କଟକଣାକୁ ଫୁ: ଲୋକେ ଉତ୍ସାହିତ ହୋଇ ସ୍ବାଗତ କଲେ ବୋଲି କହିଲେ ବିଧାୟିକା
ବରଗଡ଼ ଅଫିସ,୨୪।୪: କରୋନା ମୁକାବିଲା ପାଇଁ କଟକଣାକୁ କଡାକଡି କରାଯାଇଛି। ହେଲେ ବରଗଡ଼ ଜିଲା ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଏହାକୁ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଅତାବିରା ନିର୍ବାଚନ ମଣ୍ଡଳୀ ଅଧୀନ ଭେଡ଼େନ ବ୍ଲକର ଥୁଆପାଲି ଏବଂ ଗୁରୁପାଲି ଗ୍ରାମରେ…
ସ୍ତ୍ରୀଙ୍କୁ କଇଁଚିରେ ଆକ୍ରମଣ କଲା ସ୍ବାମୀ
ଚୌଦ୍ୱାର,୨୪ା୪(ଡି.ଏନ୍.ଏ.)- ଚୌଦ୍ୱାର ଥାନା ଅଧୀନ ଖର୍ଦ୍ଧାସାହି ଅଞ୍ଚଳରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ମୁଣ୍ଡକୁ କଇଁଚିରେ ଆକ୍ରମଣ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ ଡାକ୍ତରଖାନା ପଠାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଖର୍ଦ୍ଧାସାହି ଅଞ୍ଚଳର ଫକୀର ସାହୁ ନାମକ ଜଣେ…
ଔଷଧ ଦୋକାନରେ ଗୁଟ୍ଖା, ସିଗାରେଟ୍ ବିକ୍ରି
ଭଦ୍ରକ ଅଫିସ, ୨୪।୪: ଔଷଧ ଦୋକାନରେ ବିକ୍ରି ହେଉଥିଲା ଗୁଟ୍ଖା ଓ ସିଗାରେଟ୍। ସ୍ଥାନୀୟ ପ୍ରଶାସନ ଓ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ୩ ଜଣଙ୍କୁ ଅଟକ ରଖାଯାଇଥିବା ବେଳେ ଔଷଧ ଦୋକାନକୁ ୭ ଦିନ ପାଇଁ ସିଲ୍ କରାଯାଇଛି। ଭଦ୍ରକ…
ବିଧାୟକଙ୍କ ନାମରେ କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗ
ଝାରସୁଗୁଡ଼ା ଅଫିସ,୨୪ା୪: ବ୍ରଜରାଜନଗର ବିଧାୟକ ତଥା ବିଜେଡି ଜିଲା ସଭାପତି କିଶୋର କୁମାର ମହାନ୍ତି ଏବଂ ବିଜେଡି କର୍ମୀ କୋଭିଡ୍ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଝାରସୁଗୁଡ଼ା ଜିଲା କଂଗ୍ରେସ କମିଟି ପକ୍ଷରୁ ସାଧାରଣ ସମ୍ପାଦକ ଜୀବନ ସାର୍ଥକ ଦାସ…
ରାଜସ୍ଥାନ ଆଗରେ ୧୩୪ ରନ୍ର ଟାର୍ଗେଟ୍
ମୁମ୍ବାଇ,୨୪ା୪: ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ଆଇପିଏଲ୍ର ୧୪ ତମ ସଂସ୍କରଣର ୧୮ ତମ ମ୍ୟାଚରେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମସନ। ପ୍ରଥମ ବ୍ୟାଟିଂ କରି ନାଇଟ ରାଇଡର୍ସ ୨୦…
ଟସ୍ ଜିତି ବୋଲିଂ କରିବ ରାଜସ୍ଥାନ
ମୁମ୍ବାଇ,୨୪ା୪: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଶନିବାର ୧୮ ତମ ମ୍ୟାଚରେ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାର ନିଷ୍ପତ୍ତି ନେଇଛନ୍ତି ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମସନ। ଫଳରେ ନାଇଟ ରାଇଡର୍ସ ବ୍ୟାଟିଂ କରିବ। ସୂଚନା ଯୋଗ୍ୟ କୋଲକାତା ୪ଟି…
କେନ୍ଦ୍ରମନ୍ତ୍ରୀ ସୋମପ୍ରକାଶ ଆଇସିୟୁରେ ଭର୍ତ୍ତି
