ସଞ୍ଜୟଙ୍କ ଲେଖାକୁ ନେଇ ଉଠିଲା ବିବାଦ
ମୁମ୍ବାଇ,୨୭ ।୧୨: ଶିବସେନାର ରାଜ୍ୟସଭା ଏମ୍ପି ସଞ୍ଜୟ ରାଉତ ଦଳର ମୁଖପତ୍ର ‘ସମାନା’ରେ ଏକ ବିଶେଷ କଲମ ଲେଖିଛନ୍ତି । ସେ ଲେଖିଛନ୍ତି ଆମ ପ୍ରଧାନମନ୍ତ୍ରୀ ରାଜ୍ୟ ରାଜ୍ୟ ସରକାରଙ୍କୁ ଅସ୍ଥିର କରିବାକୁ ଲାଗିଛନ୍ତି । ଆଉ ଏଭଳି ସ୍ଥିତିରେ ଭାରତ…
୮୦ ବର୍ଷ ବୟସରେ ପାଖରେ ରହିଛି ୮୦ଟି ଦାମୀ ପୋର୍ସେ କାର୍
ବୟସ ବଢ଼ିବା କେବଳ ଏକ ସଂଖ୍ୟା। ଯଦି ଜଣେ ବ୍ୟକ୍ତି ଏକଥା ମନ ମଧ୍ୟରେ ରଖିବ ତେବେ ମନୋବଳ ଆହୁରି ବୃଦ୍ଧି ପାରିବ। ବୃଦ୍ଧ ବୟସରେ ମଧ୍ୟ ଯୁବାବସ୍ଥା ଅନୁଭବ କରିହେବ। ଭିଏନାର ଜଣେ ବୃଦ୍ଧଙ୍କ ସହ ଏମିତି ଘଟିଛି। ଓଟୋକାର…
ପୁରୁଣା ଟିଭି ସେଟ୍ ଖୋଳରେ କୁକୁର ଛୁଆଙ୍କ ପାଇଁ ଘର: ସୋସିଆଲ ମିଡ଼ିଆରେ ଭାଇରାଲ
ଦିସପୁର,୨୭।୧୨: ଆସାମର ଦିସପୁରର ଜଣେ ଯୁବକ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛନ୍ତି। ଯୁବକ ଜଣକ ରାସ୍ତାରେ ବୁଲୁଥିବା କୁକୁର ଛୁଆଙ୍କ ପାଇଁ ପୁରୁଣା ଟିଭି ସେଟ୍ ଖୋଳରେ ଘର ତିଆରି କରିଛନ୍ତି। ଅଭିଜିତ୍ ଦୋଓ୍ବାରାହ ନାମକ ଏହି ଯୁବକ…
ନୂଆ ବର୍ଷରେ ନୂଆ ସୁବିଧା: ଲର୍ଣ୍ଣର ଲାଇସେନ୍ସଧାରୀଙ୍କ ଡିଏଲ ଆବେଦନ ସମୟସୀମା ବଢ଼ିଲା
ଭୁବନେଶ୍ୱର,୨୭ା୧୨(ବ୍ୟୁରୋ): ଲର୍ଣ୍ଣର ଲାଇସେନ୍ସଧାରୀଙ୍କ ପାଇଁ ଖୁସିଖବର। ଡିଏଲ ଆବେଦନ ପାଇଁ ଲର୍ଣ୍ଣର ଲଇସେନ୍ସଧାରୀଙ୍କ ଲାଗି ସମୟ ସୀମା ବଢ଼ିଛି। ସରକାର ୨୦୨୧ ମାର୍ଚ୍ଚ ୩୧ ଯାଏ ଏହାକୁ ବଢ଼ାଇଛନ୍ତି। ବିଜ୍ଞପ୍ତି ଜାରି କରି ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ।…
ଗୋଟିଏ ନିଃଶ୍ୱାସରେ ୬୬୨ ଫୁଟ ଗଭୀର ପାଣିରେ ପହଁରିଲେ ଯୁବକ
ଡେନମାର୍କର ଜଣେ ସନ୍ତରଣକାରୀ କେବଳ ଗୋଟିଏ ନିଶ୍ୱାସରେ ୬୬୨ ଫୁଟ ୮.୭ ଇଞ୍ଚ ପାଣିରେ ପହଁରି ଗିନିଜ ୱାଲର୍ଡ ରେକର୍ଡ କରିଛନ୍ତି। ଷ୍ଟିଗ ନାମକ ଏହି ସନ୍ତରଣକାରୀ ପାଣିରେ ରେକର୍ଡ ଭାଙ୍ଗୁଥିବା ଦୂରତାକୁ ପହଁରିବା ପାଇଁ ମାତ୍ର ଗୋଟିଏ ନିଶ୍ୱାସ ନେଇଥିଲେ।…
ବିବାହ ବାର୍ଷିକୀରେ ସ୍ତ୍ରୀଙ୍କ ପାଇଁ ଜହ୍ନରେ ଜାଗା କିଣିଲେ ଧର୍ମେନ୍ଦ୍ର
ସାଧାରଣତଃ ଯେଉଁମାନେ ପ୍ରେମରେ ପଡ଼ନ୍ତି ସେମାନେ ଅନେକ ସ୍ବପ୍ନ ଦେଖିଥାନ୍ତି। ଏପରିକି ପ୍ରେମିକଟିଏ ପ୍ରେମିକାଙ୍କ ପାଇଁ ଜହ୍ନରେ ଜାଗା କିଣିଦେବା କିମ୍ବା ତାରାଫୁଲରେ ଘର ସଜାଇବାକୁ ପ୍ରତିଶ୍ରୁତି ବି ଦେଇଥାନ୍ତି। ଏକଥା ଆମେ ଗୀତ ବା ଗପରେ ଶୁଣିଥିଲେ। ମାତ୍ର ବାସ୍ତବରେ…
ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେଶନ୍: ୭ ତାଲିବାନ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା
