙ୍କ ବିବାହକୁ ପୁରିଛି ୨୯ ବର୍ଷ। ବଲିଉଡ୍‌ରେ ଡେବ୍ୟୁ କରିବା ପୂର୍ବରୁ ହାତକୁ ଦୁଇ ହାତ ହୋଇସାରିଥିଲେ ସେ। ୧୯୯୧ରେ ମାନାଙ୍କୁ ପ୍ରେମ ବିବାହ କରିଥିଲେ ସୁନିଲ। କୋନେପିୟନ ସି ରୋଡରେ ଥିବା ଏକ କେକ୍‌ ଦୋକାନରୁ…

ଦ୍ୱିତୀୟ ଟେଷ୍ଟ ପାଇଁ ଭାରତୀୟ ଦଳର ଚୂଡାନ୍ତ ଏକାଦଶ ଘୋଷଣା: ଏହି ଦୁଇ ଖେଳାଳି କରିବେ ଡେବ୍ୟୁ

ମେଲବର୍ନ,୨୫।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଶନିବାରଠାରୁ ମେଲବର୍ନରେ ଖେଳାଯିବ। ବକ୍ସିଂ ଡେ ଟେଷ୍ଟ ମ୍ୟାଚର ଗୋଟିଏ ଦିନ ପୂର୍ବରୁ ଟିମ ଇଣ୍ଡିଆ ଚୂଡାନ୍ତ ଏକାଦଶ ଘୋଷଣା କରିଛି। ଏହି ମ୍ୟାଚରେ…

ବଧୂ ବେଶରେ ସଜେଇ ହୋଇଥିବା ପ୍ରେମିକାଙ୍କୁ ଭେଟିବାକୁ ଯାଇଥିଲେ ପ୍ରେମିକ, ଆଉ ତା’ପରେ

ଲକ୍ଷ୍ନୌ,୨୫।୧୨: ଉତ୍ତର ପ୍ରଦେଶର ଦଓ୍ବେରିଆରେ ଏକ ଅଭାବନୀୟ ଘଟଣା ଘଟିଛି। ବଧୂ ବେଶରେ ସଜେଇ ହୋଇଥିବା ପ୍ରେମିକାଙ୍କୁ ଭେଟିବାକୁ ଯାଇଥିଲେ ପ୍ରେମିକଙ୍କୁ ମହଙ୍ଗା ପଡିଛି। ପ୍ରେମିକାଙ୍କ ଶାଶୁଘର ଲୋକେ ତାଙ୍କୁ ପିଟିପଟି ହତ୍ୟା କରିଛନ୍ତି। ବନକଟା ପୋଲିସ ୭ ଲୋକଙ୍କ ବିରୋଧରେ…

ହିନ୍ଦୁ ମହିଳାଙ୍କୁ ମନ୍ଦିର ଦର୍ଶନ କରାଇ ଦେବା ପାଇଁ କାନ୍ଧରେ ବସାଇ ନେଲେ ମୁସଲମାନ ଯବାନ

ଆନ୍ଧ୍ରପ୍ରଦେଶର ତିରୁମାଲାରେ ଧାର୍ମିକ ସମନ୍ବୟର ଏକ ଅନନ୍ୟ ଉଦାହରଣ ଦେଖିବାକୁ ମିଳିଛି। ଜଣେ ମୁସଲମାନ ଯବାନ ହିନ୍ଦୁ ମହିଳାଙ୍କୁ କାନ୍ଧରେ ବସାଇ ୬ କିଲୋମିଟର ନେଇଥିଲେ। କାରଣ ମହିଳା ତିରୁମାଲା ମନ୍ଦିରରେ ଭଗବାନ ଭେଙ୍କଟେଶ୍ୱରଙ୍କୁ ପୂଜା କରିପାରିବେ। ୫୮ ବର୍ଷୀୟା ମହିଳା…