ଚଣ୍ଡୀଗଡ଼,୨୪।୪: କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ସୋମପ୍ରକାଶ କରୋନା ସଂକ୍ରମିତ ହୋଇଛନ୍ତି। ଏହି ସମ୍ପର୍କରେ ଟୁଇଟ୍ କରି ସେ ସୂଚନା ଦେଇଛନ୍ତି। ଶରୀରରେ ଅମ୍ଳଜାନ ଅଭାବ ଦେଖାଦେବାରୁ ତାଙ୍କୁ ମୋହାଲିର ଫୋର୍ଟିସ୍ ହସ୍ପିଟାଲର ଆଇସିୟୁରେ ଶନିବାର ଭର୍ତ୍ତି କରାଯାଇଛି। ତାଙ୍କର ଚିକିତ୍ସା…
ଶସ୍ତାରେ ମିଳିବ କରୋନା ଟିକା
ନୂଆଦିଲ୍ଲୀ,୨୪।୪: କୋଭିଡ୍ -୧୯ ଟିକା ଆମଦାନୀ ଉପରେ କଷ୍ଟମ୍ ଡ୍ୟୁଟି ଛାଡ଼ କଲେ କେନ୍ଦ୍ର ସରକାର। ଅକ୍ସିଜେନ ଉପରୁ ମଧ୍ୟ ସ୍ବାସ୍ଥ୍ୟ ସେସ୍ ଛାଡ଼ କରାଯାଇଥିବା ଶନିବାର କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ…
କୋଭିଡ୍ ହସ୍ପିଟାଲକୁ ଗଞ୍ଜାମ ଜିଲାପାଳଙ୍କ ଅଚାନକ ଗସ୍ତ: ପରିଦର୍ଶନ ପରେ କହିଲେ ‘ଏମ୍କେସିଜିରେ ଅକ୍ସିଜେନ ଅଭାବ ଖବର ମିଥ୍ୟା’
ଛତ୍ରପୁର,୨୪।୪(ଡି.ଏନ.ଏ.)-ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଶନିବାର ବ୍ରହ୍ମପୁର ଏମ୍କେସିଜି କୋଭିଡ୍ ହସ୍ପିଟାଲକୁ ଅଚାନକ ପରିଦର୍ଶନ କରିବାକୁ ଯାଇଥିଲେ। ପିପିଇ କିଟ୍ ପିନ୍ଧି ଜିଲାପାଳ ଉକ୍ତ କୋଭିଡ୍ ହସ୍ପିଟାଲ ମଧ୍ୟକୁ ପ୍ରବେଶ କରି ୱାର୍ଡକୁ ୱାର୍ଡ ବୁଲି ରୋଗୀଙ୍କ ବିଷୟରେ ପଚାରି…
କରୋନା ଯୋଗୁ ଶରୀରରେ ଅମ୍ଳଜାନସ୍ତର କମ୍ ହେଉଛି କି? ନ ଡ଼ରି ଏଭଳି କରନ୍ତୁ; ମିଳିବ ଲାଭ…
ନୂଆଦିଲ୍ଲୀ: ବର୍ତ୍ତମାନ କରୋନାର ଦ୍ୱିତୀୟ ଲହରର ସାମ୍ନା କରୁଛି ଭାରତ। ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଆବଶ୍ୟକୀୟ ଚିକିତ୍ସାକୁ ନେଇ ଅସୁବିଧା ପରିଲକ୍ଷିତ ହେଉଛି। ଦେଶର ବିଭିନ୍ନ ସହରରେ ଥିବା ଡାକ୍ତରଖାନାଗୁଡ଼ିକରେ ଅମ୍ଳଜାନ ସିଲିଣ୍ଡରର ଅଭାବ ଦେଖାଦେଇଛି। ଫଳରେ ନିଃଶ୍ୱାସପ୍ରଶ୍ୱାସ…
ଭାରତକୁ ସହାୟତାର ହାତ ବଢ଼ାଇଲା ପାକିସ୍ତାନ: ୫୦ ଆମ୍ବୁଲାନ୍ସ୍ ପଠାଇବାକୁ କହିଲା ଏହି ଟ୍ରଷ୍ଟ୍…
ଇସଲାମାବାଦ୍,୨୪।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଏପରିସ୍ଥଳେ ପାକିସ୍ତାନର ଇଧି ଓ୍ବେଲଫେୟାର ଟ୍ରଷ୍ଟ୍ ଭାରତକୁ ସହାୟତାର ହାତ ବଢ଼ାଇଛି। ଭାରତରେ ମହାମାରୀର ମୁକାବିଲା ପାଇଁ ପାକିସ୍ତାନର…
ମା’ଙ୍କ ଅନ୍ତିମସଂସ୍କାର କରିବାକୁ ମନା କଲେ ସିଙ୍ଗାପୁରରେ ଥିବା ପୁଅ; କୋକେଇକୁ କାନ୍ଧ ଦେଲା ପୋଲିସ; ଆଉ…
ନୂଆଦିଲ୍ଲୀ,୨୪।୪: ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି। ଦିନ କେଇଟାରେ ଦୈନିକ ସଂକ୍ରମଣ ରେକର୍ଡସ୍ତରରେ ପହଞ୍ଚୁଥିବା ଅନେକଙ୍କୁ ଚିନ୍ତାରେ ପକାଇଛି। ସେହିଭଳି ମୃତକଙ୍କ ସଂଖ୍ୟା ମଧ୍ୟ ଲଗାତାର ଭାବେ ବଢ଼ୁଛି। କେହି କେହି ନିଜ ପରିଜନଙ୍କୁ ହରାଇ ଭାବବିହ୍ବଳ ହେଉଥିବା…