କାବୁଲ,୨୭।୧୨: ଆଫଗାନିସ୍ତାନରେ ମିଳିତ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେଶନ୍ରେ ୭ ତାଲିବାନ୍ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଦକ୍ଷିଣ ଆଫଗାନିସ୍ତାନର କାନ୍ଦାହାର ପ୍ରଦେଶର ଜେହାରିଆ ଜିଲାରେ ଏଭଳି ଘଟିଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ରବିବାର ସୂଚନା ପ୍ରଦାନ କରାଯାଇଛି। କତାରର ରାଜଧାନୀ ଦୋହାରେ ଆଫଗାନିସ୍ତାନ…
ରାଜ୍ୟରେ ୨୬ ଜିଲାରୁ ୩୦୩ କରୋନା ପଜିଟିଭ୍ ଚିହ୍ନଟ, ୪ ମୃତ
ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ରାଜ୍ୟରେ ରବିବାର ୩୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧୭୨ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୧୩୧ ଜଣ ଲୋକାଲ କେସ୍ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ…
ଡିଭାଇଡରରେ ପିଟି ହୋଇ ଓଲଟିଲା ମିନିବସ, ଜଣେ ଯାତ୍ରୀଙ୍କ ଜୀବନ ଗଲା; ୬ ଗୁରୁତର
ରାଉରକେଲା ଅଫିସ,୨୭ା୧୨: ୧୪୩ ନଂ ଜାତୀୟ ରାଜପଥର ବାଲୁଘାଟ ଏନ୍ଏଚ୍ ଡାକ ବଙ୍ଗଳା ନିକଟରେ ଏକ ମିନି ବସ୍ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ବସ୍ରେ ଥିବା ଅନ୍ୟ ୬ ଯାତ୍ରୀ ଗୁରୁତର ହୋଇଛନ୍ତି।…
ବେକାର ହୋଇ ବସିବୁ କାହିଁକି: ତଳି ରୋଇଲେ ଅନ୍ନଦାତା
ନୂଆଦିଲ୍ଲୀ,୨୭।୧୨: କୃଷି ଆଇନ ବିରୋଧରେ ଅନ୍ନଦାତାଙ୍କ ଆନ୍ଦୋଳନ ଜାରି ରହିଛି। ଇତିମଧ୍ୟରେ ଦୀର୍ଘଦିନ ଧରି ଆନ୍ଦୋଳନ ପାଇଁ ଚାଷୀ ସଂଗଠନଗୁଡ଼ିକ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଅନ୍ନଦାତାମାନେ ନିରଙ୍କାରି ସମାଗମ ପଡ଼ିଆ ଜମିରେ ପ୍ରତିବାଦ ସ୍ବରୂପ ତଳି ରୋଇବା ଆରମ୍ଭ କରିଛନ୍ତି। ସେମାନେ…
ସାନ୍ତାଙ୍କଠାରୁ ଉପହାର ଗ୍ରହଣ କରିବା ପଡିଲା ମହଙ୍ଗା ୧୫୭ ଜଣ କରୋନାରେ ପୀଡ଼ିତ!
ବ୍ରସେଲସ,୨୭ ।୧୨: ଖ୍ରୀଷ୍ଟମାସରେ ସାନ୍ତା କ୍ଲଜଙ୍କଠାରୁ ଉପହାର ଗ୍ରହଣ କରିବାର ପରମ୍ପରା ରହିଛି । ହେଲେ ଚଳିତ ବର୍ଷ ଜଣେ କରୋନା ସଂକ୍ରମିତ ସାନ୍ତାଙ୍କଠାରୁ ଉପହାର ଗ୍ରହଣ କରିବା ମହାଙ୍ଗା ପଡିଛି । ବେଲଜିୟମର ଏକ କେୟାର ହୋମରେ ଜଣେ ସାନ୍ତା…
ଭାଜପା ନେତାଙ୍କ ଦାବି ନୀତୀଶ ଛାଡନ୍ତୁ ଗୃହ ବିଭାଗ
ପାଟନା,୨୭ ।୧୨: ଦୁଇଦିନ ତଳେ ଅରୁଣାଚଳ ପ୍ରଦେଶରେ ଜନତା ଦଳ ୟୁନାଇଟେଡ(ଜେଡିୟୁ)ର ୬ ବିଧାୟକ ଦଳ ଛାଡି ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେବା ନୀତୀଶଙ୍କୁ ଏକ ପ୍ରକାର ଧକ୍କା ଦେଇଥିଲା ବୋଲି ଆଲୋଚନା ହୋଇଥିଲା । କାରଣ ଗୋଟିଏ ପଟେ…
Archives


