Posted inଫୁରସତ

ଯାଁଳା ଭାଇଙ୍କୁ ବିବାହ କଲେ ଯାଁଳା ଭଉଣୀ, ଏବେ ଏକାସାଙ୍ଗରେ ହେବେ ମା

ଓ୍ବାଶିଂଟନ: ଆମେରିକାରେ ଯାଁଳା ଭଉଣୀ ଯାଁଳା ଭାଇଙ୍କୁ ବିବାହ କରିଛନ୍ତି। ବ୍ରିଟେନୀ ଏବଂ ବ୍ରାୟନା ନାମକ ଦୁଇ ଯାଁଳା ଭଉଣୀ ଦୁଇ ଯାଁଳା ଭାଇ ଜୋଶ ଏବଂ ଜେରେମୀଙ୍କୁ ବିବାହ କରିଛନ୍ତି। ଏମାନଙ୍କର ୨୦୧୭ରେ ଏକ ଟ୍ବିନ୍‌ସ ଫେଷ୍ଟିଭାଲରେ ସାକ୍ଷାତ ହୋଇଥିଲା। ସାକ୍ଷାତ ହେବାର ୬ ମାସ ପରେ ଜୋଶ ଏବଂ ଜେରେମୀ ବ୍ରିଟେନୀ ଏବଂ ବ୍ରାୟନାଙ୍କୁ ପ୍ରପୋଜ କରିଥିଲେ। ୨୦୧୮ରେ ଏମାନଙ୍କର ବିବାହ ହୋଇଥିଲା। ବ୍ରାୟନା ଜୋଶଙ୍କୁ ବିବାହ କରିଥିବା ବେଳେ ବ୍ରିଟେନୀ ଜେରେମୀଙ୍କୁ ବିବାହ କରିଛନ୍ତି।

ବ୍ରିଟେନୀ ଏବଂ ବ୍ରାୟନାଙ୍କ କହିବାନୁସାରେ, ସେମାନେ ପିଲାଦିନେ ଏକାଠି ଖାଇବା, ଖେଳିବା, ବସିବା, ବୁଲିବା, ପାଠ ପଢ଼ିବା ଆଦି କରୁଥିଲେ। ଦୁହେଁ ସବୁବେଳେ ଚାହୁଁଥିଲେ ଆଗକୁ ଏକାଠି ରହିବେ, ଏକାଠି ଜନ୍ମଦିନ ପାଳିବେ। ତାଙ୍କ ସମ୍ପର୍କ ଖୁବ୍‌ ମଜଭୁତ। ଏପରିକି ସେ ଚାହୁଁଥିଲେ ଏକାଠି ବାହା ହେବାକୁ। ଯାହା ସତ ହୋଇଥିଲା। ସବୁଠୁ ଖୁସିର କଥା ଦୁଇଜଣ ଏବେ ଏକା ସାଙ୍ଗରେ ମା’ ବି ହେବେ। ଏହାକୁ ନେଇ ଦୁଇ ଭଉଣୀ ବହୁତ ଖୁସି ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶାରୀରିକ ସମ୍ପର୍କ ସମୟରେ ଅଢ଼େଇ ମିଟର ଦୂରତା ବଜାୟ ରଖିବା ପାଇଁ ଅନୁରୋଧ !

ନ୍ୟୁ ସାଉଥ୍‌ ଓ୍ବେଲସ୍‌,୧୩।୧: କରୋନା ମହାମାରୀ ବିରୋଧରେ ପୃଥିବୀର ପ୍ରତି ଦେଶରେ ଲଢ଼େଇ ଜାରି ରହିଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି।...

ରାସ୍ତାରେ ଗଡୁଛି ଭିନ୍ନ ଧରଣର ସାଇକେଲ, ଯିଏ ଦେଖୁଛି ଘଡ଼ିଏ ଚାହିଁ ସେଲ୍‌ଫି ନେଉଛି

ଉତ୍ତରପ୍ରଦେଶର ପିଲିଭିତିରେ ଭିନ୍ନ ଧରଣର ଏକ ସାଇକେଲ ଏବେ ଖୁବ୍‌ ଚର୍ଚ୍ଚାରେ ରହିଛି। ଯେତେବେଳେ ଏହି ସାଇକେଲ ରାସ୍ତାରେ ଗଡୁଛି ସେତେବେଳେ ଏହା ପାଖରେ ଯାଉଥିବା...