କ୍ଲିନିକ୍‌ରେ ପହଞ୍ଚିଲେ ଅନୁଷ୍କା ଶର୍ମା

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ସ୍ତ୍ରୀ ତଥା ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଗର୍ଭାବସ୍ତାର ଶେଷ ସମୟ ଚାଲିଛି। ଖୁବ୍‌ଶୀଘ୍ର ତାଙ୍କ ଘରକୁ ନୂଆ ଅତିଥି ଆସିବାକୁ ଯାଉଛନ୍ତି। କିଛି ମାସ ପୂର୍ବେ ଅନୁଷ୍କା ଘୋଷଣା କରିଥିଲେ ଯେ,…

୯ କୋଟି କୃଷକଙ୍କ ବ୍ୟାଙ୍କ ଖାତାକୁ ମୋଦି ସରକାର ପଠାଇବେ ୧୮ ହଜାର କୋଟି ଟଙ୍କା

ନୂଆଦିଲ୍ଲୀ,୨୫ ।୧୨: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍‌-କିଷାନ) ଯୋଜନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପାଖାପାଖି ୯କୋଟି କୃଷକଙ୍କ ବ୍ୟାଙ୍କ ଖାତାକୁ ୧୮ ହଜାର କୋଟି ଟଙ୍କା ପଠାଇବାର କାର୍ଯ୍ୟକ୍ରମ ରହିଛି । ଭାରତୀୟ ଜନତା ପାର୍ଟି(ଭାଜପା) ଏହାକୁ ଉତ୍ସବ…

କମଲ ହାସନଙ୍କୁ ଝଟ୍‌କା

ଚେନ୍ନାଇ,୨୫।୧୨: ଅଭିନେତାରୁ ରାଜନେତା ପାଲଟିଥିବା କମଲ ହାସନଙ୍କୁ ବଡ ଝଟ୍‌କା ଲାଗିଛି। ତାମିଲନାଡୁର ରାଜଧାନୀ ଚେନ୍ନାଇରେ କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ନେତା ପ୍ରକାଶ ଜାଭଡେକରଙ୍କ ଉପସ୍ଥିତିରେ କମଲ ହାସନଙ୍କ ଦଳର ନେତା ମକ୍କଲ ନିଧି ମାୟାମର ନେତା ଅରୁଣାଚଳମ ଭାଜପାରେ…

କଂଗ୍ରେସ କୃଷକଙ୍କୁ ଭୁଲ ରାସ୍ତା ଦେଖାଉଛି: ନଡ୍ଡା

ନୂଆଦିଲ୍ଲୀ,୨୫ ।୧୨: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ଓ କଂଗ୍ରେସ ମଧ୍ୟରେ କଥା କଟାକଟି ଲାଗି ରହିଛି । ଏହାକୁ ନେଇ ଗୁରୁବାର ସନ୍ଧ୍ୟାରେ ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ସୋନିଆ…

ବୋହୂଙ୍କ ମୁଣ୍ଡରୁ ଓଢଣୀ ଖସିଯିବାରୁ ଶ୍ୱଶୁର ନେଲେ ଏମିତି ନିଷ୍ପତ୍ତି

ଗୁରୁଗାଓଁ,୨୫।୧୨: ଦିଲ୍ଳୀର ଗୁରୁଗାଓଁରେ ଏକ ଅଭାବନୀୟ ଘଟଣା ଘଟିଛି। ରୋଷେଇ ଘରେ କାମ କରୁଥିବାବେଳେ ଜଣେ ମହିଳାଙ୍କ ମୁଣ୍ଡରୁ ଓଢଣୀ ଖସିଯିବାରୁ ଶ୍ୱଶୁର ଏବଂ ଦିଅର ମିଶି ତାଙ୍କୁ ପିଟିବା ସହ ଅସଦାଚରଣ କରିଥିଲେ। ପୀଡିତା ଶୌଚାଳୟରେ ଲୁଚି ନିଜ ଜୀବନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri