କରୋନା ରୋଗୀ-ଯୋଦ୍ଧାଙ୍କ ପାଇଁ ତିଆରି ହେଲା ସ୍ବତନ୍ତ୍ର ଚପଲ, ଏହା ଦେବ ଅକ୍ସିଜେନ

କରୋନା ମହାମାରୀର ଦ୍ୱିତୀୟ ଲହର ଏବେ ସମଗ୍ର ବିଶ୍ୱକୁ କବଳିତ କରିଛି। ଚାରିଆଡ଼େ ଖାଲି ମୃତ୍ୟୁ ହିଁ ମୃତ୍ୟୁ। ଏହି ସମୟରେ କିଛି କମ୍ପାନୀ କରୋନା ଆକ୍ରାନ୍ତ ଏବଂ କରୋନା ଯୋଦ୍ଧାଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି। ଜର୍ମାନୀର ଏକ କମ୍ପାନୀ କରୋନା ରୋଗୀ ଏବଂ ମେଡିକାଲ ଷ୍ଟାଫ୍‌ଙ୍କ ପାଇଁ ଏକ ସ୍ବତନ୍ତ୍ର ଧରଣର ଚପଲ ତିଆରି କରିଛି।

ସାଧାରଣତଃ ଜୋତା ଏବଂ ଚପଲରେ ୭ ଘଣ୍ଟା ପର୍ଯ୍ୟନ୍ତ ବ୍ୟାକ୍ଟେରିଆ ଲାଗି ରହିଥାନ୍ତି। ଏହି ଚପଲକୁ ସହଜରେ ସାନିଟାଇଜ୍‌ କରାଯାଇପାରିବ। ସାଧାରଣତଃ ଜଣେ ବ୍ୟକ୍ତି ଦିନକୁ ୩୦୦୦ ପାଦ ଚାଲିଥାନ୍ତି। କିନ୍ତୁ ଜର୍ମାନୀର ଭନ୍‌ ଓ୍ବେଲେକ୍ସ (von-wellx) କମ୍ପାନୀର ଚପଲକୁ ପିନ୍ଧି ୮୦୦୦ ପାଦ ପର୍ଯ୍ୟନ୍ତ ଯାଇହେବ। କମ୍ପାନୀ କହିବା କଥା, ଏହି ସ୍ବତନ୍ତ୍ର ଧରଣର ଚପଲ କରୋନା ରୋଗୀ ଏବଂ କରୋନା ଯୋଦ୍ଧାଙ୍କୁ ବହୁତ ସାହାଯ୍ୟ କରିବ।

ଫ୍ୟାକ୍ଟ୍ରିରେ ବହୁ ପରିମାଣରେ ଚପଲ ତିଆରି କରାଯାଉଛି। ଏହି ଚପଲ ପିନ୍ଧି ଚାଲିଲେ ମାଂସପେଶୀ ସୁଦୃଢ଼ ହୋଇଥାଏ। ଯାହାକି ଶରୀରରେ ରକ୍ତ ସଞ୍ଚାଳନ ଓ ଅକ୍ସିଜେନକୁ ଖୁବ ଦ୍ରୁତ ଗତିରେ ବଢ଼ାଇଥାଏ। କରୋନା ଭାଇରସକୁ ଦୃଷ୍ଟିରେ ରଖି ଏହି ଚପଲ ପ୍ରସ୍ତୁତ କରିବାରେ ସ୍ବତନ୍ତ୍ର ଧରଣର ମ୍ୟାଟେରିଆଲ ବ୍ୟବହୃତ ହୋଇଛି। ଏହାକୁ ପିନ୍ଧିବା ପରେ ରୋଗୀ ଏବଂ କରୋନା ଯୋଦ୍ଧା ସମ୍ପୂର୍ଣ୍ଣ ଭାବରେ ଆକ୍ଟିଭ ଓ ଫିଟ୍‌ ରହିବେ ବୋଲି କମ୍ପାନୀ କହିଛି।

ଉକ୍ତ କମ୍ପାନୀ ଦେଶରେ କୋଭିଡ୍‌ ରୋଗୀ ଓ ମେଡିକାଲ ହେଲଥ ଓ୍ବାର୍କର୍ସଙ୍କୁ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡ୍‌ ଦ୍ବାରା ଦେବାର ଘୋଷଣା କରିଛି। ଜୋତା ବ୍ୟବସାୟର ମୁଖ୍ୟ ଆଶିଷ ଜୈନ କହିଛନ୍ତି, କମ୍ପାନୀ ୧୦ ହଜାର ହଳ ଚପଲ ଦାନ କରିବ। ଯାହାର ମୂଲ୍ୟ ୫୦ ଲକ୍ଷ ଟଙ୍କା ରହିଛି। ଦେଶର ଭିନ୍ନ ଭିନ୍ନ ହସ୍ପିଟାଲରେ ଏହି ଚପଲକୁ ମାଗଣାରେ ଯୋଗାଇ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

ବିଜୟଙ୍କ ବଡ଼ ବୟାନ: ରାଜା ହେବାକୁ ନୁହେଁ, ରାଜନୀତିକୁ ଆସିଛି….