ବିଶ୍ୱର ଏପରି ୫ଟି ସ୍ଥାନ, ଯେଉଁଠି ହୁଏନି ରାତି

ବିଶ୍ୱରେ ଅନେକ ଅଦ୍ଭୁତ ସ୍ଥାନ ରହିଛି, ଯାହାକୁ ବିଶ୍ୱାସ କରି ପାରିବା କଷ୍ଟକର ହୁଏ। କିନ୍ତୁ ସତ୍ୟ କଣ ଜାଣିବା ପରେ ଆଶ୍ଚର୍ଯ୍ୟ ମଧ୍ୟ ଲାଗେ।...

ସରକାରୀ ହସ୍ପିଟାଲକୁ ଯାଆନ୍ତି କମ୍‌ ଲୋକ

ନୂଆଦିଲ୍ଲୀ,୬।୫: ଭାରତରେ ଏକ ତୃତୀୟାଂଶରୁ କମ୍‌ ଲୋକ ଚିକିତ୍ସା ପାଇଁ ସରକାରୀ ହସ୍ପିଟାଲ ଉପରେ ଭରସା କରନ୍ତି। ଅବଶିଷ୍ଟ ଲୋକେ ଘରୋଇ ହସ୍ପିଟାଲକୁ ପସନ୍ଦ କରିଥାନ୍ତି...

ବୁଲା ଜୀବଜନ୍ତୁଙ୍କ ମା’ ପୁଷ୍ପଲତା

ବୁଲା କୁକୁରଙ୍କଠାରୁ ଆରମ୍ଭକରି ମାଙ୍କଡ଼ଙ୍କ ପର୍ଯ୍ୟନ୍ତ ତାଙ୍କ ଆସିବାକୁ ଅପେକ୍ଷା କରିଥାନ୍ତି। କେତେବେଳେ ଆସିବେ ଓ ସେମାନଙ୍କୁ ଖାଇବାକୁ ଦେବେ। ବାହାରେ ବୁଲୁଥିବା ଜୀବଜନ୍ତୁଙ୍କୁ ପ୍ରତିଦିନ...

୫୦ ବର୍ଷ ଧରି ପାକିସ୍ତାନ ଜେଲରେ: ରେଡ଼ିଓରେ ଦେଇଥିଲେ ଜୀବିତ ଥିବା ସୂଚନା

ନୂଆଦିଲ୍ଲୀ, ୧୭।୮: ପାକିସ୍ତାନ ଜେଲରେ ଗତ ୫୦ ବର୍ଷ ଧରି ଭାରତୀୟ ଯବାନ ମଙ୍ଗଳ ସିଂ ବନ୍ଦୀ ଜୀବତ ବିତାଉଛନ୍ତି। ୧୯୭୧ ଭାରତ ପାକିସ୍ତାନ ଯୁଦ୍ଧରେ...

ମଡ୍‌ କୁକିଜ୍‌

ବିବାହ, ବ୍ରତ ହେଉ ଅବା କୌଣସି ଫଙ୍କ୍‌ଶନ୍‌, ଅନେକ ସୁସ୍ବାଦୁ ବ୍ୟଞ୍ଜନର ବ୍ୟବସ୍ଥା କରାଯାଏ। ଲୋକେ ଯେତିକି ଖାଆନ୍ତି ନଷ୍ଟ ଅଧିକ କରନ୍ତି। କୁଢ଼ କୁଢ଼...

କରୋନା କାଳରେ କିପରି ବଢ଼ିବ ରୋଗ ପ୍ରତିରୋଧକ ଶକ୍ତି

ବର୍ତ୍ତମାନ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି; ଯାହାକୁ ନେଇ ଲୋକଙ୍କ ଭିତରେ ଭୟର ବାତାବରଣ ମଧ୍ୟ ସୃଷ୍ଟି ହୋଇଛି। ଏଭଳି...

Advertisement


Archives

Model This Week