Posted inଜାତୀୟ

ଆମେରିକାରୁ ଆସିଲା ୩୧୮ ଅକ୍ସିଜେନ କନ୍‌ସେନ୍‌ଟ୍ରେଟର

ନୂଆଦିଲ୍ଲୀ,୨୬।୪: ଆମେରିକା ପଠାଇଥିବା ୩୧୮ଟି ଅକ୍ସିଜେନ କନ୍‌ସେନ୍‌ଟ୍ରେଟର୍‌ ସୋମବାର ଭାରତରେ ପହଞ୍ଚିଛି। ନ୍ୟୁୟର୍କ ବିମାନ ବନ୍ଦରରୁ ଏୟାର ଇଣ୍ଡିଆ ବିମାନ ଯୋଗେ ଏହି ଅକ୍ସିଜେନ କନ୍‌ସେନ୍‌ଟ୍ରେଟର ଦିଲ୍ଲୀରେ ପହଞ୍ଚି ଥିବା ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏହି ସୂଚନା ଦେଇଛନ୍ତିା

କରୋନା ସହ ଲଢୁଥିବା ଭାରତ ପାଇଁ ଅତ୍ୟାବଶ୍ୟକ ଜୀବନ ରକ୍ଷାକାରୀ ଡାକ୍ତରୀ ଉପକରଣ ଏବଂ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦେବା ଲାଗି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଉପରାଷ୍ଟ୍ରପତି କମଳା ହାରିସ ରବିବାର ପ୍ରତିଶ୍ରୁତି ଦେଇଥିଲେ। ଏପରିକି ଟୁଇଟ କରି ଜୋ ବାଇଡେନ କହିଥିଲେ, ମହାମାରୀର ପ୍ରାରମ୍ଭିକ ସମୟରେ ଆମେରିକାର ହସ୍ପିଟାଲକୁଡିକରେ ପ୍ରାୟ ଉପକରଣ ଶେଷ ହୋଇଯାଇଥିବା ବେଳେ ଭାରତ ସହାୟତାର ହାତ ବଢାଇଥିଲା। ସେହିପରି ଆବଶ୍ୟକ ବେଳେ ଆମେରିକା ଭାରତକୁ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତିବଦ୍ଧ। ଉପରାଷ୍ଟ୍ରପତି କମଳା ହାରିସ ମଧ୍ୟ ଟୁଇଟ କରି କହିଥିଲେ, କୋଭିଡ-୧୯ର ଦୃତ ସଂକ୍ରମଣ ବେଳେ ତୁରନ୍ତ ଅତିରିକ୍ତ ସହାୟତା ଏବଂ ସାମଗ୍ରୀ ଯୋଗାଣ ନେଇ ଆମେରିକା ଏବଂ ଭାରତ ସରକାର ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ଭାରତର ସାହସୀ ଡାକ୍ତର, ସ୍ବାସ୍ଥ୍ୟକର୍ମୀଙ୍କ ସମେତ ଭାରତବାସୀଙ୍କ ପାଇଁ ଆମେରିକା ପ୍ରାର୍ଥନା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

କାମଧନ୍ଦା ନ ପାଇ ଦିଲ୍ଲୀ ଛାଡ଼ିଲେଣି ୮ ଲକ୍ଷ ପ୍ରବାସୀ ଶ୍ରମିକ

ନୂଆଦିଲ୍ଲୀ, ୨୨।୫: କରୋନା ସଂକ୍ରମଣ ରୋକିବା ପାଇଁ ଦିଲ୍ଲୀ ସରକାର ଲକ୍‌ଡାଉନ ଘୋଷଣା କରିଛନ୍ତି। ଫଳରେ କାମଧନ୍ଦା ନ ପାଇ ୪ ସପ୍ତାହ ମଧ୍ୟରେ ୮...

ଥମୁଛି ସକ୍ରିୟ ମାମଲା-ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୧୩।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି...