ଚେନ୍ନାଇ,୩୦।୯: ତାମିଲନାଡୁର ଧାରାପୁରମରେ ଏକ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ନିଜ ଦଳ TVKର ରାଜନୈତିକ ଆଭିମୁଖ୍ୟ ନେଇ ବଡ଼ ବୟାନ ଦେଇଛନ୍ତି। ସେ…

ବଦଳିଗଲା ନିୟମ! ରାସନ୍ ନେବା ପାଇଁ ଆଉ ଦରକାର ନାହିଁ ଫିଙ୍ଗରପ୍ରିଣ୍ଟ, ଅକ୍ଟୋବର ୧ ରୁ କରିବାକୁ ପଡ଼ିବ…

ନୂଆଦିଲ୍ଲୀ,୩୦ା୯: ୧୭ଶ ଆଧାର ଦିବସ (୨୯ ସେପ୍ଟେମ୍ବର ୨୦୨୬) ଅବସରରେ ଦେଶର କୋଟି କୋଟି ରାଶନ୍ କାର୍ଡଧାରୀଙ୍କ ପାଇଁ ଏକ ପ୍ରମୁଖ ସୁବିଧାର ଘୋଷଣା କରାଯାଇଛି ।…

ଗ୍ରାହକଙ୍କୁ ବଡ଼ ଝଟକା; ବଢ଼ିଲା କ୍ଷୀର ଦର, ଅକ୍ଟୋବର ୧ରୁ ଲିଟର ପିଛା…

ଭୋପାଳ,୩୦।୯: ମଧ୍ୟପ୍ରଦେଶର ଇନ୍ଦୋରରେ ବଢ଼ିଲା କ୍ଷୀର ଦର ।ଅକ୍ଟୋବର ୧ ତାରିଖରୁ ଏହା ଲାଗୁ ହେବ । ଇନ୍ଦୋର ଦୁଗ୍ଧ ବିକ୍ରେତା ସଂଘ କ୍ଷୀର ଦର ଲିଟର…

‘ସ୍ତ୍ରୀ ମୋତେ ବହୁତ ମାନସିକ ନିର୍ଯାତନା…’, ଆତ୍ମହତ୍ୟା ପୂର୍ବରୁ ଭିଡିଓ କରି ଝୁଲିପଡ଼ିଲେ ଯୁବକ

ଲକ୍ଷ୍ନୌ,୩୦।୯: ଉତ୍ତରପ୍ରଦେଶର ଗ୍ରେଟର ନୋଏଡାର ବିସରଖ ଥାନା ଅଞ୍ଚଳରେ ଜଣେ ୨୫ ବର୍ଷୀୟ ଯୁବକ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ମୃତକଙ୍କ…

ଟ୍ରମ୍ପଙ୍କ ସହ ଫୋନରେ କଥା ହେଲେ ମୋଦି, ଏହି ସବୁ ବିଷୟକୁ ନେଇ ଆଲୋଚନା…

ନୂଆଦିଲ୍ଲୀ,୩୦।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଫୋନ୍‌ରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ଦୁଇ ନେତା ବାଣିଜ୍ୟ, ପ୍ରତିରକ୍ଷା, ଶକ୍ତି,…

୩୮ ବର୍ଷୀୟ ଉମେଶ ଯାଦବଙ୍କୁ ସୁଯୋଗ ଦେଲା ଶୁଭମନ ଗିଲଙ୍କ ଟିମ୍, ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କଲା ନିଷ୍ପତ୍ତି!

ନୂଆଦିଲ୍ଲୀ,୩୦ା୯: ଭାରତୀୟ କ୍ରିକେଟ ଦଳର ଅଭିଜ୍ଞ ଦ୍ରୁତ ବୋଲର ଉମେଶ ଯାଦବ ୩୮ ବର୍ଷ ବୟସରେ ଏକ ନୂଆ ଦଳରୁ ଖେଳିବାର ସୁଯୋଗ ପାଇଛନ୍ତି। ଆଗାମୀ ଘରୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?