ମଣିପୁର ଫାଇଲ୍ସ ଫିଲ୍ମ ନିର୍ମାଣ ହେବା ଆବଶ୍ୟକ: ‘ସାମନା’ରେ ମୋଦିଙ୍କୁ ଟାର୍ଗେଟ…

ମୁମ୍ବାଇ,୨୨।୭ : ମଣିପୁରରେ ହିଂସାକୁ ନେଇ ଶିବସେନା (ୟୁବିଟି) କେନ୍ଦ୍ର ତଥା ରାଜ୍ୟରେ ଭାଜପା ସରକାରକୁ ସମାଲୋଚନା କରିଛି। ଶନିବାର ଶିବସେନା (ୟୁବିଟି) କହିଛି ମଣିପୁର...

ସିଦ୍ଧୁ ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ!

ଚଣ୍ଡିଗଡ଼,୧୫ ।୭: ପଞ୍ଜାବ କଂଗ୍ରେସରେ ଲାଗି ରହିଥିବା କଳହ ଧୀରେ ଧୀରେ ସମାଧାନ ହେବାକୁ ଯାଉଛି । ଏଠାରେ କ୍ୟାପଟେନ ଅମରିନ୍ଦର ସିଂ ମୁଖ୍ୟମନ୍ତ୍ରୀ ଆସନ...

୧୫ ବର୍ଷର ପ୍ରତୀକ୍ଷା ପରେ ସେନାକୁ ମିଳିବ ଆସଲ୍ଟ ରାଇଫଲ୍‌: ଖର୍ଚ୍ଚ ହେବ ୬୩୮ କୋଟି

ନୂଆଦିଲ୍ଲୀ,୧୪।୧୨: ଭାରତୀୟ ସେନାକୁ ଦୀର୍ଘ ୧୫ ବର୍ଷର ପ୍ରତୀକ୍ଷା ପରେ ୨୦୨୦ ଫେବୃୟାରୀରେ ଆମେରିକାରେ ନିର୍ମିତ ଆସଲ୍ଟ ରାଇଫଲ୍‌ ମିଳିବ। ପ୍ରଥମ ପର୍ଯ୍ୟାୟରେ ଆମେରିକା କମ୍ପାନୀ...

ଚନ୍ଦ୍ରାବାବୁ ନାଇଡୁ ଏବଂ ପୁଅ ନାରା ଲୋକେଶ ନଜରବନ୍ଦୀ: ଘରେ ଆରମ୍ଭ କଲେ ୧୨ ଘଣ୍ଟିଆ ଅନଶନ

ହାଇଦ୍ରାବାଦ୍‌,୧୧।୯: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌.ଚନ୍ଦ୍ରାବାବୁ ନାଇଡୁ ଏବଂ ତାଙ୍କ ପୁଅ ନାରା ଲୋକେଶଙ୍କୁ ବୁଧବାର ନିଜ ଘରେ ନଜରବନ୍ଦୀ କରାଯାଇଛି। ଜଣେ ଟିଡିପି ନେତାଙ୍କ...

ମିମ୍ସ ଉପରେ ପ୍ରତିକ୍ରିୟା ରଖିଲେ ଥରୁର

ନୂଆଦିଲ୍ଲୀ,୮।୪: କଂଗ୍ରେସ ଏମ୍‌ପି ଶଶୀ ଥରୁରଙ୍କ ସହିତ ଲୋକସଭାରେ ସୁପ୍ରିୟା ସୁଲେଙ୍କ ବ୍ୟକ୍ତିଗତ ଆଲୋଚନାର ଭିଡିଓ ଏବେ ସୋସିଆଲ ମିଡିଆରେ ଟପ୍‌ ଟାୟାର ମିମ୍ସ ପାଲଟିଛି।...

ଅବ୍ୟବସ୍ଥା ଭାରତର କାଳ

ନୂଆଦିଲ୍ଲୀ,୧୩ା୫: ଭାରତ ପାଇଁ କାଳ ହୋଇଛି ଚରମ ଅବହେଳାରୁ ସୃଷ୍ଟ ଅବ୍ୟବସ୍ଥା। ଦେଶର ଅଢ଼େଇ ଲକ୍ଷ ଲୋକଙ୍କ ଜୀବନ ନେଇ କୋଟି କୋଟି ଭାରତୀୟଙ୍କୁ ଛଟପଟ...

Advertisement
Archives

Model This Week